Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଖ୍‌ତରଙ୍କ ବିବାଦୀୟ ବୟାନ : ସେହ୍ବାଗଙ୍କ ଠାରୁ ଭଲ ଖେଳାଳି ଥିଲେ ଇମ୍ରାନ୍‌ ନାଜିର୍‌
ଆଜିର ଖବର

ଅଖ୍‌ତରଙ୍କ ବିବାଦୀୟ ବୟାନ : ସେହ୍ବାଗଙ୍କ ଠାରୁ ଭଲ ଖେଳାଳି ଥିଲେ ଇମ୍ରାନ୍‌ ନାଜିର୍‌

April 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ପାକିସ୍ତାନୀ ସ୍ପିଡଷ୍ଟର ଶୋଏବ ଅଖତର ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ପୂର୍ବତନ ପାକିସ୍ତାନୀ ଓପ୍‌ନର ଇମ୍ରାନ୍‌ ନାଜିରଙ୍କୁ ଜଣେ ଶ୍ରେଷ୍ଠ ଖେଳାଳି ଭାବରେ ଅଭିହିତ କରିବା ସହିତ ସେ ସେହ୍ବାଗଙ୍କ ଠାରୁ ଭଲ ଖେଳାଳି ଥିଲେ ବୋଲି ଅଖତର ମତ ଦେଇଛନ୍ତି । ନାଜିର୍‌ ସେହ୍ବାଗଙ୍କ ଅପେକ୍ଷା ଦକ୍ଷ ଖେଳାଳି ଥିଲେ ମାତ୍ର ସେହ୍ବାଗଙ୍କ କ୍ରିକେଟ୍‌ ଜ୍ଞାନ ଏବଂ ଭାରତୀୟ କ୍ରିକେଟ ବୋର୍ଡର ସହାୟତା ସେହ୍ବାଗଙ୍କୁ ପ୍ରସିଦ୍ଧ କରିଥିଲା । ନାଜିରଙ୍କୁ ନିୟମିତ ସୁଯୋଗ ମିଳିଥିଲେ ସେ ସେହ୍ବାଗଙ୍କ ଠାରୁ ମଧ୍ୟ ଆକ୍ରମଣାତ୍ମକ ସାବ୍ୟସ୍ତ ହୋଇଥାନ୍ତେ ବୋଲି ଅଖ୍‌ତର ମତ ଦେଇଛନ୍ତି । ମାତ୍ର ପିସିବି ନାଜିରଙ୍କୁ ଉପଯୁକ୍ତ ସୁଯୋଗ ନଦେଇ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ କ୍ୟାରିୟରକୁ ସମାପ୍ତ କରିଦେଇଥିଲା ।

SHOAIBAKHTAR
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.