Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଛୁଆ ବର୍ଗଙ୍କ ପାଇଁ ଜଷ୍ଟିସ୍‌ ରଘୁନାଥ ବିଶ୍ବାଳଙ୍କ ନେତୃତ୍ବରେ କମିଶନ ଗଠନ
ଆଜିର ଖବର

ପଛୁଆ ବର୍ଗଙ୍କ ପାଇଁ ଜଷ୍ଟିସ୍‌ ରଘୁନାଥ ବିଶ୍ବାଳଙ୍କ ନେତୃତ୍ବରେ କମିଶନ ଗଠନ

February 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟରୋ
ଭୁବନେଶ୍ବର : ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ରଘୁନାଥ ବିଶ୍ବାଳଙ୍କ ନେତୃତ୍ବରେ ପଛୁଆ ବର୍ଗଙ୍କ ପାଇଁ କମିଶନ ଗଠନ କରିଛନ୍ତି ରାଜ୍ୟ ସରକାର । ଏହି ପାଞ୍ଚ ଜଣିଆ କମିଟିରେ ରହିଥିବା ଅନ୍ୟ ସଦସ୍ୟ ହେଉଛନ୍ତି ପ୍ରଫେସର ନବନୀତା ରଥ, ପ୍ରଫେସର ଡ. ମିତାଲୀ ଚିନରା, ଏବଂ ଡ. ପ୍ରସନ୍ନ କୁମାର ପାତ୍ର ଏହି କମିଟିର ସଦସ୍ୟ ରହିଛନ୍ତି । ଆଇଏଏସ୍‌ ବୀର ବିକ୍ରମ ଯାଦବ ଏହି କମିଶନର ସଚିବ ରହିଛନ୍ତି । ପଛୁଆ ବର୍ଗ ଧାରା 1993 ଅନୁଯାୟୀ ଏହି କମିଟି ଗଠନ କରାଯାଇଛି ।
ଜଷ୍ଟିସ୍‌ ରଘୁନାଥ ବିଶ୍ବାଳ ପୂର୍ବରୁ ନଭେମ୍ବର 2012ରୁ 2017 ପର୍ଯ୍ୟନ୍ତ ଖାଉଟି କମିଶନର ମୁଖ୍ୟ ରହିଥିଲେ । ପ୍ରଫେସର ନବନୀତା ରଥ ସାମାଜିକ ବିଜ୍ଞାନ ବିଭାଗର ପ୍ରଫେସର ରହିଥିବା ବେଳେ ମିତାଲି ଚିନରା ଅର୍ଥନୀତିରେ ପ୍ରଫେସର ରହିଛନ୍ତି । କମିଟିର ଅନ୍ୟତମ ସଦସ୍ୟ ଡ. ପ୍ରସନ୍ନ କୁମାର ପାତ୍ର ଆନ୍ଥ୍ରୋପୋଲୋଜି (ମନୁଷ୍ୟ ବିଜ୍ଞାନ) ବିଭାଗର ପ୍ରଫେସର ଅଟନ୍ତି ।

naveenpattnaik
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026

ଜିଓ-ପିସି ରେ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ଜିଓ ଏଆଇ କ୍ଲାସରୁମ୍

March 12, 2026

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026
Latest News

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026

ଜିଓ-ପିସି ରେ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ଜିଓ ଏଆଇ କ୍ଲାସରୁମ୍

March 12, 2026

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.