Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିକ୍‌ଟକ୍‌-ୟୁଟ୍ୟୁବ୍‌ ଲଢେଇ : ଫୈଜଲ୍‌ ସିଦ୍ଦିକିଙ୍କ ଟିକ୍‌ଟକ୍‌ ଆକାଉଣ୍ଟ ବ୍ୟାନ୍‌
ଆଜିର ଖବର

ଟିକ୍‌ଟକ୍‌-ୟୁଟ୍ୟୁବ୍‌ ଲଢେଇ : ଫୈଜଲ୍‌ ସିଦ୍ଦିକିଙ୍କ ଟିକ୍‌ଟକ୍‌ ଆକାଉଣ୍ଟ ବ୍ୟାନ୍‌

May 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଟିକ୍‌ଟକ୍‌ ୟୁଟ୍ୟୁବ୍‌ ଲଢେଇ ଏକ ଅଲଗା ସ୍ତରରେ ପହଞ୍ଚିଛି । ପୂର୍ବରୁ ୟୁଟ୍ୟୁବର କ୍ୟାରୀ ମିନାଟିଙ୍କ ରୋଷ୍ଟିଂ ଭିଡିଓ ୟୁଟ୍ୟୁବ୍‌ରୁ ହଟାଯାଇଥିବା ବେଳେ ଆଜି ଫୈଜଲ ସିଦ୍ଦିକିଙ୍କ ଟିକ୍‌ଟକ୍‌ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି । ଏସିଡ୍‌ ଆକ୍ରମଣକୁ ନେଇ କରାଯାଇଥିବା ଭିଡିଓ କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫୈଜଲଙ୍କର ପ୍ରାୟ13 ମିଲିୟନ୍‌ ଫଲୋଅର ରହିଛନ୍ତି ।

ପୂର୍ବରୁ ଫୈଜଲଙ୍କ ଭାଇ ତଥା ଟିକ୍‌ଟକର୍‌ ଆମିର ସିଦ୍ଦିକିଙ୍କୁ ଏକ ଭିଡିଓରେ ରୋଷ୍ଟ କରିଥିଲେ କ୍ୟାରୀ । ଏହି ଭିଡିଓଟି ନନ୍‌ ମ୍ୟୁଜିକାଲ୍‌ ବର୍ଗରେ ସବୁଠାରୁ ଅଧିକ ଲୋକ ଦେଖିଥିବା ବେଳେ ଆପତ୍ତି ଜନକ ଶବ୍ଦ ବ୍ୟବହାର କାରଣରୁ ୟୁଟ୍ୟୁବ୍‌ ପକ୍ଷରୁ ଏହି ଭିଡିଓଟିକୁ ହଟାଯାଇଥିଲା । ଏହାପରେ କ୍ୟାରୀଙ୍କ ସମର୍ଥକଙ୍କ ରୋଷର ଶିକାର ହୋଇଥିଲା ଟିକ୍‌ଟକ୍‌ । ପ୍ଲେ ଷ୍ଟୋରରେ ଟିକ୍‌ଟକ୍‌ର ରେଟିଂ 4.5ରୁ 2କୁ ଖସି ଆସିଥିଲା ।

tiktok youtube
Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.