ଲକଡାଉନ ପାଇଁ ବର୍ତ୍ତମାନ ଘରେଘରେ ପିଡିଏସ ସାମଗ୍ରୀ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର

Published: Apr 5, 2020, 2:43 pm IST

ପୁରୀ, ବର୍ତ୍ତମାନ ଚାରିଆଡେ ଲକଡାଉନ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଘୋଷଣା ମୁତାବିକ ସରକାରୀ ଅଧିକାରୀମାନେ ଘରକୁ ଘର ବୁଲି ପିଡିଏସ ସାମଗ୍ରୀ ପ୍ରଦାନ କରୁଛନ୍ତି। ଏହା ହେଉଛି ପୁରୀ ଜିଲ୍ଲାର ଗୋପ ବ୍ଲକର ଫଟୋ

Related posts