Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଏସ୍‌ଆଇ ପକ୍ଷରୁ ସ୍ନାନମଣ୍ଡପ ଯାଞ୍ଚ
ଆଜିର ଖବର

ଏଏସ୍‌ଆଇ ପକ୍ଷରୁ ସ୍ନାନମଣ୍ଡପ ଯାଞ୍ଚ

May 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ : ରଥଯାତ୍ରା ପାଇଁ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସ୍ନାନମଣ୍ଡପ ଯାଞ୍ଚ ହୋଇଛି । ଟିମ୍‌ ସହ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ସ୍ନାନମଣ୍ଡପ ଯାଞ୍ଚ କରାଯାଇଛି । ସ୍ନାନମଣ୍ଡପରେ ପରିବର୍ତ୍ତନ କରାଯାଇଥିବା ପଥରର ଅନୁଧ୍ୟାନ କରିଛନ୍ତି । ନାଟମଣ୍ଡପ, ଜଗମୋହନ ମଧ୍ୟ ଯାଞ୍ଚ କରିବ ଏଏସ୍‌ଆଇ । ଜଗମୋହନର ସ୍ଥିତି ଠିକ୍‌ ଥିବାର କହିଛନ୍ତି ସୁପରିଣ୍ଟେଣ୍ଡେଣ୍ଟ୍‌ ଅରୁଣ ମଲ୍ଲିକ । ରଥଯାତ୍ରା ସମୟରେ ରୁଟିନ୍‌ ଯାଞ୍ଚ କରାଯାଇ ଅନ୍ୟ କାର୍ଯ୍ୟ ହେବ କହିଲେ ।

ଏଏସ୍‌ଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025

ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 28, 2025

‘ଭାରତ ଉପରେ ପରମାଣୁ ଆକ୍ରମଣ କର’: ଆମେରିକାରେ ଗୁଳିଚାଳନା କରିଥିବା ଅଭିଯୁକ୍ତଙ୍କ ଦାବି

August 28, 2025

ଛତ୍ରପୁର ନିକଟସ୍ଥ ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ, ୬ ଉଦ୍ଧାର

August 28, 2025
Latest News

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025

ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 28, 2025

‘ଭାରତ ଉପରେ ପରମାଣୁ ଆକ୍ରମଣ କର’: ଆମେରିକାରେ ଗୁଳିଚାଳନା କରିଥିବା ଅଭିଯୁକ୍ତଙ୍କ ଦାବି

August 28, 2025

ବାଣପୁରରେ ସଫଳ ହେଲା ‘ଆସ ସ୍କୁଲ ଯିବା’ କାର୍ଯକ୍ରମ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.