Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଟଙ୍କା ପାଇଁ ନିଜ ଜେଜେମା’ଙ୍କୁ ପିଟି ପିଟି ମାରିଦେଲା ନାତି
ଅପରାଧ

ଟଙ୍କା ପାଇଁ ନିଜ ଜେଜେମା’ଙ୍କୁ ପିଟି ପିଟି ମାରିଦେଲା ନାତି

August 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବୁନ୍ଦି : ଟଙ୍କା ଆଗରେ ନିଜ ରକ୍ତ ସମ୍ପର୍କ ତୁଚ୍ଛ । ସାମାନ୍ୟ କେଇଟା ଟଙ୍କା ପାଇଁ ଜଣେ ନାତି ନିଜ ଜେଜେମା’ର ଜୀବନ ନେଇଛି ।  ମାତ୍ର କୋଡିଏ ହଜାର ଟଙ୍କାପାଇଁ ଜଣେ ନାତି ଜେଜେମା’ର ହତ୍ୟାକରିଛି । ଏପରି ଏକ ଲଜ୍ୟାଜନକ ଘଟଣା ରାଜସ୍ଥାନର ବୁନ୍ଦର ଅଞ୍ଚଳରେ ଘଟିଛି । ମାତ୍ର କୋଡିଏ ହଜାର ଟଙ୍କା ପାଇଁ ନିଜ ଜେଜେମା’ଙ୍କୁ ପିଟି ପିଟି ହତ୍ୟା କରିଛି ନାତି । 80 ବର୍ଷୀ୍ର ଜେ ବୃଦ୍ଧଶ ଜଣକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଶବକୁ ପୋଷ୍ଟମର୍ଟମ୍‌ କରିବାକୁ ପଠାଇଛି । ତେବେ ସୁଯୋଗ ଦେଖି ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ ବୁନ୍ଦୀଜିଲ୍ଲା ସଦର ଥାନା ଅଞ୍ଚଳରେ ଉମରାଥୁନା ଗ୍ରାମର ଦୀପକ ଓ ତାଙ୍କ ଜେଜେମାଙ୍କ ମଧ୍ୟରେ ପଇସାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଜେଜେମା 20 ହଜାର ଟଙ୍କା ନିଜ ନାତିକୁ ଦେଇଥିଲେ । ଯେତେବେଳେ ଜେଜେମା’ ନାତିକୁ ସେଇ ଟଙ୍କା ଫେରସ୍ତ ମାଗିଥିଲେ ବିବାଦ ଆରମ୍ଭ ହୋଇଥିଲା । ଟଙ୍କାକୁ ନେଇ ଉଭୟ ଜେଜେମା’ ଓ ନାତି ମଧ୍ୟରେ ବିବାଦ ସୃଷ୍ଟି ହେଲା । ଏହାପରେ ରାଗରେ ନାତି ନିଜ ଜେଜେମାକୁ ବାଡେଇଥିଲା । ନାତିର ମାଡରେ ବୃଦ୍ଧା ଜଣକ ଗୁରୁତର ହୋଇଥପଡିଥିଲେ । ଏହାପରେ ଗୁରୁତର ଜେଜେମା’ଙ୍କୁ ଜିଲ୍ଲା ହସ୍ପିଟାଲରେଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜେଜେମା’ଙ୍କର ଜୀବନ ଚାଲିଯାଇଥିଲା ।  ତେବେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ନାତିକୁ ପୋଲିସ୍‌ ଖୋଜୁଥିବାର ସୂଚନା ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026
Latest News

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ଆଜି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା: ଜାଣନ୍ତୁ କେଉଁ ସମୟରେ ଆରମ୍ଭ ହେବ ରଥଟଣା?

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.