Author: Samikhsya Bureau

ନୂଆଦିଲ୍ଲୀ: Ather Energy ଭାରତରେ ଏକ ନୂତନ ଏବଂ ସୁଲଭ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ଏହାର ଡିଜାଇନ୍ ପାଇଁ ଏକ ପେଟେଣ୍ଟ ଦାଖଲ କରିଛି, ଯାହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଏହି ସ୍କୁଟର ଖୁବ୍ ଶୀଘ୍ର ବାସ୍ତବତାରେ ପରିଣତ ହୋଇପାରେ। ଏହି ନୂତନ ସ୍କୁଟର Ather ର EL01 ଧାରଣା ଉପରେ ଆଧାରିତ ହେବ ଏବଂ ସାଧାରଣ ବ୍ୟକ୍ତିଙ୍କ ବଜେଟ୍ କୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଉଛି। ବଜାରରେ Ola ଭଳି ବ୍ରାଣ୍ଡ ସହିତ ପ୍ରତିଯୋଗିତା କରିବା ପାଇଁ Ather ଏହି ପ୍ରମୁଖ ପଦକ୍ଷେପ ନେଉଛି। Rizta ର ସଫଳତା ପରେ ନୂତନ ପଦକ୍ଷେପ Ather ଏହାର 450 ସିରିଜ୍ ସ୍କୁଟର ସହିତ ଯଥେଷ୍ଟ ପରିଚିତି ହାସଲ କରିସାରିଛି। ଏହା ପରେ, କମ୍ପାନୀ Rizta ଲଞ୍ଚ କରିଛି, ଏକ ସ୍କୁଟର ଯାହା ପରିବାର ବ୍ୟବହାର ପାଇଁ ଡିଜାଇନ୍ କରାଯାଇଛି। ଲଞ୍ଚ ହେବାର କିଛି…

Read More

ଖୋର୍ଦ୍ଧା: ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ମୁଧୁସୁଦନ ପାଢ଼ୀ ଗତକାଲି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଗସ୍ତକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଆଗାମୀ ଦିନରେ ହେବାକୁ ଯାଉଥିବା ସାଧାରଣ ପୌରସଂସ୍ଥା ଓ ପଂଚାୟତ ନିର୍ବାଚନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ବିଭାଗୀୟ ଅଧିକାରୀ ଏବଂ ସମସ୍ତ ବି ଡି ଓ ତହସିଲଦାର, ପୌର ନିର୍ବାହୀ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ୍ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ରୁଦ୍ର ନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ,ଖୋର୍ଦ୍ଧା ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ,ଖୋର୍ଦ୍ଧା, କିଶୋର କୁମାର ପଣ୍ଡା, ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ ଯୋଗଦେଇଥିଲେ। ଜିଲ୍ଲା ପଂଚାୟତ ଅଧିକାରୀ, ଖୋର୍ଦ୍ଧା ଶ୍ୟାମଳେନ୍ଦୁ ନାୟକ ପୂର୍ବ…

Read More

ଭୁବନେଶ୍ଵର: ୨୦୨୫ ଇଂରାଜୀ ବର୍ଷକୁ ବିଦାୟ ଜଣାଇ ନୂଆବର୍ଷ ୨୦୨୬ କୁ ସ୍ୱାଗତ ଜଣାଇବା ସମସ୍ତଙ୍କ ମନରେ ଅନେକ ଆଗ୍ରହ। ସେହି ପରିପ୍ରେକ୍ଷୀରେ ଗୋଟିଏ ସ୍ଥାନରେ ଏକାଠି ହୋଇ ନୂଆ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ କନଫରେନ୍ସ ମାଇଣ୍ଡ ଆୟୋଜନ କରିଛନ୍ତି “ଦ ଜିରୋନ” (ଜିରୋ ନାଇଟ ସେଲିବ୍ରେସନ)। ଏହି ଅବସରରେ ରେଲୱେ କଳିଙ୍ଗ ସଂଗ୍ରହାଳୟ, ମଞ୍ଚେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରୋମ୍ୟ ରଞ୍ଜନ ପଣ୍ଡା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ତିମିର୍ତ୍ରଣ ସାହୁ ନିର୍ଦ୍ଦେଶକ, ଅନୁଜ ସୁବୁଦ୍ଧି ପରିଚାଳକ, ଆଲୋକ ଦାଶ, ସଚିନ, ସନ୍ତୋଷ, ଅମର, ବାପି, ମୁକେଶ, ତନ୍ମୟ, ଲୋକନାଥ, ସୋନୁ ଭାଇ, ସୁଜିତ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀଙ୍କ ସମେତ ଓଲିଉଡର ଚକୋଲେଟ ହିରୋ ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଚୁଲବୁଲି ଶିବାନୀ ସଂଗୀତା ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚେଶ୍ୱର ସ୍ଥିତ କଳିଙ୍ଗ ରେଳ ସଂଗ୍ରହାଳୟ ଭଳି ଏକ ରଙ୍ଗାରଙ୍ଗ…

Read More

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜାନୁଆରୀ–୨୦୨୬ ଶିକ୍ଷା ସତ୍ର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। ବିଭିନ୍ନ କାରଣରୁ ଅଧାରୁ ପାଠଛାଡ଼ିଥିବା କିମ୍ବା ଉଚ୍ଚ ଶିକ୍ଷାର ସୁଯୋଗରୁ ବଞ୍ଚିତ ଯେକୌଣସି ବୟସର ବ୍ୟକ୍ତିଙ୍କ ପାଇଁ ଇଗ୍ନୋ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଇଗ୍ନୋର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ସୁବିଧା ଉପଲବ୍ଧ ରହିଛି। ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ପ୍ରୋଗ୍ରାମ ଅନ୍ତର୍ଗତ କଳା (ସାଧାରଣ), ବିଜ୍ଞାନ (ସାଧାରଣ) ଓ ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ଲେଖାଉଥିବା, ଅନୁସୂଚିତ ଜାତି ଓ ଜନଜାତି ଆବେଦକଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃପଞ୍ଜୀକରଣ ଦେୟରେ ୫୦ ପ୍ରତିଶତ ଛାଡ଼ କରାଯାଇଛି। ଯଦି କୌଣସି ଅନୁସୂଚିତ…

Read More

ନୂଆଦିଲ୍ଲୀ: X ଏକ ନୂତନ ଫିଚର୍ ଲଞ୍ଚ କରିଛି, ଯାହା ଗତ ମାସ ମଧ୍ୟରେ ଦେଶବ୍ୟାପୀ ସର୍ବାଧିକ ପସନ୍ଦ କରାଯାଇଥିବା ପୋଷ୍ଟଗୁଡ଼ିକୁ ପ୍ରଦର୍ଶନ କରିଛି। ଗତ ୩୦ ଦିନ ମଧ୍ୟରେ ଭାରତରେ X ପ୍ଲାଟଫର୍ମରେ ସର୍ବାଧିକ ପସନ୍ଦ କରାଯାଇଥିବା ଦଶଟି ପୋଷ୍ଟ ମଧ୍ୟରୁ ଆଠଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଛି। ଏହି ସମୟ ମଧ୍ୟରେ ତାଲିକାରେ ଅନ୍ୟ କୌଣସି ରାଜନେତାଙ୍କ ଦ୍ୱାରା କୌଣସି ପୋଷ୍ଟ ଅନ୍ତର୍ଭୁକ୍ତ ନାହିଁ। ଏହି ନୂତନ ଫିଚର୍ ବ୍ୟବହାରକାରୀମାନଙ୍କୁ X ପ୍ଲାଟଫର୍ମରେ ଜନସାଧାରଣଙ୍କ ପ୍ରତିକ୍ରିୟା ଏବଂ ଟ୍ରେଣ୍ଡର ଏକ ଝଲକ ପ୍ରଦାନ କରିଛି, ଯାହା ସାରା ଦେଶରେ ସର୍ବାଧିକ ପସନ୍ଦ କରାଯାଇଥିବା ପୋଷ୍ଟଗୁଡ଼ିକୁ ପ୍ରଦର୍ଶନ କରେ।

Read More

ନୂଆଦିଲ୍ଲୀ: ଲୋକସଭା କାର୍ଯ୍ୟବାହୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। ଅଧିବେଶନ ଶେଷ ହେବା ପୂର୍ବରୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୃହକୁ ସମ୍ବୋଧିତ କରିଥିଲେ ଏବଂ ସଦସ୍ୟମାନଙ୍କୁ ସେମାନଙ୍କର ଉପଲବ୍ଧି, କାର୍ଯ୍ୟ ସଂସ୍କୃତି ଏବଂ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ଶୀତକାଳୀନ ଅଧିବେଶନ ସମୟରେ ୧୫ ଟି କାର୍ଯ୍ୟ ଦିବସ ହୋଇଥିଲା। ବିଭିନ୍ନ ବିଧାନସଭା ଏବଂ ଅନ୍ୟାନ୍ୟ କାର୍ଯ୍ୟ ଯୋଗୁଁ, ଅଧିବେଶନର ଉତ୍ପାଦକତା ପ୍ରାୟ ୧୧୧ ପ୍ରତିଶତ ଥିଲା। ଅଧିବେଶନର ସୁଗମ ପରିଚାଳନା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ମୋଦି, ବିରୋଧୀ ଦଳ ନେତା, ଶାସକ ଏବଂ ବିରୋଧୀ ଦଳର ସମସ୍ତ ସଦସ୍ୟ, ଲୋକସଭା ସଚିବାଳୟ ଏବଂ ଗଣମାଧ୍ୟମକୁ ହୃଦୟର ସହିତ କୃତଜ୍ଞତା ଜଣାଇଥିଲେ।

Read More

ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର କେବଳ ଗୋଟିଏ ଟି୨୦ ସିରିଜ୍ ବାକି ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ସିରିଜ୍ ଆଜି ଶେଷ ହେଉଛି, ଏବଂ ଏହା ପରେ ଜାନୁଆରୀରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ହେବ। ଟିମ୍ ଇଣ୍ଡିଆର ବିଶ୍ୱକପ୍ ଦଳ ଖୁବ୍ ଶୀଘ୍ର ଘୋଷଣା ହେବାର ସମ୍ଭାବନା ଅଛି, ସମ୍ଭବତଃ ଏହି ସପ୍ତାହରେ ହୋଇପାରେ। ୧୫ ଜଣିଆ ଦଳରେ କେଉଁ ଖେଳାଳିଙ୍କୁ ସାମିଲ କରାଯାଇପାରେ, ଏବେ ସେ ପ୍ରଶ୍ନ ଉଠୁଛି। ସୂଚନା ଅନୁଯାୟୀ, ପୁରୁଷ କ୍ରିକେଟ୍ ଚୟନ କମିଟି ଶନିବାର, ଡିସେମ୍ବର ୨୦ ତାରିଖରେ ବୈଠକ କରିବ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି୨୦ ସିରିଜ୍ ଏବଂ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ଦଳ ଚୟନ କରାଯିବ। ଶନିବାର ମଧ୍ୟ ଦଳ ଘୋଷଣା ହେବାର ସମ୍ଭାବନା ଅଛି। ଉଲ୍ଲେଖ ଯୋଗ୍ୟ ଯେ, ସମସ୍ତ ଦଳକୁ ଆଇସିସି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଅତି କମରେ ଗୋଟିଏ ମାସ ପୂର୍ବରୁ ସେମାନଙ୍କର…

Read More

ଭୁବନେଶ୍ଵର: ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ବର୍ତ୍ତମାନ ସୁଦ୍ଧା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଧାନ ସଂଗ୍ରହ ଜାରି ରହଛି। ପର୍ଯ୍ୟାୟକ୍ରମେ ସ୍ଥାନୀୟ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ। ବର୍ତ୍ତମାନ ସୁଦ୍ଧା ଏହି ଜିଲ୍ଲା ଗୁଡ଼ିକରୁ ୪୯,୦୫୧ ଜଣ ଚାଷୀଙ୍କଠାରୁ ଦୁଇ ଲକ୍ଷ ୨୪ ହଜାର ୭୦୪ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି। ଚଳିତ ବର୍ଷ ଗତବର୍ଷ ତୁଳନାରେ ଆଜି ସୁଦ୍ଧା ସମ୍ବଲପୁରରେ ଅଧିକ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି। ଆଜିସୁଦ୍ଧା ୧୮ ହଜାର ୮୯୧ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଥିବାବେଳେ ଗତବର୍ଷ ଏହିଦିନ ସୁଦ୍ଧା ୧୪ ହଜାର ୮୯୬ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଥିଲା। ଗତବର୍ଷ ସମ୍ବଲପୁରରେ ୨୫ ନଭେମ୍ବରରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଚଳିତବର୍ଷ ଡିସେମ୍ବର ୨ ତାରିଖରେ ଜିଲ୍ଲାରେ…

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ପେଟେଣ୍ଟ, ଡିଜାଇନ୍ ଏବଂ ଟ୍ରେଡ୍ ମାର୍କ କଣ୍ଟ୍ରୋଲର ଜେନେରାଲଙ୍କ ୨୦୨୪-୨୫ ବାର୍ଷିକ ରିପୋର୍ଟରେ ଜିଓ ପ୍ଲାଟଫର୍ମସକୁ ଭାରତର ସର୍ବବୃହତ ବିଶ୍ୱସ୍ତରୀୟ ପେଟେଣ୍ଟ ଦାଖଲକାରୀ ଭାବରେ ସ୍ଥାନିତ କରାଯାଇଛି। ଏହି ବାର୍ଷିକ ରିପୋର୍ଟ ଅନୁଯାୟୀ, ଜିଓ ପ୍ଲାଟଫର୍ମସ ଗୋଟିଏ ବର୍ଷରେ ୧,୦୩୭ ଆନ୍ତର୍ଜାତୀୟ ପେଟେଣ୍ଟ ଦାଖଲ କରିଛି। ଏହି ସଂଖ୍ୟା ଦ୍ୱିତୀୟରୁ ଦଶମ ସ୍ଥାନ ମଧ୍ୟରେ ରହିଥିବା ସମସ୍ତ ଭାରତୀୟ କମ୍ପାନୀ ଏବଂ ପ୍ରତିଷ୍ଠାନ ଦ୍ୱାରା ଦାଖଲ କରାଯାଇଥିବା ମୋଟ ପେଟେଣ୍ଟର ଦୁଇଗୁଣରୁ ଅଧିକ ରହିଛି। ଟିଭିଏସ ମୋଟର୍ (୨୩୮), ସିଏସଆଇଆର (୭୦), ଆଇଆଇଟି ମାଡ୍ରାସ (୪୪), ଏବଂ ଓଲା ଇଲେକ୍ଟ୍ରିକ (୩୧) ଭଳି ନାମ ଏହି ଦୌଡ଼ରେ ବହୁ ପଛରେ ରହିଛନ୍ତି। ଭାରତୀୟ ପେଟେଣ୍ଟକୁ ଯୋଡ଼ିଲେ ଜିଓ ୨୦୨୪-୨୫ ରେ ମୋଟ ୧,୬୫୪ ଟି ପେଟେଣ୍ଟ ଆବେଦନ ଦାଖଲ କରିଛି। ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା କମ୍ପାନୀ ପାଖରେ…

Read More

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଇଂରାଜୀ ନବବର୍ଷ-୨୦୨୬ର କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୱାଲ୍ କ୍ୟାଲେଣ୍ଡର, ଡେସ୍କ କ୍ୟାଲେଣ୍ଡର ଏବଂ ସ୍ୱତନ୍ତ୍ର ଡାଏରୀ ଉନ୍ମୋଚନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆକର୍ଷଣୀୟ ଫଟୋ ସମ୍ବଳିତ ଏହି କ୍ୟାଲେଣ୍ଡର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କୁ ଲାଗି ପରେ ଶ୍ରୀମନ୍ଦିରରେ ଉନ୍ମୋଚନ କରାଯାଇଥିଲା। ଉଭୟ କ୍ୟାଲେଣ୍ଡରରେ ବାଲୁକା କଳା, ପଟ୍ଟଚିତ୍ର, ତାଳପତ୍ର ଏବଂ ପାରମ୍ପରିକ ପଥର ଖୋଦେଇ ଚିତ୍ର ମାଧ୍ୟମରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ରଥଯାତ୍ରା ସମ୍ବନ୍ଧୀୟ ଭବ୍ୟ ଚିତ୍ରଗୁଡିକ ସ୍ଥାନ ପାଇଛି। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ୱାଲ ଓ ଡେସ୍କ କ୍ୟାଲେଣ୍ଡର ପୁରୀ ଏବଂ ଭୁବନେଶ୍ୱରସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରେ ଉପଲବ୍ଧ ହେବ। କ୍ୟାଲେଣ୍ଡର ଉନ୍ମୋଚନ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ, ଆଇନ ବିଭାଗ ପ୍ରଧାନ ସଚିବ ଡକ୍ଟର ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା…

Read More

ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରୀଙ୍କ ଆଶା କରାଯାଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଆଠଟି ଜୋନ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଏପର୍ଯ୍ୟନ୍ତ ମୋଟ ୨୪୪ଟି ଯାତ୍ରାକୁ ସୂଚିତ କରାଯାଇଛି। ଆଗାମୀ ଦିନରେ ଆହୁରି ଯାତ୍ରା ଘୋଷଣା କରାଯିବ। ୨୦୨୫-୨୬ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଇଁ ନିର୍ଦ୍ଧାରିତ ଟ୍ରେନ୍‌ଗୁଡ଼ିକର ସାରାଂଶ ରେଳ ଜୋନ୍ ଅଧିସୂଚୀତ ଟ୍ରିପ୍‌ସ ସିଆର ୭୬ ଏନଆର ୦୮ ଏସସିଆର ୨୬ ଏସଇସିଆର ୨୪ ଏସଡବ୍ଳୁଆର ୨୮ ଏନଡବ୍ଲୁଆର ୦୬ ଡବ୍ଲୁଆର ୭୨ ଏନଏଫଆର ୦୪ ମୋଟ୍ ୨୪୪ ମୁମ୍ବାଇ-ଗୋଆ (କୋଙ୍କଣ) କରିଡରରେ, ମୁମ୍ବାଇ ସିଏସଏମଟି /ଏଲଟିଟି ଏବଂ କରମାଲି/ମଡଗାଓଁ ମଧ୍ୟରେ ଦୈନିକ ଏବଂ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଚଳାଚଳ କରିବ ସହ ଏହି ରୁଟରେ ପ୍ରମୁଖ ଷ୍ଟପ୍ ଦେଇ ଗତି କରୁଛି। ଏହି ଟ୍ରେନଗୁଡ଼ିକ ଅତିରିକ୍ତ ବର୍ଥ ଏବଂ ସ୍ଲିପର ବିକଳ୍ପ ପ୍ରଦାନ କରେ। ସେହିପରି, ମୁମ୍ବାଇ-ନାଗପୁର, ପୁଣେ-ସାଙ୍ଗନେର ଏବଂ ମହାରାଷ୍ଟ୍ରର ଅନ୍ୟାନ୍ୟ ରୁଟରେ ସ୍ୱତନ୍ତ୍ର ଟ୍ରେନ…

Read More

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ପ୍ରଥମ ସୟଦ ମୁସ୍ତାକ ଅଲି ଟ୍ରଫି ଟାଇଟଲ ଜିତିଛି। ଗୁରୁବାର ଖେଳାଯାଇଥିବା ଟାଇଟଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଝାଡ଼ଖଣ୍ଡ ୨୬୨ ରନର ବିଶାଳ ସ୍କୋର କରିଥିଲା। ଇଶାନ କିଶାନ ୧୦୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଟାର୍ଗେଟ ପିଛା କରି ହରିୟାଣା ୧୯୩ ରନରେ ଅଲଆଉଟ ହୋଇଥିଲା। ଝାଡ଼ଖଣ୍ଡ ପାଇଁ ସୁଶାନ୍ତ ମିଶ୍ର ଏବଂ ବାଲ କୃଷ୍ଣ ପ୍ରତ୍ୟେକେ ତିନୋଟି ଲେଖାଏଁ ୱିକେଟ ନେଇଥିଲେ। ଇଶାନ କିଷାନ ଫାଇନାଲର ହିରୋ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଝାଡ଼ଖଣ୍ଡ ୨୬୨ ରନର ବିଶାଳ ସ୍କୋର କରିଥିଲା। ଅଧିନାୟକ ଇଶାନ କିଶାନ ୧୦୧ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ସେ ୪୯ ବଲରୁ ୧୦ଟି ଛକା ଏବଂ ୬ଟି ଚୌକା ମାରି ୧୦୧ ରନ କରିଥିଲେ। ସେ ସୟଦ ମୁସ୍ତାକ ଅଲି ଟ୍ରଫି ଇତିହାସରେ ପ୍ରଥମ ଅଧିନାୟକ ଭାବରେ ଟାଇଟଲ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ସୟଦ ମୁସ୍ତାକ…

Read More

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ଜୋହୋର ପ୍ରତିଷ୍ଠାତା ତଥା ବୈଜ୍ଞାନିକ ଶ୍ରୀଧର ଭେମ୍ବୁ। ଏ ସାକ୍ଷାତ ଆଲୋଚନାକୁ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତି। ଗ୍ରାମାଞ୍ଚଳରେ ପ୍ରଯୁକ୍ତିବିଦ୍ୟା, ପ୍ରତିଭା ଓ ମୂଲ୍ୟବୋଧର ବିକାଶ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ନୂଆଦିଲ୍ଲୀରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସାଂସଦମାନଙ୍କ ସଂସଦୀୟ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମିଶନ ବାତ୍ସଲ୍ୟ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଡ. ବଚ୍ଚବ ଶୋଭା ଦୀନେଶ, ଜୋବା ମାଝୀ, ଡକ୍ଟର ସୁଧା ମୂର୍ତ୍ତି ଏବଂ ମଞ୍ଜୁ ଶର୍ମା ପ୍ରମୁଖ ନିଜ ନିଜର ମତାମତ ବାଣ୍ଟିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଅନିଲ ମଲିକ ମିଶନ ବାତ୍ସଲ୍ୟ ଯୋଜନାର ଉଦ୍ଦେଶ୍ୟ, ପରିସର ଏବଂ ଅଗ୍ରଗତି ସମ୍ପର୍କରେ କମିଟିଙ୍କୁ ସୂଚନା ଦେବା ସହ ଏମଡବ୍ଲ୍ୟୁସିଡିର ଯୁଗ୍ମ ସଚିବ ଶ୍ରୀ ଅଜିତ କୁମାର ଏକ ବିସ୍ତୃତ ଉପସ୍ଥାପନା…

Read More

ଭୁବନେଶ୍ଵର: ଭୁବନେଶ୍ୱରରେ ଗୁରୁବାରଠାରୁ ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆରମ୍ଭ ହୋଇଛି। ଏହା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ମିଳନୀର ପ୍ରଥମ ଦିନରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନ ଇଣ୍ଡିଆ ଏଆଇ ମିଶନ ଏବଂ ଓଡ଼ିଶା ସରକାରଙ୍କ ସହଭାଗିତାରେ ‘ଏଆଇ ସମ୍ବଳର ସାର୍ବଜନୀନକରଣ ଉପରେ କାର୍ଯ୍ୟଗୋଷ୍ଠୀ ବୈଠକ’ ଅନୁଷ୍ଠିତ ହୋଇଛି। ଏହି ଅଧିବେଶନରେ ଇଜିପ୍ଟ ସହ ଅଧ୍ୟକ୍ଷତା କରିଥିବା ବେଳେ ଏଆଇ ସମ୍ବଳଗୁଡ଼ିକର ସାର୍ବଜନୀନକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଏହି କାର୍ଯ୍ୟଗୋଷ୍ଠୀ ବୈଠକରେ ବରିଷ୍ଠ ନୀତି ନିର୍ଦ୍ଧାରକ, ଶିଳ୍ପ ବିଶେଷଜ୍ଞ, ଶିକ୍ଷାବିତମାନେ ଅଂଶଗ୍ରହଣ କରିଥିଲେ। ସେମାନେ ଡାଟା ଭିତ୍ତିଭୂମି, କମ୍ପ୍ୟୁଟ୍‌  ଆକ୍ସେସ୍‌, ଦକ୍ଷତା ବିକାଶ ଏବଂ ଇଣ୍ଡିଆ ଏଆଇ ମିଶନ ଅଧୀନରେ କ୍ଷେତ୍ରୀୟ ଏଆଇ ନିୟୋଜନକୁ ନେଇ ରଣନୀତି ବିକଶିତ କରିବା ଲଗି ବିଚାରବିମର୍ଶ କରିଥିଲେ। ଭାରତ ଏଆଇ ପ୍ରଭାବ ଶିଖର ସମ୍ମିଳନୀ କାର୍ଯ୍ୟଗୋଷ୍ଠୀ ଇଣ୍ଡିଆ ଏଆଇ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏଥିରେ ସାତଟି…

Read More

ନୂଆଦିଲ୍ଲୀ: ସବକା ବୀମା ସବକୀ ରକ୍ଷା (ବୀମା ଆଇନ ସଂଶୋଧନ) ବିଲ୍‌, 2025 17.12.2025ରେ ସଂସଦରେ ଗୃହୀତ ହୋଇଛି। ଏହି ବିଲ୍‌ ବୀମା କ୍ଷେତ୍ର ସହ ଜଡ଼ିତ ତିନୋଟି ପ୍ରମୁଖ ଆଇନରେ ସଂଶୋଧନ ଆଣିବ। ଏହି ଆଇନଗୁଡ଼ିକ ହେଲା- ବୀମା ଆଇନ, 1938, ଭାରତୀୟ ଜୀବନ ବୀମା ନିଗମ ଆଇନ, 1956 ଏବଂ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ଆଇନ, 1999। ଏହି ବିଲ୍‌ର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ବୀମା କମ୍ପାନୀଗୁଡ଼ିକରେ 100 ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ନିବେଶକୁ ଅନୁମତି ଦେବା। ଏହା ଅଧିକ ବିଦେଶୀ କମ୍ପାନୀଙ୍କ ପାଇଁ ଭାରତରେ ପ୍ରବେଶ ଦ୍ୱାର ଖୋଲିବ। ଏହି ପଦକ୍ଷେପ ପୁଞ୍ଜି ବୃଦ୍ଧି କରିବା, ଉନ୍ନତ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ସହଜ କରିବା ସହିତ ନିଯୁକ୍ତି ସୁଯୋଗ ବଢ଼ାଇବ। ପ୍ରତିଯୋଗିତା ବୃଦ୍ଧି ପାଇଲେ ଉତ୍ପାଦ ଏବଂ ସେବାରେ ଦକ୍ଷତା ବୃଦ୍ଧି ପାଇବ, ଯାହା…

Read More

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୫ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଆଜି ଦୁଇ ଫାଇନାଲିଷ୍ଟ ନିର୍ଣ୍ଣୟ ହେବ। ଆଜି ଉଭୟ ସେମି ଫାଇନାଲ ଖେଳାଯିବ। ପ୍ରଥମ ସେମିଫାଇନାଲ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ। ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ହେବ। ଏହାର ଅର୍ଥ ହେଉଛି ଫାଇନାଲ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାର ସମ୍ଭାବନା ଅଛି। ସେମିଫାଇନାଲ ମ୍ୟାଚ୍‌ର ସୂଚୀ, ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ ଜାଣନ୍ତୁ। ୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୫ରେ ଥିବା ଆଠଟି ଦଳକୁ ଚାରିଟି ଲେଖାଏଁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ଭାରତ ଏବଂ ପାକିସ୍ତାନ ସମାନ ଗ୍ରୁପ୍‌ ଏ’ରେ ଥିଲେ। ଆୟୁଷ ମହାତ୍ରେଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ସେମାନଙ୍କର ତିନୋଟି ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ପାକିସ୍ତାନ ତିନୋଟି ମ୍ୟାଚ୍‌ରୁ ଦୁଇଟି ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା।…

Read More

ନୂଆଦିଲ୍ଲୀ: ଓମାନର ସୁଲତାନ ହାଇଥାମ ବିନ୍ ତାରିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ-ଓମାନ ସମ୍ପର୍କ ଏବଂ ତାଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ପ୍ରତି ଅସାଧାରଣ ଅବଦାନ ପାଇଁ ‘ଅର୍ଡର ଅଫ୍ ଓମାନ’ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଦୁଇ ଦେଶ ମଧ୍ୟରେ ପୁରୁଣା ବନ୍ଧୁତାକୁ ଉତ୍ସର୍ଗ କରିବା ସହ ଭାରତର ୧୪୦ କୋଟି ଜନସାଧାରଣ ଏବଂ ଓମାନ ଲୋକଙ୍କ ମଧ୍ୟରେ ସ୍ନେହ ଓ ପ୍ରେମର ପ୍ରତୀକ ବୋଲି କହିଛନ୍ତି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂରଣ ସହ ପ୍ରଧାନମନ୍ତ୍ରୀଙ୍କ ଓମାନ ଗସ୍ତ ସମୟରେ ଏହି ସମ୍ମାନ ପ୍ରଦାନ, ଏହି ଅବସର ଏବଂ ରଣନୈତିକ ସହଭାଗୀତା ପାଇଁ ବିଶେଷ ଗୁରୁତ୍ୱ ପ୍ରଦାନ କରିଛି। ୧୯୭୦ ମସିହାରେ ମହାମହିମ ସୁଲତାନ କାବୁସ୍ ବିନ୍ ସୈଦଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ‘ଅର୍ଡର ଅଫ୍ ଓମାନ’, ଜନସାଧାରଣଙ୍କ ଜୀବନ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଅବଦାନ ପାଇଁ ମନୋନୀତ ବିଶ୍ୱ ନେତାମାନଙ୍କୁ ପ୍ରଦାନ କରାଯାଇଥାଏ।

Read More

ମେଷ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ। ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ। ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ । ବୃଷ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ। ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ…

Read More

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ‘ବନ୍ଦେ ଭାରତ’ ଟ୍ରେନରେ ଯାତ୍ରୀମାନଙ୍କୁ ସ୍ଥାନୀୟ ଖାଦ୍ୟ ପରଷିବା ପାଇଁ ପଦେକ୍ଷପ ଗ୍ରହଣ କରିଛି। ଏହା ସହିତ ୨୨୮୯୫ ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନେ ଓଡିଆ ଖାଦ୍ୟ ପାଇପାରିବେ। ଯାତ୍ରୀମାନେ ଓଡିଶାର ଆଳୁ ଫୁଲକୋବି ପ୍ରସ୍ତୁତ ସୁସ୍ୱାଦୁ ବ୍ୟଞ୍ଜନର ମଜା ଉଠାଇବେ। ସେହିଭଳି ୨୨୮୯୫ ଏଚଡବ୍ଲୁଏଚ-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମିଳିବ ଆଳୁ ପୋଟଳ ଭଜା। ବନ୍ଦେ ଭାରତର ଯାତ୍ରୀମାନେ ମଧ୍ୟ ଟ୍ରେନ ଭିତରୁ ନିଜ ମନ ପସନ୍ଦର ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, କେରଳ, ବିହାର ଏବଂ କାଶ୍ମୀରର ଆଞ୍ଚଳିକ ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିପାରିବେ। ଭାରତୀୟ ରେଳବାଇ, ଆଇଆରସିଟିସି ମାଧ୍ୟମରେ, ସାଂସ୍କୃତିକ ଦୃଷ୍ଟିରୁ ପ୍ରାସଙ୍ଗିକ ଖାଦ୍ୟ ଏବଂ ପ୍ରାମାଣିକ ସ୍ଥାନୀୟ ସ୍ୱାଦ ପ୍ରଦାନ କରି ଯାତ୍ରୀଙ୍କ ଅଭିଜ୍ଞତାକୁ ଆହୁରି ବୃଦ୍ଧି କରିବା ପାଇଁ ବନ୍ଦେ ଭାରତ ଟ୍ରେନରେ ଆଞ୍ଚଳିକ ବ୍ୟଞ୍ଜନ ସେବା ଆରମ୍ଭ କରିଛି। ଏହି ପଦକ୍ଷେପ ଦ୍ୱାରା ଯାତ୍ରୀମାନେ ସିଧାସଳଖ ଭାରତର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କଟରେ ଓମାନର ସୁଲତାନ ହାଇଥାମ ବିନ ତାରିକଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଜପ୍ରାସାଦରେ ପହଞ୍ଚିବା ପରେ ମହାମହିମ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ଆନୁଷ୍ଠାନିକ ସ୍ୱାଗତ ମଧ୍ୟ କରାଯାଇଥିଲା। ଦୁଇ ନେତା ସିଧା ସଳଖ ଏବଂ ପ୍ରତିନିଧିମଣ୍ଡଳୀ ସ୍ତରୀୟ ସାକ୍ଷାତ କରିଥିଲେ। ସେମାନେ ବହୁମୁଖୀ ଭାରତ-ଓମାନ ରଣନୈତିକ ଭାଗିଦାରୀର ବିସ୍ତୃତ ସମୀକ୍ଷା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ, ଭାରତ-ଓମାନ ସମ୍ପର୍କ ପାଇଁ ଏହି ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଛି କାରଣ ଉଭୟ ଦେଶ ଚଳିତ ବର୍ଷ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପାଳନ କରୁଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ଭାବେ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ରାଜିନାମା (ସିଇପିଏ) ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରି କହିଥିଲେ, ଏହା ରଣନୈତିକ ଭାଗିଦାରୀକୁ ଏକ ବଡ଼…

Read More