Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହାକାଳପଡାରେ ଦ୍ୱିତୀୟ ପର୍ଯ୍ୟାୟ ସାନିଟାଈଜେସନ୍‌ରେ ପ୍ରମୁଖ କାର୍ଯ୍ୟାଳୟ ସାନିଟାଇଜ୍‌
ଆଞ୍ଚଳିକ

ମହାକାଳପଡାରେ ଦ୍ୱିତୀୟ ପର୍ଯ୍ୟାୟ ସାନିଟାଈଜେସନ୍‌ରେ ପ୍ରମୁଖ କାର୍ଯ୍ୟାଳୟ ସାନିଟାଇଜ୍‌

April 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗୁରୁପଦ ବେରା
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲାରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରଠୁ ଜିଲ୍ଲା ପ୍ରଶାସନ ସମେତ ୯ ଗୋଟି ବ୍ଲକର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତପ୍ତରତା ଦେଖାଦେଇଛି । ଏ ନେଇ ଜିଲ୍ଲା ତଥା ବ୍ଲକରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା । ଏହି ଲକ୍‌ଡାଉନ୍‌କୁ ତଦାରଖ କରୁଥିବା କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଶୋଧକ ସିଂଚନ କରାଯାଇ ସାନିଟାଇଜ୍‌ କରାଯାଇଛି । ଏହି ପ୍ରକ୍ରିୟାରେ ସଦର ମହକୁମାରେ ଅବସ୍ଥିତ ବ୍ଲକ, ତହସିଲ, ଥାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରଥମ ପର୍ଯ୍ୟାୟ ସାନିଟାଈଜ କରାଯାଇଥିଲା । ପରେ ଦ୍ବିତୀୟ ପର୍ଯ୍ୟାୟର ବିଶୋଧନ ଗତକାଲି କରଯାଇଥିଲା । ଦ୍ୱିତୀୟ ଦଫାରେ ବ୍ଲକ, ଜମ୍ବୁ ସାମୁଦ୍ରିକ ଥାନା, ଛପାଲିଗଡା଼ ବଜାର, ବିଭିନ୍ନ ବ୍ୟାଙ୍କ ଏବଂ ଉପଡାକଘର ପରିସରରେ ବିଶୋଧକ ସିଂଚନ ହୋଇଛି । ଏହି କାର୍ଯ୍ୟ କ୍ରମରେ ୩ ଜଣ ସିଭିଲ ଡିଫେନ୍ସ ସ୍ବେଛାସେବୀ, ୫ ଜଣ ଆଗ୍ନିକ ଓ ନିଜେ ଅଗ୍ନିଶମ ଅଧିକାରୀ ମୋହନ ଚରଣ ଦାସ କାର୍ଯ୍ୟ ତଦାରଖ କରିଥିଲେ ।

sanitization
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ଗୋଦାବରୀଶ ମହାବିଦ୍ୟାଳୟରେ ପ୍ରତିଘରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ

August 15, 2025

ଚିଲିକା ଅଞ୍ଚଳରୁ ୨୨୭ ଲିଟର ଦେଶୀମଦ ଜବତ,୩ ଗିରଫ

August 14, 2025

ଅର୍ଜୁନ ସ୍ନାତକ ମହାବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ଓ ପୁସ୍ତକ ପାଠକାର୍ପଣ ଉତ୍ସବ

August 13, 2025
Latest News

ଏସିଆ କପ୍ ପୂର୍ବରୁ ଭାରତ ସରକାରଙ୍କ ନୂଆ ନୀତି: ଭାରତ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ…

August 21, 2025

ବାଲୁଗାଁ ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ, ୪ ଗୁରୁତର

August 21, 2025

ସାହସୀ ବାୟୁ ସେନା ଏବଂ ସୈନିକମାନଙ୍କୁ ଭେଟିବା ପାଇଁ ଏଏଫଏସ ଆଦମପୁର ଗସ୍ତ କଲେ ପ୍ରଧାନମନ୍ତ୍ରୀ

August 21, 2025

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.