Author: SM Network

ନୂଆଦିଲ୍ଲୀ: ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା, ଶସ୍ୟର ଉତ୍ପାଦକତା ବୃଦ୍ଧି ଏବଂ ଦୀର୍ଘକାଳୀନ କୃଷି ସ୍ଥିରତା ନିଶ୍ଚିତ କରିବା ପାଇଁ ସନ୍ତୁଳିତ ସାର ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ସ୍ୱୀକୃତି ଦେଇ ଭାରତ ସରକାର ପୋଷକ ତତ୍ତ୍ୱ ଭିତ୍ତିକ ସହାୟତା ବା ଏନ୍‍ବିଏସ୍‍ ଯୋଜନାକୁ ଅଗ୍ରାଧିକାର ଦେଉଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପଦକ୍ଷେପ, ଯାହା ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ମୁଖ୍ୟ ପୋଷକ ତତ୍ତ୍ୱ ଯୋଗାଇବା ସହ ସାରର ସଠିକ୍ ବ୍ୟବହାରକୁ ପ୍ରୋତ୍ସାହିତ କରିଥାଏ। ରବି ଋତୁ ୨୦୨୫-୨୬ ପାଇଁ ଘୋଷିତ ଅପଡେଟ୍ ଏନ୍‍ବିଏସ୍‍ ଦର, ଚାଷୀଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖି ପୋଷକ ତତ୍ତ୍ୱ ପରିଚାଳନାକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଭାରତ ସରକାର ୧ ଏପ୍ରିଲ ୨୦୧୦ ମସିହାରୁ ପୋଷକ ତତ୍ତ୍ୱ ଭିତ୍ତିକ ସହାୟତା ଯୋଜନା କାର୍ଯ୍ୟକାରୀ କରିଥିଲେ। ସାର କ୍ଷେତ୍ରରେ ଏହା ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନ ଥିଲା, ଯାହା ଚାଷୀଙ୍କୁ ସାହାଯ୍ୟ ପ୍ରାପ୍ତ, ସୁଲଭ…

Read More

ଭୁବନେଶ୍ଵର: ଲୋକସେବା ଭବନସ୍ଥିତ ବୈଠକ ଗୃହରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସ ଶାସନ ସଚିବଅନୁ ଗର୍ଗଙ୍କ ସହ ଜାତୀୟ ଅନୁସୂଚିତ ଜନଜାତି କମିଶନ(ଏନସିଏସଟି)ଙ୍କ ସଦସ୍ୟା ଡଃ. ଆଶା ଲାକ୍ରାଙ୍କ ଉପସ୍ଥିତିରେ ଏକ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମିଶନର ସଦସ୍ୟା ଉପସ୍ଥିତ ରହି ଅନୁସୂଚିତ ଜନଜାତିଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ବି.ପରମେଶ୍ବ ମେଶ୍ବରନ ଏବଂ ଏହି ବିଭାଗ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ବିଶେଷ କରି ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି କମିଶନ ସଦସ୍ୟ । ଏଥିରେ ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଗୁଣାତ୍ମକ ଆବାସିକ…

Read More

ପୁରୀ: ଶ୍ରୀମନ୍ଦିରରେ ପ୍ରୋଟକଲ ଦର୍ଶନ ବ୍ୟବସ୍ଥାକୁ ନେଇ ଘଟିଥିବା ଅଘଟଣ ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଏଥି ନେଇ ଶ୍ରୀ ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ଶ୍ରୀ ପାଢୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୁରୀ ଏସପି ଘଟଣାର ତଦନ୍ତ କରିବେ। ଏହା ସହ ଶ୍ରୀମନ୍ଦିରର ପ୍ରଶାସନିକ ଅଧିକାରୀ ମଧ୍ୟ ଏହାର ତର୍ଜମା କରିବେ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପାଢୀ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଖାଲି ପଡିଥିବା ଜେଟିପି ଓ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ପଦବୀ ପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି। ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହିତ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀର ଅଧିକାରୀ ଓ ଶ୍ରୀମନ୍ଦିର କମାଣ୍ଡର ପ୍ରମୁଖ ଉପସ୍ଥିତ…

Read More

ମେଷ- ଆଜିର ଦିନଟି ଆପଣଙ୍କ ପାଇଁ ଦ୍ରୁତ ଗତିରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି, ଆପଣଙ୍କ ମନ କୈଣସି ଜାଗାରେ ରହିବ ନାହିଁ, କିନ୍ତୁ ଅନେକ ଯୋଜନା ଏକାସାଙ୍ଗରେ ଆପଣଙ୍କ ମନରେ ଘଟିବ, ଯେପରିକି କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆପଣ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଭଲ ଉପଦେଶ ପାଇବ। ଚିନ୍ତା ବଢିବ, ତଥାପି, କାର୍ଯ୍ୟ ସମ୍ବନ୍ଧରେ ଭଲ ଫଳାଫଳ ମିଳିବ। କିନ୍ତୁ ଅଜ୍ଞାତ ଭୟ ମନରେ ରହିବ। ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଉପକାରୀ ହେବ। ସ୍ବାସ୍ଥ୍ୟ ଅବନତି ଜାରି ରହିବ। କୈଣସି କାରଣରୁ ଆପଣ ଟିକେ ବିବ୍ରତ ଦେଖାଯିବେ, କିନ୍ତୁ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ, ଯାହାଫଳରେ କିଛି କାମ କଠିନ ପରିଶ୍ରମ ବିନା କରାଯିବ। ପରିବାରରେ ଖୁସି ହେବ। ପରିବାର ସହିତ ସମୟ ବିତାଇବେ। ବିବାହିତ ଲୋକମାନେ ସେମାନଙ୍କର ପାରିବାରିକ ଜୀବନରେ ଖୁସି ହେବେ। ଜୀବନ ସାଥୀ ଆପଣଙ୍କୁ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଛକରୁ ୮ କେଜି ଗଂଜେଇ ସହ ଗୁଜୁରାଟର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅବକାରୀ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ଦଶ ଟାରେ ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଛକରେ ୨ ଜଣ ବ୍ୟକ୍ତି ଏକ ବସ୍ତାରେ ଗଂଜେଇ ଫୁଲବାଣୀ ଅଂଚଳରୁ ଆଣି ଛିଡା ହୋଇ ଥିବା ଅବକାରୀ ବିଭାଗ ଖବର ପାଇ ଥିଲା।  ଅବକାରୀ ବିଭାଗ ର ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସେଇ ଛକରୁ ଗଂଜେଇ ବେପାରୀ ମାନଙ୍କୁ ଧରିବା ସହ ୮ କେଜି ଗଂଜେଇ ଜବତ କରି ଗିରଫ କରିଥିଲା। ଗଂଜେଇ ବେପାରୀ ୨ ଜଣ ହେଲେ ଗୁଜୁରାଟ ରାଜ୍ୟ ସୁରଟ ଜିଲ୍ଲା କାଦୋଦରା ଥାନା ଅଂଚଳ ର ସୁରଜମାଲ ଖଟିକି ଓ ସୁରଜ ଯାଦବ। ସେମାନେ ଫୁଲବାଣୀ ଅଂଚଳରୁ ଗଂଜେଇ ଆଣି ରେଢ଼ାଖୋଲ ଟ୍ରେନ ଷ୍ଟେସନ ରୁ ଗୁଜୁରାଟ ଯାଇଥାନ୍ତେ ବୋଲି ଅବକାରୀ…

Read More

ନୂଆଦିଲ୍ଲୀ: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ଆଜି ଅପରାହ୍ନରେ ଜେସୋର ଜିଲ୍ଲାର ମୋନିରାମପୁରରେ ଘଟିଥିଲା, ଯେତେବେଳେ ଉଗ୍ରବାଦୀମାନେ ରାଣା ପ୍ରତାପ ବୈରାଗୀ ନାମକ ଜଣେ ୪୫ ବର୍ଷୀୟ ହିନ୍ଦୁଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରିଥିଲେ। ପଡ଼ୋଶୀ ଦେଶରେ ନିର୍ବାଚନ ପାଖେଇ ଆସିଛି, କିନ୍ତୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ରିପୋର୍ଟ ଲଗାତାର ଜାରି ରହିଛି। ରାଣା ପ୍ରତାପ ବୈରାଗୀଙ୍କ ହତ୍ୟା ସମେତ, ଗତ ତିନି ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନଙ୍କ ଉପରେ ଏହା ପଞ୍ଚମ ଘଟଣା। ସୂଚନା ଅନୁସାରେ, ରାଣା ପ୍ରତାପ ବୈରାଗୀଙ୍କୁ ହଠାତ୍ ଆକ୍ରମଣ କରାଯାଇଥିଲା।

Read More

ରଣପୁର: ସୋମବାର ସକାଳ ୮ ଘଟିକା ସମୟରେ ରଣପୁର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ମା’ ମଣିନାଗଙ୍କ ପୀଠରୁ ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ଶହୀଦ ରଘୁଦିବାକର ମଣ୍ଡପ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶାର ବାଚସ୍ପତି ମା’ ମଣିନାଗଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଗଣ ଦୌଡ଼ର ଶୁଭାରମ୍ଭ କରିଥିଲେ। ଗଣ ଦୌଡ଼ରେ ବହୁ ସଂଖ୍ୟାରେ ଯୁବକ-ଯୁବତୀ ଓ ସ୍ଥାନୀୟ ଲୋକେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହା ପରେ ଗଡ଼ବାଣିକିଲୋ, ଦର୍ପଣନାରାୟଣପୁର, ମୟୂରଝାଲିଆ, ଡିମିରିଆ ଆଦି କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନେ ଶହୀଦ ଜ୍ୟୋତି ଆଣି ରଣପୁର ପଞ୍ଚୁଦୋଳ ମଣ୍ଡପରେ ପହଂଚିଥିଲେ। ସେହି ସମୟରେ ଆଖପାଖ ଅଞ୍ଚଳର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀମାନେ ମଧ୍ୟ ମହୋତ୍ସବ ପଡିଆରେ ପହଂଚି ଉତ୍ସବର ଆକର୍ଷଣ ବଢ଼ାଇଥିଲେ। ପରେ ଏକ ଭବ୍ୟ ଶୋଭାଯାତ୍ରା ମାଧ୍ୟମରେ ଶହୀଦ ଜ୍ୟୋତିଗୁଡ଼ିକୁ ମହୋତ୍ସବ…

Read More

ସୀତାମାଢ଼ି: ବିହାରର ସୀତାମଢ଼ି ଜିଲ୍ଲାର ରାଜୋପଟି ଅଞ୍ଚଳରେ ଏକ ଦୁଃଖଦ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟ ନାବାଳକକୁ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ମେହସୌଲ ପୋଲିସ ଷ୍ଟେସନ ଅଧୀନରେ ଥିବା ରାଜୋପଟି ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ନାବାଳକ ଅମଜାଦ ଅନସାରୀ (ପ୍ରାୟ ୧୫ ବର୍ଷ) ବୋଲି ଚିହ୍ନଟ କରାଯାଇଛି। ଅମଜାଦ ଜଣେ ନିଶା ସେବନକାରୀ ଥିଲେ ବୋଲି ଜଣାପଡିଛି। ନିଶା ସେବନ କରୁଥିବା ସମୟରେ ଅମଜାଦଙ୍କର ଜଣେ ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ବଚସା ଏତେ ବଢି ଯାଇଥିଲା, ଯାହା ଶୀଘ୍ର ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା। ଏହି ଘଟଣା ସମୟରେ ଅଭିଯୁକ୍ତ ଯୁବକଜଣଙ୍କ ଅମଜାଦଙ୍କୁ ଛୁରି ଭୁସି ହତ୍ୟା କରିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା…

Read More

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ପୋଲିସ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଯୁବକଙ୍କୁ ଯୋଗୀ ଆଦିତ୍ୟନାଥ ସରକାର ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରାର୍ଥୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ, କନଷ୍ଟେବଳ ସିଭିଲ୍ ପୋଲିସ ଏବଂ ସମକକ୍ଷ ପଦବୀ ପାଇଁ ପ୍ରସ୍ତାବିତ ପ୍ରତ୍ୟକ୍ଷ ନିଯୁକ୍ତି 2025 ପାଇଁ ସର୍ବାଧିକ ବୟସ ସୀମାରେ ତିନି ବର୍ଷର ଏକକାଳୀନ ଛାଡ଼ ପ୍ରଦାନ କରାଯାଇଛି। ଏହି ସମ୍ପର୍କରେ ଏକ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରତ୍ୟକ୍ଷ ନିଯୁକ୍ତି 2025 ଅଧୀନରେ ମୋଟ 32,679 ପଦବୀ ପୂରଣ ପାଇଁ ଏହି ବଡ ନିଷ୍ପତ୍ତି ନିଆଯାଇଛି, ଯାହା ଲକ୍ଷ ଲକ୍ଷ ଯୁବକଙ୍କୁ ଲାଭ ଦେବ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, କନଷ୍ଟେବଳ ସିଭିଲ୍ ପୋଲିସ (ପୁରୁଷ/ମହିଳା), କନଷ୍ଟେବଳ ପିଏସି/ସଶସ୍ତ୍ର ପୋଲିସ (ପୁରୁଷ), କନଷ୍ଟେବଳ ସ୍ୱତନ୍ତ୍ର ସୁରକ୍ଷା ବଳ (ପୁରୁଷ), ମହିଳା ବାଟାଲିୟନ ପାଇଁ ମହିଳା କନଷ୍ଟେବଳ, କନଷ୍ଟେବଳ ମାଉଣ୍ଟେଡ୍ ପୋଲିସ (ପୁରୁଷ), ଏବଂ ଜେଲ୍ ୱାର୍ଡର (ପୁରୁଷ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୨୦୬ ଖ୍ରୀଷ୍ଟାବ୍ଦରେ ସୋମନାଥ ଉପରେ ପ୍ରଥମ ଆକ୍ରମଣ ପରଠାରୁ ୧୦୦୦ ବର୍ଷର ଐତିହାସିକ ମାଇଲଖୁଣ୍ଟକୁ ଚିହ୍ନିତ କରୁଥିବା ଏକ ଆଲେଖ୍ୟ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଶହ ଶହ ବର୍ଷ ଧରି ବାରମ୍ବାର ଆକ୍ରମଣ ସତ୍ତ୍ୱେ ସୋମନାଥ ଭାରତର ଚିରସ୍ଥାୟୀ ଭାବନାର ପ୍ରତୀକ ଭାବେ ତିଷ୍ଠି ରହିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ସୋମନାଥଙ୍କ କାହାଣୀ କେବଳ ଏକ ମନ୍ଦିର ବିଷୟରେ ନୁହେଁ, ବରଂ ରାଷ୍ଟ୍ରର ସଂସ୍କୃତି ଏବଂ ସଭ୍ୟତାକୁ ସୁରକ୍ଷା ଦେଇଥିବା ଭାରତ ମାତାଙ୍କ ଅସଂଖ୍ୟ ସନ୍ତାନଙ୍କ ଅତୁଟ ସାହସ ବିଷୟରେ। ଏକ୍ସରେ ଅଲଗା ଅଲଗା ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି: “ଜୟ ସୋମନାଥ!୨୦୨୬ରେ ସୋମନାଥ ଉପରେ ପ୍ରଥମ ଆକ୍ରମଣ ହେବାର ୧୦୦୦ ବର୍ଷ ପୂରଣ ହୋଇଛି। ପରବର୍ତ୍ତୀ ସମୟରେ ବାରମ୍ବାର ଆକ୍ରମଣ ସତ୍ତ୍ୱେ, ସୋମନାଥ ଠିଆ ହୋଇଛନ୍ତି! ଏହାର କାରଣ ହେଉଛି ସୋମନାଙ୍କ କାହାଣୀ ଭାରତ ମାତାଙ୍କ ଅସଂଖ୍ୟ…

Read More

ବାଣପୁର: ଆସନ୍ତା ୭ ତାରିଖ ଦିନ ବାଣପୁରକୁ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି ଗସ୍ତ କରି ପଲଟଣ ପଡ଼ିଆ ଠାରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ଆଜି ସୁନାଖଳା ପୂର୍ତ୍ତ ବିଭାଗର ଡ଼ାକବଙ୍ଗଳା ଠାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ର ବିଧାୟକ ତଥା ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମନ୍ତ୍ରୀ ସ୍ଥାନୀୟ ଜନପ୍ରତିନିଧି,ଦଳୀୟ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତାମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସୁଚାରୁରୂପେ ସମ୍ପାଦନା କରିବା ସହ ଅଧିକରୁ ଅଧିକ ଜନସମାଗମ ପାଇଁ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଲଟଣ ପଡ଼ିଆ କାର୍ଯ୍ୟକ୍ରମ ଶେଷକରି ବାଣପୁରର ଆରାଧ୍ୟ ଦେବି ମା’ ଭଗବତୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା ସହ ଜାରି ରହିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ରାଜ୍ୟରେ ବିଜେପି ସରକାର…

Read More

ବାଣପୁର: ଆଜି ପବିତ୍ର ଧନୁ ଏକୋଇଶି ମାଘ କୃଷ୍ଣ ଦ୍ଵିତିୟା ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ ଅବସରରେ ବାଣପୁରର ଆରାଧ୍ୟା ଦେବୀ ମା’ ଭାଗବତୀଙ୍କୁ ଅର୍ପଣ କରାଗଲା “ନବାନ୍ନ”। ପୂର୍ବରୁ ମନ୍ଦିର ପାଞ୍ଜିଗଣକ ଶରତଚନ୍ଦ୍ର ପଣ୍ଡିତରାୟ ଲଗ୍ନ ସ୍ଥିର କରି ଶୁଭାଶୁଭ ନିର୍ଣ୍ଣୟ ପୂର୍ବକ ଆଜିର ଦିବସକୁ “ନବାନ୍ନ’ ଭାବରେ ପାଳନ କରିବାପାଇଁ ଚ଼ିଟାଉ ଦେଇଥିଲେ। ତଦନୁସାରେ ମା’ଙ୍କ ଜମିରୁ ଚଳିତ ବର୍ଷ ଆଦାୟ ହୋଇ ଖମାରକୁ ଆସିଥିବା ପ୍ରଥମ ଧାନରୁ ଚାଉଳ, ଚୁଡ଼ା, ଖଇଲିଆ ପ୍ରସ୍ତୁତ କରି ସେବାୟତମାନେ ଯୋଗାଇଦେଇଥିଲେ। ଆଜି ପ୍ରତ୍ୟୁଷରୁ ପିତ୍ରାଳୟ ଶ୍ରୀଦକ୍ଷେଶ୍ଵର ମନ୍ଦିର ସହିତ ମା’ଙ୍କ ମନ୍ଦିର ଧୋପଖାଳ କରାଯାଇ ଶୋଧହୋଇଥିଲା।  ପାଳିଆ ମାଳି ସଞ୍ଜୟ ମହାପାତ୍ର ଓ ଅନ୍ୟାନ୍ୟ ସେବାୟତମାନେ ପ୍ରଭାତରୁ ମା’ଙ୍କ ସିଂହାସନ ପିଣ୍ଡି ଠାରୁ ଆରମ୍ଭ କରି ଗର୍ଭଗୃହ, ଭୋଗ ମଣ୍ଡପ ,ନାଟମନ୍ଦିର କୁ ଧୋଇ ଧାଇସଫା କରିଥିଲେ। ପରେ ମା’ଙ୍କୁ ତେଲହଳଦୀ ଲଗାଇ ଗଙ୍ଗାଜଳ,ଚନ୍ଦନ, ଅଗୁରୁ, କର୍ପୁର,ଗୋଲପ ଜଳ ଅଭିମନ୍ତ୍ରିତ ସୁବାଷିତ ଜଳରେ…

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ (SIR) କାର୍ଯ୍ୟ ବନ୍ଦ କରିବା ପାଇଁ ଅନୁରୋଧ ସମ୍ପର୍କରେ ମିଥ୍ୟା ଦାବିକୁ ଖଣ୍ଡନ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ଚିଠିରେ ସେ କହିଛନ୍ତି ଯେ, SIR କାର୍ଯ୍ୟ ନକଲି ଭୋଟର, ମୃତ ଭୋଟର ଏବଂ ତୃଣମୂଳ କଂଗ୍ରେସ ଭିତରେ ବେଆଇନ ଅନୁପ୍ରବେଶକାରୀଙ୍କୁ ପର୍ଦ୍ଦାଫାଶ କରୁଛି। ଶ୍ରୀ ଅଧିକାରୀ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ ବର୍ଷ ବର୍ଷ ଧରି ନିର୍ବାଚନରେ ​​ଜାଲିଆତି କରିଆସୁଛି। ସେ କହିଛନ୍ତି ଯେ, ଏହା ସ୍ପଷ୍ଟ ଯେ ମମତା ବାନାର୍ଜୀ ଭୟଭୀତ ହେଉଛନ୍ତି କାରଣ SIR କାର୍ଯ୍ୟ ତାଙ୍କ ୨୦୨୬ ନିର୍ବାଚନ ଜିତିବାର ସ୍ୱପ୍ନକୁ ବିପଦରେ ପକାଇବ। ବିଜେପି ନେତା ମମତା ବାନାର୍ଜୀଙ୍କ ଅଭିଯୋଗକୁ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବାଧା ଦେବାର ଏକ ବିଫଳ ପ୍ରୟାସ ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ଅଧିକାରୀ ମମତା…

Read More

ନୂଆଦିଲ୍ଲୀ: IPL କେବଳ ଭାରତରେ ଏକ ଉତ୍ସବ ନୁହେଁ, ବରଂ ସାରା ବିଶ୍ୱରେ ଦେଖାଯାଉଥିବା ଏକ କ୍ରିକେଟ୍ ମହାକୁମ୍ଭ। କିନ୍ତୁ, ଯେତେବେଳେ ପଡ଼ୋଶୀ ବାଂଲାଦେଶ ହଠାତ୍ IPL ପ୍ରସାରଣ ଉପରେ ନିଷେଧ ଘୋଷଣା କଲା, ଏହା କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି କଲା। ଏହାର କାରଣ ଥିଲେ ଜଣେ ଖେଳାଳି, ମୁସ୍ତାଫିଜୁର ରହମାନ। ଏହି ନିଷ୍ପତ୍ତି BCCIକୁ ଯଥେଷ୍ଟ କ୍ଷତି ପହଞ୍ଚାଇବ କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠିଲା। ସତ୍ୟକୁ ବୁଝିବା ପାଇଁ ତଥ୍ୟ ଏବଂ ବ୍ୟବସ୍ଥାକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା…. ମୁସ୍ତାଫିଜୁର ରହମାନ ବିବାଦରେ ବାଂଲାଦେଶ କ୍ଷୁବ୍ଧ: ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPLରୁ ବାଦ ଦିଆଯିବା ପରେ, କ୍ରିକେଟ୍ ବ୍ୟବସ୍ଥା ମଧ୍ୟରେ ଅସନ୍ତୋଷ ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହି ନିଷ୍ପତ୍ତିକୁ ବାଂଲାଦେଶରେ କେବଳ ଖେଳାଳି ପ୍ରସଙ୍ଗ ଭାବରେ ବିବେଚନା କରାଯାଉନାହିଁ, ବରଂ ଏହାକୁ ଦେଶର କ୍ରିକେଟ୍ ପ୍ରତିଷ୍ଠା ସହିତ ଯୋଡାଯାଉଛି। ଏହା ପରେ ବାଂଲାଦେଶ…

Read More

ନୂଆଦିଲ୍ଲୀ: ଭାରତୀୟ ଅଣ୍ଡର -୧୯ କ୍ରିକେଟ୍ ଦଳ ଏବଂ ଦକ୍ଷିଣ ଆଫ୍ରିକା ଅଣ୍ଡର -୧୯ଦଳ ମଧ୍ୟରେ ଯୁବ ODI ସିରିଜର ଦ୍ୱିତୀୟ ଅଣଆନୁଷ୍ଠାନିକ ମ୍ୟାଚ୍ ଆଜି ଖେଳାଯିବ। ଟିମ୍ ଇଣ୍ଡିଆ ବର୍ତ୍ତମାନ ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଆଗୁଆ ଅଛି ଏବଂ ଆଜିର ମ୍ୟାଚ୍ ଜିତି ସିରିଜରେ ମଜବୁତ ସ୍ଥିତିରେ ରହିବ। ଏହି ମ୍ୟାଚ୍‌ରେ ସବୁଠାରୁ ଚର୍ଚ୍ଚିତ ବିଷୟ ହେଉଛନ୍ତି ଭାରତୀୟ ଅଧିନାୟକ ବୈଭବ ସୂର୍ଯ୍ୟବଂଶୀ, ଯାହାଙ୍କଠାରୁ ପ୍ରଶଂସକମାନେ ଏକ ବଡ଼ ଇନିଂସ ଆଶା କରୁଛନ୍ତି। ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ ପ୍ରଥମ ଦିନିକିଆରେ ଦଳର ଅଧିନାୟକତ୍ୱ କରି ବୈଭବ ସୂର୍ଯ୍ୟବଂଶୀ ଇତିହାସ ରଚିଛନ୍ତି। ସେ ବିଶ୍ୱର ସବୁଠାରୁ କମ ବୟସ୍କ ଅଣ୍ଡର -୧୯ ଅଧିନାୟକ ହୋଇଥିଲେ, କିନ୍ତୁ ବ୍ୟାଟ୍ ସହିତ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଏବେ, ଦ୍ୱିତୀୟ ମ୍ୟାଚ୍‌ରେ ତାଙ୍କଠାରୁ ଏକ ଦାୟିତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଇନିଂସ ଆଶା କରାଯାଉଛି।…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଆଜି ଶୀତଦିନେ ଶିଶୁଙ୍କ ସ୍ଵାସ୍ଥ୍ୟ ରକ୍ଷା ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଆରୋଗ୍ୟ ଭାରତୀର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତଋତୁରେ ଭୂତାଣୁ, ଥଣ୍ଡା, କଫ ଓ ଚର୍ମ ରୋଗର ଭୟ ଥାଏ। ଶିଶୁକୁ କୋଳରେ ଚାପି ରଖନ୍ତୁ, ଶୀତ ଲୁଗା, ଗରମ ଜଳ ସ୍ନାନ ପାନ, ସୂର୍ଯ୍ୟ କିରଣରେ ବସାନ୍ତୁ। ଖଟା ରସ କିଛି ପିଆନ୍ତୁ ନାହିଁ। ଥଣ୍ଡା, କାଶ ହେଲେ ତୁଳସୀ ରସ, ଅଦା ରସ ଅଧିକ ମହୁ ମିଶାଇ ପିଆନ୍ତୁ। ସାଧାରଣ ଜ୍ୱର ରହିଲେ ମକରଧ୍ଵଜ ମିଶାନ୍ତୁ। ଅଧିକ ଜ୍ୱର ରହିଲେ, ଧଇଁସଇଁ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। କୁଣ୍ଡାଇ ହେଲେ ଗରମ ପାଣିରେ ନିମ୍ବ ପତ୍ର ପକାଇ ଗାଧାନ୍ତୁ, ମୁଗ ବଟା ବା ବେସନ ଲଗାଇ ଦେହ ସଫା କରନ୍ତୁ, ହଳଦୀ…

Read More

ନୂଆଦିଲ୍ଲୀ; ମାଲାୟଲମ ଅଭିନେତା କନ୍ନନ ପଟ୍ଟାମ୍ବୀଙ୍କ 62 ବର୍ଷ ବୟସରେ ରବିବାର ରାତିରେ ଦେହାନ୍ତ ହୋଇଛି। ସେ ଜାନୁଆରୀ 4 ତାରିଖ ରାତି 11:41 ରେ ଦେହାନ୍ତ କରିଛନ୍ତି। ଅଭିନେତା କୋଝିକୋଡର ଏକ ଘରୋଇ ହସ୍ପିଟାଲରେ କିଡନୀ ସମ୍ବନ୍ଧୀୟ ଚିକିତ୍ସାଧୀନ ଥିଲେ। ତାଙ୍କ ଭାଇ ଚଳଚ୍ଚିତ୍ର ନିର୍ମାତା-ଅଭିନେତା ମେଜର ରବି ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି। କନ୍ନନ ପଟ୍ଟାମ୍ବୀଙ୍କ ଦେହାନ୍ତ ଖବର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Read More

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମେରଠରେ ବିଜେପି ନେତା ତଥା ପୂର୍ବତନ ବିଧାୟକ ସଙ୍ଗୀତ ସୋମଙ୍କୁ ବୋମା ଧମକ ମିଳିଛି। ବଙ୍ଗଳା ଭାଷାରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ଆଜି ସକାଳ ୮ଟାରେ (୫ ଜାନୁଆରୀ, ୨୦୨୬) ସଙ୍ଗୀତ ସୋମଙ୍କ ସରକାରୀ ନମ୍ବରରେ ଆସିଥିଲା। ସଙ୍ଗୀତ ସୋମ ପୋଲିସକୁ ସୂଚନା ଏବଂ ନମ୍ବର ବିବରଣୀ ପ୍ରଦାନ କରିଛନ୍ତି। ଧମକପୂର୍ଣ୍ଣ ବାର୍ତ୍ତାରେ ଏକ ନ୍ୟୁଜ୍ ଚ୍ୟାନେଲକୁ ଉଡ଼ାଇ ଦେବାର ମଧ୍ୟ ଉଲ୍ଲେଖ ଅଛି। ସଂଗୀତ ସୋମ ସମ୍ପ୍ରତି ଆଇପିଏଲ ଫ୍ରାଞ୍ଚାଇଜ୍ କେକେଆରରେ ବାଂଲାଦେଶୀ ଖେଳାଳିଙ୍କ ସମ୍ପର୍କରେ ଶାହରୁଖ ଖାନଙ୍କ ବିରୋଧରେ ଦେଇଥିବା ବୟାନ ପାଇଁ ଖବରରେ ଅଛନ୍ତି। ବିଜେପି ନେତା ସଙ୍ଗୀତ ସୋମ ତାଙ୍କ ହ୍ୱାଟସଆପ୍ ନମ୍ବରରେ ମିଳିଥିବା ବଙ୍ଗଳା ବାର୍ତ୍ତା ଏବଂ କଲ୍ ବିବରଣୀ ମେରଠ ପୋଲିସକୁ ପଠାଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Read More

ନୂଆଦିଲ୍ଲୀ: ଆତଙ୍କବାଦ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଭାରତ ସାମ୍ପ୍ରତିକ ବର୍ଷଗୁଡ଼ିକରେ ପାକିସ୍ତାନକୁ ଦୁଇଟି ବଡ଼ ଆଘାତ ଦେଇଛି। ଗୋଟିଏ ପଟେ ଅପରେସନ ସିନ୍ଦୁର ଦ୍ଵାରା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା ଏବଂ ଅନ୍ୟପଟେ, ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। ସେବେଠାରୁ ପାଣିକୁ ନେଇ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ଭାରତରୁ ପ୍ରବାହିତ ନଦୀଗୁଡ଼ିକରେ ଜଳ ପ୍ରବାହ ହ୍ରାସ ପାଇବା ଯୋଗୁଁ ପାକିସ୍ତାନର ଅନେକ ଅଞ୍ଚଳରେ ଜଳ ଅଭାବ ଗମ୍ଭୀର ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ମଞ୍ଚରେ ବାରମ୍ବାର ଉଠାଇବାକୁ ଚେଷ୍ଟା କରୁଛି। ଆଶ୍ଚର୍ଯ୍ୟଜନକ କଥା ଆତଙ୍କବାଦ ବିରୁଦ୍ଧରେ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଏକ ଦେଶ ଏବେ ନୈତିକତା ଏବଂ ଆଇନକୁ ଆହ୍ବାନ କରୁଛି। ଏହା ତୃତୀୟ ଥର ପାଇଁ ପାକିସ୍ତାନ ନୂତନ ବର୍ଷର ଦିନ ଭାରତକୁ ଧମକ ଦେବାକୁ ଚେଷ୍ଟା କରିଛି। ଏହା ପୂର୍ବରୁ…

Read More

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାଂଲାଦେଶର ସମସ୍ତ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ବାହାରକୁ ସ୍ଥାନାନ୍ତରିତ କରିବା ବିଷୟରେ ବିଚାର କରିପାରେ। ଏହି ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯାଉଛି, ଏବଂ ବାଂଲାଦେଶ ଏହାର ଲିଗ୍ ମ୍ୟାଚ୍ ଭାରତରେ ଖେଳିବାର କାର୍ଯ୍ୟକ୍ରମ ଥିଲା। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏହାର ମ୍ୟାଚ୍ ଭାରତ ପରିବର୍ତ୍ତେ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଆଇସିସିକୁ ଆନୁଷ୍ଠାନିକ ଭାବରେ ଅନୁରୋଧ କରିଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶ କୋଲକାତାରେ ତିନୋଟି ଏବଂ ମୁମ୍ବାଇରେ ଗୋଟିଏ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିଲା। ତଥାପି, ସାମ୍ପ୍ରତିକ ଘଟଣାବଳୀ ପରେ ପରିସ୍ଥିତି ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। ଢାକାରେ ବିସିବି ନିର୍ଦ୍ଦେଶକ ବୋର୍ଡର ଏକ ଜରୁରୀକାଳୀନ ବୈଠକ ଡକାଯାଇଥିଲା, ଯେଉଁଠାରେ ଗତ ୨୪…

Read More

ନୂଆଦିଲ୍ଲୀ: ଭେନେଜୁଏଲା ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ସମୟରେ ସେ ଭାରତ ସମ୍ପର୍କରେ ଏକ ବଡ ବୟାନ ଦେଇଛନ୍ତି। ସେ ଭାରତକୁ ଚେତାବନୀ ଦେଇଛନ୍ତି ଯେ, ଶୁଳ୍କ ଆହୁରି ବୃଦ୍ଧି କରାଯାଇପାରିବ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷର ନାମ ମଧ୍ୟ ଉଲ୍ଲେଖ କରିଛନ୍ତି। ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଶୁଳ୍କ ଲଗାଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ସୂଚନା ଅନୁଯାୟୀ, ଭାରତ ଉପରେ ଲାଗୁ ହୋଇଥିବା ଶୁଳ୍କ ବିଷୟରେ ଟ୍ରମ୍ପ କହିଛନ୍ତି ଯେ, “ସେ ପ୍ରକୃତରେ ଏହି ପ୍ରସଙ୍ଗରେ ମୋତେ ଖୁସି କରିବାକୁ ଚାହୁଁଥିଲେ। ପ୍ରଧାନମନ୍ତ୍ରୀ ମୋଦି ଜଣେ ବହୁତ ଭଲ ବ୍ୟକ୍ତି। ସେ ଜାଣିଥିଲେ ଯେ, ମୁଁ ଭାରତ ଦ୍ୱାରା ରୁଷ ତେଲ କିଣିବାରେ ଖୁସି ନୁହେଁ। ମୋତେ ସନ୍ତୁଷ୍ଟ କରିବା ଗୁରୁତ୍ୱପୂର୍ଣ୍ଣ…

Read More