Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ଲାକ୍‌ ଓ୍ବିଡୋର ଟ୍ରେଲର ରିଲିଜ୍‌ : ୟୁଟ୍ୟୁବ୍‌ ଟ୍ରେଣ୍ଡରେ 1 ନମ୍ବର
ଆଜିର ଖବର

ବ୍ଲାକ୍‌ ଓ୍ବିଡୋର ଟ୍ରେଲର ରିଲିଜ୍‌ : ୟୁଟ୍ୟୁବ୍‌ ଟ୍ରେଣ୍ଡରେ 1 ନମ୍ବର

December 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,4/12: ମାର୍ଭେଲ୍‌ ସିନେମାଟିକ୍‌ ୟୁନିଭର୍ସର ପ୍ରଥମ ମହିଳା ସୁପରହିରୋ ଫିଲ୍ମ ‘ବ୍ଲାକ୍‌ ଓ୍ବିଡୋ’ର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରଟିକୁ ଦର୍ଶକ ବହୁତ ପସନ୍ଦ କରିଥିବା ବେଳେ 24 ଘଣ୍ଟା ପୂର୍ବରୁ 17 ମିଲିୟନ୍‌ ଦର୍ଶକ ଏହାକୁ ଦେଖି ସାରିଲେଣି । ଏହା ସହିତ ୟୁଟ୍ୟୁବ୍ ଟ୍ରେଣ୍ଡରେ ଏହା ଏକ ନମ୍ବର ସ୍ଥାନରେ ରହିଛି । ସ୍କାର୍ଲେଟ୍‌ ଜୋହାନସନ୍‌ଙ୍କ ଏହି ବହୁ ପ୍ରତୀକ୍ଷିତ ଚଳଚିତ୍ରକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ଟ୍ରେଲରରେ ସ୍କାର୍ଲେଟ୍‌ଙ୍କ ବ୍ୟତୀତ ଜେରେମି ରେନର ନଜର ଆସିଛନ୍ତି । ଏହା ସହିତ ଫିଲ୍ମର କାହାଣୀ 2014ରୁ 16 ମଧ୍ୟରେ ରହିଛି । ଟ୍ରେଲରରେ ନକରାତ୍ମକ ଚରିତ୍ରରେ ୟେଲେନା ବେଲୋଭାଙ୍କୁ ଦେଖିବାକୁ ମିଳିଛି । କମିକ୍‌ କାହାଣୀ ଅନୁଯାୟୀ ବ୍ଲାକ୍‌ ଓ୍ବିଡୋ ଏବଂ ବେଲୋଭା ଯାଆଁଳା ଭଉଣୀ । ଫିଲ୍ମଟିର ସର୍ବାଧିକ ଭାଗ ବୁଦାପେଷ୍ଟରେ ସୁଟିଂ ହୋଇଛି । କେଟ୍‌ ସର୍ଟଲ୍ୟାଣ୍ଡଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ରଟି ମେ 1 2020ରେ ରିଲିଜ୍‌ ହେବାକୁ ଯାଉଛି । ଏମ୍‌ସିୟୁର ଅନ୍ୟ ସୁପରହିରୋ ଫିଲ୍ମ ଦ ଏଟର୍ନାଲ୍ସ ନଭେମ୍ବର6, 2020ରେ ରିଲିଜ୍‌ ହେବ । (ଏଜେନ୍ସୀ)

blackwidow scarletjohanson
Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.