Author: SM Network

ନୂଆଦିଲ୍ଲୀ: ୭୫ତମ ସମ୍ବିଧାନ ଦିବସ ପାଳନ ଅବସରରେ ସୋମବାର ନୂଆଦିଲ୍ଲୀରେ ମାଇଁ ଭାରତ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଆୟୋଜିତ ୬ କିଲୋମିଟର ଲମ୍ବା ପଦଯାତ୍ରାରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ତଥା ଶ୍ରମ ଓ ନିଯୁକ୍ତି  ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଯୋଗ ଦେଇଥିଲେ। ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ‘ହମାରା ସମ୍ବିଧାନ ହମାରା ସ୍ୱାଭିମାନ’ ଶୀର୍ଷକ ଏହି ପଦଯାତ୍ରା କର୍ତ୍ତବ୍ୟ ପଥ ଓ ଇଣ୍ଡିଆ ଗେଟ୍ ଦେଇ ଯାଇଥିଲା। ଏହି ପଦଯାତ୍ରାରେ ୧୦,୦୦୦ ରୁ ଅଧିକ ମାଇଁ ଭାରତ ଯୁବ ସ୍ୱେଚ୍ଛାସେବୀଙ୍କ ସମେତ ବିଶିଷ୍ଟ ଯୁବ ନେତା, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ‘ଏକ ପେଡ୍ ମା କେ ନାମ’ ଅଭିଯାନରେ ଆରମ୍ଭ ହୋଇଥିଲା, ଯେଉଁଥିରେ ଡ. ମନସୁଖ ମାଣ୍ଡଭିୟ ତାଙ୍କ ସଂସଦୀୟ ସହଯୋଗୀଙ୍କ ସହ ମିଶି ଏକ ବୃକ୍ଷରୋପଣ କରିଥିଲେ। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ସିଂ ଶେଖାୱତ, କିରଣ ରିଜିଜୁ, ଅର୍ଜୁନ ରାମ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆୟକର ବିଭାଗର ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ ଦେଇଛି। ପ୍ୟାନ୍ ୨.୦ ପ୍ରକଳ୍ପ ପାଇଁ ଆର୍ଥିକ ପ୍ରଭାବ ୧୪୩୫ କୋଟି ଟଙ୍କା ହେବ। ପ୍ୟାନ୍ ୨.୦ ପ୍ରକଳ୍ପ ଟିକସଦାତା ପଞ୍ଜୀକରଣ ସେବାଗୁଡ଼ିକର ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ପରିବର୍ତ୍ତନକୁ ସକ୍ଷମ କରେ ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ ଲାଭ ରହିଛି: – ଉନ୍ନତ ଗୁଣବତ୍ତା ସହିତ ଆକସେସ୍ ଏବଂ ଦ୍ରୁତ ସେବା ପ୍ରଦାନର ସହଜତା; – ସତ୍ୟର ଏକକ ଉତ୍ସ ଏବଂ ଡାଟା ସ୍ଥିରତା – ପରିବେଶ ଅନୁକୂଳ ପ୍ରକ୍ରିୟା ଏବଂ ବ୍ୟୟ ସଦୁପଯୋଗ; ଏବଂ – ଅଧିକ ଶୀଘ୍ରତା ପାଇଁ ଭିତ୍ତିଭୂମିର ସୁରକ୍ଷା ଏବଂ ଅପ୍ଟିମାଇଜେସନ୍। ପ୍ୟାନ୍ ୨.୦ ପ୍ରୋଜେକ୍ଟ ହେଉଛି ଟିକସଦାତାଙ୍କ ଡିଜିଟାଲ୍ ଅଭିଜ୍ଞତାରେ ସୁଧାର ପାଇଁ ପ୍ୟାନ୍ / ଟ୍ୟାନ୍‌ ସେବାର ପ୍ରଯୁକ୍ତି ଦ୍ୱାରା ପରିଚାଳିତ ପରିବର୍ତ୍ତନ ମାଧ୍ୟମରେ ଟିକସଦାତା ପଞ୍ଜୀକରଣ ସେବାର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗବେଷଣାଭିତ୍ତିକ ପ୍ରବନ୍ଧ ଏବଂ ପତ୍ରିକା ପ୍ରକାଶନୀଗୁଡ଼ିକୁ ଦେଶବ୍ୟାପୀ ଉପଲବ୍ଧ କରାଇବା ପାଇଁ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ୱାନ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’କୁ  ଅନୁମୋଦନ ମିଳିଛି। ଏହି ଯୋଜନା ଏକ ସରଳ, ଉପଭୋକ୍ତା ଅନୁକୂଳ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେବ। ସରକାରୀ ଉଚ୍ଚଶିକ୍ଷା ନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ପରୀକ୍ଷାଗାର ପାଇଁ ଏହା ‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’ ସୁବିଧା ହେବ। ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ୩ କ୍ୟାଲେଣ୍ଡର ବର୍ଷ, ୨୦୨୫, ୨୦୨୬ ଏବଂ ୨୦୨୭ ପାଇଁ ଏକ ଦେଶ ଏକ ସବସ୍କ୍ରିପ୍ସନ ପାଇଁ ସମୁଦାୟ ପ୍ରାୟ ୬,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଭାରତର ଯୁବବର୍ଗଙ୍କ ପାଇଁ ଗୁଣାତ୍ମକ ଉଚ୍ଚଶିକ୍ଷାର ସର୍ବାଧିକ ଉପଲବ୍ଧତା ନିମନ୍ତେ ଶିକ୍ଷା କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଭାରତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବରେ ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନ (ଏନଏମଏନଏଫ)ର ଶୁଭାରମ୍ଭକୁ ମଞ୍ଜୁରି ମିଳିଛି। ଏହି ଯୋଜନାରେ ପଞ୍ଚଦଶ ଅର୍ଥ ଆୟୋଗ (୨୦୨୫-୨୬) ଅବଧି ସୁଦ୍ଧା ମୋଟ ବ୍ୟୟ ଅଟକଳ ୨୪୮୧ କୋଟି ଟଙ୍କା (ଭାରତ ସରକାରଙ୍କ ଅଂଶ – ୧୫୮୪ କୋଟି ଟଙ୍କା; ରାଜ୍ୟ ଅଂଶ – ୮୯୭ କୋଟି ଟଙ୍କା) ରଖାଯାଇଛି। ଭାରତ ସରକାର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବରେ ସମଗ୍ର ଦେଶରେ ମିଶନ ମୋଡରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ପ୍ରାକୃତିକ କୃଷି ମିଶନ (ଏନଏମଏନଏଫ) ଆରମ୍ଭ କରିଛନ୍ତି । ସେମାନଙ୍କ ପୂର୍ବପୁରୁଷଙ୍କଠାରୁ ପ୍ରାପ୍ତ ପାରମ୍ପରିକ ଜ୍ଞାନ ଆଧାରରେ, ଦେଶର ଚାଷୀମାନେ ଏକ ରାସାୟନିକ ମୁକ୍ତ…

Read More

ଭୁବନେଶ୍ଵର: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ସୋମବାର ଭୁବନେଶ୍ୱରରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳୀୟ ବିଧାୟକମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଆଗାମୀ ବିଧାନସଭା ଅଧିବେଶନ କାଳରେ ଆଗତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧେୟକ, ପ୍ରସ୍ତାବ ଓ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରାଯାଇଛି। ଏଥିସହିତ ଶାସକ ଦଳର ରଣନୀତିକୁ ନେଇ ଚର୍ଚ୍ଚା ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ବିଧାନସଭାର ସୁପରିଚାଳନା ନେଇ ଆଲୋଚନା ହୋଇଛି। ରାଜ୍ୟର ହିତ ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯିବ। ବିରୋଧୀ ଦଳ ଗୃହରେ ଯେଉଁ ପ୍ରସଙ୍ଗ ଉଠାଇବେ ତା’ ଉପରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା ଡକ୍ଟର ମହାଲିଙ୍ଗ କହିଛନ୍ତି।

Read More

ଭୁବନେଶ୍ଵର: ଯାଜପୁର ପୈାର ପରିଷଦର ପୂର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଛି। ଯାହାକି ଯାଜପୁରରେ ରାଜନୈତିକ ଉଷ୍ମତା ସୃଷ୍ଟିି କରିଛି। ଭବ ପ୍ରସାଦ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସାନ ଭାଇ ଅଟନ୍ତି। ଗତ ଗୁରୁବାର ଦିନ ବିରଜା ହାଟର ତିନି ଜଣ ବ୍ୟବସାୟୀ ସେମାନଙ୍କୁ ଭବପ୍ରସାଦ ଦାସ ଆକ୍ରମଣ କରିଥିଲେ ବୋଲି ଯାଜପୁର ଥାନାରେ ଅଭିଯୋଗ କରିଥିଲେ। ସୂଚନା ଥାଉକି, ବିରଜା ମନ୍ଦିରର ସୈାନ୍ଦର୍ଯ୍ୟୀକରଣ ପାଇଁ ପୂର୍ବ ସରକାର ବିରଜା ମନ୍ଦିର ପ୍ରକଳ୍ପ ଆରମ୍ଭ କରିଥିଲେ। ସ୍ଥାନାଭାବ ଦେଖାଯିବାରୁ ମନ୍ଦିର ନିକଟସ୍ଥ ବହୁ ପୁରାତନ ବିରଜା ହାଟକୁ ନିକଟସ୍ଥ ସନ୍ଥମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ହାଟକୁ ପୁର୍ନବାର ମନ୍ଦିର ନିକଟକୁ ଉଠାଇ ଆଣିବା ପାଇଁ ହାଟର କିଛି ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଳାଇଛନ୍ତି। ଅପର ପକ୍ଷରେ ହାଟ ସ୍ଥାନାନ୍ତରକୁ ବିଜେଡି ସମର୍ଥିତ କିଛି ସ୍ଥାନୀୟ ଲୋକ ବିରୋଧ କରି ଆସୁଛନ୍ତି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନୀତି ଆୟୋଗ ତତ୍ତ୍ୱାବଧାନରେ ଏହାର ପ୍ରମୁଖ ପଦକ୍ଷେପ ଅଟଳ ଇନୋଭେସନ ମିଶନ (ଏଆଇଏମ୍)ର କାର୍ଯ୍ୟ ପରିସର ବୃଦ୍ଧି କରିବା ଏବଂ ଏହାକୁ ୨୦୨୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅବଧି ପାଇଁ ଜାରି ରଖିବାକୁ ୨,୭୫୦ କୋଟି ଟଙ୍କାର ଆବଣ୍ଟିତ ବଜେଟ୍ ପ୍ରସ୍ତାବ ସହ ମଞ୍ଜୁର କରାଯାଇଛି। ଏଆଇଏମ୍ ୨.୦ ହେଉଛି ବିକଶିତ ଭାରତ ଦିଗରେ ଏକ ପଦକ୍ଷେପ ଯାହା ଭାରତର ସକ୍ରିୟ ଉଦ୍ଭାବନ ଏବଂ ଉଦ୍ୟୋଗ ପରିବେଶକୁ ବିସ୍ତାର, ସୁଦୃଢ଼ ଏବଂ ଗଭୀର କରିବାକୁ ଲକ୍ଷ୍ୟ ରଖିଛି। ଏହି ଅନୁମୋଦନ ଭାରତରେ ଏକ ଦୃଢ଼ ଉଦ୍ଭାବନ ଏବଂ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ । ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସରେ ଭାରତ ୩୯ତମ ସ୍ଥାନରେ ଥିବା ବେଳେ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଥିବାରୁ ଅଟଳ ଇନୋଭେସନ ମିସନ୍ (ଏଆଇଏମ୍ ୨.୦)ର ପରବର୍ତ୍ତୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ଶ୍ରୀ ମୋଦୀ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ଦାଶୋ ସେରିଙ୍ଗ ତୋବଗେ, ଫିଜିର ଉପପ୍ରଧାନମନ୍ତ୍ରୀ ମାନୋଆ କାମିକାମିକା, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାରତରେ ଅବସ୍ଥାପିତ ଜାତିସଂଘର ଆବାସିକ ସଂଯୋଜକ ସୋମ୍ବି ଶାର୍ପ, ଅନ୍ତର୍ଜାତୀୟ ସମବାୟ ମେଣ୍ଟର ସଭାପତି ଏରିଏଲ ଗୁଆରକୋ, ବିଭିନ୍ନ ବିଦେଶୀ ଦେଶର ବିଶିଷ୍ଟ ବ୍ୟକ୍ତି ଏବଂ ଆଇସିଏ ଗ୍ଲୋବାଲ କୋଅପରେଟିଭ୍ ସମ୍ମିଳନୀ ୨୦୨୪ର ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ମୋଦୀ କହିଥିଲେ କେବଳ ତାଙ୍କ ପକ୍ଷରୁ ନୁହେଁ ବରଂ ହଜାର ହଜାର କୃଷକ, ଗୋପାଳକ, ମତ୍ସ୍ୟଜୀବୀ, ୮ ଲକ୍ଷରୁ ଅଧିକ ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ୧୦ କୋଟି ମହିଳା ଏବଂ ସମବାୟ ସହିତ ପ୍ରଯୁକ୍ତିକୁ ଅନ୍ତର୍ଭୁକ୍ତ କରିବାରେ ନିୟୋଜିତ ଯୁବକମାନଙ୍କ ତରଫରୁ ଆଜିର କାର୍ଯ୍ୟକ୍ରମରେ ସମସ୍ତଙ୍କୁ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଭାରତରେ ଶିଶୁ ଓ ଯୁବବର୍ଗଙ୍କ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ‘ଭାରତୀ ଏୟାରଟେଲ ଫାଉଣ୍ଡେସନ’ ଦ୍ୱାରା ପ୍ରସ୍ତୁତ ‘ଦ ଟିଚର୍ ଆପ୍‌’(The Teacher App)ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତୀ ଏଣ୍ଟରପ୍ରାଇଜେସର ଜନହିତକର ଶାଖା ‘ଭାରତୀ ଏୟାରଟେଲ ଫାଉଣ୍ଡେସନ’ ଶିକ୍ଷକମାନଙ୍କ ପାଇଁ ଏକ ପ୍ଲାଟଫର୍ମକୁ ବିକଶିତ କରିଥିବାରୁ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ। ସୋମବାର ନୂଆଦିଲ୍ଲୀରେ ଏହି ଆପ୍ ଉନ୍ମୋଚନ ଅବସରରେ “ଶିକ୍ଷକଙ୍କ ଉନ୍ନତିରେ ଭାରତର ଉନ୍ନତି” ଶୀର୍ଷକ ବିଷୟବସ୍ତୁ ଉପରେ ସମବେତ ଶିକ୍ଷାବିତ୍ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାକୁ ଏକ ପ୍ରଶଂସନୀୟ ପଦକ୍ଷେପ କହିବା ସହ ନିର୍ଦ୍ଦିଷ୍ଟ ଆପଟି ଅଭିନବ ପାଠ୍ୟକ୍ରମ, ପ୍ରଯୁକ୍ତିବିଦ୍ୟା ଏବଂ କମ୍ୟୁନିଟି ବିଲ୍ଡିଂ କାର୍ଯ୍ୟକ୍ରମ ମାଧ୍ୟମରେ ନିରନ୍ତର ଦକ୍ଷତା ବିକାଶ ମାଧ୍ୟମରେ ଶିକ୍ଷକମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ ବୋଲି କହିଛନ୍ତି । ଶ୍ରୀ…

Read More

ଭୁବନେଶ୍ଵର: ରାଜ୍ୟରେ ଆଗାମୀ ଦିନରେ ମହିଳା କୋର୍ଟ ଖୋଲାଯିବା ସହ କୋର୍ଟ ମଧ୍ୟରେ ସମସ୍ତ ଅଧିକାରୀ ମହିଳା ରହିବେ। ଏ ନେଇ ସରକାରଙ୍କ ପକ୍ଷରୁ ଯୋଜନା ରହିଥିବା ବେଳେ ମହିଳା ମାନେ ଆଇନ ସମ୍ପର୍କରେ ସଚେତନ ହେଲେ ସେମାନଙ୍କ ବିରୁଦ୍ଧରେ ଘଟୁଥିବା ଅନ୍ୟାୟ ଅତ୍ୟାଚାରର ସାମ୍ନା କରିବାର ଶକ୍ତି ଆହରଣ କରିପାରିବେ। ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ମହିଳା ମାନଙ୍କ ମଧ୍ୟରେ ଆଇନ ସଚେତନତା ଶିବିର ରେ ଯୋଗଦାନ କରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏପରି ମତ ରଖିଥିଲେ। ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଆୟୋଜିତ ମହିଳା କଲ୍ୟାଣକାରୀ ଆଇନ ସଂପର୍କରେ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମ ରେ ନିମାପଡା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଏବଂ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର ମହିଳା ମାନେ ଏଥିରେ ସାମିଲ…

Read More

ଭୁବନେଶ୍ଵର: ନିକଟରେ ଘଟିଥ‌ିବା ବାତ୍ୟା ଦାନା ଆକଳନ ପାଇଁ କେନ୍ଦ୍ରୀୟ ଟିମ ଭଦ୍ରକ ଜିଲ୍ଲା ଧାମରା ଠାରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଏଥ୍‌ରେ ବିଭାଗୀୟ ନିର୍ଦ୍ଦେଶକ ଡକ୍ଟର ମାନସିଂହ,ଜଳ ଶକ୍ତି ବିଭାଗର ନିର୍ଦ୍ଦେଶକ ସୁଶାନୁ ସାମଲ,ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇ ଛନ୍ତି। ଏହି କେନ୍ଦ୍ରୀୟ ଦଳ ଧାମରା ର ବିଭିନ୍ନ ଅଞ୍ଚଳ ରେ ଯାଇ ବାତ୍ୟା ଦାନା ରେ କ୍ଷୟକ୍ଷତି ହୋଇ ଥୂବା ଧାନ ଚାଷ ଜମି ଦେଖୁବା ସହିତ ସ୍ଥାନୀୟ ଚାଷୀ ଏବଂ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରି ଥିଲେ। ଏହି କେନ୍ଦ୍ରୀୟ ଟିମ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କୁ କ୍ଷୟ କ୍ଷତି ଆକଳନ ର ରିପୋର୍ଟ ପ୍ରଦାନ କରିବେ ବୋଲି ଜଣା ପଡ଼ିଛି।

Read More

ଭୁବନେଶ୍ଵର: ପୂର୍ବତଟ ରେଳ ମହା ପ୍ରବନ୍ଧକ ପରମେଶ୍ୱର ଫୁଂକୱାଲାଙ୍କ ଦିନିକିଆ ରାୟଗଡା ଗସ୍ତରେ ଆସି ମୁନିଗୁଡା ଠାରେ ନିର୍ମାଣଧୀନ ଅମୃତ ଭାରତ ଷ୍ଟେସନ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଆଜି ଅପରାହ୍ନରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ମୁନିଗୁଡା ପହଂଚି ମୁନିଗୁଡା ଷ୍ଟେସନରେ ନିର୍ମାଣଧୀନ କାର୍ଯ୍ୟ, ଜମି ଅଧିଗ୍ରହଣ ସାଙ୍ଗକୁ କାର୍ଯ୍ୟର ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ମୁନିଗୁଡା ବ୍ୟତୀତ ଲାଞ୍ଜିଗଡ ରୋଡ ଓ ଥେରୁବାଲି ଷ୍ଟେସନ ମଧ୍ୟ ପରିଦର୍ଶନ କରିଛନ୍ତି। ସନ୍ଧ୍ୟାରେ ଜୁନାଗଡ଼ ଭୁବନେଶ୍ୱର ଟ୍ରେନ ଯୋଗେ ଫେରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସମ୍ବଲପୁର ଡି ଆର ଏମ ସମେତ ସମସ୍ତ ଡିଭିଜନ ସ୍ଥରୀୟ ବରିଷ୍ଠ ଅଧିକାରୀ ଉପସ୍ଥିତି ଥିଲେ।

Read More

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ୪୫ ପୃଷା ସମ୍ୱଳିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିବା ବେଳେ ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆଧାରରେ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କରାଯିବ। ତେବେ ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ଯେଭଳି ବାଧା ନଉପୁଜିବ ସେନେଇ ଆଗାମୀ ଦିନରେ ଛତିଶାନିଯୋଗ ଓ ପରିଚାଳନା କମିଟି ସହ ଆଲୋଚନା କରାଯିବ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଏ.ଏସ୍.ଆଇ. ପକ୍ଷରୁ ରତ୍ନଭଣ୍ଡାର ଜିପିଆର ସର୍ଭେ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା। ତେବେ ରିପୋର୍ଟ ଆସିଥିବା ବେଳେ ସେହି ରିପୋର୍ଟ ଆଧାରରେ ସରଣକ୍ଷଣ ଓ ମରାମତି ନେଇ ଏଏସଆଇକୁ ଖୁବଶୀଘ୍ର ଚିଠି…

Read More

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ISKCON ର ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି। ବାଂଲାଦେଶୀ ଗଣମାଧ୍ୟମରେ ଏହା ଦାବି କରାଯାଉଛି ଯେ, ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଢାକା ବିମାନବନ୍ଦରରେ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, ଦେଶଦ୍ରୋହ ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି। ନଭେମ୍ବର ୨୨ ତାରିଖରେ ବାଂଲାଦେଶର ରଙ୍ଗପୁରରେ ହିନ୍ଦୁମାନଙ୍କୁ ସମର୍ଥନ କରିବା ପାଇଁ ଇସ୍କନ୍ ର ଚିନ୍ମୟ କୃଷ୍ଣ ଦାସ ପ୍ରଭୁ ଏକ ରାଲି କରିଥିଲେ। ବିଶ୍ୱାସ କରାଯାଏ ଯେ, ଏହି କାରଣରୁ ଚିନ୍ମୟ କୃଷ୍ଣ ପ୍ରଭୁଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ରାଲିରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରାଯାଇଥିଲା। ବାଂଲାଦେଶର ମହମ୍ମଦ ୟୁନୁସ ସରକାର କ୍ରମାଗତ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। BNP ସମର୍ଥନରେ କଟ୍ଟରପନ୍ଥୀ ଜମାତ-ଏ-ଇସଲାମି ISKCON ଭକ୍ତମାନଙ୍କୁ ହତ୍ୟା କରିବାକୁ ଖୋଲାଖୋଲି ଧମକ ଦେଉଛି।…

Read More

ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ତିନିଜଣ ରେଳ କର୍ମଚାରୀଙ୍କ ଅତୁଳନୀୟ ପ୍ରଦର୍ଶନକୁ ସ୍ୱୀକୃତି ଦେଇ ପୁରସ୍କୃତ କରିଛନ୍ତି। ସେମାନଙ୍କର ତୀବ୍ର କାର୍ଯ୍ୟକଳାପ ପ୍ରମୁଖ ଦୁର୍ଘଟଣାକୁ ରୋକିବାରେ ଉଭୟ ମାନବ ଜୀବନ ରକ୍ଷା କରିବା ଏବଂ ଟ୍ରେନ୍ ଚଳାଚଳର ଧାରାକୁ ଅକ୍ଷ୍ୟୁର୍ଣ୍ଣ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ଉତ୍ସବରେ ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ରେଳପଥ ମଧ୍ୟରେ ସୁରକ୍ଷା ପ୍ରତି ସାମୂହିକ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ମୁନିଗୁଡା ରେଳ ଷ୍ଟେସନର ଟ୍ରାକ ମେଣ୍ଟଣର ଯୋଗେଶ କୁମାର, ହୁମ୍ମା ରେଳ ଷ୍ଟେସନର ଟିପିଏମଏ ପ୍ରଦ୍ୟୁମ୍ନ କୁମାର ପଣ୍ଡା ଏବଂ ଆରଙ୍ଗମହାନଦୀ ରେଳ ଷ୍ଟେସନର ଟିପିଏମଏ ପ୍ରେମଜୀତ ଆଚାର୍ଯ୍ୟଙ୍କୁ…

Read More

ନୂଆଦିଲ୍ଲୀ: ପୁରୀ ସହରର ଟାଉନ ହଲ ପରିସରରେ ଭାରତୀୟ ନୌସେନାର ନାଭାଲ ବ୍ୟାଣ୍ଡ କନସର୍ଟ କାର୍ଯ୍ୟକ୍ରମ ଥିଲା ବେଶ ଚିତାକର୍ଷକ ଓ ଆନନ୍ଦ ଦାୟକ। ଦେଶ ମାତୃତ୍ବ ଭାବନା ସୃଷ୍ଟି କରିଥିଲା ନାଭାଲ ବ୍ୟାଣ୍ଡ କନସର୍ଟ କାର୍ଯ୍ୟକ୍ରମ। ନୌସେନା ବ୍ୟାଣ୍ଡ ଦାୟିତ୍ୱ ରେ ଥିବା ଅଭିଜ୍ଞ କଳାକାରଙ୍କ ଦ୍ଵାରା ଏହି କନସର୍ଟ ବା ବାଦ୍ୟ ବିଚିତ୍ରା ପରିବେଷଣ କରାଯାଉଥିବା ବେଳେ ଆଗାମୀ ଡିସେମ୍ବର ୪ତାରିଖରେ ପୁରୀରେ ନୌସେନା ଦିବସ ପାଳନ ପୂର୍ବରୁ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ନୌସେନା ପ୍ରତି ଆଣିଥିଲା ଦେଶ ଦେଶାତ୍ମବୋଧକ। ତେବେ ନୌସେନାର ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବରିଷ୍ଠ ନୌସେନା ଅଧିକାରୀ ରିଅର ଆଡ଼ମିରାଲ ସଲିଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ତେବେ ଆଇଏନଏସ ଚିଲିକା ନୌସେନା କେନ୍ଦ୍ରର ବ୍ୟାଣ୍ଡ ଅଧିକାରୀ ହନୁମାନ ଥାପଙ୍କ ପ୍ରତ୍ୟେକ୍ଷ ତ୍ୱବାଧାନରେ ଏହି କନସର୍ଟ ଚାଲିଥିବା ବେଳେ ଏହାକୁ ବହୁ ସଂଖ୍ୟାରେ ପୁରୀ ବାସୀ ପସନ୍ଦ କରିତଜିଲେ।

Read More

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କୋମନା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମାଣ୍ଡିଆ କ୍ରୟ ସଚେତନତା ରଥକୁ ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର, ଉପ କୃଷି ଅଧିକାରୀ ଶୁଶ୍ରୀ ସଂଗୀତା ମେହେର, ସିପିଏସ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ବିରଞ୍ଚି ନାରାୟଣ ମହାପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଗ୍ରାମ ସେବକ ଓ ମାଣ୍ଡିଆ ଚାଷୀ ମାନେ ଉପସ୍ଥିତ ରହିଥିଲେ। ସଚେତନତା ରଥ ୩ ଧରି କୋମନା ବ୍ଲକର ସୁନାବେଡ଼ା, ସୋସେଙ୍ଗ ମିଛପାଲି, ସିଲେଟପାଣି, ସମର୍ସିଂ, ବୁଧି କୋମନା,କଣ୍ଡେତରା ତଥା ବିଭିନ୍ନ ସ୍ଥାନ ବୁଲି ସଚେତନ କରିବ। ଏହି ଶ୍ରୀ ଅର୍ଣ୍ଣ ଚାଷ କରି ଚାଷୀ ଅଧିକ ଲାଭବାନ ହେଉଥିବା ବେଳେ ବିଲୁପ୍ତ ପ୍ରାୟ ଏହି ଚାଷକୁ ଉଜ୍ଜୀବିତ ନେଇ କୃଷି ଓ କୃଷକଙ୍କୁ ଉତ୍ସାହିତ ପ୍ରଦାନ କରିଛନ୍ତି।

Read More

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ। ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବ୍ଲକ ସ୍ତରରେ ହେଉଥିବା ବେଳେ, ପଞ୍ଚାୟତ ସ୍ତରରେ ସରକାରୀ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଆଉ ପାଦେ ଆଗେଇଛନ୍ତି। ସେ ତାଙ୍କର ଅଭିଯୋଗ ଶୁଣାଣିକୁ ବ୍ଲକ ପରିବର୍ତ୍ତେ ପଞ୍ଚାୟତ ସ୍ତରରେ କରୁଛନ୍ତି। ଏହି କ୍ରମରେ ସେ ଉକ୍ତ ଅଭିଯାନ ଗତ ୧୪.୧୦.୨୦୨୪ ତାରିଖରୁ ଉପାନ୍ତ ଅଞ୍ଚଳ ଦାମିଆ ବର‌ବରା ପଞ୍ଚାୟତ ,ବାଣପୁର ବ୍ଲକ ରୁ ଆରମ୍ଭ କରିଛନ୍ତି।ଆଜି ଚିଲିକା ବ୍ଲକ ଅନ୍ତର୍ଗତ, ଡୁଙ୍ଗମାଳ ପଞ୍ଚାୟତରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ଏହି ପଦକ୍ଷେପ କୁ ଅଧିକ ଲୋକାଭିମୁଖୀ କରିବାକୁ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ମୋଟ ୧୨୮ଟି ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୧୪ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୧୧ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ…

Read More

କେନ୍ଦୁଝର: ସ୍ଥାନାନ୍ତର ହେଲା ୩ ମାସର ହାତୀଛୁଆ ଜଗୁ। କେନ୍ଦୁଝରରୁ ବନ ବିଭାଗର “ରକ୍ଷକ” ଯାନରେ ହାତୀ ଛୁଆକୁ ଆଜି ଚନ୍ଦକା ସ୍ଥାନାନ୍ତର କରାଯାଇଛି। ଗତ ୧ ତାରିଖରେ କେନ୍ଦୁଝର ସଦର ରେଞ୍ଜ ଜଗଦଳା ଡ୍ୟାମ ନିକଟରୁ ଉଦ୍ଧାର ହୋଇଥିଲା ଏହି ୩ ମାସର ହାତୀଛୁଆ। ବନ ବିଭାଗର ବହୁ ପ୍ରଚେଷ୍ଟା ପରେ ମଧ୍ୟ ମା ହାତୀ ନିଜ ଛୁଆକୁ ଗ୍ରହଣ କରି ନଥିଲା। ସେବେଠାରୁ ବନ ବିଭାଗର ୧୦ ଜଣିଆ ଟିମ୍ ଦିନ ରାତି ହାତୀ ଛୁଆର ସେବାଯତ୍ନ କରୁଥିଲେ। ଆଜି ହାତୀ ଛୁଆକୁ ସ୍ଥାନାନ୍ତର କରିବା ସମୟରେ ସମସ୍ତେ ଭାବ ବିହ୍ୱଳ ହୋଇ ଉଠିଥିଲେ।

Read More

ଯାଜପୁର: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାସ୍ତରୀୟ ଏକ ମିଳିତ ଟିମ୍ ଯାଜପୁରରେ ଚଢ଼ାଉ କରି ଜଣେ ୧୪ ବର୍ଷୀୟ ଗୋତିଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଅନୁସୂଚିତ ଜନଜାତି (ଏସ୍ ଟି) ସମ୍ପ୍ରଦାୟର ଜଣେ ସଦସ୍ୟ ଉଦ୍ଧାର ହୋଇଥିବା ଶିଶୁଟି ଗତ ଦୁଇ ବର୍ଷ ହେବ ଶୋଷଣମୂଳକ ପରିସ୍ଥିତିରେ ଗୋରୁ ଓ ବଗିଚା ତଦାରଖକରିବାକୁ ବାଧ୍ୟ ହେଉଥିଲା। ଏହି ଅଞ୍ଚଳରେ ଶିଶୁ ଶୋଷଣ ନେଇ ଏକାଧିକ ଅଭିଯୋଗ ଆସିବା ପରେ କର୍ତ୍ତୃପକ୍ଷ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନେ ଘଟଣାସ୍ଥଳରେ ଚଢ଼ାଉ କରି ଶିଶୁଟିକୁ କଠିନ ଅବସ୍ଥାରୁ ଉଦ୍ଧାର କରିଥିଲେ। ୪ ବର୍ଷ ତଳେ ମାଲିକ ଶିଶୁର ବାପାଙ୍କୁ ଘର ନିର୍ମାଣ ପାଇଁ ୧୧ଟି ଆଜବେଷ୍ଟସ୍ ସିଟ୍ ଓ ୨ଟି ଲୁହା ରଡ୍ ପ୍ରଦାନ କରିଥିଲେ। ଏହା ବଦଳରେ ବାପାଙ୍କୁ ମାସିକ ୭,୦୦୦ଟଙ୍କା ମଜୁରୀଦେବାକୁ ପ୍ରତିଶ୍ରୁତି ଦେଇ ମାଲିକଙ୍କ ବଗିଚା ତଦାରଖ କରିବାକୁ କୁହାଯାଇଥିଲା। ତେବେ ଗୋରୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଏକ ପେଡ୍ ମାଁ କେ ନାମ’ (ମାଆଙ୍କ ନାମରେ ଗୋଟିଏ ଗଛ) ଅଭିଯାନକୁ ସମର୍ଥନ କରିଥିବାରୁ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତକାଲିର ମନ୍ କି ବାତ୍ ଅଧ୍ୟାୟରେ ଗୁୟାନାରେ ଭାରତୀୟ ସମ୍ପ୍ରଦାୟକୁ ଶ୍ରୀ ମୋଦୀ  ପ୍ରଶଂସା କରିଥିଲେ। ଗୁୟାନା ରାଷ୍ଟ୍ରପତି ଡ. ଇରଫାନ ଅଲିଙ୍କ ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି : “ତୁମର ସହଯୋଗ ସର୍ବଦା ମନେ ରହିବ । ମୋର ମନ୍‌କିବାତ୍ କାର୍ଯ୍ୟକ୍ରମ ସମୟରେ ମୁଁ ଏହି ବିଷୟରେ କହିଥିଲି। ଏହି ଅଧ୍ୟାୟରେ ଗୁୟାନାରେ ଥିବା ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ପ୍ରଶଂସା କରିଥିଲି।

Read More