ରମେଶ ମହାନ୍ତି ଜଗତସିଂହପୁର: ଓଡିଶା ସରକାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନୀୟ କ୍ଷେତ୍ର ଅଞ୍ଚଳରେ ସ୍ୱଦେଶୀ ତିଆରି ଠିପିବନ୍ଦ ବିଦେଶୀ ମଦ ଦୋକାନ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମଞ୍ଜୁରି କରିବା ନିମନ୍ତେ ପ୍ରସ୍ତାବ ରଖିଛନ୍ତି। ଏହି ଅଞ୍ଚଳ ଗୁଡ଼ିକ ମଧ୍ୟରେ କୁଜଙ୍ଗ ୧ ପାଇଁ କୁଜଙ୍ଗ ଗ୍ରାମପଞ୍ଚାୟତ ସେକ୍ଟର ୨୧ ,ୱାର୍ଡ଼ ନଂ -୧, ପାରାଦ୍ଵୀପ ମେରାଇନ୍ ଥାନା ପାଇଁ ପାରାଦ୍ବୀପ ପୌରପରିଷଦର ୱାର୍ଡ଼ ନଂ-୧, ପାରାଦ୍ଵୀପ ଲକ୍ ଥାନାର ଉଦୟବଟ ପାଇଁ ଉଦୟବଟ ଗ୍ରାମପଞ୍ଚାୟତ, ପାରାଦ୍ଵୀପ ଥାନାର ପାରାଦ୍ବୀପ ନଂ-୧ ପାଇଁ ବିଜୟା ମାର୍କେଟ, ବଡପଡିଆ ୱାର୍ଡ଼ ନଂ-୧୧, ଜଗତସିଂହପୁର ନଂ-୨ ପାଇଁ ଆଳିପିଙ୍ଗଳ ପଞ୍ଚାୟତ, ଜଗତସିଂହପୁର ନଂ-୩ ପାଇଁ କାଦୁଅପଡା ଗ୍ରାମ ପଞ୍ଚାୟତ, ନାଉଗାଁ ପାଇଁ ନାଉଗାଁ ଗ୍ରାମପଞ୍ଚାୟତରେ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ସେହିପରି ଦେଶୀ ମଦ ଦୋକାନ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପାରାଦ୍ବୀପ ଥାନା ଷଣ୍ଢକୁଦ ଅଞ୍ଚଳର ଷଣ୍ଢକୁଦ…
Author: Samikhsya Bureau
ନୂଆଦିଲ୍ଲୀ, ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ରାଉରକେଲା ସ୍ଥିତ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ରୂପେ ଉପଯୋଗ ନିମନ୍ତେ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭରତ ସରକାରଙ୍କ ଇସ୍ପାତ ଏବଂ ପିଏନଜି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ସ୍ଥିତ ସେଲ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ବିରୁଦ୍ଧରେ ଦେଶର ସଂଗ୍ରାମରେ ସେଲ ସହଭାଗିତା କରିବା ସହ ଯତପରୋନାସ୍ତି ଯୋଗଦାନ ଦେଉଛି । କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ସୁପର ସ୍ପେଶାଲିଟି ହସ୍ପିଟାଲର ଆଇସିୟୁ ସୁବିଧା ବ୍ୟବହାର ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ମଧ୍ୟ ଅନୁରୋଧ କରିଥିଲେ। ସେଲ ଆରଏସପିର ସୁପର ସ୍ପେଶାଲିଟି ହସ୍ପିଟାଲରେ ଉପଲବ୍ଧ ୬୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସୁବିଧା କୋଭିଡ-୧୯ ଚିକିତ୍ସା ସେବା ପାଇଁ ବ୍ୟବହୃତ ହେବ । ଏହି ଡାକ୍ତରଖାନା…
ମୁମ୍ବାଇ: ଆଜି ଆଇପିଏଲ-୧୪ ସଂସ୍କରଣର ଅଷ୍ଟମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ମୁମ୍ବାଇର ୱାନଖେଡ ଷ୍ଟାଡିୟମରେ ସନ୍ଧ୍ୟା ୭ ଟା ୩୦ ମିନିଟରେ ଖେଳାଯିବ। ଚେନ୍ନାଇ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୭ ୱିକେଟରେ ପରାଜିତ ହୋଇଥିବା ବେଳେ ପଞ୍ଜାବ ଦଳ ରାଜସ୍ଥାନ ରୟାଲ୍ସ ଠାରୁ ୪ ରନରେ ବିଜୟ ହାସଲ କରିଥିଲା। ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ କଣ ରହିଛି ପୂର୍ବ ରେକର୍ଡ: ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଆଇପିଏଲରେ ଏପର୍ଯ୍ଯନ୍ତ ୨୩ ଟି ମ୍ୟାଚ ଖେଲାଯାଇଛି। ମୋଟ ୨୩ ଟି ମଧ୍ୟରୁ ଚେନ୍ନାଇ ୧୪ ଟି ମ୍ୟାଚ ଜିତି ଥିବା ବେଳେ ପଞ୍ଜାବ ୯ ଟି ମ୍ୟାଚରେ ବିଜୟ ହାସଲ କରିଛି। ଗତ ୫ ଟି ମ୍ୟାଚରେ ଚେନ୍ନାଇର ରେକର୍ଡ ଭଲ ରହିଛି। ଚେନ୍ନାଇ ୫ ଟି ମ୍ୟାଚରୁ ୪ ଟି ମ୍ୟାଚରେ ପଞ୍ଜାବକୁ ପରାଜିତ କରିଛି।
ଭୁବନେଶ୍ବର: ଆଜି ରାଜ୍ୟକୁ ଆଉ ୩ ଲକ୍ଷ କୋଭିସିଲ୍ଡ ଟୀକା ଆସିବ। ଗତକାଲି ୧୦୫୦ଟି କେନ୍ଦ୍ରରେ ଟୀକା ଦାନ ଚାଲିଥିବା ବେଳେ ଆଜି ୭ ଶହଟି କେନ୍ଦ୍ରରେ ଟୀକାକରଣ ଜାରି ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୪୮ ଲକ୍ଷ ୧୦ ହଜାର ୭୮୦ ଜଣ ଲୋକ ଟୀକା ଗ୍ରହଣ କରିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।
ଭୁବନେଶ୍ବର, ଆଜି କମିଶନରେଟ ପୋଲିସ କଡା ସୁରକ୍ଷା ଭିତରେ ଗ୍ୟାଙ୍ଗଷ୍ଟାର ହାଇଦରକୁ ହାଇଦ୍ରାବାଦରୁ ଆଣିଛି। ଗତକାଲି ରାତିରେ ଓଡିଶା ପୋଲିସ ହାଇଦ୍ରାବାଦ ପୋଲିସ ସହାୟତାରେ ହାଇଦରକୁ ଗିରଫ କରିଛି। ହାଇଦର ଏକ ମୋଟରସାଇକଲ ପଛରେ ବସି ଯିବା ବେଳେ ପୋଲିସ ତାକୁ କାବୁ କରିଛି। ଆଜି ସକାଳ 9ଟାରେ କମିଶନରେଟ ପୋଲିସର କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଥିଲା। ସେଠାରେ ତାହାର କୋଭିଡ ଟେଷ୍ଟ କରିବା ପରେ କଟକ ନିଆଯାଇଛି। ଗତ ପାଞ୍ଚଦିନ ତଳେ ହାଇଦର କଟକ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଫେରାର ହୋଇଯାଇଥିଲା। ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସକୁ ଖାଦ୍ୟରେ ନିଶା ଦେଇ ହାଇଦର ଫେରାର ହୋଇଯାଇଥିଲା। ସେହିଦିନଠାରୁ ପୋଲିସ ତାକୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ଯାହା ଆଜି ସଫଳ ହୋଇଛି।
ସୀତାରାମ ଅଗ୍ରୱାଲ ବାଣପୁର: ଦିନକୁ ଦିନ କୋଭିଡର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଓଡ଼ିଶାରେ ହୁ ହୁ ହୋଇ ବଢୁଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ସେହିଭଳି ଆଜି ବାଣପୁରରୁ ଜଣେ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାର ସୂଚନା ରହିଛି। ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ତେବେ ଏହି ଆକ୍ରାନ୍ତ ଜଣଙ୍କ ମଧ୍ୟରେ କୌଣସି ଲକ୍ଷଣ ନାହିଁ। କିନ୍ତୁ ସେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବାରୁ ବର୍ତ୍ତମାନ ଏହା ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୧୬ ହଜାର ୮୫୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୧୮୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪୨ ଲକ୍ଷ ୮୭ ହଜାର ୭୪୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୪ ହଜାର ୩୦୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୫ ଲକ୍ଷ ୪୭ ହଜାର ୮୬୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୫ ଲକ୍ଷ ୬୩ ହଜାର ୫୮୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ତେବେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୨ ହଜାର ୫୭୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୮୮୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୮ କୁ ବୃଦ୍ଧି ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୮୦୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୦୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୪୫୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୨ ହଜାର ୫୭୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୮୮୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୫ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୩୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୨୩ ଜଣ, ଅନୁଗୁଳ ୪୪…
ଭୁବନେଶ୍ବର, ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ନିଷ୍ପତି ଅନୁସାରେ ଏହିପରି ଭାବେ ଟ୍ରେନ ଚଳାଚଳ କରିବ। ୦୮୬୪୬ ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଇଦ୍ରାବାଦରୁ ୧୬.୦୪.୨୦୨୧ ରୁ ୩୦.୦୪.୨୦୨୧ ମଧ୍ୟରେ ପ୍ରତ୍ୟହ ସକାଳ ୮ ଘଟିକାରେ ଛାଡି ହାଓଡ଼ା ଠାରେ ତା’ ପରଦିନ ଅପରାହ୍ନ ୨ଘ.୪୦ମି.ରେ ପହଞ୍ଚିବ। ସେହିଭଳି, ଫେରିବା ମାର୍ଗରେ ୦୮୬୪୫ ହାଓଡ଼ା-ହାଇଦ୍ରାବାଦ ବିଶେଷ ଟ୍ରେନ ୧୮.୦୪.୨୦୨୧ ରୁ ୦୨.୦୫.୨୦୨୧ ପର୍ୟ୍ୟନ୍ତ ହାଓଡ଼ା ଠାରୁ ପ୍ରତ୍ୟକ ଦିନ ପୂର୍ବାହ୍ନ ୧୧ଘ.୩୦ମି.ରେ ଛାଡି ହାଇଦ୍ରାବାଦରେ ତା’ପରଦିନ ସନ୍ଧ୍ୟା ୫ଘ.୩୦ମି.ରେ ପହଞ୍ଚିବ। ଏହି ଟ୍ରେନ୍ ହାଇଦ୍ରାବାଦ ଏବଂ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ଗୋଟିଏ ଏସି-୨ ଟାୟାର୍, ତିନିଟି ଏସି -୩ ଟାୟାର୍, ୧୨ ଟି ସ୍ଲିପର୍ କ୍ଲାସ୍, ତିନିଟି ସେକେଣ୍ଡ୍ କ୍ଲାସ୍ ସିଟିଙ୍ଗ, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଏବଂ…
ନୂଆଦିଲ୍ଲୀ: କରୋନା 2.0 ବଡ ଭୟଙ୍କର ବୋଲି ପ୍ରମାଣିତ ହୋଇଛି। ନୂଆଦିଲ୍ଲୀର ଗବେଷକଙ୍କ ଅନୁସାରେ ପ୍ରଥମ ଲହରଠାରୁ ଦ୍ବିତୀୟ ଲହର ବେଶ ଶକ୍ତିଶାଳୀ। ଯଦି ସଂକ୍ରାମିତଙ୍କ ସହିତ ଗୋଟିଏ ମିନଟ କଥା ହେଲେ ଭାଇରସ ବ୍ୟାପିଯାଉଛି। ଫଳରେ ସାରା ଭାରତରେ ଏହି ସଂକ୍ରାମଣ ତୀବ୍ର ହେଉଛି ବୋଲି ଗବେଷଣାରୁ ଜଣାପଡିଛି। ଦ୍ବିତୀୟ ଲହର କଣ ପାଇଁ ଶିଘ୍ର ବ୍ୟାପୁଛି ବୋଲି ତାହା ଜାଣିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା। ଏହି ଦଳ ଅନୁସନ୍ଧାନ କରି ଜାଣିପାରିଛନ୍ତି ଯେ କରୋନା ଦ୍ବିତୀୟ ଲହର ବେଶ ଶକ୍ତିଶାଳୀ। ଏଥିସହିତ ଏହି ଭାଇରସ ଯୁବକଙ୍କୁ ବେଶୀ ପରିମାଣରେ ଗ୍ରାସ କରୁଛି ବୋଲି ଜଣାପଡିଛି। ମୁଖ୍ୟତଃ 35 ବର୍ଷରୁ କମ ବୟସ୍କ ବ୍ୟକ୍ତିଙ୍କୁ ଏହା ଆକ୍ରାନ୍ତ କରିଛି। କରୋନା 1.0 ର ସ୍ଥିତି ଯାହା ଥିଲା ବର୍ତ୍ତମାନ କରୋନା 2.0ର ସ୍ଥିତି ଗମ୍ଭିର ହେଉଛି। ପ୍ରଥମେ କରୋନାର ସଂକ୍ରାମଣ ପ୍ରସାର ଧୀରେଧୀରେ…
ମେଷ : ଆପଣଙ୍କ ଖର୍ଚ୍ଚ ବ୍ୟତୀତ କ୍ରୋଧ ଏବଂ ଜିଭକୁ ସଂଯମ କରନ୍ତୁ। କାହା ସହିତ ଝଗଡା ହେବାର ସମ୍ଭାବନା ଅଛି। ଆର୍ଥିକ ବିଷୟ କିମ୍ବା କାରବାରରେ ସାବଧାନ ରୁହନ୍ତୁ। ନକାରାତ୍ମକ ଚିନ୍ତାଧାରା ମନରେ ପ୍ରାଧାନ୍ୟ ବିସ୍ତାର କରିବ। ଖାଇବା ପିଇବାରେ ଅସାବଧାନତା ସ୍ୱାସ୍ଥ୍ୟର ଖରାପ ହେବାର ସମ୍ଭାବନା ଅଛି। ବୃଷ: ଆଜି ଆପଣଙ୍କର ମନ ଅତ୍ୟନ୍ତ ଆରାମ ପାଇବ। ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହକୁ ବଢାଇବ। ପଡ଼ୋଶୀ ଏବଂ ଭାଇଭଉଣୀଙ୍କ ସହ ଅଧିକ ସମନ୍ୱୟ ରହିବ । ଘରେ ବନ୍ଧୁ ଏବଂ ପ୍ରିୟଜନଙ୍କ ଆଗମନ ଆନନ୍ଦଦାୟକ ହେବ। ସ୍ଥାନାନ୍ତରଣର ଏକ ସମ୍ଭାବନା ଅଛି। ମିଥୁନ: ଆଜି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ଚେତାବନୀ ଦିଆଯାଇଛି। ପାରିବାରିକ ସମସ୍ୟା ଆପଣଙ୍କ ମନକୁ ବିଚଳିତ କରିବ। ମାତାର ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ। ସାଧାରଣ ଜୀବନରେ ଅଜ୍ଞତା କିମ୍ବା ଅସାଧୁତା ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ। ପର୍ଯ୍ୟାପ୍ତ ବିଶ୍ରାମ ନ ପାଇବା ଯୋଗୁଁ…
କର୍କଟ: କାର୍ଯ୍ୟ ବିଫଳତା ହତାଶା ସୃଷ୍ଟି କରିବ ଏବଂ ଆପଣଙ୍କୁ କ୍ରୋଧିତ କରିବ। କିନ୍ତୁ କ୍ରୋଧକୁ ନିୟନ୍ତ୍ରଣରେ ରଖିପାରିଲେ କୌଣସି ଖରାପ କରିବ ନାହିଁ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ। ବିତର୍କ କିମ୍ବା ଆଲୋଚନା ହେତୁ ସମସ୍ୟା ଉପୁଜିବ। ସିଂହ: ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ ସହିତ ଘରେ ସମୟ ବିତାଇବେ । ଶାରୀରିକ ଏବଂ ମାନସିକ ସୁଖ କାମ କରିବାରେ ଉତ୍ସାହ ଯୋଗାଇବ। ଅଫିସରେ କର୍ମଚାରୀଙ୍କ ସାହାଯ୍ୟରେ, ଆପଣ ଅନେକ କାର୍ଯ୍ୟ ସମାପ୍ତ କରିପାରିବେ। ବିଦ୍ର: ଶୁକ୍ରବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ
ମେଷ : ଆପଣଙ୍କ ଖର୍ଚ୍ଚ ବ୍ୟତୀତ କ୍ରୋଧ ଏବଂ ଜିଭକୁ ସଂଯମ କରନ୍ତୁ। କାହା ସହିତ ଝଗଡା ହେବାର ସମ୍ଭାବନା ଅଛି। ଆର୍ଥିକ ବିଷୟ କିମ୍ବା କାରବାରରେ ସାବଧାନ ରୁହନ୍ତୁ। ନକାରାତ୍ମକ ଚିନ୍ତାଧାରା ମନରେ ପ୍ରାଧାନ୍ୟ ବିସ୍ତାର କରିବ। ବୃଷ: ଆଜି ଆପଣଙ୍କର ମନ ଅତ୍ୟନ୍ତ ଆରାମ ପାଇବ। ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହକୁ ବଢାଇବ। ପଡ଼ୋଶୀ ଏବଂ ଭାଇଭଉଣୀଙ୍କ ସହ ଅଧିକ ସମନ୍ୱୟ ରହିବ । ଘରେ ବନ୍ଧୁ ଏବଂ ପ୍ରିୟଜନଙ୍କ ଆଗମନ ଆନନ୍ଦଦାୟକ ହେବ। ବିଦ୍ର: ଶୁକ୍ରବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ
ମୀନ: ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମିଥୁନ: ଆଜି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ଚେତାବନୀ ଦିଆଯାଇଛି। ପାରିବାରିକ ସମସ୍ୟା ଆପଣଙ୍କ ମନକୁ ବିଚଳିତ କରିବ। ମାତାର ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ। ସାଧାରଣ ଜୀବନରେ ଅଜ୍ଞତା କିମ୍ବା ଅସାଧୁତା ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ। ବିଦ୍ର: ଶୁକ୍ରବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ
କନ୍ୟା: ଆଜି ପ୍ରେମ, ରୋମାନ୍ସ, ମନୋରଞ୍ଜନ ଏବଂ ମଜାଦାର ପରିପୂର୍ଣ୍ଣ ଦିନ। ଆପଣ ସାଧାରଣ ଜୀବନରେ ଗୁରୁତ୍ୱ ହାସଲ କରିବେ। ଯଶ ଏବଂ ଖ୍ୟାତି ବୃଦ୍ଧି ପାଇବ। ଅଂଶୀଦାରମାନଙ୍କ ସହିତ ଲାଭ ବିଷୟରେ ଆଲୋଚନା ହେବ। ସୁନ୍ଦର ପୋଷାକ କିମ୍ବା ପୋଷାକ ପାଇଁ ସପିଂ କରିବେ। ଧନୁ: ଘରର ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦେବେ। ନୂତନ ଘରୋଇ ଜିନିଷ କିଣିବାର ସମ୍ଭାବନା ଅଛି। ବ୍ୟବସାୟୀ ଏବଂ ଚାକିରୀଆମାନେ ଲାଭ ଏବଂ ପଦୋନ୍ନତି ଆଶା କରିପାରନ୍ତି। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ସରକାରୀ ସୁବିଧା ଉପଲବ୍ଧ ହେବ। ବିଦ୍ର: ଶୁକ୍ରବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ
ତୂଳା: ଆଜି ନୂତନ କାର୍ଯ୍ୟ ଗ୍ରହଣ କରିବା ଲାଭଦାୟକ ନୁହେଁ। ବିଦେଶୀ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟକୁ ଖରାପ କରିବାର ସମ୍ଭାବନା ରହିଛି। କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ନୀରବତାର ଅସ୍ତ୍ର ଅଧିକ ପ୍ରଭାବଶାଳୀ ପ୍ରମାଣିତ ହେବ। ଟଙ୍କା ଖର୍ଚ୍ଚ ଅଧିକ ହେବ। ବିଛା: ଆଜି ପ୍ରକୃତିର କ୍ରୋଧ ହେତୁ ଆପଣ କାମ କରିବାକୁ ମନ ଦେବ ନାହିଁ । ବିତର୍କରେ ଏହାର ଗୁରୁତ୍ୱ ହେତୁ ଅନ୍ୟମାନଙ୍କର ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିବ। ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଶିଘ୍ର ନିଷ୍ପତ୍ତି ଗ୍ରହଣ କିମ୍ବା ପଦକ୍ଷେପ ନେଲେ କ୍ଷତି ହେବାର ସମ୍ଭାବନା ଅଛି। ବିଦ୍ର: ଶୁକ୍ରବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ
ମକର: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ । ଚାକିରୀରେ ଆପଣ ଲାଭର ଖବର ପାଇବେ। ଉଚ୍ଚ ପଦାଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ବିବାହ ଯୋଗ ଦେଖାଦେଇଛି। ମହିଳା ବନ୍ଧୁମାନଙ୍କଠାରୁ ବିଶେଷ ଲାଭ ହେବ। କୁମ୍ଭ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର,ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ବିଦ୍ର: ଶୁକ୍ରବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ
ବିଶାଖାପାଟନା: ଆନ୍ଧ୍ରପ୍ରଦେଶର ବିଶାଖାପାଟନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରି ଜଣେ ଲୋକ ପୋଲିସ ନିକଟରେ ନିଜେ ଆତ୍ମସମର୍ପଣ କରିଛି। ପୋଲିସ ମୁତାବକ, ଦୁଇ ପରିବାର ମଧ୍ୟରେ ବହୁ ଦିନ ଧରି ଶତୃତା ଲାଗିରହିଥିଲା। ପୂର୍ବରୁ ଅଭିଯୁକ୍ତର ଝିଅକୁ ମୃତକ ପରିବାର ମଧ୍ୟରୁ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ଅଭିଯୁକ୍ତ କ୍ରୋଧାନ୍ଵିତ ହୋଇ ଏଭଳି ଏକ ଅମାନବୀୟ କାର୍ଯ୍ୟ କରିଥିଲା। ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି। ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତିଶୋଧ ପରାୟଣ ହୋଇ ପୀଡ଼ିତା ବାପା ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଛି ବୋଲି ପୋଲିସ କହିଛି। ଯେଉଁଥିରେ ଦୁଇ ଜଣ ମହିଳା, ଦୁଇଜଣ ପିଲା ଏବଂ ଜଣେ ପୁରୁଷଙ୍କ ମୃତ୍ୟୁ…
ଭୁବନେଶ୍ଵର: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଗିରଫ ହୋଇଥିବା ସୂଚନା ରହିଛି। ତେଲେଙ୍ଗନାରୁ ଗ୍ୟାଙ୍ଗଷ୍ଟାର ହାଇଦର ଗିରଫ ହୋଇଥିବା ସୂଚନା ରହିଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି। ହାଇଦର କଟକ ଏସସିବିରୁ ଗତ ୧୦ ତାରିଖରେ ଫେରାର ହୋଇଥିଲା। ଫଳରେ ଏନେଇ ବହୁ ପ୍ରଶ୍ନ ଉଠିଥିଲା।ହାଇଦରକୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ ଲାଗିରହିଥିଲା। ଫଳରେ ଆଜି ତେଲେଙ୍ଗନା ପୋଲିସ ସହାୟତାରେ ଗ୍ୟାଙ୍ଗଷ୍ଟାରକୁ କଟକ ପୋଲିସ ଧରିବାରେ ସକ୍ଷମ ହୋଇଛି।
ଭୁବନେଶ୍ବର: ରାଜ୍ୟରେ ଏଏସଆଇ ଦ୍ଵାରା ପରିଚାଳିତ ସବୁ କୀର୍ତ୍ତିରାଜିସ୍ଥଳୀକୁ ବନ୍ଦ ଘୋଷଣା କରାଯାଇଛି। ମେ’ ୧୫ ତାରିଖ ପର୍ଯ୍ୟନ୍ତ ସବୁ କୀର୍ତ୍ତିରାଜିସ୍ଥଳୀକୁ ବନ୍ଦ ପାଇଁ ଏଏସଆଇ ଘୋଷଣା କରିଛି। କୋଣାର୍କ ସୂର୍ଯ୍ୟମନ୍ଦିର, ରାଜରାଣୀ ମନ୍ଦିର ଆଦି ବନ୍ଦ ରଖିବାକୁ ଏଏସଆଇ ଘୋଷଣା କରିଛି।

