Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରବିଶଙ୍କର ପ୍ରସାଦଙ୍କୁ ପାଟନାରେ କଳାପତାକା ପ୍ରଦର୍ଶନ
ଆଜିର ଖବର

ରବିଶଙ୍କର ପ୍ରସାଦଙ୍କୁ ପାଟନାରେ କଳାପତାକା ପ୍ରଦର୍ଶନ

March 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Ravi Shankar Prasad is Shown Black Flags in patna
Ravi Shankar Prasad is Shown Black Flags in patna

ପାଟନାରେ ବିଜେପି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ବିଜେପି ପକ୍ଷରୁ ପାଟନା ସାହିବରେ ପ୍ରାର୍ଥୀ ହୋଇଥିବା ଶ୍ରୀ ପ୍ରସାଦ ପ୍ରଥମ ଥର ପାଇଁ ପାଟନା ଆସିଥିବା ବେଳେ ବିମାନ ବନ୍ଦର ସମ୍ମୁଖରେ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା । ସୂଚନା ଅନୁଯାୟୀ କଳା ପତାକା ଦେଖାଇଥିବା ଲୋକ ମାନେ ହେଉଛନ୍ତି ଆର କେ ସିହ୍ନାଙ୍କ ସମର୍ଥକ ଯିଏକି ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ । ତେବେ ରବି ଶଙ୍କର ପାଟନାରୁ ଫେରିବା ସମୟରେ ଗଣମାଧ୍ୟମ ଅଧିକାରୀଙ୍କୁ  ବିଜେପି ତାଙ୍କୁ ଯୋଗ୍ୟ ଅଧିକାରୀ ଭାବିଥିବାରୁ ଦଳଙ୍କୁ କୃତଜ୍ଞାନ ଜ୍ଞାପନ କରିଥିବାର କହିଥିଲେ ।  ଏବଂ ନିର୍ବାଚନରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ ମଧ୍ୟ କହିଥିଲେ । ଜାତୀୟତା ପ୍ରତି ଦଳର ପ୍ରତିବଦ୍ଧତା ଏବଂ ଉନ୍ନତ ଶାସନ ବ୍ୟବସ୍ଥା ଯୋଗୁଁ ବିଜେପି ପୁନର୍ବାର ମୋଦିଙ୍କ ନେତୃତ୍ବରେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରସାଦ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 16, 2025

ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

September 16, 2025

ବାବା ପିଲା ଗଣେଶ ପୂଜା ମହୋତ୍ସବରେ ଯୋଗଦେଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ

September 16, 2025

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025
Latest News

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 16, 2025

ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

September 16, 2025

ବାବା ପିଲା ଗଣେଶ ପୂଜା ମହୋତ୍ସବରେ ଯୋଗଦେଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ

September 16, 2025

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.