Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Monday, Jun 23, 2025 | Last Update : 6:02 PM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
,
ଜାତୀୟ ଖବର
ଶିବରାଜଙ୍କ କ୍ୟାବିନେଟ ସଂପ୍ରସାରଣ: ମନ୍ତ୍ରୀଭାବେ 28 ଜଣ ବିଧାୟକ ନେଲେ ଶପଥପାଠ
Samikhsya Bureau
Published:
Jul 2, 2020, 2:59 pm IST
ଭୋପାଳ:
ଆଜି ମଧ୍ୟପ୍ରଦେଶ କ୍ୟାବିନେଟ୍ର ସମ୍ପ୍ରସାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହି ଅବସରରେ 28 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି 28 ଜଣଙ୍କ ମନ୍ତ୍ରୀରେ 20ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ 8 ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି ।
ତେବେ ଆଜି ଶିବରାଜଙ୍କ କ୍ୟାବିନେଟ୍ରେ ଶପଥ ଗ୍ରହଣ କରିଥିବା 28 ଜଣ ମନ୍ତ୍ରୀଙ୍କ ମଧ୍ୟରେ 9 ଜଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ରହିଛନ୍ତି । ସିନ୍ଧିଆଙ୍କ ମୋଟ୍ 11 ଜଣ ସମର୍ଥକ ଏବେ ଶିବରାଜଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି ।ଆଜି ଶପଥ ନେଇଥିବା ସିନ୍ଧିଆଙ୍କ ସମର୍ଥକଙ୍କ ମଧ୍ୟରେ ରହିଛନ୍ତି ଗୋପାଳ ଭାର୍ଗବ, ବିଜୟ ଶାହା, ଯଶୋଧାରା ରାଜେ ସିନ୍ଧିଆ ସମେତ ଅନେକ ବଡ ବଡ ନେତା ସାମିଲ୍ ରହିଛନ୍ତି । ତେବେ ଏହି ଶପଥ ଗ୍ରହଣ ସମାରୋହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ରହିଥିଲେ । କ୍ୟାବିନେଟ୍ ସମ୍ପ୍ରସାରଣ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ଦିଲ୍ଲୀ ଆସି ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ ।
Tags:
cabinet
,
jyotiraidtyascindia
,
shivrajsingh
Related posts
‘ବିଜେପି ଶେଷ ପର୍ଯ୍ୟାୟରେ ପହଞ୍ଚିଛି’: ଉପ ନିର୍ବାଚନର ଫାଳାଫଳ ପରେ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା
ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନର ଫଳାଫଳ: ଦୁଇଟି ଆସନରେ ବିଜୟୀ ହେଲା ଆପ
ହଠାତ୍ ODI କ୍ରିକେଟରୁ ଅବସର ନେଲେ ରୋହିତ ଶର୍ମା, ଭାଇରାଲ୍ ହେଲା ସୋସିଆଲ ମିଡିଆ ପୋଷ୍ଟ
‘ଇରାନର ଶୀର୍ଷ କମାଣ୍ଡରଙ୍କ ସ୍ଥାନ ଲିକ୍ କରିଥିଲେ ଅସିମ ମୁନିର, ଇସ୍ରାଏଲ କଲା ଆକ୍ରମଣ’!: ଇରାନୀ ସୂତ୍ର
ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା: ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି
୫ ବର୍ଷ ପରେ ଖୋଲିବ ସ୍ୱର୍ଗକୁ ଯିବାର ରାସ୍ତା!: ଜୁନ୍ ୩୦ ରୁ ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା
ଗୋଚାଲାଣ ସନ୍ଦେହରେ ଅମାନବୀୟ କାର୍ଯ୍ୟ, ଅଧା ଲଣ୍ଡା କରି ଆଣ୍ଠୁରେ ଚଲାଇଲେ ଅଭିଯୁକ୍ତ
କରାଟେ ବେଲ୍ଟ ଗ୍ରେଡିଂ କାର୍ଯ୍ୟକ୍ରମ: ଜାତୀୟ ସ୍ତରରେ ସ୍ଵର୍ଣ୍ଣ ପଦକଧାରୀଙ୍କୁ ସମ୍ମାନିତ କଲେ ଖୋର୍ଦ୍ଧା ଏସପି
ସମାଜବାଦୀ ପାର୍ଟିର ବଡ଼ କାର୍ଯ୍ୟାନୁଷ୍ଠାନ, ତିନି ବିଧାୟକଙ୍କୁ ବହିଷ୍କାର, ଏହି କାରଣରୁ କାର୍ଯ୍ୟାନୁଷ୍ଠାନ
ଯଦି ମଝିରେ LIC ପଲିସିକୁ ଛାଡିଦିଅନ୍ତି, ତେବେ ଆପଣଙ୍କୁ ମିଳିବ ଅଧିକ ଟଙ୍କା, ବୁଝନ୍ତୁ ସମ୍ପୂର୍ଣ୍ଣ ଗଣିତ
ସିଏ ହେଉଛନ୍ତି ପାକିସ୍ଥାନରେ ରହୁଥିବା ସବୁଠାରୁ ବଡ ଧନୀ ହିନ୍ଦୁ, ତାଙ୍କୁ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ
ଇଂଲଣ୍ଡ ବୋରୋଧରେ ରେକର୍ଡ କରିବା ସହ ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଲେ ଜସପ୍ରିତ ବୁମରା