Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏଏକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଉଛନ୍ତି ମମତା : ଜେପି ନଡ୍ଡା
ଆଜିର ଖବର

ସିଏଏକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଉଛନ୍ତି ମମତା : ଜେପି ନଡ୍ଡା

December 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଲିକତା, 23/12: ଭାରତୀୟ ଜନତା ପାର୍ଟି (ବିଜେପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା କଲିକତାଠାରେ ନାଗରିକତା ସଂଶୋଧନ ଅଧିନିୟମ ସମର୍ଥନରେ ଏକ ରାଲି କରିଛନ୍ତି। ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ଜେପି ନଡ୍ଡା କହିଛନ୍ତି ଯେ, ନାଗରିକତା ସଂଶୋଧନ ଅଧିନିୟମ ବିଷୟରେ ମମତା ଦିଦି ଓ ତାଙ୍କର ସମସ୍ତ ନେତା ଦେଶକୁ ଭ୍ରମିତ କରିବା ସହ ରାଜ୍ୟର ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇ ବିପଥଗାମୀ କରାଉଛନ୍ତି। ଏହି ଅଧିନିୟମ ନାଗରିକତା ଦେଇଥାଏ, କାହାର ନାଗରିକତା ଛଡାଇବ ନାହିଁ । ଜେପି ନଡ୍ଡା କହିଛନ୍ତି ଯେ, ଭାରତରେ ରହିଥିବା ସମସ୍ତ ମୁସଲମାମାନେ ଆଗକୁ ବଢିଛନ୍ତି । ଆମେ ସମସ୍ତଙ୍କୁ  ସମାନ ସୁଯୋଗ ଓ ସମାନ ସମ୍ମାନ ମଧ୍ୟ ଦେଇଛୁ। ମମତା ଭୋଟ୍‌ ବ୍ୟାଙ୍କ ପାଇଁ ଏହାକୁ ନେଇ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ନଡ୍ଡା। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାକୁ ମିଳିଲା ଗତି, ଏପର୍ଯ୍ୟନ୍ତ ୪୫ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀଙ୍କ ଦର୍ଶନ

September 27, 2025

ବରେଲି ହିଂସା ମାମଲାରେ ମୌଲାନା ତୌକିର ରାଜା ଗିରଫ, ୧୪ ଦିନ ପାଇଁ ଗଲେ ଜେଲ

September 27, 2025

ନବରାତ୍ରିରେ ସୁନା କିଣିବା କଷ୍ଟକର!: ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଲା ସୁନାର ମୂଲ୍ୟ

September 27, 2025

ବାଣପୁର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଜଣେ ମୃତ, ୫ ଆହତ

September 27, 2025
Latest News

ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାକୁ ମିଳିଲା ଗତି, ଏପର୍ଯ୍ୟନ୍ତ ୪୫ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀଙ୍କ ଦର୍ଶନ

September 27, 2025

ଭାରତ ପାଇଁ “ଖୁସି ଖବର”: ଆଣ୍ଡାମାନ ସାଗରରେ ମିଳିଲା ପ୍ରାକୃତିକ ଗ୍ୟାସ ଭଣ୍ଡାର

September 27, 2025

ବରେଲି ହିଂସା ମାମଲାରେ ମୌଲାନା ତୌକିର ରାଜା ଗିରଫ, ୧୪ ଦିନ ପାଇଁ ଗଲେ ଜେଲ

September 27, 2025

ମୋଦି ସରକାର ନେଇପାରନ୍ତି ବଡ ପଦକ୍ଷେପ, ଯାହା ଶଶି ଥରୁରଙ୍କୁ ହେବ ବଡ ଲାଭ, ଜାଣନ୍ତୁ କ’ଣ?

September 27, 2025

ନବରାତ୍ରିରେ ସୁନା କିଣିବା କଷ୍ଟକର!: ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଲା ସୁନାର ମୂଲ୍ୟ

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.