Author: Samikhsya Bureau

ପୁରୀ: ଆଜି ଖୋଲାଯିବ ରତ୍ନ ଭଣ୍ଡାର। ଏହାକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା। ବର୍ତ୍ତମାନ ରତ୍ନ ଭଣ୍ଡାର ଖୋଲିବା ପାଇଁ ୧୧ଜଣିଆ କମିଟ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ସେମାନେ ସମସ୍ତ ପ୍ରସ୍ତୁତି ଦେଖିବା ପରେ ଠିକ ଦିନ ୧ ଟା ୨୮ ମିନଟ ପରେ ଏହା ଖେଲିଯିବ। ଯଦି ଚାବିରେ ନ ଖୋଲେ ତେବେ ସେହି ତାଲା ଖୋଲା ଯିବ ବୋଲି ନିଷ୍ପତି କରାଯାଇଛି। ରତ୍ନଭଣ୍ଡାର ଖୋଲିଯିବା ପରେ ସେଠାରେ ଥିବା ଜିନିଷଗୁଡିକ ବାହାରକୁ ବାହାର କରାଯିବ। ସେଗୁଡିକ ମନ୍ଦିର ଗୋଟିଏ ସ୍ଥାନରେ ରଖାଯିବ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ୬ ଟି ସିନ୍ଧୁକ ନିର୍ମାଣ କରାଯାଇଛି। ଶାଗୁଆନ କାଠରେ ଭୁବନେଶ୍ବର ନୟାପଲ୍ଲୀର ଏକ କାରୀଗର ତିଆରି କରିଛନ୍ତି। ଏହାର ଉପରେ ପିତ୍ତଳ ପାତିଆ ଦିଆଯାଇଛି। ଏ ଗୁଡିକ ଭୁବନେଶ୍ବରରୁ ଟ୍ରକରେ ଆସିବା ପରେ ଶ୍ରୀମନ୍ଦିର ଭିତରକୁ ନିଆଯାଇଥିବାର ଜଣାପଡିଛି।

Read More

ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲା ହେବା ପୂର୍ବରୁ ଆରମ୍ଭ ହୋଇଛି ବିବାଦ। ଶ୍ରୀଲୋକନାଥଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ଭିତରକୁ ନେବା ନେଇ ପ୍ରଶ୍ନ ଉଠାଇଛନ୍ତି ସେବକ। ସେମାନଙ୍କର କହିବା କଥା ଯେ, ଶ୍ରୀମନ୍ଦିରରୁ ଜଗନ୍ନାଥଙ୍କ ଆଜ୍ଞାମାଳ ଚାରିଆଡେ ଯାଏ। ହେଲେ ଶ୍ରୀମନ୍ଦିର ଭିତରକୁ ଅନ୍ୟ ମନ୍ଦିରର ଆଜ୍ଞାମାଳ କିପରି ଅଣାଗଲା ବୋଲି ପ୍ରଶ୍ନ ଉଠିଛି। କେତେକ ସେବାୟତଙ୍କ ଅଭିଯୋଗ ଯେ, ଶ୍ରୀମନ୍ଦିର ଭିତରେ ଥିବା ରତ୍ନ ଭଣ୍ଡାର ସମ୍ମୁଖରେ ଶ୍ରୀଲୋକନାଥ ଅଛନ୍ତି। ସେ ଭଣ୍ଡାରଘରର ଦାୟିତ୍ବରେ ରହିଛନ୍ତି। ତାଙ୍କ ପାଖରେ ପୂଜାପାଠ କରି ତାଙ୍କର ଅନୁମତି ନେବାର ଆବଶ୍ୟକ ରହିଛି। ହେଲେ କଣ ପାଇଁ ବାହାର ମନ୍ଦିରରୁ ଆଜ୍ଞାମାଳ ଆସିଲା ସେ ନେଇ ସେମାନେ ପ୍ରଶ୍ନ କରିଛନ୍ତି। ସେହିପରି ସେମାନେ ଅଭିଯୋଗ କରିଛନ୍ତି ଯେ, ଭଣ୍ଡାର ଘରର ମାଲିକ ହେଉଛନ୍ତି ଶ୍ରୀ ଜଗନ୍ନାଥ। ସେ ଯେତେବେଳେ ଘରେ ନାହାଁନ୍ତି, ତାଙ୍କ ଅନୁପସ୍ଥିତରେ ତାଙ୍କ ଭଣ୍ଡାରଘର ଖୋଲିବାକୁ ଏମାନେ କିଏ…

Read More

ପୁରୀ: ଆଜି ଖୋଲାଯିବ ମହାପ୍ରଭୃଙ୍କ ରତ୍ନ ଭଣ୍ଡାର। ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏ ନେଇ ଆଜି ସକାଳେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନ ଭଣ୍ଡାର ତଦାରଖ କମିଟ ବୈଠକ ବସିଯାଇଛି। ଏଥିରେ ଆଜି ଦିନ ୧ ଟା ୨୮ ମିନଟ ପରେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ତା ପୂର୍ବରୁ ମନ୍ଦିର ଭିତରେ ରତ୍ନ ଭଣ୍ଡାର ନିକଟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହି ଅନୁସାରେ ମନ୍ଦିର ଭିତରକୁ ଓଡ୍ରାଫ ଟିମ ଏବଂ ସାପ ଧରାଳି ପ୍ରବେଶ କରିଛନ୍ତି। ସେହିପରି ତାଲା ନିର୍ମାଣକାରୀଙ୍କୁ ମଧ୍ୟ ସେଠାରେ ନିୟୋଜିତ କରାଯାଇଛି। ଓଡ୍ରାଫ ଟିମ ହାଇମାକ୍ସ ଲାଇଟ୍ ସହିତ ବିଭିନ୍ନ ଯନ୍ତ୍ରପାତି ଏବଂ କ୍ୟାମେରା ଧରି ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ସେଠାରେ ସେମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଏହି ରତ୍ନ ଭଣ୍ଡାର ଖୋଲିବା ପାଇଁ ୧୧ ଜଣ ନିୟୋଜିତ ରହିବେ। ସେଥିମଧ୍ୟରେ…

Read More

ଭୁବନେଶ୍ବର: ବହୁ ବିବାଦୀୟ ତଥା ପ୍ରତୀକ୍ଷିତ ରତ୍ନ ଭଣ୍ଡାର ଆସନ୍ତାକାଲି ଖୋଲା ଯିବ। ଆଜି ସଂଧ୍ୟାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ଘୋଷଣା କରିଛନ୍ତି। ଏସବୁ ପକ୍ରିୟା ଧାର୍ମିକ ଭାବାବେଗ ମଧ୍ୟରେ ସଂପର୍ଣ୍ଣ କରାଯିବ। ସେଥିପାଇଁ ରତ୍ନ ଭଣ୍ଡାର କମିଟକୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ରତ୍ନ ଭଣ୍ଡାରରେ ସମସ୍ତ ପକ୍ରିୟାକୁ ଭିଡିଓ ରେକର୍ଡିଂ କରାଯିବା ସହିତ ଡିଜିଟାଇଜ କରାଯିବ। ଫଳରେ ଏହା ଭବିଷ୍ୟତରେ ରେଫ୍ରେରେନସ ଭାବେ ଏହି ଡିଜିଟାଇଜ ପୁସ୍ତକକୁ ବ୍ୟବହାର କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି ବାବଦ କାର୍ଯ୍ୟରେ ଅତ୍ୟନ୍ତ ସ୍ୱଚ୍ଛତା ଓ ସୁରୁଖୁରୁରେ କରିବା ପାଇଁ ବିଭିନ୍ନ କମିଟି ଗଠନ ହୋଇଛି। କିଏ କେଉଁ କମିଟିରେ ରହିବେ ତାହା ମଧ୍ୟ ସରକାର ଚୂଡ଼ାନ୍ତ କରିସାରିଛନ୍ତି। ପ୍ରତ୍ୟେକଟି କାର୍ଯ୍ୟ ବିଧିବ୍ୟବସ୍ଥା ଅନୁସାରେ କରାଯିବ। ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତ ଏସଓପି ଚୂଡ଼ାନ୍ତ…

Read More

ଭୁବନେଶ୍ବର: ଧିରେଧିରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ରାଜଭବନ କର୍ମଚାରୀଙ୍କୁ ମାଡ ମାରିବା ଘଟଣା ନୂଆ ମୋଡ ନେବାରେ ଲାଗିଛି। ଆଜି ଏ ନେଇ କ୍ଷୋଭ ପ୍ରକାଶ କରିଛି ଓଡିଶା ସଚିବାଳୟ ସେବା ସଂଘ। ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ମାଡଖାଇଥିବା କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସଂଘ ଅନୁରୋଧ କରିଛି। ସଂଘ ଚିଠିରେ ଉଲ୍ଲେଖ କରିଛି ଯେ, ସଚିବାଳୟ ସେବା ସଂଘର କର୍ମଚାରୀ ସବୁବେଳେ ଲୋକଙ୍କ ସେବା କରିବାରେ ନିୟୋଜିତ ଅଛନ୍ତି। ସରକାରଙ୍କ ଡେପୁଟେସନ ନିୟମରେ ରାଜଭବନରେ ଆମର ଜଣେ ଏଏସଓ ଶ୍ରୀ ବୈକୁଣ୍ଠ ପ୍ରଧାନ କାର୍ଯ୍ୟ କରୁଥିଲେ। ହେଲେ ରଥଯାତ୍ରା ବେଳେ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଶ୍ରୀ ପ୍ରଧାନଙ୍କୁ ମାଡ ମାରିଛନ୍ତି। ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର କରାଯାଉ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ…

Read More

ଭୁବନେଶ୍ବର: ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ ଘଟଣା ଭିନ୍ନ ମୋଡ ନେଇଛି। ଆଜି ରଜଭବନକୁ ମାଡ ଖାଇଥିବା କର୍ମଚାରୀ ବୈକୁଣ୍ଠ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ରାଜ୍ୟପାଳଙ୍କ ପୁଅ ଭୁଲ ମାଗିଛନ୍ତି। ଏ ନେଇ ଉଭୟ ବୈକୁଣ୍ଠ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ରାଜ୍ୟପାଳ ଉଭୟଙ୍କୁ ଖୁବ ଶିଘ୍ର ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ଉଭୟ କହିଛନ୍ତି। ସୂଚନା ଯୋଗ୍ୟ ଯେ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର, ରଥଯାତ୍ରା ସମୟରେ ପୁରୀ ରାଜଭବନରେ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶନିବାର ଦିନ ଏ ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏକ ଏତଲା ଦେଇଛନ୍ତି ବୈକୁଣ୍ଠ। ବୈକୁଣ୍ଠ ପ୍ରଧାନଙ୍କ କହିବା ଅନୁଯାୟୀ, ରଥଯାତ୍ରା ରାତିରେ ପୁରୀ ରାଜଭବନରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ। ଏ ନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ…

Read More

ପୁରୀ: ବାହୁଡା ଯାତ୍ରା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ମହାପ୍ରଭୃଙ୍କ ଆ଼ଡପ ଦର୍ଶନ ବନ୍ଦ ରହିବ। ଅର୍ଥାତ ଆସନ୍ତାକାଲି ରବିବାର ଦିନ ଅପରାହ୍ନ ପାଞ୍ଚଟାରୁ ଆଡପ ମଣ୍ଡପ ଦର୍ଶନ ବନ୍ଦ କରିଦିଆଯିବ। ସେଥିପାଇଁ ଯେଉଁ ଭକ୍ତମାନେ ରବିବାର ଦିନ ଆଡପ ଦର୍ଶନ କରିବାକୁ ଆସିବେ ସେମାନେ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ସୋମବାର ଦିନ ହେଉଛି ବାହୁଡା ଯାତ୍ରା। ଏହି ବାହୁଡା ଯାତ୍ରା ପାଇଁ ମହାପ୍ରଭୃଙ୍କୁ ପ୍ରସ୍ତୁତି କରାଯିବ। ହେଲେ ଭକ୍ତମାନେ ରହିଲେ ଏହି ପ୍ରସ୍ତୁତି ହୋଇପାରିବ ନାହିଁ। ସେଥିପାଇଁ ତା ପୂର୍ବ ଦିନ ଅର୍ଥାତ ରବିବାର ଅପରାହ୍ନରୁ ଏହି ଦର୍ଶନ ବନ୍ଦ କରିବାକୁ ପଡୁଛି। ସେଥିପାଇଁ ଭକ୍ତମାନଙ୍କୁ ରବିବାର ସଂଧ୍ୟାରେ ନ ଆସିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି।

Read More

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ତଥା ବହୁ ବିବାଦୀୟ ରତ୍ନ ଭଣ୍ଡାର ଖୋଲିବା ପ୍ରସଂଗ ଏବେ ସତ ହେବାକୁ ଯାଉଛି। ଆସନ୍ତାକାଲି ରବିବାରରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଏ ନେଇ ରତ୍ନ ମଣ୍ଡର କମିଟ ନିଷ୍ପତି କରିଛି। ତେବେ ଏହି ରତ୍ନ ଭଣ୍ଡାର ଖୋଲିବା ବେଳେ କଣ ସବୁ ନୀତି ନିୟମ ରହିବ ସେ ନେଇ ଆଜି ବସୁଛି କମିଟ ବୈଠକ। ସେଗୁଡିକ ମଧ୍ୟରେ ରହିଛି. 1- ରତ୍ନ ଭଣ୍ଡାରର ଥିବା ଡୁପ୍ଲିକେଟ ଚାବିରେ ଯଦି ତାଲା ନ ଖୋଲେ ତେବେ କଣ କରାଯିବ? 2- ଯଦି ତାଲାକୁ ଭଙ୍ଗା ଯିବ ତେବେ ତାହାର ନୀତିନିୟମ କଣ ରହିବ, କିପରି ଭଙ୍ଗାଯିବ? 3-ରତ୍ନ ଭଣ୍ଡାର କମିଟ ମଧ୍ୟରୁ କେଉଁମାନେ ବାହାରେ ରହିବେ, କେଉଁମାନେ ଭିତରେ ରହିବେ? 4-କମିଟର ସମସ୍ତ ସଦସ୍ୟ କେଉଁ ପୋଷାକ ପିନ୍ଧି ରତ୍ନ ଭଣ୍ଡାର ଖୋଲିବାକୁ ଯିବେ? 5- କମିଟ ସଦସ୍ୟ ସମସ୍ତେ ନିଷ୍ଠାରେ ରହିବେ କି ନାହିଁ,…

Read More

ଭୁବନେଶ୍ବର: ଗୁଣ୍ଡିଚା ମନ୍ଦିରକୁ ବଡଠାକୁର ପହଣ୍ଡି ବିଜେ ବେଳେ ଚାରମାଳ ଉପରେ ପଡିଯିବା ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି। ଆଜି ସକାଳେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ସରକାର ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ ଅରବିନ୍ଦ ପାଢୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଆଜି ଆଇନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ କୃଷି ଓ କୃଷକ ଶସକ୍ତିକରଣ ବିଭାଗର ଶାସନ ସଚିବ ଅଛନ୍ତି। ସେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଛନ୍ତି। ସେହି ଅଭିଜ୍ଞତାକୁ ପାଥେୟ କରି ରଥଯାତ୍ରା ଚାଲୁଥିବା ସମୟରେ ସରକାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି।

Read More

ଭୁବନେଶ୍ବର: ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନ ର ଅଧକ୍ଷ ତଥା କଟକ ମେୟର ଶ୍ରୀ ସୁବାସ ସିଂ ଙ୍କ ନେତୃତ୍ୱ ରେ ସାରା ଓଡିଶାରୁ ଆସିଥବା ସାମୁଖ୍ୟର କର୍ମକର୍ତ୍ତା ମାନେ ଗତକାଲି ସନ୍ଧ୍ୟାରେ ନବୀନ ନିବାସଠାରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ଶ୍ରମିକମାନଙ୍କ ସମସ୍ୟା ଓ ସର୍ବନିମ୍ନ ମଜୁରୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ମୁଁ ଆପଣମାନଙ୍କ ସହିତ ଅଛି। ସାଧାରଣ ଲୋକଙ୍କ ସହିତ ଅଛି। ଲୋକଙ୍କ ସେବା ଜାରି ରଖନ୍ତୁ। ଆମେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇବା ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି ଥିଲେ। ଏହି ସାକ୍ଷାତ ସମୟ ରେ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ନବ ମହାନ୍ତି, ଶ୍ରୀ…

Read More

ପୁରୀ: ଆଜି ରଥଯାତ୍ରାରେ ବଡ ଅଘଟଣ ପରିଲକ୍ଷିତ ହୋଇଛି। ଆଜି ସଂଧ୍ୟାରେ ତିନିଠାକୁର ଆଡପ ମଣ୍ଡପ ବିଜେ ବେଳେ ଏହି ଅଘଟଣ ଘଟିଛି। ଏଥିରେ ପ୍ରଭୃ ବଳଭଦ୍ର ଆଡପ ମଣ୍ଡପକୁ ବିଜେ କରୁଥିବା ବେଳେ ଚାରମାଳ ଉପରେ ଖସିପଡିଛନ୍ତି। ସେବାୟତଙ୍କ ଉପରେ ପ୍ରଭୃ ମାଡିବସିବାରୁ କେତେକ ଆହତ ହୋଇଥିବାର ସୂଚନା ମିଳିଛି। ସେମାନଙ୍କୁ ଆମ୍ବୁଲାନସ ଯୋଗେ ଡାକ୍ତରଖାନାକୁ ନିଆଯାଇଛି। ଘଟଣାରୁ ଜଣାପଡିଛି ଯେ, ସେବାୟତମାନେ ରଥ ଉପରୁ ପ୍ରଭୃ ବଳଭଦ୍ରଙ୍କୁ ଆଡପ ମଣ୍ଡପକୁ ବିଜେ କରାଉଥିଲେ। ସେମାନେ ରଥ ଉପରୁ ପହଣ୍ଡି କରି ଚାରମାଳ ଉପରକୁ ଆଣିଥିଲେ। ଏହାପରେ ପ୍ରଭୃ କୌଣସି କାରଣରୁ ଖସିପଡି ଆଗକୁ ଘୋଷାଡି ହୋଇ ମୁହଁ ମାଡି ପଡିଗଲେ। ପ୍ରଭୃ ସେବାୟତଙ୍କ ଉପରେ ମାଡି ବସିଲେ। ତେବେ ଏପରି ଅଘଟଣର କାରଣ କଣ ତାହା ଜଣାପଡି ନାହିଁ। ହେଲେ ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

Read More

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ସରିଛି ଓ ବିଜେପି ଏକାକି ସରକାର ଗଠନ କରିଛି । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ, ସେମାନଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକି ସରକାର ଗଠନ କରିବାକୁ ସକ୍ଷମ ହୋଇଛି। ଏବେ ଓଡ଼ିଶାରେ “ଡବଲ ଇଞ୍ଜିନ” ସରକାର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓ ମାର୍ଗଦର୍ଶନରେ ଓଡ଼ିଶା ଖୁବଶୀଘ୍ର ଦେଶର ଏକ ନମ୍ବର ରାଜ୍ୟରେ ପରିଣତ ହେବ। ଓଡ଼ିଶାର ବିକାଶ ପାଇଁ ମୋଦିଜୀ ସର୍ବଦା ବଦ୍ଧପରିକର ଅଛି ବୋଲି ପୂର୍ବତନ ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହ କହିଛନ୍ତି। ଶ୍ରୀ ସିଂହ କହିଛନ୍ତି ଯେ, ତୃଣମୂଳସ୍ତରରେ ପାର୍ଟିକୁ ଅଧିକ ସୁଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରହିଛି। କାର୍ଯ୍ୟକର୍ତା ଓ ନେତାମାନେ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି ଓ ଓଡ଼ିଶାବାସୀଙ୍କ ସେବାରେ ମନନିବେଶ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…

Read More

ଭୁବନେଶ୍ୱର: ଆଇଗିଣିଆ ଓଭରବ୍ରିଜ ଦବିବା ଘଟଣାକୁ ନେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜ ଏବଂ ପ୍ରଦେଶ ଯୁବ କଂଗ୍ରେସ ରଣଜିତ ପାତ୍ରଙ୍କ ମିଳିତ ନେତୃତ୍ୱରେ ମଙ୍ଗଳବାର ଦିନ ଛାତ୍ର ଓ ଯୁବ କଂଗ୍ରେସର ଏକ ପ୍ରତିିନିଧି ଦଳ ଖଣ୍ଡଗିରି ଥାନା ଅଧିକାରୀଙ୍କୁ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଆଇଗିଣିଆ ଓଭରବ୍ରିଜ ନିର୍ମାଣ କରିଥିବା ଠିକାଦାରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲା ଦରଜ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସୀର ନୱାଜ କହିଛନ୍ତି ଯେ, ଭୁବନେଶ୍ୱର ସହର ମଝିରେ ଯାଇଥିବା ଜାତୀୟ ରାଜପଥ-୧୬ରେ ହୋଇଥିବା ଆଇଗିଣିଆ ଓଭରବ୍ରିଜ୍‌ର ନିର୍ମାଣ ଅତି ନିମ୍ନମାନର ବୋଲି ପ୍ରମାଣିତ ହୋଇଛି। ଏହି ରାସ୍ତାରେ ଦୈନିକ ଅସୁମାରୀ ଗାଡ଼ିମୋଟର ଯାତାୟତ କରୁଛନ୍ତି। ଏଣୁ ଜାତୀୟ ରାଜପଥ ପ୍ରାଧିକରଣ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଯାତ୍ରୀଙ୍କ ଜୀବନକୁ ସାଙ୍ଘାତିକ ବିପଦ ଭିତରକୁ ଠେଲି ଦେଉଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣଙ୍କ…

Read More

ଭୁବନେଶ୍ୱର: ଅନ୍ଧାରୁଆ ଠାରେ ଥିବା ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱରକୁ ଆଜି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରିଦର୍ଶନ କରିଛନ୍ତି। ଏଥିରେ ମନ୍ତ୍ରୀ ପ୍ରତିଷ୍ଠାନର ପରିସର ଯଥା ପ୍ରଶାସନିକ ବ୍ଲକ, ଏକାଡେମିକ ବ୍ଲକ, ଲାଇବ୍ରେରୀ ଓ ଛାତ୍ରାବାସ ଆଦି ବୁଲି ଦେଖିଥିଲେ। ପ୍ରାରମ୍ଭରେ ପ୍ରତିଷ୍ଠାନର କାର୍ଯ୍ୟବଳୀ ଓ ଯୋଜନା ସମ୍ପର୍କରେ ମନ୍ତ୍ରୀ ଜାଣିବାକୁ ଚାହିଁଥିଲେ। ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ ଜେନା ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟବଳୀ, ପାଠ୍ୟ ଖସଡା , ଶିକ୍ଷାଦାନ ବ୍ୟବସ୍ଥା ଓ ପ୍ରତିଷ୍ଠାନର ସଫଳତା ଉପରେ ଆଲୋକପାତ କରିଥିଲେ। ଗଣିତର ଗବେଷଣାତ୍ମକ ସ୍ଵତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇ ଶିକ୍ଷାଦାନ, ଗଣିତର ପ୍ରୟୋଗାତ୍ମକ ଦିଗରେ ଗବେଷଣା , ମେଧା ଅନ୍ଵେଷଣ ଓ ପ୍ରଶିକ୍ଷଣ ଇତ୍ୟାଦି କାର୍ଯ୍ୟକୁ ହାତକୁ ନେଇ ପ୍ରତିଷ୍ଠାନ ସେହି ଦିଗରେ କାର୍ଯ୍ୟ କରୁଥିବା ସେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଆବଶ୍ୟକ ଅନୁସାରେ ଏହି ପ୍ରତିଷ୍ଠାନରେ ଅଧ୍ୟାପକ ନିଯୁକ୍ତି…

Read More

ଭୁବନେଶ୍ୱର: ଆଧୁନିକ ସମାଜର ଆବଶ୍ୟକତା ଅନୁସାରେ ଭବିଷ୍ୟତରେ ସଫଳ ନାଗରିକ ଗଢିବା ପାଇଁ ଓଡିଏମ୍ ଶିକ୍ଷାସମୂହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ କରିଛି । ଏକବିଂଶ ଶତାବ୍ଦୀର ଚାହିଦା ଅନୁଯାୟୀ ଦେଶ ଓ ବିଦେଶର ଚାକିରି ବଜାରରେ ଛାତ୍ରମାନଙ୍କୁ ପ୍ରସ୍ତୁତ କରିବା, ବିଦ୍ୟାଳୟ ପାଠ୍ୟକ୍ରମରେ ଉନ୍ନତ ଡିଜିଟାଲ ଜ୍ଞାନକୌଶଳ ଓ ଜୀବନକୌଶଳ ସହିତ ଶିକ୍ଷାକୁ ଏକୀକୃତ କରିବା ତଥା ନିଜର ବହୁମୂଖୀ ପ୍ରତିଭାକୁ ବିକଶିତ କରିବା ପାଇଁ ଏହି ଅଭିନବ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଓଡିଏମ୍ ଶିକ୍ଷାସମୂହର ଅଧ୍ୟକ୍ଷ ଡଃ ସତ୍ୟବ୍ରତ ମୀନକେତନ କହିଛନ୍ତି। ରାଂଚିରେ ଥିବା ଓଡିଏମ୍ ସାଫାୟାର ଗ୍ଲୋବାଲ ସ୍କୁଲ ପରିସରରେ ଏକ ପରୀକ୍ଷଣ ପର୍ଯ୍ୟାୟରେ ଏହି ପାଠ୍ୟକ୍ରମ ସଦ୍ୟ ଆରମ୍ଭ କରାଯାଇଛି । ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ  ବିଭିନ୍ନ ଅଭିଜ୍ଞ ବିଶେଷଜ୍ଞମାନଙ୍କ ଏକ ଟିମ୍ ଦ୍ୱାରା ଏହି ପାଠ୍ୟକ୍ରମକୁ ଡିଜାଇନ କରାଯାଇଛି, ଯେଉଁଥିରେ ମେଶିନ ଲର୍ଣ୍ଣିଙ୍ଗ୍ ଏବଂ ନ୍ୟୁରାଲ…

Read More

ପୁରୀ: ଗତକାଲି ପୁରୀ ରଥଯାତ୍ରାରେ ଦେଖିବାକୁ ମିଳିଲା ଏକ ବିରଳ ଦୃଶ୍ୟ। ଏହା କୌଣସି ଧାର୍ମିକ ଘଟଣା ହୋଇ ନ ଥିଲେ ମଧ୍ୟ ସାରା ଓଡିଶାରେ ତାହା ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡଦାଣ୍ଡରେ ମଞ୍ଚ ତଳୁ ରାଷ୍ଟ୍ରପତିଙ୍କୁ ନମସ୍କାର ମାରିବା।  ସେ ନମସ୍କାର ମାରି ଫେରିଯାଉଥିବା ବେଳେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ତଳକୁ ଆସି ନବୀନଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ଏହି ଦୃଶ୍ୟ ଯେତେବେଳେ ସେଠାରେ ଉପସ୍ଥିତ ଭକ୍ତ ଏବଂ ଟିଭି ମାଧ୍ୟମରେ ଲକ୍ଷଲକ୍ଷ ଦର୍ଶକ ଦେଖିଲେ ସେତେବେଳେ ସେମାନେ ଭାବ ବିହ୍ବୋଳ ହୋଇପଡିଥିଲେ। କାରଣ କାଲି ନିଜେ ନବୀନ ମଞ୍ଚ ଉପରେ ବସୁଥିବା ବେଳେ ସମୟ କ୍ରମେ ସେ ଆଜି ମଞ୍ଚ ତଳେ ନମସ୍କାର ମାରିବାକୁ ପଡିଲା। ତେବେ ସାଧାରଣ ଲୋକେ ଏହାକୁ ନେଇ ବେଶ ପ୍ରଶଂସା କରିଛନ୍ତି। କାରଣ ହେଲା ଯେ ନବୀନ ବର୍ତ୍ତମାନ…

Read More

ପୁରୀ: ଆଜି ସକାଳୁ ପୁରୀ ବେଳାଭୂମିରେ ମର୍ଣ୍ଣିଂୱାକ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜର ସୁରକ୍ଷା କର୍ମୀଙ୍କ ଗହଣରେ ସେ ବେଳାଭୂମିରେ ବେଶ କିଛି ସମୟ ଚାଲିଥିଲେ। ହଠାତ ରାଷ୍ଟ୍ରପତି ବେଳାଭୂମିରେ ଚାଲୁଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ରାଷ୍ଟ୍ରପତି ରଥଯାତ୍ରା ଦେଖିବା ପାଇଁ ଗତକାଲିଠାରୁ ପୁରୀ ଗସ୍ତରେ ଅଛନ୍ତି। ରଥଯାତ୍ରା ପରେ ସେ ରାତ୍ରୀରେ ପୁରୀ ରାଜଭବନରେ ଅବସ୍ଥାନ କରିଥିଲେ। ତେବେ ରାଷ୍ଟ୍ରପତି ବେଳଭୂମିରେ ଚାଲିବା ପରେ ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ପରିବେଶ ବାର୍ତ୍ତା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ‘ ଭୂପୃଷ୍ଠର 70 ପ୍ରତିଶତରୁ ଅଧିକ ହେଉଛି ମହାସମୁଦ୍ର ଏବଂ ପୃଥିବୀବ୍ୟାପୀ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ କ୍ରମାଗତ ବୃଦ୍ଧି ପାଉଛି। ଏହା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଜଳମଗ୍ନ କରିବାର ଆଶଙ୍କା ସୃଷ୍ଟି କରିଛି। ଅପରପକ୍ଷେ, ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ ସମୁଦ୍ର ଓ ସେଥିରେ ଥିବା ନାନା ପ୍ରଜାତିର ଉଦ୍ଭିଦ ଓ ଜୀବଜନ୍ତୁ ବହୁ…

Read More

ଭୁବନେଶ୍ବର: ନିର୍ବାଚନରେ ବିପର୍ଯ୍ୟୟର ବହୁଦିନ ପରେ ବିଜେଡିର ଚେତା ପଶିଛି। ଏବେ ରାଜ୍ୟ କମିଟର ବ୍ୟାପକ ପରିବର୍ତ୍ତନ କରିଛି। କେବଳ ଜିଲ୍ଲା ଏବଂ ତଳ ସ୍ତରୀୟ କମିଟଗୁଡିକରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେବଳ ରାଜ୍ୟ ସ୍ତରୀୟ କମିଟରେ ଏହି ପରିବର୍ତ୍ତନ କରାଯାଇଛି। ଏଥିରେ ବିଜେଡିର ବରିଷ୍ଠ ନେତା ଡ଼ଃ ସଂତୃପ୍ତ ମିଶ୍ର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରାଜନୈତିକ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।ସେହିପରି ଦଳ ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି କରିଛି। ଡ. ସଂତୃପ୍ତ ମିଶ୍ରଙ୍କ ସହିତ କଳିକେଶ ନାରାୟଣ ସିଂଦେଓ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ୧୪ ଜଣଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର ଭାବେ ଦଳ ନିଯୁକ୍ତି ପ୍ରଦାନ କରିଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର,…

Read More

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଜନ ସାଧାରଣ ଙ୍କୁଉତ୍ତମ ଭାବେ ଆୟୁର୍ବେଦ ଓ ହୋମିଓପ୍ୟାଥିକ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଆୟୁର୍ବେଦ ଓ ହୋମିଓପ୍ୟାଥିକ ପଦ୍ଧତି ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ମେଗା ସ୍ୱାସ୍ଥ୍ୟ କ୍ୟାମ୍ପ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଆୟୁର୍ବେଦ ସ୍ୱାସ୍ଥ୍ୟ କ୍ୟାମ୍ପ ଅନୁଷ୍ଠିତ ହୋଇଥିବା ବେଳେ ବିଗତ ଦୁଇ ବର୍ଷ ଧରି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟ କ୍ୟାମ୍ପ ହୋଇପାରି ନାହିଁ। ହୋମିଓପ୍ୟାଥିକ ସ୍ଵାସ୍ଥ୍ୟ କ୍ୟାମ୍ପ କରିବା ପାଇଁ ଆୟୁଷ ଛାତ୍ର ସଂସଦ ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦେଶାଳୟ କୁ ଅନୁରୋଧ କରାଯାଇଥିଲା। ହେଲେ ହୋମିଓପ୍ୟାଥିକ କ୍ୟାମ୍ପ କରିବା ପାଇଁ ବିଭାଗ ପକ୍ଷରୁ କୌଣସି ଉତ୍ସାହ ପ୍ରକାଶ କରାଯାଇ ନ ଥିଲା। ଅନ୍ୟପକ୍ଷରେ ରାଜ୍ୟ ଆୟୁଷ ନିର୍ଦେଶକ କାର୍ଯ୍ୟାଳୟରେ ଆୟୁଷ ପରାମର୍ଶ ଦାତା ଭାବେ ଡେପୁଟେସନ ରେ ଥିବା ଜଣେ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଆୟୁଷ ନିର୍ଦ୍ଦେଶକଙ୍କ ଆୟୁଷ ପରାମର୍ଶ…

Read More

ଭୁବନେଶ୍ବର: ଆଜି ରଥ ଯାତ୍ରା ସମୟରେ ଭିଡ଼ ଯୋଗୁ ବଲାଙ୍ଗିର ସଇଁତଳାର ଜଣେ ଶ୍ରଦ୍ଧାଳୁ ଲଳିତ ବାଗର୍ତିଙ୍କ ମୃତ୍ୟୁ ଘଟିଛି। ସେ ରଥଟାଣିବା ବେଳେ ଶ୍ବାସରୁଦ୍ଧ ହୋଇପଡିଥିବାର ଜଣାପଡିଛି। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ଏଥିରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ମାଗଣାରେ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Read More

ପୁରୀ: ଆଜି ମହାପ୍ରଭୃଙ୍କ ରଥଯାତ୍ରାର ପ୍ରଥମ ଦିନରେ ତିନି ରଥ ଆଗପଛ ହୋଇ ସିଂହଦ୍ବାରରୁ ଅଳ୍ପ ଦୂରରେ ରହିଛନ୍ତି। ପ୍ରଥମେ ବଡଭାଇ ବଳଭଦ୍ର ଏବଂ ପରେ ମା ସୁଭଦ୍ରାଙ୍କ ରଥ ଟଣାଯାଇଥିଲା। ଏହାପରେ ନନ୍ଦିଘୋଷ ରଥ କେତେ ହାତ ଗଡିବା ପରେ ସଂଧ୍ୟା ପାଇଁ ବନ୍ଦ ରହିଲା। ପୁଣି ଥରେ ଆସନ୍ତାକାଲି ରଥଟଣା ନୀତି ଆରମ୍ଭ ହେବ। ଆଜି ନିର୍ଦ୍ଧାରିତ ସମୟରେ ମହାପ୍ରଭୃଙ୍କ ନୀତିକାନ୍ତି କରାଯାଇଥିଲା। ଏପରିକି ପହଣ୍ଡି ବିଜେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ଏହାପରେ ଗଜପତି ମହାରାଜାଙ୍କ ଛେରା ପହଁରା ପରେ ଚାରମାଳ ଫିଟା ଏବଂ ରଥଟଣା କାର୍ଯ୍ୟ କରାଯାଇଥିଲା।

Read More