ସ୍ତ୍ରୀର ପ୍ରେମିକକୁ ଦି’ଗଡ଼ କରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ

Published: Feb 11, 2020, 12:55 pm IST

ସମୀକ୍ଷା ବ୍ୟୁରୋ

ଜଳେଶ୍ବର: ଜଳେଶ୍ବରଠାରେ ରାଇବଣିଆ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯୁବକଙ୍କୁ କୁରାଢିରେ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ ସ୍ବାମୀ । ମିଳିଥିବା ସୂଚନା ଅନୁସାରେ ସ୍ତ୍ରୀର ପ୍ରେମିକକୁ କୁରାଢିରେ ହାଣିଛନ୍ତି ସ୍ବାମୀ । ଘରେ ଯୁବକ ଜଣକ ଶୋଇଥିବା ଅବସ୍ଥାରେ ହାଣିଦେଇଛନ୍ତି ସ୍ବାମୀ ।

Related posts