Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଷୟଙ୍କ ବଦାନ୍ୟତା : ଶହୀଦ୍‌ ଯବାନ୍‌ଙ୍କ ପରିବାରଙ୍କ ପାଇଁ ‘ଭାରତ କେ ବୀର’ ଫଣ୍ଡକୁ ୫ କୋଟି ଦାନ  କରିଛନ୍ତି 
ଆଜିର ଖବର

ଅକ୍ଷୟଙ୍କ ବଦାନ୍ୟତା : ଶହୀଦ୍‌ ଯବାନ୍‌ଙ୍କ ପରିବାରଙ୍କ ପାଇଁ ‘ଭାରତ କେ ବୀର’ ଫଣ୍ଡକୁ ୫ କୋଟି ଦାନ  କରିଛନ୍ତି 

March 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
akshay kumar donates 1 1 lakh rupees to 100 new married couple
akshay kumar donates 1 1 lakh rupees to 100 new married couple

ବଲିଉଡ୍‌ ଖିଲାଡ଼ିଷ୍ଟାର୍‌ ସବୁବେଳେ କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ଥା’ନ୍ତି । ତେବେ ସାମାଜିକ କ୍ଷେତ୍ରରେ ସାହାଯ୍ୟ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅକ୍ଷୟ କୁମାର। ଶହୀଦଙ୍କ ପରିବାରକୁ ହେଉ ଅଥବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ ସବୁବେଳେ ବଦାନ୍ୟତାର ହାତ ବଢାଇଛନ୍ତି ଏହି ସୁପରଷ୍ଟାର୍‌ ଜଣକ । ନିକଟରେ ମହାରାଷ୍ଟ୍ରରେ ଏକ ସାମୁହିକ ବିବାହରେ ୧୦୦ ଯୋଡା ବରକନ୍ୟାଙ୍କୁ ୧ଲକ୍ଷ ଲେଖାଁ ଟଙ୍କା ଦାନ କରିଛନ୍ତି । କାରଣ ଏମାନେ ସମସ୍ତେ ଥିଲେ ଅତି ଗରବି ଘରର ପିଲା। ନିକଟରେ ଅକ୍ଷୟ କୁମାର ପୁଲ୍‌ୱାମା ଆକ୍ରମଣରେ ଶହୀଦ୍‌ ଯବାନ୍‌ଙ୍କ ପରିବାରଙ୍କ ପାଇଁ ‘ଭାରତ କେ ବୀର’ ଫଣ୍ଡକୁ ୫ କୋଟି ଦାନ କରିଥିଲେ । ଅକ୍ଷୟଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘କେଶରୀ’ ପରଦା ଉପରକୁ ଆସିବାର ରହିଛି । ଏଥିରେ ସେ ଜଣେ ଶିଖ୍‌ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି । ଏହାର ଟ୍ରେଲର୍‌କୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ନିକଟରେ ଏହି ଫିଲ୍ମର ଗୋଟିଏ ଗୀତ ରିଲିଜ୍‌ ହୋଇଛି, ଏଥିରେ ଅକ୍ଷୟଙ୍କ ଡ୍ୟାନ୍ସ ବେଶ୍‌ ଲାଜଓ୍ବାବ୍‌ ରହିଛି ।

akshaykumar thesamikshya
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

October 12, 2026

ଟାଇମ୍ସ ଫ୍ୟାଶନ୍ ୱିକ୍ ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍

October 12, 2026

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

October 12, 2026

ଆମ ଯୁବଶକ୍ତି ଭାରତର ଭବିଷ୍ୟତ ପାଇଁ ଗଭୀର ବିଶ୍ୱାସ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ

October 12, 2026
Latest News

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

October 12, 2026

ଟି-୨୦ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

October 12, 2026

କ୍ୟାପ୍‌ଟେନ୍ ସ୍ମୃତି ମନ୍ଧାନା ୟୁନିସେଫ୍ ଇଣ୍ଡିଆ ‘ସେଲିବ୍ରିଟି ଆଡ୍‌ଭୋକେଟ୍’

October 12, 2026

ଟାଇମ୍ସ ଫ୍ୟାଶନ୍ ୱିକ୍ ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍

October 12, 2026

ଛାତ୍ର ସଂସଦ ନିର୍ବାଚନ: ଉଷ୍ମ ହେଲାଣି ରାଜଧାନୀ କ୍ୟାମ୍ପସ୍

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.