Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାଆଁଳା ଶିଶୁଙ୍କୁ ଅପହରଣ ପରେ ହତ୍ୟା : ମଧ୍ୟପ୍ରଦେଶରେ ହଙ୍ଗାମା
ଆଜିର ଖବର

ଯାଆଁଳା ଶିଶୁଙ୍କୁ ଅପହରଣ ପରେ ହତ୍ୟା : ମଧ୍ୟପ୍ରଦେଶରେ ହଙ୍ଗାମା

February 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶର ସତାନାର ସ୍କୁଲବସରୁ ଅପହରଣ ହୋଇଥିବା ଯାଆଁଳା ଶିଶୁଙ୍କୁ ଅପହରଣକାରୀମାନେ ହତ୍ୟା କରିଦେଇଛନ୍ତି । ଦୁଇ ଶିଶୁଙ୍କ ମୃତ ଶରୀର  ଉତ୍ତରପ୍ରଦେଶର ବାନ୍ଦାଠାରୁ ମିଳିଛି । ଏହି ମୃତ ଶିଶୁଦ୍ୱୟଙ୍କ ନାମ ହେଉଛି ଦେବାଂଶ ଓ ପ୍ରିୟାଂଶ । ମିଳିଥିବା ସୂଚନା ଅନୁସାରେ ୨୦ ଲକ୍ଷ ଟଙ୍କା ପାଇଁ ଏହି ଦୁଇ ଶିଶୁଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଛି । ଏହି ମାମଲାରେ ପୁଲିସ୍‌ ୬ଜଣଙ୍କୁ ଗିରଫକରିଛନ୍ତି । ଫେବୃଆରୀ ୧୨ ତାରିଖରେ ସତାନାର ଏକ ସ୍କୁଲ ବସରୁ ଏହି ଦୁଇ ଶିଶୁଙ୍କୁ ଅପହରଣ କରାଯାଇଥିଲା । ଶିଶୁ ଦ୍ଵୟ  ନ ମିଳିବା ଓ ପରିଶେଷରେ ତାଙ୍କ ମୃତ ଦେହ ମିଳିବାକୁ ନେଇ ସାଧାରଣ ଲୋକେ ମଧ୍ୟପ୍ରଦେଶର ପୁଲିସ୍‌ ବିଭାଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶରେ ହଙ୍ଗାମା ସୃଷ୍ଟି ହୋଇଛି । ଜନସାଧାରଣ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢିବା ପୂର୍ବରୁ ଆଇନ୍‌ ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କମଲନାଥଙ୍କ ସରକାର ଦୁଇ ନିର୍ଦ୍ଦୋଷ ଶିଶୁଙ୍କ ଜୀବନକୁ ବଞ୍ଚାଇ ନ ପାରିବା ତାଙ୍କ ଅପାରଗପଣିଆ ବୋଲି ସାଧାରଣରେ କହି ହଙ୍ଗାମା ସୃଷ୍ଟି କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025

୧୬ ଖେଳାଳିଙ୍କୁ ରଖିଲା CSK: ପଥିରଣା ସମେତ ୯ ଖେଳାଳି ହେଲେ ମୁକ୍ତ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

November 15, 2025
Latest News

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.