ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ବଡନଗରଠାରେ ଥିବା ପ୍ରତ୍ନତାତ୍ତ୍ୱିକ ଅନୁଭୂତି ସଂଗ୍ରହାଳୟ, ପ୍ରେରଣା କମ୍ପ୍ଲେକ୍ସ ଏବଂ କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି। ଅମିତ ଶାହ ବଡନଗରରେ ଐତିହ୍ୟ କମ୍ପ୍ଲେକ୍ସ ଉନ୍ନୟନ ଯୋଜନା, ସହରାଞ୍ଚଳ ସଡ଼କ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାତ୍ରା ଉପରେ ଏକ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦାଙ୍କ ଅନୁସରଣ କରୁଛି ଏବଂ ଏହି କାର୍ଯ୍ୟକ୍ରମ ମଧ୍ୟ ମୋଦୀଜୀଙ୍କ ଜନ୍ମସ୍ଥାନରେ ହେଉଛି। ସେ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ…
Author: SM Network
ନୂଆଦିଲ୍ଲୀ: ଷ୍ଟାର୍ଟଅପ୍ ଇଣ୍ଡିଆର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ସଫଳତା ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଏହି ପରିବର୍ତ୍ତନକାରୀ ଯୋଜନା ଅଗଣିତ ଯୁବବର୍ଗଙ୍କୁ ସଶକ୍ତ କରିଛି ଏବଂ ସେମାନଙ୍କ ଅଭିନବ ଚିନ୍ତାଧାରାକୁ ସଫଳ ଷ୍ଟାର୍ଟଅପରେ ପରିଣତ କରିଛି। ସରକାର ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଷ୍ଟାର୍ଟଅପ୍ ଇଣ୍ଡିଆର ସଫଳତା ଦର୍ଶାଉଛି ଯେ ଆଜିର ଭାରତ ଗତିଶୀଳ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି “ଷ୍ଟାର୍ଟଅପ୍ ଦୁନିଆର ପ୍ରତ୍ୟେକ ଯୁବକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଏହି ରାସ୍ତାରେ ଯିବାକୁ ମୁଁ ଅନୁରୋଧ କରୁଛୁ। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଆପଣ ନିରାଶ ହେବେ ନାହିଁ!”। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି: ଆଜି ଆମେ ଷ୍ଟାର୍ଟଅପ୍ ଇଣ୍ଡିଆର ୯…
ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ବଦ୍ୟାର୍ଥୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ଅନାସକ୍ତଭାବ, ଯୁକ୍ତିଯୁକ୍ତତା ଓ ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ସ୍ୱାଧୀନ ବିଚାରଧାରା ଭଳି ବିରଳ ଗୁଣର ଅଭିବୃଦ୍ଧି ନିମନ୍ତେ ‘‘ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ”ଶୀର୍ଷକ ଆଲୋଚନା ଚକ୍ର ଏକ ବିଜ୍ଞାନ ଓ ପରିବେଶ ପ୍ରେମୀ ସଂସ୍ଥା ତଥା ଡିଏଭି ପୋଖରୀପୁଟର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା। ଏହି ଅନୁଭବାତ୍ମକ କାର୍ଯ୍ୟକ୍ରମକୁ ଅଭ୍ୟାଗତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ସ୍ୱାଗତ ଭାଷଣ ଦେବାସହିତ ବିଜ୍ଞାନର ପ୍ରଗତିରେ ଦେଶର ପ୍ରଗତି ସମ୍ଭବ ବୋଲି ନିଜର ଅଭିମତ ରଖିଥିଲେ। ମୁଖ୍ୟ ଅତିଥି ଭାବେ ବିପିଓଟିର ପୂର୍ବତନ କୁଳପତି ପ୍ରଫେସର ଓଁମ୍କାର ନାଥ ମହାନ୍ତି ଉପସ୍ଥିତ ରହି ପ୍ରକୃତି ହିଁ ପ୍ରକୃତ ଶିକ୍ଷକ ବୋଲି ଅଭିମତ ଦେବାସହିତ ନିଜର ଦିଗ୍ଦର୍ଶନର ରୂପରେଖକୁ ଉପସ୍ଥାପନ କରିଥିଲେ। ନାଲ୍କୋର ପୂର୍ବତନ ଜେନେରାଲ୍ ମ୍ୟାନେଜର ଡ. ଚିତ୍ତରଞ୍ଜନ ମିଶ୍ର ଉପସ୍ଥିତ ରହି ବିଜ୍ଞାନ ଉତ୍ପତ୍ତି…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ହାବେଳି ପଡିଆଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଶୁଭ ଉଦଘାଟନ ହୋଇଯାଇଛି। ଉକ୍ତ ମେଳାକୁ ସମ୍ମାନିତ ଅତିଥି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ଜିଲ୍ଲାପାଳ ଚଞ୍ଚଳ ରାଣା, ନୟାଗଡ଼ ନିର୍ବାହୀ ଯନ୍ତ୍ରୀ (କୃଷି) ସୁଧାଂଶୁ ଶେଖର ଦାସ ଏବଂ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ସେନାପତି ଉଦଘାଟନ କରିଛନ୍ତି। ଏହି ମେଳାରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଳକରୁ ୫୦୦ ରୁ ଉର୍ଦ୍ଧ ଚାଷି ଭାଇ ଭଉଣୀମାନେ ଯୋଗଦାନ କରିଛନ୍ତି। ଏହି ମେଳାରେ ଖୋର୍ଦ୍ଧା ବିଧାୟକ ଶ୍ରୀ ଜଗଦେବ ଚାଷି ଭାଇ ଓ ଭଉଣୀ ମାନଙ୍କର ଆୟ ବୃଦ୍ଧି ପାଇଁ କୃଷି କ୍ଷେତ୍ରରେ ବୃହତ୍ତ ପରିମାଣରେ କୃଷି ଯନ୍ତ୍ରପାତିର ଉପଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲାପାଳ କୃଷି ଉପକରଣ ଓ ଯନ୍ତ୍ରପାତିର ମରାମତି ନିମନ୍ତେ ଯୁବ ଉଦ୍ୟୋଗିଙ୍କୁ ତାଲିମ ଦେଇ ଦକ୍ଷତା ବୃଦ୍ଧି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଇସ୍ରୋର ସତୀଶ ଧୱନ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ ପ୍ୟାଡ (ଟିଏଲପି) ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଇସ୍ରୋର ପରବର୍ତ୍ତୀ ପିଢ଼ି ଉତକ୍ଷେପଣ ଯାନ ପାଇଁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାଠାରେ ଉତକ୍ଷେପଣ ଭିତ୍ତିଭୂମି ପ୍ରତିଷ୍ଠା ଉଦ୍ଦେଶ୍ୟରେ ତୃତୀୟ ଲଞ୍ଚ୍ ପ୍ୟାଡ୍ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଶ୍ରୀହରିକୋଟା ଠାରେ ଥିବା ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ପାଇଁ ସହାୟକ ଲଞ୍ଚ୍ ପ୍ୟାଡ୍ ଭାବରେ ଏହାକୁ ଉପଯୋଗ କରାଯିବ। ଏହା ଭବିଷ୍ୟତରେ ଭାରତୀୟ ମାନବ ମହାକାଶ ଉଡ଼ାଣ ଅଭିଯାନର ଉତକ୍ଷେପଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ। ଏହି ପ୍ରକଳ୍ପର ଜାତୀୟ ଗୁରୁତ୍ୱ ରହିଛି। କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ: ଟିଏଲପିକୁ ଏଭଳି ଢାଞ୍ଚା ପ୍ରଦାନ କରାଯାଇଛି ଯାହା ଯଥାସମ୍ଭବ ସାର୍ବଜନୀନ ଏବଂ ଅନୁକୂଳ। ଏହା କେବଳ ଏନଜିଏଲଭି ନୁହେଁ, ବରଂ ସେମିକ୍ରାୟୋଜେନିକ ପର୍ଯ୍ୟାୟ ସହିତ ଏଲଭିଏମ-୩ ଯାନ…
ଭୁବନେଶ୍ଵର: ମିଛ ସରକାରୀ ଚାକିରୀ ବିଜ୍ଞାପନ ଦେଇ ଫଶିଲେ ଯୁବକ। କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସଦର ଥାନା ବିଶିପଡ଼ା ଛକ ନିକଟରେ ନୂଆ କରି ନିର୍ମାଣ ହେଉଥିବା, ମେଡ଼ିକାଲ୍ କଲେଜରେ ବିଭିନ୍ନ ପଦବୀ ପାଇଁ ମିଛ ବିଜ୍ଞାପନ ଦେଇଥିଲେ ଯୁବକ। ପ୍ରତ୍ୟେକ ଦିନ ମଧ୍ୟ ଚାରିରୁ ପାଞ୍ଚ ଜଣ ଚାକିରୀ ଆଶାୟୀ ପ୍ରାର୍ଥୀ ଭେଟୁଥିଲେ। ଏଭଳି ଏକ ଠକ ବ୍ୟକ୍ତିଙ୍କୁ ବାନ୍ଧିଛି ଫୁଲବାଣୀ ପୋଲିସ। ସୂଚନା ଅନୁସାରେ, ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ମେହେର, (୩୭ ବର୍ଷ), ଜୁନାଗଡ଼ କଳାହାଣ୍ଡି ଜିଲ୍ଲାର ବ୍ୟକ୍ତି, ଫୁଲବାଣୀ ରେ ଭଡ଼ା ଘର ନେଇ ରୁହନ୍ତି। ଫୁଲବାଣୀ ସହରରେ, ବିଭିନ୍ନ ସ୍ଥାନ ରେ ମିଛ ବିଜ୍ଞାପନ ଦେଇଥିଲେ, ଫୁଲବାଣୀ ରେ ନୂଆକରି ତିଆରି ହେଉଥିବା ମେଡ଼ିକାଲ୍ କଲେଜ୍ ରେ ସରକାରୀ ଚାକିରୀ ର ବିଜ୍ଞାପନ। ଯାହାକୁ ବିଶ୍ୱାସ କରିଥିଲେ କନ୍ଧମାଳ ଜିଲ୍ଲାର ନିରୀହ ସରଳ ଆଦିବାସୀ ଯୁବକ ଯୁବତୀ ମାନେ। ଏପରିକି ପ୍ରତିଦିନ ଠକ ଲକ୍ଷ୍ମୀକାନ୍ତ କୁ ମଧ୍ୟ…
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ଏବଂ ପରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ପରାଜୟ ହେତୁ ଟିମ୍ ଇଣ୍ଡିଆକୁ ଟାର୍ଗେଟ କରାଯାଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି। ବର୍ତ୍ତମାନ ବିସିସିଆଇ କିଛି କଠୋର ପଦକ୍ଷେପ ନେଇପାରେ। ଏକ ରିପୋର୍ଟ ଅନୁଯାୟୀ, ବିରାଟ କୋହଲିଙ୍କ ଯୁଗର ଫିଟନେସ୍ ଫର୍ମୁଲା ଟିମ୍ ଇଣ୍ଡିଆରେ କାର୍ଯ୍ୟକାରୀ ହେବ। ଟିମ୍ ଇଣ୍ଡିଆର ଅନେକ ଖେଳାଳି ସଂପୂର୍ଣ୍ଣ ଫିଟ୍ ନାହଁନ୍ତି। କୋହଲିଙ୍କ ଫିଟନେସ୍ ସ୍ତର ବହୁତ ଭଲ। ତାଙ୍କ ପରି ଫିଟନେସ୍ ବଜାୟ ରଖିବା ସହଜ ନୁହେଁ। କୋହଲିଙ୍କ ଅଧିନାୟକତ୍ୱ ସମୟରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ୟୋ-ୟୋ ପରୀକ୍ଷା ହେଉଥିଲା। ବର୍ତ୍ତମାନ ଏହା ଫେରିପାରେ। ଖବର ଅନୁଯାୟୀ, ଟିମ୍ ଇଣ୍ଡିଆରେ ୟୋ-ୟୋ ପରୀକ୍ଷା ଫେରିପାରେ। ଖେଳାଳିମାନଙ୍କୁ କିଛି ସମୟ ପାଇଁ ରିହାତି ଦିଆଯାଇଥିଲା: ବାସ୍ତବରେ ବିସିସିଆଇ ର ମେଡିକାଲ୍ ଟିମ୍ ଖେଳାଳିଙ୍କ…
ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ପକ୍ଷରୁ ତିଖାଲି ଜଳ ରାଶିରେ ପକ୍ଷୀ ଗଣନା ନେଇ ମକଡ୍ରିଲ ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପକ୍ଷୀମାନେ ଜୀବ ଜଗତ ରେ ଅକ୍ଷୁର୍ଣ୍ଣ ଅଙ୍ଗ ଅଟେ, ତାଙ୍କ ସୁରକ୍ଷା ଓ ଯତ୍ନ ନେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଅଟେ ବୋଲି ଏସିଏଫ ପ୍ରଶ୍ନନ ଦୀପ ନାଏକ ପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ବିଦ୍ୟାର୍ଥୀ ଙ୍କୁ ବାଇନକୁଲେ ସାହାର୍ଯ୍ୟରେ ପକ୍ଷୀ ଦେଖିବା ସହ ପକ୍ଷୀ ଙ୍କ ବାସସ୍ଥାନ ଓ ପ୍ରଚୁର ପରିମାଣ ରେ ଖାଦ୍ୟ ମହଜୁଦ ଥିଲେ ବସା ବାନ୍ଧି ଥାଆନ୍ତି। ବିଦେଶୀ ରୁ ମଧ୍ୟ ବହୁ ପକ୍ଷୀ ଆସୁଥିବା ଅନୁମାନ କରାଯାଏ। ଆସନ୍ତା ୧୮ ତାରିଖ ଠାରୁ ଖାଡ଼ିଆଲ ବନଖଣ୍ଡ ଅଧିନସ୍ଥ କ୍ଷେ ଗଣନା କାର୍ଯ୍ୟ ହାତକୁ ନେଇଛନ୍ତି। ଖଡିଆଳ ରେଞ୍ଜ ରେ ୯ ଗୋଟି ପକ୍ଷୀ ଗଣନା ଦଳ ଗଠିତ ହୋଇଥିବା ବେଳେ ଗୋଟିଏ ଦଳ ରେ ୫ ଜଣ…
ନୂଆଦିଲ୍ଲୀ: ପାକିସ୍ତାନ ପ୍ରାୟତଃ ଦାବି କରେ ଯେ ଇସଲାମର ଗଡ ସାଉଦି ଆରବ ସହିତ ତାଙ୍କର ମଜବୁତ ସମ୍ପର୍କ ରହିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ମଧ୍ୟ ତାଙ୍କ ଭାଇ ବୋଲି କହିଛନ୍ତି। ଏହା ସତ୍ତ୍ୱେ ବର୍ତ୍ତମାନ ପାକିସ୍ତାନର ଶାହାବାଜ ସରିଫ ସରକାର ମାନିଛନ୍ତି ଯେ, ସାଉଦି ଆରବ ପାକିସ୍ତାନୀ ନାଗରିକଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରୁଛି। ପାକିସ୍ତାନ ସଂସଦରେ ଦେଶର ଉପମୁଖ୍ୟମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଡାର ପ୍ରକାଶ କରିଛନ୍ତି ଯେ, ପ୍ରାୟ ୨୦ ହଜାର ପାକିସ୍ତାନୀ ନାଗରିକ ବିଶ୍ୱର ବିଭିନ୍ନ ଦେଶର ଜେଲରେ ଅଛନ୍ତି। ଯେଉଁଥିରୁ କେବଳ ୧୦ ହଜାରରୁ ଅଧିକ ପାକିସ୍ତାନୀ ସାଉଦି ଆରବର ଜେଲରେ ରହିଛନ୍ତି। ସାଉଦି ଜେଲରେ ରହୁଥିବା ଏହି ପାକିସ୍ତାନୀମାନେ ଅନେକ ଅପରାଧରେ ଜଡିତ ଥିଲେ। ଏହି କାରଣରୁ ସାଉଦି ଆରବ ସରକାର ତାଙ୍କୁ କାରାଗାରରେ ରଖିଛନ୍ତି। ପାକ୍ ବୈଦେଶିକ…
ଭୁବନେଶ୍ଵର: ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ୧୩୨/୩୩ କେ.ଭି. ସମ୍ୱଲପୁର ଗ୍ରୀଡ୍ ସବଷ୍ଟେସନରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ସମ୍ୱଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆସନ୍ତା ଦୁଇଦିନ ଧରି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଏନେଇ ଟିପିଡବ୍ଲୁଓଡିଏଲ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି। ୧୩୨/୩୩ କେ.ଭି. ସମ୍ୱଲପୁର ଗ୍ରୀଡ୍ ସବଷ୍ଟେସନରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଚେରୁଆପଡ଼ା, ଝାରୁଆପଡ଼ା, ବଡ଼ବଜାର, ବଲବସପୁର, ବାଲିବନ୍ଧା, ବରମୁଣ୍ଡା, ଭାଲୁପାଲି, ଫାର୍ମ ରୋଡ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କାଇଁସିର୍ ରୋଡ଼, ଏନ.ଗୁହା ଲେନ୍, ପିଏଚଡ଼ି, ରେଲୱେ ଷ୍ଟେସନ ଅଞ୍ଚଳ, ସମଲେଶ୍ୱରୀ ମନ୍ଦିର ଅଞ୍ଚଳ, ଲକ୍ଷ୍ମୀଟକିଜ୍, ପୋଲିସ୍ ଲାଇନ୍ ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଜାନୁଆରୀ ୧୬ ଓ ୧୭ ତାରିଖ ୨ ଦିନ ଧରି ସକାଳ ୯.୩୦ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।
ଭୁବନେଶ୍ଵର: ଭାରତ ସରକାରଙ୍କ ଦ୍ଵାରା ସରକାରୀ କ୍ୟାଲେଣ୍ଡର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଙ୍କ ଦ୍ଵାରା ଉନ୍ମୋଚନ ହୋଇ ସରିଛି। କ୍ୟାଲେଣ୍ଡର ର ପ୍ରଥମ ମାସର ଫଟୋ ଗ୍ୟାଲେରୀ ରେ ପ୍ରଧାନମନ୍ତ୍ରୀଙ୍କ ସହ ଫୁଲବାଣୀ ସହରରେ ଭିକ୍ଷା ବୃତ୍ତି କରୁଥିବା ତୁଳା ବେହେରାଙ୍କ ଫଟୋ ରହିଛି। ସୂଚନା ଅନୁସାରେ, ଦୁଇ ବର୍ଷ ତଳେ ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ଭିକ୍ଷା ବୃତ୍ତିରୁ ସଞ୍ଚିତ ଅର୍ଥ ଏକ ଲକ୍ଷ୍ୟ ଟଙ୍କା ଦାନ କରିଥିଲେ ତୁଳା ବେହେରା। ସାଧାରଣ ନିର୍ବାଚନ ରେ ଫୁଲବାଣୀ ଷ୍ଟାଡିୟମ୍ ରେ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ। ମଞ୍ଚ ଉପରେ ତୁଳା ବେହେରା ଙ୍କୁ ଭେଟି ବହୁତ୍ ଖୁସି ହୋଇଥିଲେ ଓ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ ,କିନ୍ତୁ ତୁଳା ବେହେରା ମନା କରିଦେଇଥିଲେ। ଜଗନ୍ନାଥଙ୍କ ଆଶୀର୍ବାଦ କେବଳ ଲୋଡା ବୋଲି କହିଥିଲେ। ଏବେ ଭାରତ ସରକାରଙ୍କ ଦ୍ଵାରା ସରକାରୀ କ୍ୟାଲେଣ୍ଡର ରେ ପ୍ରଥମ ରେ…
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳର ଶେଷ ଦିନରେ ତାଙ୍କ ସରକାର ଭାରତକୁ ଦୁଇଟି ବଡ ଉପହାର ଦେଇଛନ୍ତି। ଏହି ଉପହାରଗୁଡ଼ିକ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବ। ଏହା ସହିତ ଦୁଇ ଦେଶ ମଧ୍ୟରେ ବୈଷୟିକ ଏବଂ ସୁରକ୍ଷା ସହଯୋଗକୁ ନୂତନ ଉଚ୍ଚତାକୁ ନେବ। ସୂଚନା ଅନୁଯାୟୀ ଆମେରିକା ଭାରତର କେତେକ ପ୍ରମୁଖ ଆଣବିକ ଅନୁଷ୍ଠାନକୁ ଆଣବିକ ନିୟନ୍ତ୍ରଣ ଆଇନରୁ ବାଦ ଦେଇଛି। ଆମେରିକାର ବ୍ୟୁରୋ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ସିକ୍ୟୁରିଟି (ବିଏସ୍) ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC), ଇନ୍ଦିରା ଗାନ୍ଧୀ କେନ୍ଦ୍ର ପରମାଣୁ ଅନୁସନ୍ଧାନ (ଆଇଜିସିଆର) ଏବଂ ଇଣ୍ଡିଆନ୍ ରେୟାର ଆର୍ଥସ ଲିମିଟେଡ୍ (ଆଇଆରଏଲ୍) କୁ ଏହାର ‘ଏଣ୍ଟିଟି ଲିଷ୍ଟ’ ରୁ ହଟାଇ ଦେଇଛି। ‘ଏଣ୍ଟିଟି ଲିଷ୍ଟ’ କ’ଣ?: ଏହି ସଂସ୍ଥାଗୁଡ଼ିକ ଉପରେ ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇବା ପାଇଁ ‘ଏଣ୍ଟିଟି ଲିଷ୍ଟ’ ବ୍ୟବହୃତ ହୁଏ, ଯାହା ଆମେରିକାର ଜାତୀୟ ସୁରକ୍ଷା କିମ୍ବା ବୈଦେଶିକ ନୀତି ପ୍ରତି…
ଭୁବନେଶ୍ଵର: କଲରାପତରିଆ ବାଘ ଆକ୍ରମଣରେ ଦୁଇଜଣ ଗୁରୁତର। ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଗୁମି ସଂରକ୍ଷିତ ଜଙ୍ଗଲର କରଚୁଲି ଏବଂ ସୁଡ଼ଙ୍ଗି ଗାଁ ନିକଟରେ କରିଛି ଆକ୍ରମଣ। ଦୁଇ ଗୁରୁତର ନୟାଗଡ ମେଡିକାଲରେ ଭର୍ତ୍ତି। ଦୁଇ ଗୁରୁତର ହେଲେ କରଚୁଲି ଗାଁର ପ୍ରମୋଦ ଗୁରୁ ଏବଂ ସୁଡଙ୍ଗି ଗାଁର ସାଜୁ ନାୟକ। ପ୍ରମୋଦ ଜଙ୍ଗଲକୁ ଗାଇ ଚରାଇବାକୁ ଯାଇ ସନ୍ଧ୍ୟାରେ ଫେରି ଘରପାଖରେ ପହଞ୍ଚିବା ସମୟରେ ବାଘ ହଠାତ୍ ପଛପଟୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କର ଦୁଇହାତ ଏବଂ ମୁଣ୍ଡକୁ ବାଘ ଆକ୍ରମଣ କରିଛି। ପ୍ରମୋଦଙ୍କ ପାଟି ଶୁଣି ଗ୍ରାମର ଲୋକମାନେ ଆସିଯିବାରୁ ବାଘ ସ୍ଥାନ ଛାଡି ପଳାଇଯାଇଥିଲା। ସେହି ବାଘଟି କିଛି ସମୟ ପରେ ପାଖ ଗାଁ ସୁଡୁଙ୍ଗି ଗାଁର ସାଜୁ ଘର ସାମ୍ନାରେ ବସିଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲା। ସାଜୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପରିବାର ଲୋକେ ନୟାଗଡ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।…
ଭୁବନେଶ୍ଵର: କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ମହାବିଦ୍ୟାଳୟର ତୃତୀୟ ବର୍ଷ ସ୍ନାତକ ଛାତ୍ରୀ ଦେବସ୍ମୀତା ବେନିଆ ରାଷ୍ଟ୍ରପତିଙ୍କ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ସ୍ଵାଗତ ସମାହାରରେ ଯୋଗ ଦେବା ପାଇଁ ସ୍ଵତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଛନ୍ତି। ସେ ବିକ୍ରମ ଦେବ ମହାବିଦ୍ୟାଳୟରେ NCC ରେ ଯୋଗ ଦେଇ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ପୁରସ୍କାର ପାଇଁ ଛନ୍ତି ଓ ତାଙ୍କର କାର୍ଯ୍ୟଦକ୍ଷତା ଏବଂ ଉତ୍କର୍ଷତା ନିମନ୍ତେ ସେ ସର୍ବ ଭାରତୀୟ ସ୍ତରରେ ୨୫୦ ଜଣ ରାଷ୍ଟ୍ରପତିଙ୍କ ଅତିଥିଙ୍କ ମଧ୍ୟରୁ ସେ ଜଣେ ମନୋନିତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଏହି ସ୍ଵତନ୍ତ୍ର ନିମନ୍ତ୍ରଣ ପତ୍ରକୁ ଡାକ ବିଭାଗର ଅଧିକାରୀ ମାନେ ଘରକୁ ଯାଇ ପ୍ରଦାନ କରିଛନ୍ତି। ସେ ଏହି ଆମନ୍ତ୍ରଣ ପାଇ ରାଷ୍ଟ୍ରପତିଙ୍କୁ ତଥା ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେବସ୍ମୀତାଙ୍କ ବାପା ଜଣେ ପୋଲିସ କର୍ମଚାରୀ ହେଇଥିବା ବେଳେ ତାଙ୍କ ମା ସାମାଜିକ…
ଭୁବନେଶ୍ଵର: ଗହୀରମଥା ସମୁଦ୍ରରେ ଗୁଳିକାଣ୍ଡ ଘଟଣାରେ ଟ୍ରଲର ମାଲିକ ଗିରଫ ହୋଇଥିବା ବେଳେ ବୁଧବାର ଆଉ ୮ଜଣଙ୍କୁ ଗିରଫ କରିଛି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ। ହେଲେ ଏଠି ପ୍ରଶ୍ନ ଉଠୁଛି ବନବିଭାଗକୁ ଆକ୍ରମଣ କରିଥିଲେ ୬ଟି ଟ୍ରଲରରେ ପାଖାପାଖି ୬୦ ମତ୍ସ୍ୟଜୀବୀ। ଆଜି ଗିରଫ ହୋଇଥିବା ୮ ଜଣଙ୍କୁ ସେ ଦିନ ଯେଉଁମାନେ ଗୁଳିଫୁଟାଇ ଖସାଇ ନେଇଥିଲେ ସେମାନଙ୍କୁ କେବେ ଗିରଫ କରିବ ତାଳଚୁଆ ସାମୁଦ୍ରିକ ଥାନା ପୋଲିସ। ସେ ୬୦ ଜଣ ଓ ଟ୍ରଲର ମାଲିକମାନଙ୍କୁ ଚିହ୍ନଟ କଲାଣି ତ ପୋଲିସ ନା ଘଟଣାକୁ ଥଣ୍ଡା ପକାଇବା ପାଇଁ ମାତ୍ର ହାତ ଗଣତି ଏଇକେଇ ଜଣଙ୍କୁ ଗିରଫ କରି ବାହାବାହା ନେବ ସାମୁଦ୍ରିକ ଥାନା ପୋଲିସ, ତାହା ଦେଖିବାକୁ ବାକି ରହିଲା।
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀ ମୁମ୍ବାଇର ଖାରଘରଠାରେ ଇସ୍କନଦ୍ୱାରା ନିର୍ମିତ ଶ୍ରୀ ଶ୍ରୀ ରାଧା ମଦନମୋହନଜୀ ମନ୍ଦିରକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ଏଭଳି ଏକ ଦିବ୍ୟ ସମାରୋହରେ ଯୋଗଦେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ଏବଂ ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ଆଶୀର୍ବାଦ ଓ ଇସ୍କନର ସାଧୁସନ୍ଥମାନଙ୍କ ଅସୀମ ସ୍ନେହ ଓ ସୌହାର୍ଦ୍ୟର ଏହା ଏକ ନିଦର୍ଶନ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ ଶ୍ରଦ୍ଧାଳୁ ଓ ସନ୍ଥଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଧ୍ୟାତ୍ମିକତା ଓ ଜ୍ଞାନର ସମ୍ପୂର୍ଣ୍ଣ ପରମ୍ପରାକୁ ପ୍ରତିଫଳିତ କରୁଥିବା ଶ୍ରୀ ରାଧା ମଦନମୋହନଜୀ ମନ୍ଦିର ପରିସରର ନିର୍ମାଣ ଶୈଳୀ ଓ ବିଚାରଧାରାକୁ ସେ ଏହି ଅବସରରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ‘ଏକୋ ଅହମ ବହୁ ସ୍ୱୟଂ’ ଚିନ୍ତାଧାରା ପ୍ରସ୍ଫୁଟିତ ହୋଇଛି। ନୂଆ ପିଢ଼ିର ଆଗ୍ରହ ଓ ଆକର୍ଷଣକୁ ପୂରଣ କରିବା ପାଇଁ…
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ନୂତନ ବ୍ରଡଗେଜ୍ (BG) ରେଳ ଲାଇନ ପ୍ରକଳ୍ପକୁ ସମାପ୍ତ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶରେ, ରେଳ ମନ୍ତ୍ରଣାଳୟ ପ୍ରକଳ୍ପର ଅବଶିଷ୍ଟ ଅଂଶ ପାଇଁ ଟେଣ୍ଡର ଆମନ୍ତ୍ରଣ କରିଛି। ୧୪୯.୭୮ କିଲୋମିଟର ବ୍ୟାପୀ ଏହି ନୂତନ ରେଳ ଲାଇନ ଓଡ଼ିଶାର ତାଳଚେର ସହିତ ବିମଳାଗଡ଼କୁ ସଂଯୋଗ କରିବାକୁ ପ୍ରସ୍ତୁତ ଏବଂ ଟେଣ୍ଡର ଆମନ୍ତ୍ରଣରେ ମାଟି କାମ, ସେତୁ ନିର୍ମାଣ, ଷ୍ଟେସନ ସୁବିଧା, ଡ୍ରେନେଜ୍ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅନ୍ତର୍ଭୁକ୍ତ ଅଟେ। ଟେଣ୍ଡର ପାଇଁ ଆନୁମାନିକ ମୂଲ୍ୟ ₹୭୨୬.୧୨୯ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଅଛି। ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରାରମ୍ଭିକ ଭାବରେ ୨୦୦୩-୦୪ ମସିହାରେ ମଞ୍ଜୁର କରାଯାଇଥିଲା କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା, ଆଇନଗତ ବାଧା ଏବଂ ଅନ୍ୟାନ୍ୟ ଆହ୍ୱାନ ଯୋଗୁଁ ବର୍ଷ ବର୍ଷ ଧରି ଅନେକ ବିଳମ୍ବର ସମ୍ମୁଖୀନ ହୋଇଛି। ଏହି ବାଧା ସତ୍ତ୍ୱେ, ପ୍ରକଳ୍ପର ପ୍ରାୟ ୨୬% କାର୍ଯ୍ୟ ସମ୍ପୂର୍ଣ୍ଣ…
ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲାରେ ବିଫଳତା କାରଣରୁ ଭାରତ ସମେତ ଅନେକ ଦେଶରେ କ୍ଷମତାସୀନ ସରକାର ପରାଜିତ ହୋଇଥିବା ନେଇ ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଦେଇଥିବା ତ୍ରୁଟିପୂର୍ଣ୍ଣ ଓ ତଥ୍ୟହୀନ ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ୧୦ ତାରିଖରେ ଲୋକପ୍ରିୟ ପଡକାଷ୍ଟ ଉପସ୍ଥାପକ ଜୋ ରୋଗାନଙ୍କୁ ଏକ ସାକ୍ଷାତକାର ଦେଇ ଜୁକରବର୍ଗ ଉପରୋକ୍ତ ବକ୍ତବ୍ୟ ଦେଇଥିଲେ। ସେ କହିଥିଲେ, ୨୦୨୪ ବର୍ଷରେ ସାରା ବିଶ୍ୱରେ ଏକାଧିକ ନିର୍ବାଚନ ହୋଇଥିଲା। ଭାରତ ସମେତ ଅନ୍ୟ ଦେଶଗୁଡ଼ିକରେ ହୋଇଥିବା ନିର୍ବାଚନରେ କ୍ଷମତାସୀନ ସରକାରଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। କାରଣ କ୍ଷମତାସୀନ ସରକାରମାନେ କୋଭିଡ-୧୯ ମହାମାରୀ ପରିଚାଳନାରେ ବିଫଳ ହେବା କାରଣରୁ ଏହା ବ୍ୟାପକ ଜନଅସନ୍ତୋଷ ସୃଷ୍ଟି କରିଥିଲା। ତେବେ ଜୁକରବର୍ଗଙ୍କ ଏହି ମନ୍ତବ୍ୟ ଉପରେ ଗତ ୧୩ ତାରିଖରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଡ଼ା ପ୍ରତିକ୍ରିୟା ରଖିଥିଲେ। ଜୁକରବର୍ଗଙ୍କ ମନ୍ତବ୍ୟ ଭୁଲ ଥିଲା, କାରଣ ୨୦୨୪ରେ ପ୍ରଧାନମନ୍ତ୍ରୀ…
ଭୁବନେଶ୍ଵର: ଓଡ଼ିଶାରେ ଥିବା ପ୍ରାଣ୍ଟେ ସଲ୍ୟୁସନ୍ସ (ଓପିସି) ପ୍ରାଇଭେଟ୍ ଲିମିଟେଡ୍ ଭାରତୀୟ ଷ୍ଟାର୍ଟଅପ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜର ପ୍ରୋଫଲୋ-ୟୁ ନାମକ ପ୍ରଡକ୍ଟ ଯୋଗୁଁ ଏହା ସବୁଆଡ଼ୁ ପ୍ରଶଂସା ପାଉଛି। ପ୍ରୋଫଲୋ-ୟୁ କିଡନିର କାର୍ଯ୍ୟକାରୀତାକୁ ତଦାରଖ କରିପାରୁଥିବା ଏକ ସ୍ବାସ୍ଥ୍ୟ ଯାଞ୍ଚକାରୀ ଯନ୍ତ୍ର, ଯାହାକୁ ଲୋକମାନେ ନିଜେ ବ୍ୟବହାର କରିପାରିବେ। ଏହା ଦ୍ବାରା ଠିକ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ସମ୍ଭବ ହୋଇଥାଏ। ଆଇରା: ବିଭିନ୍ନ ବାୟୋସେନ୍ସିଂ ଆପ୍ଲିକେସନ୍ ପାଇଁ ବିକଶିତ କେତେକ ନାନୋସେନ୍ସର, ଯାହାକି ବିଭିନ୍ନ ଜୈବିକ ଲକ୍ଷଣର ଚିହ୍ନଟ ଏବଂ ତଦାରଖ ବୃଦ୍ଧି କରେ। ଏମ୍ବାର୍ଗୋ ହେଉଛି ଅଲଟ୍ରା ସ୍ପାର୍ସ ବାୟୋମାର୍କର୍ସକୁ ମାପିବା ପାଇଁ ଅତ୍ୟାଧୁନିକ ସ୍ପେକ୍ଟ୍ରୋସ୍କୋପ। ଏହା ଦ୍ବାରା ଅତି ସଂବେଦନଶୀଳ ଚିହ୍ନଟ ପ୍ରକ୍ରିୟାକୁ ନିର୍ଭୁଲ କରିବାରେ ସହାୟକ ହୋଇଥାଏ। ଏ କ୍ଷେତ୍ରରେ ଏହି ଷ୍ଟାର୍ଟଅପଟି ଏକ ଐତିହାସିକ ସଫଳତା ପାଇଛି। ୨୦୨୨ରେ ଜାତୀୟ ଷ୍ଟାର୍ଟ ଅପ ପୁରସ୍କାର ପ୍ରାପ୍ତ କରିଥିବା ପ୍ରାଣ୍ଟେ ସଲ୍ୟୁସନ୍ସ…
ମେଷ- ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାଶୀ ତାମିଲ ସଙ୍ଗମମ୍ (କେଟିଏସ୍)ର ତୃତୀୟ ସଂସ୍କରଣ ପାଇଁ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି ଯେ କାଶୀ ତାମିଲ ସଙ୍ଗମମ ୩.୦ ଆସନ୍ତା ଫେବୃଆରୀ ୧୫ରୁ ଉତ୍ତରପ୍ରଦେଶର ବାରଣାସୀରେ ଆରମ୍ଭ ହେବ ଏବଂ ୧୦ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଫେବୃଆରୀ ୨୪ରେ ଶେଷ ହେବ। ଆଇଆଇଟି ମାଡ୍ରାସ ଦ୍ୱାରା ପରିଚାଳିତ ପୋର୍ଟାଲ kashitamil.iitm.ac.in ରେ ଫେବୃଆରୀ ୧, ୨୦୨୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିପାରିବେ। ଶ୍ରୀ ପ୍ରଧାନ କହିଛନ୍ତି ଯେ କାଶୀ ତାମିଲ ସଙ୍ଗମମ ୩.୦ ଜରିଆରେ ତାମିଲନାଡୁ ଓ କାଶୀ ମଧ୍ୟରେ ଅତୁଟ ସମ୍ପର୍କ ସୃଷ୍ଟି ହେବ। କାଶୀ ତାମିଲ ସଙ୍ଗମମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଳ କଳ୍ପନା ଥିଲା। ତାମିଲନାଡୁ ଏବଂ କାଶୀ ମଧ୍ୟରେ ଚିରନ୍ତନ ସମ୍ପର୍କକୁ ପାଳନ କରିବା, ସଭ୍ୟତା ସମ୍ପର୍କକୁ ସୁଦୃଢ଼ କରିବା ଏବଂ…

