ସମୀକ୍ଷା ବ୍ୟୁରୋ ବୌଦ୍ଧ : ବୌଦ୍ଧଠାରେ ଏକ ସଡକ ଦୁର୍ଘଟଣା ଜଣକର ମୃତ୍ୟୁ ଘଟିଛି । କାର୍ ଓ ବାଇକ୍ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଚାରି ଜଣ ଗୁରୁତର ହୋଇଛନ୍ତି। ବୌଦ୍ଧ ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଖଟଖଟିଆ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ବିଜୟ ହଜାରେ ଟ୍ରଫିରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ପାଳି: ୮୪ ବଲ୍ରେ କଲେ ୧୯୦ ରନ୍December 24, 2025