Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଆଉ ଏକ ବିଧାୟକ ହାତ ଛାଡିଲେ, ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ 8 ବିଧାୟକ ଦେଲେଣି ଇସ୍ତଫା
ଆଜିର ଖବର

ପୁଣି ଆଉ ଏକ ବିଧାୟକ ହାତ ଛାଡିଲେ, ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ 8 ବିଧାୟକ ଦେଲେଣି ଇସ୍ତଫା

June 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗୁଜୁରାଟ : ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦେବା ପର୍ବ ଜାରି ରହିଛି । ଏପର୍ଯ୍ୟନ୍ତ 8 ଜଣ ବିଧାୟକ କଂଗ୍ରେସ ହାତ ଛାଡି ସାରିଲେଣି । ଏହି ଦୁଇ ଦିନ ଭିତରେ ତିନି ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଏହି ବିଧାୟକଙ୍କ ମଧ୍ୟରେ କର୍ଜନରୁ ଅକ୍ଷୟ ପଟେଲ୍‌ ରହିଥିବାବେଳେ କପରଡାରୁ ଜୀତି ଚୌଧୁରୀ ଓ ମୋରବୀରୁ ବ୍ରିଜେଶ୍‌ ମେରଜା ରହିଛନ୍ତି । ବ୍ରିଜେଶ୍‌ ଆଜି ନିଜ ଇସ୍ତଫା ପତ୍ର ଦେଇଥିବାର ସୂଚନା ରହିଛି ।

ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସର ପାଞ୍ଚ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଗଡ୍‌ଢାରୁ ପ୍ରବୀଣ ମାରୁ, ଲିମ୍ପଡିରୁ ସୋମା ପଟେଲ୍‌, ଅବ୍‌ଡାସାରୁ ପ୍ରଦ୍ୟୁମ୍ନ ସିଂ ଜାଡେଜା, ଧାରୀରୁ ଜେବୀ କାକଡିଆ ଓ ଡାଙ୍ଗରୁ ମଙ୍ଗଲ୍‌ ଗାବିତ ଦଳରୁ ଇସ୍ତଫା ଦେଇଛନ୍ତି ।

କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ଶକ୍ତି ସିଂ ଗୋହିଲା ଓ ଭରତ ସିଂ ସୋଲଙ୍କୀକୁ ଟିକେଟ ଦେଇଛି । ଅପରପକ୍ଷରେ  ବିଜେପି ଅର୍ଥ ଓ ବାହୁବଳ ପ୍ରୟୋଗ କରି ବିଧାୟକଙ୍କୁ ପ୍ରଲୋଭିତ କରୁଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅର୍ଜୁନ୍‌ ମୋଡବାଡିଆ ।(ଏଜେନ୍ସି)

Congress
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍-ପଲାସା ସେକ୍ସନ ମଧ୍ୟରେ ଟ୍ରେନ ଚଳାଚଳରେ ପରିବର୍ତ୍ତନ

August 21, 2025

ସିକଲ୍ ସେଲ୍ ଏବଂ ଥାଲାସିମିଆ ପରିଚାଳନା ବୈଠକ

August 21, 2025

ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସହ ଆଲୋଚନା

August 21, 2025

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

August 21, 2025
Latest News

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଇଚଇ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଭେଟିଲେ ରାଜ ଠାକରେ

August 21, 2025

ଖୋର୍ଦ୍ଧା ରୋଡ୍-ପଲାସା ସେକ୍ସନ ମଧ୍ୟରେ ଟ୍ରେନ ଚଳାଚଳରେ ପରିବର୍ତ୍ତନ

August 21, 2025

ସିକଲ୍ ସେଲ୍ ଏବଂ ଥାଲାସିମିଆ ପରିଚାଳନା ବୈଠକ

August 21, 2025

ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସହ ଆଲୋଚନା

August 21, 2025

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.