କରୋନା ଭୂତାଣୁ ମୁକାବିଲା ଲାଗି ଆମେରିକାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ରାଷ୍ଟ୍ରପତି ଟ୍ରମ୍ପ

Published: Mar 14, 2020, 1:37 am IST

ପ୍ରାଥମିକ ପର୍ୟାୟରେ କରୋନା ଭୂତାଣୁ କୁ ଏକ ଅପପ୍ରଚାର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାବୁଥିଲେ। ଇତି ମଧ୍ୟରେ ଆମେରିକାରେ ୪୧ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିବା ପରେ ଓ ହଜାର ରୁ ଅଧିକ ଲୋକ ଏହା ଦ୍ଵାରା ଆକ୍ରାନ୍ତ ହେବା ପରେ,ଏହାର ମୁକାବିଲା ପାଇଁ ଆମେରିକାରେ ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଜାରି କରାଯାଇଛି। ବିଳମ୍ବିତ ପଦକ୍ଷେପ ଯୋଗୁଁ କରୋନା ର ବ୍ୟାପକ ପ୍ରଭାବ ଆମେରିକା ର ଜନଜୀବନ ଓ ଅର୍ଥନୀତି କୁ ପ୍ରବଳ ପ୍ରଭାବିତ କରିଛି।

Related posts