Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଥରେ ବଡିଭୋରରୁ 5ଟି ସଚିବ ପାଣ୍ଡିୟାନଙ୍କ ଅଚାନକ କଟକ ଗସ୍ତ, ଖାନନଗରକୁ ଉଠିବ ବାଦାମବାଡି ବସଷ୍ଟାଣ୍ଡ
ଆଜିର ଖବର

ପୁଣି ଥରେ ବଡିଭୋରରୁ 5ଟି ସଚିବ ପାଣ୍ଡିୟାନଙ୍କ ଅଚାନକ କଟକ ଗସ୍ତ, ଖାନନଗରକୁ ଉଠିବ ବାଦାମବାଡି ବସଷ୍ଟାଣ୍ଡ

March 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ, ସକାଳୁ ସକାଳୁ ଉଠିଲେ ଲୋକେ ହୋଲି ଖେଳିବେ ବୋଲି ପ୍ରସ୍ତୁତ ହେଉଛନ୍ତି। ଏପରି ପରିସ୍ଥିତିରେ 5ଟି ସଚିବ ଭି.କେ ପାଣ୍ଡିୟାନ ବଡି ଭୋରରୁ କଟକ ଗସ୍ତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାତି 4ଟାରେ ପାଣ୍ଡିୟାନ ପ୍ରଥମେ ବାଦମବାଡି ବସଷ୍ଟାଣ୍ଡରେ ପହଁଚି ଥିଲେ। ବସଷ୍ଟାଣ୍ଡ ଅବସ୍ଥା ଦେଖିବା ପରେ ନିଷ୍ପତି କଲେ ସେଠାରୁ ବସଷ୍ଟାଣ୍ଡ ହଟି ଖାନନଗରକୁ ଯିବ। ଖାନନଗରରେ ଥିବା ବିଶ୍ବନାଥ ପାଠାଗର ନିକଟରେ ଏହି ବସଷ୍ଟାଣ୍ଡ କରାଯିବ।

ବିଶ୍ବନାଥ ପାଠାଗାର ନିକଟରେ ପ୍ରାୟ 30 ଏକର ଜମି ରହିଛି। ସେଠାରେ ଏହି ବସଷ୍ଟାଣ୍ଡକୁ ଘୁଞ୍ଚାଇ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ କରାଯିବ ବୋଲି ସେହି ସ୍ଥାନରେ ନିଷ୍ପତି କଲେ। ସେଠାରେ ଥିବା ବିଶ୍ବନାଥ ପାଠାଗାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି। ସେହିପରି ପୁରୀ ଅନୁଗୁଳ ବସଷ୍ଟାଣ୍ଡକୁ ନବୀକରଣ କରାଯିବା ସହ କଟକ ଗୋପାଳପୁରରେ ବସ୍ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ପାଣ୍ଡିୟାନ ଅଧିକାରୀମାନଙ୍କୁ କହିଛନ୍ତି। ଏହାପରେ କଟକ ବଡ ଡାକ୍ତରଖାନା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟକୁ ମଧ୍ୟ ତଦାରଖ କରିବା ସହିତ ମହାନଦୀପଠା ବୁଲି ଦେଖିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.