Author: Samikhsya Bureau

ଭୁବନେଶ୍ୱର: ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ। ଗ୍ରାହକ ମାନେ ଏହି ଫୋନ ମାତ୍ର ୧୯୯୯ ଟଙ୍କା ପଇଠ କରି ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ ପାଇପାରିବେ। ଜିଓଫୋନ ନେକ୍ସଟ କୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ ସହିତ ବଂଡଲ କରି ଆକର୍ଷଣୀୟ ଅଫର ଦିଆଯାଉଛି ଯାହାଦ୍ୱାରା ଗ୍ରାହକ ପ୍ଲାନ ସହିତ ସହଜରେ ଫୋନର କିସ୍ତି ମଧ୍ୟ ପୁରଣ କରିପାରିବେ। କିସ୍ତିରେ କିଣିବାକୁ ଇଛୁକ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର‌୍ୟ୍ୟନ୍ତ ବିଭିନ୍ନ ବଂଡଲ ପ୍ଲାନ ଘୋଷଣା କରାଯାଇଛି। ତେବେ ସହଜ କିସ୍ତି ବଦଳରେ ସିଧାସଳଖ…

Read More

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆୟୋଗ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ବୈଠକ ଆସନ୍ତା ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବ। ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି । ସର୍ବଦଳୀୟ ବୈଠକରେ ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି କିମ୍ବା ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ…

Read More

ଭୁବନେଶ୍ବର: ଆଉ ନୁହେଁ ଏଥର ସ୍କୁଲ ଖୋଲିବ। ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେତିକି ନୁହେଁ ନୂଆ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାର ସମ୍ଭାବନା ଅଛି ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରାଯାଉଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି। ଗତ ୨୫ତାରିଖରୁ ରାଜ୍ୟରେ ଅଷ୍ଟମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି । ସ୍କୁଲରେ ଏବେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଭଲ ରହୁଛି ।  ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଛନ୍ତି ।  ପିଲାଙ୍କ ମଧ୍ୟରେ ସ୍କୁଲ ଆସିବାକୁ ଆଗ୍ରହ ରହିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ୟ କ୍ଲାସ…

Read More

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୫୧,୨୦୯ କୁ ହ୍ରାସ ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୪% ଅଟେ। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୬ ଲକ୍ଷ ୯୭ ହଜାର ୭୪୦ ଜଣ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧,୪୧୫୯ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୨୨% କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୮ ହଜାର ୧୪୦ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୫୬୭ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୯,୧୯୧ କୁ ବୃଦ୍ଧି ପାଇଛି।

Read More

ଭୁବନେଶ୍ବର: ଧିରେ ଧି୍ରେ ଖୋର୍ଦ୍ଧା ଜିଲ୍ଲାର କରୋନା ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ବିଗତ ଦିନରେ ଏହି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଜିଲ୍ଲାରେ ସର୍ବାଧିର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନର ତାଜା ସୂଚନା ଅନୁସାରେ ଏହି ଜିଲ୍ଲାରୁ ୧୬୯ ଜଣ ଚିହ୍ନଟ ହୋଇଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ସ୍ଥିତି ହେଲା.. ୧- ଅନୁଗୁଳ ଜିଲ୍ଲାରୁ – ୨ ୨- ବାଲେଶ୍ୱର ଜିଲ୍ଲାରୁ – ୬ ୩- ବରଗଡ଼ ଜିଲ୍ଲାରୁ – ୧ ୪- ଭଦ୍ରକ ଜିଲ୍ଲାରୁ – ୭ ୫- ବୌଦ୍ଦ ଜିଲ୍ଲାରୁ – ୧ ୬- କଟକ ଜିଲ୍ଲାରୁ – ୧୯ ୭- ଢେଙ୍କାନାଳ ଜିଲ୍ଲାରୁ – ୩ ୮- ଗଜପତି ଜିଲ୍ଲାରୁ – ୨ ୯- ଗଞ୍ଜାମ ଜିଲ୍ଲାରୁ – ୩ ୧୦- ଜଗତସିଂହପୁର ଜିଲ୍ଲାରୁ – ୯ ୧୧- ଯାଜପୁର ଜିଲ୍ଲାରୁ – ୧୩ ୧୨- କଳାହାଣ୍ଡି ଜିଲ୍ଲାରୁ…

Read More

ଭୁବନେଶ୍ୱର: ରାଜ୍ୟରେ ଆଜି ମୋଟ ୩୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୨ ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୮୭ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୫ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି  ୩୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୪ ଜଣ ଥିଲେ। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Read More

ଭୁବନେଶ୍ବର: ଗତ ଏକ ତାରିଖରୁ ଓଡିଶାରେ ଭୋଟର ସଂଶୋଧନ ପକ୍ରିୟା ଆରମ୍ଭ ହୋଇଛି। ଯେଉଁମାନଙ୍କର ବୟସ ଆସନ୍ତା ଜାନୁୟାରୀ 1 ତାରିଖ ସୁଦ୍ଧା 18 ବର୍ଷ କିମ୍ବା ତଦୁର୍ଦ୍ଧ ହେଉଛି ସେମାନେ ନାମ ପଂଜୀକରଣ ପାଇଁ ଆବେଦନ କରିପାରିବେ। ଏଥିସହିତ ଯେଉଁମାନେ ଠିକଣା ପରିବର୍ତ୍ତନ କରିବାକୁ ଚାହିଁବେ କିମ୍ବା କିଛି ସଂଶୋଧନ କରିବାକୁ ଚାହିଁବେ ସେମାନେ ଏହି ପକ୍ରିୟାରେ ଭାଗ ନେଇପାରିବେ। ତେବେ ଏହି ସଂଶୋଧନ ପକ୍ରିୟା  ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଚାଲିବ। କେମିତି କରିବେ ସଂଶୋଧନ ଯେଉଁମାନେ ଭୋଟର ଲିଷ୍ଟକୁ ସଂଶୋଧନ ବା ନାମ ଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏସବୁ ମାଧ୍ୟମରେ ଆବେଦନ କରିପାରିବେ। 1- ଭୋଟର ତାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଆପଣ ମୋବାଇଲ ଆପ ମାଧ୍ୟମରେ କରିପାରିବେ। ଆପଣ ପ୍ଲେ ଷ୍ଟୋରକୁ ଯାଇ ଭୋଟର ହେଲପଲାଇନ ଆପ ଡାଉନଲୋଡ କରି ଆବେଦନ କରିପାରିବେ। 2-ଆପଣ ଅନଲାଇନରେ ମଧ୍ୟ ଏହି ଆବେଦନ କରିପାରିବେ। ସେଥିପାଇଁ www.voterportal.eci.gov.in …

Read More

ନୂଆଦିଲ୍ଲୀ: ଅକ୍ଟୋବର 30 ରେ ତିନିଟି ଲୋକସଭା ଆସନ ଏବଂ ଦାଦ୍ରା ଏବଂ ନାଗର ହାଭେଲିର 13 ଟି ରାଜ୍ୟ ତଥା 29 ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ସେସବୁର ଭୋଟ ଗଣନା ମଙ୍ଗଳବାର ଦିନ କରାଯାଇଥିଲା। ଅଧିକାଂଶ ଆସନର ଫଳାଫଳ ଘୋଷଣା କରାଯାଇଛି। ଏହି ବିଧାନସଭା ଉପ-ନିର୍ବାଚନ ଆସାମରେ ପାଞ୍ଚ, ପଶ୍ଚିମବଙ୍ଗରେ ଚାରି, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ମେଘାଳୟରେ ତିନୋଟି, ବିହାର, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଦୁଇଟି ଏବଂ ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମରେ ଗୋଟିଏ  ଲେଖାଏଁ ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ଉପ-ନିର୍ବାଚନର ଫଳାଫଳ ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଭାବ ପକାଇବାର ସମ୍ଭାବନା ଦେଖାଯାଉଛି। ଆସାମ ଏବଂ ପଶ୍ଚିମବଙ୍ଗର ଭୋଟରମାନେ ଶାସକ ଦଳ କିମ୍ବା ରାଜ୍ୟରେ ମିଳିତ ମଞ୍ଚ ଉପରେ ଆତ୍ମବିଶ୍ୱାସ ପ୍ରଦର୍ଶନ କରୁଥିବା ଦେଖାଯାଉଛି। ହିମାଚଳ ପ୍ରଦେଶରେ…

Read More

ଭୁବନେଶ୍ବର: ଆସନ୍ତା ୪ ନଭେମ୍ବର ୨୦୨୧ ଗୁରୁବାର ଦିନ ପବିତ୍ର ଦୀପାବଳି ଉତ୍ସବ ପାଳନ କରାଯିବ। ତେବେ ଏହିଦିନ କେତେବେଳେ କେଉଁ ମୂହୁର୍ତ୍ତ ରହିଛି ତାହା ଜାଣିବା ଆବଶ୍ୟକ। କାରଣ ସେହି ଅନୁସାରେ ବିଭିନ୍ନ ପୂଜାପାଠ ପାଳନ କରାଯିବ। ତେବେ ଜାଣନ୍ତୁ ଏହି ଦିନ କେତେବେଳେ କେଉଁ ଶୁଭ ମୂହୁର୍ତ୍ତ ରହିଛି। ୪ ନଭେମ୍ବର ୨୦୨୧ ରେ ଦୀପାବଳିର ଶୁଭ ସମୟ ଯୋଗ: ପ୍ରୀତି ଯୋଗ ସକାଳ ୧୧:୧୦ ପର୍ଯ୍ୟନ୍ତ, ଏହା ପରେ ଆୟୁଷ୍ମାନ ଯୋଗ ଦିନରାତି ରହିବ । ଶୁଭ ସମୟ: ଅଭିଜିତ୍ ମୁହୁର୍ତ୍ତ: ସକାଳ ୧୧:୪୨:୩୨ ରୁ ଅପରାହ୍ନ ୧୨:୨୬:୩୦। ବିଜୟ ମୁହୁର୍ତ୍ତ: ୦୧:୩୩ ରୁ ୦୨:୧୭ ଅପରାହ୍ନ । ଗୋଧୂଳି ମୁହୁର୍ତ୍ତ: ସନ୍ଧ୍ୟା ୦୫:୦୪ ରୁ ୦୫:୨୮ ପର୍ଯ୍ୟନ୍ତ । ସାନ୍ଧ୍ୟା ମୁହୁର୍ତ୍ତ: ସନ୍ଧ୍ୟା ୦୫:୧୫ ରୁ ୦୬:୩୨ ପର୍ଯ୍ୟନ୍ତ । ଅମୃତ କାଳ ମୁହୁର୍ତ୍ତ: ରାତି ୦୯:୧୬ ରୁ ୧୦:୪୨ ପର୍ଯ୍ୟନ୍ତ । ପ୍ରଦୋଷ କାଳ…

Read More

ଭୁବନେଶ୍ବର : ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ। କାହିଁକି କାଳୀ ପୂଜା କରାଯାଏ ଅସୁରମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମହାକାଳୀଙ୍କ କ୍ରୋଧ କମି ନଥିଲା, ଭଗବାନ ଶିବ ନିଜେ ତାଙ୍କ ପାଦତଳେ ଶୋଇଯାଇଥିଲେ। ଭଗବାନ ଶିବଙ୍କ ଶରୀରର ତାଙ୍କ ପାଦ ସ୍ପର୍ଶ କରିବା ପରେ ଦେବୀ ମହାକାଳୀଙ୍କ କ୍ରୋଧ ଭଙ୍ଗ ହେଲା। ଏହାକୁ ସ୍ମରଣ କରି ତାଙ୍କ ଶାନ୍ତ ରୂପେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ଏହି ରାତିରେ ତାଙ୍କର ଭୟଙ୍କର ରୂପ କାଳୀଙ୍କୁ ମଧ୍ୟ ପୂଜା କରିବାର ନିୟମ କେତେକ ରାଜ୍ୟରେ ରହିଛି। କାଳୀ ପୂଜାର ମହତ୍ତ୍ବ କ’ଣ ? ଦୁଷ୍ଟ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ଦେବୀ ଦୁର୍ଗା ମା କାଳୀ ଭାବରେ ଅବତାରିତ ହୋଇଥିଲେ। ବିଶ୍ୱାସ…

Read More

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମିଡିଆରେ ବାହାସ୍ପୋଟର ଜବାବ ରଖିଛି ପ୍ରଦେଶ କଂଗ୍ରେସ । ପ୍ରମାଣ ଦିଅ ଦଳ ବୋଲି ଯେଉଁ ଆହ୍ୱାନ ବିରୋଧୀ ଓ ଗଣମାଧ୍ୟମକୁ ବିଜୁ ଜନତା ଦଳ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପକ୍ଷରୁ ଦିଆଚାଲିଛି ତାହାର ଲେଖାଯୋଖା ଜବାବ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ସତ୍ୟପ୍ରକାଶ ନାୟକ ରଖିଛନ୍ତି । କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସତ୍ୟପ୍ରକାଶ ନାୟକ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କନ୍‌ଫ୍ଲିକ୍କ- ଅଫ- ଇଂଟରେଷ୍ଟ ର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଗୋଟିଏ ପଟେ ଦିବଶ୍ୟଙ୍କର ମିଶ୍ର ହେଉଛନ୍ତି ମହାଲିଙ୍ଗ କଲେଜ ଓ ସନ୍‌ସାଇନ ହାଇସ୍କୁଲର ମୁଖ୍ୟ ପୃଷ୍ଠପୋଷକ ଗୋବିନ୍ଦ ସାହୁଙ୍କର ଘନିଷ୍ଠ । ଗୋବିନ୍ଦ ସାହୁଙ୍କୁ ମଧ୍ୟ ଜୁନାଗଡ଼ ବିଜେଡ଼ିରେ ମନ୍ତ୍ରୀଙ୍କର ରାଜନୈତିକ ସହଯୋଗୀ । ଅନ୍ୟପଟେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ହେଉଛି ଯେ ଗୋବିନ୍ଦ ସାହୁଙ୍କ ପରୋକ୍ଷ…

Read More

ମେଷ :  ଅଟକି ଯାଇଥିବା ଟଙ୍କା ପାଇବ । ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ଭଗବାନ ଅନୁଗ୍ରହରେ ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ ଏବଂ ମୁଦ୍ରା ଲାଭ ହେବ । ଅପଚୟ ଖର୍ଚ୍ଚ ହେବ । ଅତିଥିମାନେ ଆସିବେ । ତୁମେ ଭଲ ଖବର ପାଇବ । ମୂଲ୍ୟ ବୃଦ୍ଧି ହେବ । ବିବାଦ କର ନାହିଁ । ବୃଷ : ଟଙ୍କା ଲାଭ ଦାୟକ ହେବ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବାର ସମ୍ଭାବନା ରହିବ। ଧର୍ମର କାର୍ଯ୍ୟ ପ୍ରତି ଆଗ୍ରହ ଆପଣଙ୍କ ମନୋବଳ ବୃଦ୍ଧି କରିବ । ଅପରିଚିତ ଲୋକଙ୍କୁ ବିଶ୍ୱାସ କର ନାହିଁ । ସୁଖର ମାଧ୍ୟମ ସଂଗ୍ରହ ହେବ । ପ୍ରୟାସ ସଫଳ ହେବ । ତୁମେ ସମ୍ମାନ ପାଇବ । ବ୍ୟବସାୟ ଭଲ ହେବ । ସୁଖ ମିଳିବ । ମିଥୁନ : ଖର୍ଚ୍ଚ ହ୍ରାସ କରାଯିବା ଉଚିତ୍ ।…

Read More

ଭୁବନେଶ୍ବର: ପ୍ରତିବର୍ଷ କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପର୍ବ ପାଳନ କରାଯାଏ। ସମୟ ଗଡିବା ସହିତ ଏହି ପର୍ବ ପାଳନ କରିବାର ଉପାୟ ମଧ୍ୟ ବଦଳି ଯାଇଛି। ଏହି ପର୍ବ ପ୍ରାଚୀନ କାଳରୁ ପାଳନ କରାଯାଇ ଆସୁଛି ବୋଲି ବିଶ୍ୱାସ କରାଯାଏ। ତେବେ ଏହି ପର୍ବରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରିବାର ପରଂପରା ରହିଛି। ଆସନ୍ତୁ ଜାଣିବା ଏହିଦିନ କେଉଁମାନଙ୍କୁ ପୂଜା କରାଯାଇଥାଏ। ଯକ୍ଷ ଏବଂ ଦୀପାବଳୀ: କୁହାଯାଏ ଯେ ପ୍ରଥମେ ଦୀପାବଳି ପର୍ବ ଯକ୍ଷ ଏବଂ ଗାନ୍ଧର୍ଭ ଜାତିର ଉତ୍ସବ ଥିଲା। ବିଶ୍ୱାସ କରାଯାଏ ଯେ ଦୀପାବଳି ରାତିରେ ଯକ୍ଷମାନେ ସେମାନଙ୍କ ରାଜା କୁବେରଙ୍କ ସହିତ ବିଳାସପୂର୍ଣ୍ଣ ସହିତ ଉପଭୋଗ କରୁଥିଲେ। ପରେ ଏହି ପର୍ବରେ କୁବେର ଭଗବାନଙ୍କୁ ଯକ୍ଷ ଜାତିର ଲୋକମାନେ ପୂଜା କରିବା ଆରମ୍ଭ କଲେ। ଲକ୍ଷ୍ମୀ ଏବଂ ଦୀପାବଳୀ: ସଭ୍ୟତାର ବିକାଶ ହେତୁ ପରେ ଧନ ଦେବତା କୁବେରଙ୍କ ବଦଳରେ ଧନୀ ଦେବୀ ଲକ୍ଷ୍ମୀଙ୍କୁ ଏହି…

Read More

ତୂଳା : ଏକ ନୂତନ ଯୋଜନା ପ୍ରସ୍ତୁତ ହେବ । କାର୍ଯ୍ୟ ବିସ୍ତାର ହେବ । ବ୍ୟବସାୟ ଭଲ ହେବ। ଘର ବାହାରେ ସୁଖ ମିଳିବ । ତୁମର ଜିନିଷକୁ ସହଜ ରଖ । କାର୍ଯ୍ୟ ପ୍ରତି ସ୍ଥିରତା କାର୍ଯ୍ୟରେ ଅନୁକୂଳ ସଫଳତା ଆଣିବ । ବିଛା : ଧର୍ମ ଏବଂ କାର୍ଯ୍ୟ ପ୍ରତି ଆଗ୍ରହ ରହିବ । ଆଇନଗତ ବାଧା ଦୂର ହେବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ଉତ୍ସାହର ସହିତ ସମାଜର କାର୍ଯ୍ୟରେ ଅଂଶଗ୍ରହଣ କରିବେ।

Read More

ଧନୁ : ଆୟ ବୃଦ୍ଧି ପାଇବ । ଧୈର୍ଯ୍ୟ ଧରନ୍ତୁ। ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ । ଇଶ୍ବରଙ୍କ ଉପରେ ବିଶ୍ୱାସ ବୃଦ୍ଧି ପାଇବ । ଆପଣଙ୍କ ସାଥୀଙ୍କ ଭାବନା ବୁଝନ୍ତୁ । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ମୀନ : ବ୍ୟବସାୟରେ ଲାଭଦାୟକ ପରିବର୍ତ୍ତନ ଆସିବ । ଟଙ୍କା ପାଇବ । ଘର ବାହାରେ ସୁଖ ମିଳିବ । ଚାକିରି ଚିନ୍ତା ଦୂର ହେବ । ସ୍ୱାସ୍ଥ୍ୟ ଭଲ ରହିବ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବ ।

Read More

ମକର : ସ୍ୱତନ୍ତ୍ର ରାଶି ରୋଜଗାର ହେବ । ବ୍ୟବସାୟ ଭଲ ହେବ । ଦାନ କରି ତୁମେ ମାନସିକ ସୁଖ ପାଇବ । ବ୍ୟବସାୟ ଅବସ୍ଥା ଆଶାବାଦୀ ହେବ । ପରିବାର, ମାଙ୍ଗଳିକ କାର୍ଯ୍ୟ ଯୋଜନା କରାଯିବ । ଋଣ ନେବା ଠାରୁ ଦୂରେଇ ରୁହନ୍ତୁ । କୁମ୍ଭ : ଚାକିରି-ବ୍ୟବସାୟ ଭଲ ରହିବ । ଅର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ନୂତନ କାର୍ଯ୍ୟକଳାପ ଲାଭଦାୟକ ହେବ । ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହେବ । ଶତ୍ରୁମାନେ ପରାସ୍ତ ହେବେ। ଜମି ଏବଂ ବିଲ୍ଡିଂର ବିକ୍ରୟ ଏବଂ କ୍ରୟ ହୋଇପାରେ ।

Read More

ମେଷ :  ଅଟକି ଯାଇଥିବା ଟଙ୍କା ପାଇବ । ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ଭଗବାନ ଅନୁଗ୍ରହରେ ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ ଏବଂ ମୁଦ୍ରା ଲାଭ ହେବ । ଅପଚୟ ଖର୍ଚ୍ଚ ହେବ । ଅତିଥିମାନେ ଆସିବେ । କର୍କଟ : ବ୍ୟବସାୟ ଯାତ୍ରା ସଫଳ ହେବ । ଆଖି ଯନ୍ତ୍ରଣା ସମ୍ଭବ । ବିବାଦ କର ନାହିଁ । ତୁମେ ଚାକିରି ପାଇବ । ଆଜି ଟଙ୍କା ରହିବ ଏବଂ ଉପହାର ଗ୍ରହଣ କରାଯିବ । ତୁମର ବନ୍ଧୁତ୍ୱପୂର୍ଣ୍ଣ ଏବଂ ଧର୍ଯ୍ୟଶୀଳ ପ୍ରକୃତି ତୁମ ଜୀବନରେ ଆନନ୍ଦ ସୃଷ୍ଟି କରିବ ।

Read More

ସିଂହ : ଭଗବାନଙ୍କ ଅନୁଗ୍ରହରେ ଦିନଟି ଲାଭଦାୟକ ହେବ । ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇବେ । ସ୍ୱାସ୍ଥ୍ୟ ଭଲ ହେବ । ରୋଜଗାର କ୍ଷେତ୍ରରେ ଅଗ୍ରଗତି ହେବ । ମେଳ ଖାଇବା ଠାରୁ ଦୂରେଇ ରୁହନ୍ତୁ । କାରବାରରେ ସାବଧାନ ରୁହନ୍ତୁ । କନ୍ୟା : ଆଜି ଧନ ଏବଂ ସମ୍ପତ୍ତିରେ ଲାଭ ହେବ । ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ସଫଳ ହେବ । ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ ।

Read More

ବୃଷ : ଟଙ୍କା ଲାଭ ଦାୟକ ହେବ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବାର ସମ୍ଭାବନା ରହିବ। ଧର୍ମର କାର୍ଯ୍ୟ ପ୍ରତି ଆଗ୍ରହ ଆପଣଙ୍କ ମନୋବଳ ବୃଦ୍ଧି କରିବ । ଅପରିଚିତ ଲୋକଙ୍କୁ ବିଶ୍ୱାସ କର ନାହିଁ । ସୁଖର ମାଧ୍ୟମ ସଂଗ୍ରହ ହେବ । ମିଥୁନ : ଖର୍ଚ୍ଚ ହ୍ରାସ କରାଯିବା ଉଚିତ୍ । ବ୍ୟବସାୟ ଭଲ କରିବ । ଜୀବନସାଥୀ ସହିତ ପାର୍ଥକ୍ୟ ହୋଇପାରେ । ଆପଣ ଦୁଃଖଦ ଖବର ପାଇପାରନ୍ତି । ବିରୋଧ ହେବ। ଅଯଥା ଖର୍ଚ୍ଚ ଚାଲିବ । ଲାଭ ସୁଯୋଗ ହାତଛଡା ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

Read More

ଭୁବନେଶ୍ବର: ଓଡିଶା କ୍ରୀଡା ଜଗତ ପାଇଁ ଏକ ଖୁସି ଖବର। ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ନିକଟରେ ପ୍ରମୋଦ ପାରାଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି। ପ୍ରମୋଦଙ୍କ ସହ ମୋଟ ୧୨ ଜଣ କ୍ରୀଡାବିତଙ୍କୁ ଚଳିତ ବର୍ଷ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଖେଳରତ୍ନ ପାଇବାରେ ପ୍ରମୋଦ ହେଉଛନ୍ତି ପ୍ରଥମ ଓଡ଼ିଆ । ଖେଳରତ୍ନ ପାଉଥିବା ଅନ୍ୟ କ୍ରୀଡାବିତମାନେ ହେଲେ ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚେପ୍ରା, ରେସଲର୍ ରବି ଦାହିୟା, ଭାରତୀୟ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍। ସେହିପରି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ, ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲୀ ରାଜ,…

Read More

ଭୁୁବନେଶ୍ୱର: ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧର ୫୦ ବର୍ଷ ପୂର୍ତି ଉପଲକ୍ଷେ ଯାତ୍ରା କରୁଥିବା ଭାରତର ବିଜୟ ଗୌରବ ପାଳନର ସ୍ମାରକୀ “ସ୍ୱର୍ଣ୍ଣିମ ବିଜୟ ମଶାଲ”କୁ ଆଜି ସକାଳେ ଭୁବନେଶ୍ୱର ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ପରିସରରେ ସ୍ୱାଗତ କରାଯାଇଛି । ଆଜି ୧୨୦ ବାଟାଲିୟନସ୍ଥିତ ଆର୍ମି ଷ୍ଟେସନ ହେଡ୍‌କ୍ୱାର୍ଟର୍ସଠାରୁ ବିଜୟ ମଶାଲ ଯାତ୍ରା କରି ଓ.ୟୁ.ଓ.ଟିରେ ପହଁଚିବା ପରେ ଓଡିଶା ଏନ.ସି.ସି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ କମୋଡର ସୋମେନ୍ ବାନାର୍ଜୀ ଏବଂ ବିଶ୍ୱବ୍ୟିାଳୟର କୁଳପତି ଡଃ. ପୱନ କୁମାର ଅଗ୍ରୱାଲଏହାକୁ ଗ୍ରହଣ କରିଥିଲେ । ଦେଶର ସୁରକ୍ଷା ଏବଂ ପଡୋଶୀ ବାଂଗଲା ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ବୀର ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବିଶ୍ୱବ୍ୟିାଳୟର କୁଳପତିଙ୍କ ସମେତ ଅନ୍ୟ ଅତିଥିମାନେ ଏହି ସ୍ୱର୍ଣ୍ଣିମ ବିଜୟ ମଶାଲ ନିକଟରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ପରେ ସ୍ୱର୍ଣ୍ଣିମ ବିଜୟ…

Read More