Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହଙ୍ଗା ପଡିଲା କୋରୋନା ଗୁଜବ : କେନ୍ଦ୍ରାପଡାର 4 ଯୁବକ ଗିରଫ
ଆଜିର ଖବର

ମହଙ୍ଗା ପଡିଲା କୋରୋନା ଗୁଜବ : କେନ୍ଦ୍ରାପଡାର 4 ଯୁବକ ଗିରଫ

March 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌କୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ 4 ଜଣ ଯୁବକଙ୍କୁ ଗିରଫ କରାଯାଇଛି । ଏହି 4 ଯୁବକଙ୍କ ପରିଚୟ ଗୋପନ ରଖାଯାଇଥିବା ବେଳେ ଏମାନେ କୋରୋନା ଭାଇରସ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ମିଥ୍ୟା ଅପପ୍ରଚାର କରୁଥିଲେ । ଚାରି ଯୁବକ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ କୋରୋନା ଭାଇରସ୍‌ ସମ୍ପର୍କରେ ଗୁଜବ ପ୍ରଚାର କରୁଥିଲେ । କେନ୍ଦ୍ରାପଡା ଟାଉନ୍‌ ଥାନା ପୋଲିସ୍‌ ଏହି 4 ଯୁବକଙ୍କୁ ଗିରଫ କରିଛି ।

covid19 socialmedia
Share. Facebook Twitter LinkedIn Email WhatsApp Copy Link

Related Posts

ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଦେଉ ନଥିବା କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

August 30, 2026

ପଞ୍ଜାବରେ AAP ନେତାଙ୍କୁ ଗୁଳି: ନିକଟତର ସହଯୋଗୀଙ୍କ ମୃତ୍ୟୁ

August 30, 2026

ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

August 30, 2026

ଇସ୍ତଫା ଦେଲେ IAS ଦିବ୍ୟା ମିତ୍ତଲ: ସୋସିଆଲ ମିଡିଆରେ ଲେଖିଲେ ଭାବପ୍ରବଣ ପୋଷ୍ଟ

August 30, 2026
Latest News

ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଦେଉ ନଥିବା କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

August 30, 2026

ପଞ୍ଜାବରେ AAP ନେତାଙ୍କୁ ଗୁଳି: ନିକଟତର ସହଯୋଗୀଙ୍କ ମୃତ୍ୟୁ

August 30, 2026

ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

August 30, 2026

ଇସ୍ତଫା ଦେଲେ IAS ଦିବ୍ୟା ମିତ୍ତଲ: ସୋସିଆଲ ମିଡିଆରେ ଲେଖିଲେ ଭାବପ୍ରବଣ ପୋଷ୍ଟ

August 30, 2026

କ୍ରୀଡ଼ା ବା ଯୋଗ ଦୈନିକ ପ୍ରଧାନ କର୍ମ ହେବା ଉଚିତ୍: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.