Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁରୋ ୨୦୨୦ ଯୋଗ୍ୟତା ପର୍ଯ୍ୟାୟ : ଇଂଲଣ୍ଡ, ଫ୍ରାନ୍ସ,, ତୁର୍କୀ ବିଜୟୀ
ଆଜିର ଖବର

ୟୁରୋ ୨୦୨୦ ଯୋଗ୍ୟତା ପର୍ଯ୍ୟାୟ : ଇଂଲଣ୍ଡ, ଫ୍ରାନ୍ସ,, ତୁର୍କୀ ବିଜୟୀ

March 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ୟୁରୋ କପ୍‌ ୨୦୨୦ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଅନୁଷ୍ଠିତ ହୋଇଛି। ଇଂଲଣ୍ଡ ଏବଂ ଫ୍ରାନ୍ସ କ୍ରମାଗତ ଦ୍ବିତୀୟ ସହଜ ବିଜୟ ହାସଲ କରିଥିବା ବେଳେ ପର୍ତ୍ତୁଗାଲ କ୍ରମାଗତ ଦ୍ବିତୀୟ ଡ୍ର ରଖିଛି। ଇଂଲଣ୍ଡ ଏବଂ ଫ୍ରାନ୍ସ ବ୍ୟତୀତ ତୁର୍କୀ ଏବଂ ୟୁକ୍ରେନ୍‌ ମଧ୍ୟ ବିଜୟ ହାସଲ କରିଛନ୍ତି। କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ୫ଟି ଗାେଲ୍‌ ସ୍କୋର କରିଥିଲା ଇଂଲଣ୍ଡ। ମଣ୍ଟେନିଗ୍ରୋ ବିପକ୍ଷରେ ମାର୍କୋ ଭେସାେଭିକ(୧୭)ଙ୍କ ଗାେଲ ବଳରେ ଇଂଲ ୦-୧ରେ ପଛୁଆ ରହିଥିଲା। ପରେ ଇଂଲଣ୍ଡ ପକ୍ଷରୁ ପ୍ରତି ଆକ୍ରମଣ କରାଯିବା ସହିତ ୫ଟି ଗୋଲ ସ୍କୋର କରାଯାଇଥିଲା। ମାଇକେଲ କିନ୍‌ (୩୦), ରସ୍‌ ବର୍କଲେ (୩୯,୫୯), ହ୍ୟାରି କେନ୍‌(୭୧) ଏବଂ ରହିମ୍‌ ଷ୍ଟର୍ଲିଂ (୮୧) ତମ ମିନିଟ୍‌ରେ ଗୋଲ ସ୍କୋର କରି ଦଳକୁ ବିଜୟୀ କରିଥିଲେ। ଫ୍ରାନ୍ସ ମଧ୍ୟ ଆଇସଲ୍ୟାଣ୍ଡକୁ ଶୋଚନୀୟ ଭାବରେ ୪-୦ରେ ପରାସ୍ତ କରିଛି। ଫ୍ରାନ୍ସ ପକ୍ଷରୁ ଓଲିଭର ଜିରୁଡ୍‌ ନିଜ କ୍ୟାରିୟରର ୩୫ ତମ ଗୋଲ ସ୍କୋର କରିଥିଲେ। ହେଡର ଜରିଆରେ ମ୍ୟାଚ୍‌ର ୧୨ ତମ ମିନିଟ୍‌ରେ ସାମୁଏଲ ଉମିଟି ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ଜିରୁଡ୍‌ ୬୮ ତମ ମିନିଟ୍‌ରେ ଦ୍ବିତୀୟ ଗୋଲ୍‌ ସ୍କୋର କରିଥିଲେ। ଏମ୍‌ବାପେ ଫ୍ରାନ୍ସ ପକ୍ଷରୁ ୭୮ ତମ ମିନିଟ୍‌ରେ ତୃତୀୟ ଗୋଲ ସ୍କୋର କରିଥିଲେ। ଦଳପକ୍ଷରୁ ଶେଷ ଗୋଲ ସ୍କୋର କରିଥିଲେ ପୂର୍ବତନ ୟୁରୋକପ୍‌ ଗୋଲ୍ଡେନ୍‌ ବୁଟ୍‌ ବିଜତା ଆଣ୍ଟୋନିଓ ଗ୍ରୀଜ୍‌ମ୍ୟାନ୍‌। ତୁର୍କୀ ମଧ୍ୟ ମଲ୍‌ଡୋଭାକୁ ୪-୦ରେ ପରାସ୍ତ କରିଥିଲା। ତୁର୍କୀ ପକ୍ଷରୁ ସେଙ୍କ ଟୋସୁନ୍‌ ଦୁଇଟି ଗୋଳ୍‌ ସ୍କୋର କରିଥିବା ବେଳେ ଦୁଇଟି ଆତ୍ମଘାତୀ ଗୋଲ ଦେଇଥଲା ମଲ୍‌ଡୋଭା।

BJP Ads
eurocup qualifier thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଭେମ୍ବର ୨ ତାରିଖ ରବିବାରରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2025

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025

ଜେଦ୍ଦାରୁ ହାଇଦ୍ରାବାଦ ଯାଉଥିବା ବିମାନକୁ ‘ମାନବ ବୋମା’ ଧମକ!: ମୁମ୍ବାଇ ହେଲା ସ୍ଥାନାନ୍ତରିତ

November 1, 2025

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ ଜାଭେଦ ଅଖତର

November 1, 2025
BJP Ads
Latest News

ଆଜି ନଭେମ୍ବର ୨ ତାରିଖ ରବିବାରରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2025

Subhadra Shakti Mela: ଭୁବନେଶ୍ବରରେ ଉଦଘାଟିତ ହେଲା ୧୨ ଦିନିଆ ‘ସୁଭଦ୍ରା ଶକ୍ତିମେଳା’

November 1, 2025

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025

ଜେଦ୍ଦାରୁ ହାଇଦ୍ରାବାଦ ଯାଉଥିବା ବିମାନକୁ ‘ମାନବ ବୋମା’ ଧମକ!: ମୁମ୍ବାଇ ହେଲା ସ୍ଥାନାନ୍ତରିତ

November 1, 2025

ଭୁବନେଶ୍ୱରରେ ସିକସେମ୍‌ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ଲାଗି ଭୂମିପୂଜନ

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.