Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Friday, Nov 22, 2024 | Last Update : 9:25 PM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
,
ଜାତୀୟ ଖବର
ଶିବରାଜଙ୍କ କ୍ୟାବିନେଟ ସଂପ୍ରସାରଣ: ମନ୍ତ୍ରୀଭାବେ 28 ଜଣ ବିଧାୟକ ନେଲେ ଶପଥପାଠ
Samikhsya Bureau
Published:
Jul 2, 2020, 2:59 pm IST
ଭୋପାଳ:
ଆଜି ମଧ୍ୟପ୍ରଦେଶ କ୍ୟାବିନେଟ୍ର ସମ୍ପ୍ରସାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହି ଅବସରରେ 28 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି 28 ଜଣଙ୍କ ମନ୍ତ୍ରୀରେ 20ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ 8 ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି ।
ତେବେ ଆଜି ଶିବରାଜଙ୍କ କ୍ୟାବିନେଟ୍ରେ ଶପଥ ଗ୍ରହଣ କରିଥିବା 28 ଜଣ ମନ୍ତ୍ରୀଙ୍କ ମଧ୍ୟରେ 9 ଜଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ରହିଛନ୍ତି । ସିନ୍ଧିଆଙ୍କ ମୋଟ୍ 11 ଜଣ ସମର୍ଥକ ଏବେ ଶିବରାଜଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି ।ଆଜି ଶପଥ ନେଇଥିବା ସିନ୍ଧିଆଙ୍କ ସମର୍ଥକଙ୍କ ମଧ୍ୟରେ ରହିଛନ୍ତି ଗୋପାଳ ଭାର୍ଗବ, ବିଜୟ ଶାହା, ଯଶୋଧାରା ରାଜେ ସିନ୍ଧିଆ ସମେତ ଅନେକ ବଡ ବଡ ନେତା ସାମିଲ୍ ରହିଛନ୍ତି । ତେବେ ଏହି ଶପଥ ଗ୍ରହଣ ସମାରୋହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ରହିଥିଲେ । କ୍ୟାବିନେଟ୍ ସମ୍ପ୍ରସାରଣ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ଦିଲ୍ଲୀ ଆସି ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ ।
Tags:
cabinet
,
jyotiraidtyascindia
,
shivrajsingh
Related posts
ପରିବହନ ଗାଡିରେ ଓଭର ଲୋଡିଙ୍ଗ ବନ୍ଦ ପାଇଁ ଦାବୀ
ସୋଆ କମ୍ୟୁନିଟି ରେଡ଼ିଓ ପକ୍ଷରୁ ‘ଆମର ବରିଷ୍ଠ, ଆମର ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ
MVA ସହିତ ବଡ ଖେଳ ଖେଳିବେ କି ଶରଦ ପାୱାର?: ନାରାୟଣ ରାଣେଙ୍କ ଦାବି କଂଗ୍ରେସ-ଉଦ୍ଧବଙ୍କ ବଢାଇଲା ଚିନ୍ତା
ଏମ୍ସ ଭୁବନେଶ୍ୱର ସିନିୟର ରେସିଡେଣ୍ଟ ଡ. ମନୀତା ତମାଙ୍ଗଙ୍କୁ ସମ୍ମାନଜନକ ୟୁସି ଚକ୍ରବର୍ତ୍ତୀ ପୁରସ୍କାର
ରାହୁଲ-ଖଡଗେ-ଶ୍ରୀନେତଙ୍କୁ ୧୦୦ କୋଟି ର ମାନହାନୀ ନୋଟିସ ପଠାଇଲେ ବିଜେପି ନେତା ବିନୋଦ ତାୱ୍ଡ଼େ
ଗୁୟାନାର ରାଷ୍ଟ୍ରପତିଙ୍କ ସହ ସରକାରୀ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଭାରତୀୟ ଆଗମନ ସ୍ମାରକ ବୁଲିଲେ ପ୍ରଧାନମନ୍ତ୍ରୀ
ଜିଓ, ଏୟାରଟେଲ ଏବଂ ଭିଆଇ କୁ ଝଟକା: ଦାମୀ ଶୁଳ୍କ ଯୋଗୁଁ ହରାଇଲେ ୧ କୋଟିରୁ ଅଧିକ ଗ୍ରାହକ
ବିଜେପିକୁ ଝଟକା: ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାନହାନୀ ଉପରେ ରୋକ ଲଗାଇଲେ କୋର୍ଟ
‘ଦିଲ୍ଲୀ ସରକାରଙ୍କ ଉତ୍ତରରେ ଆମେ ସନ୍ତୁଷ୍ଟ ନୁହଁ’: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ
ଅଧିକ ଶୋଇଥା’ନ୍ତି ଏହି ଦେଶର ଲୋକ, ଜାଣନ୍ତୁ ବିଶ୍ଵରେ ଭାରତର ସ୍ଥାନ
ଜିଲ୍ଲା ସ୍ତରୀୟ ସରଗିଫୁଲ ଶିଶୁ ଉତ୍ସବ ଓ ବିଜ୍ଞାନ ମେଳା ୨୦୨୪ ପାଳିତ