Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୬ ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ବାଇକ୍ ଦୁର୍ଘଟଣା : ଜଣେ ମୃତ
ଆଜିର ଖବର

୧୬ ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ବାଇକ୍ ଦୁର୍ଘଟଣା : ଜଣେ ମୃତ

August 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ :  ୧୬ ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ  ମୃତ୍ୟୁ ବ୍ୟକ୍ତି ଜଣକ ୫୦ ବର୍ଷୀୟ ସଂଗ୍ରାମ କେଶରୀ ଦାସ ବୋଲି ସୂଚନା ରହିଥିବାବେଳେ ସେ ତାଙ୍କ ପୁତ୍ର ପ୍ରତ୍ୟୁଶ ଦାଶଙ୍କ ସହ ଘରକୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ରହିଛି ।

କନ୍ଧ ନୟାଗଡ ଗ୍ରାମର ଚାନ୍ଦପୁର ଥାନା ଅଞ୍ଚଳରୁ ବାପ ପୁଅ ବାଇକ୍‌ରେ ଘରକୁ ଫେରୁଥିବାବେଳେ ରାସ୍ତା ଡିଭାଇଡରରେ ହଠାତ୍‌ ଏକ ଗାଈ ପଶି ଆସିବାରୁ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ବାପ ପୁଅଙ୍କୁ ସ୍ଥାନୀୟ ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତି କରିଥିଲେ । ହେଲେ ଏଠାରେ ବାପର ମ୍ରୁତ୍ୟୁ ହୋଇଯାଇଥିଲା । ପୁଅର ଅବସ୍ଥା ଭଲ ଥିବା ଜଣା ପଡିଛି।ଚାନ୍ଦପୁର ପୋଲିସ୍ ଶବ ସହ ବାଇକ୍ ଜବତ କରି ତଦନ୍ତ ଚଳାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ କ୍ଲାଉଡ୍ ଗେମିଂ – ଜିଓ ଗେମ୍ସ ଆପ୍‌ରେ ହାଇ-ଏଣ୍ଡ୍ ଅନଲାଇନ୍ ଗେମ୍ ଖେଳନ୍ତୁ 

October 11, 2025

ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ  କାର୍ଯ୍ୟକ୍ରମ ସମୀକ୍ଷା କଲେ ଅନୁ ଗର୍ଗ

October 11, 2025

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର କଡା ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

October 11, 2025

ମନି ଲଣ୍ଡରିଂ ମାମଲାରେ ରିଲାଏନ୍ସର ସିଏଫଓଙ୍କୁ ଗିରଫ କଲା ଇଡି

October 11, 2025
Latest News

ଜିଓ କ୍ଲାଉଡ୍ ଗେମିଂ – ଜିଓ ଗେମ୍ସ ଆପ୍‌ରେ ହାଇ-ଏଣ୍ଡ୍ ଅନଲାଇନ୍ ଗେମ୍ ଖେଳନ୍ତୁ 

October 11, 2025

ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ  କାର୍ଯ୍ୟକ୍ରମ ସମୀକ୍ଷା କଲେ ଅନୁ ଗର୍ଗ

October 11, 2025

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର କଡା ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

October 11, 2025

ମନି ଲଣ୍ଡରିଂ ମାମଲାରେ ରିଲାଏନ୍ସର ସିଏଫଓଙ୍କୁ ଗିରଫ କଲା ଇଡି

October 11, 2025

ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.