ଭୁବନେଶ୍ବରେ, ଦୀର୍ଘଦିନ ଧରି ଚୁପ ଥିବା ବିଏମସି ଆଜି ପୁଣି ତତ୍ପର ହୋଇ ଉଠିଛି। ତତ୍ପର ହେବାର କାରଣ ହେଉଛି ଯେ, ଏହି ଦୋକାନଗୁଡିକ ସାମାଜିକ ଦୂରତା ରଖି ବ୍ୟବସାୟ କରୁ ନାହାଁନ୍ତି। ସେଥିପଇଁ ବିଏମସି ଆଜି ଭୁବନେଶ୍ବରର ରାଜମହଲ ଛକରୁ ଏଜି ଛକ ମଧ୍ୟରେ ଥିବା ଉଠା ଦୋକାନଗୁଡିକ ଉଚ୍ଛେଦ କରିଛି।