The much awaited event Make in Odisha II has taken off with a bang in the state capital . Speaking at the occasion many top honchos from the country including the chairman of the Reliance industries Mukesh Ambani extolled the potential Odisha offers as a favourite destination and he looked forward to further investment here. It is yet another precursor which will ensure enormous business and growth opportunities , the chief minister Naveen Patnaik had said. All the guests from the world of business and other sectors were heard heaping praises on the chief minister for making the state the…
Author: Samikhsya Bureau
Now a lot is being spoken about the new regional outfit Damodar Rout has announced to form. When Rout was sacked by Naveen Patnaik, erstwhile prominent BJD leader Baijayant Jay Panda was the first leader who reached to console a beleaguered Rout at his residence. When Rout recently hinted about the formation of a new outfit to counter the BJD regime under Naveen, the former kept the name of Panda at the top of the list.
ସମୀକ୍ଷା ବ୍ୟୁରୋ – ରାଜନୀତି କରୁଥିବା ଲୋକମାନେ ଟେଲିଭିଜନ ପରଦାରେ ଯେମିତି ଦିଶନ୍ତି, ଅସଲ ଜୀବନରେ ସେମାନଙ୍କ ଚେହେରା ଯେ କେତେ ଭିନ୍ନ ତାହାର ଏକ ପ୍ରମାଣ, ପୂର୍ବତନ ବିଜେଡି ନେତା ଦାମୋଦର ରାଉତଙ୍କ ଏକ ସାକ୍ଷାତକାରରୁ ମିଳୁଛି। ବିଜୁ ପରିବାରକୁ ଏକାଠି କରି ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ବିଜେଡିର ଦୁଇ ପୂର୍ବତନ ନେତା ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା ପରସ୍ପରକୁ କେତେ ଭଲ ପାଆନ୍ତି ତାହାର ଜ୍ଵଳନ୍ତ ପ୍ରମାଣ ଏବେ ଏକ ନିର୍ଦ୍ଦିଷ୍ଟ ଡିଜିଟାଲ ଚାନେଲରୁ ଦେଖିବାକୁ ମିଳିଛି। ଏହି ଚାନେଲ ତରଫରୁ ଦାମୋଦର ରାଉତଙ୍କ ୧୦ ମିନିଟ ୪୦ ସେକେଣ୍ଡର ଏକ ଭିଡିଓ ପ୍ରସାରଣ କରାଯାଇଛି। ଏଥିରେ ବୈଜୟନ୍ତଙ୍କ ପ୍ରତି ଦାମଙ୍କ ଧାରଣା କ’ଣ ସେ ବିଷୟରେ ଗୋଟେ ସ୍ପଷ୍ଟ ଚିତ୍ର ମିଳିଯାଉଛି। ଦାମଙ୍କ ମତରେ- ବୈଜୟନ୍ତ ମୂଳତଃ ଜଣେ ବ୍ୟବସାୟୀ, ତାଙ୍କର କୌଣସି ରାଜନୈତିକ ଏଜେଣ୍ଡା…
Mumbai police has arrested a retired Naval officer on charges of duping job seekers to the tune of Rs.36 lakh. The incident came to light through a leak when someone among the job seekers informed to the police. The ex-Naval officer Trineta runs an academy in Vishakhapatnam had fleeced six such job seekers taking Rs.6 lakh from each of them and interestingly. the accused had issued them appointment letters. The accused was arrested on charges of duping and forging documents.
It is all about timing and chief minister of Odisha Naveen Patnaik has down the years acquired the much needed knack for it. Make in Odisha II has taken off today making way for the Juggernaut to roll on as Patnaik aims to cajole over 800 business honchos to invest in a new climate of business . The spot-light zooms from a 14 acre expanse decked up Janata Maidan where Ambanis and Tatas are among the many who would add up to the initiative taken by the chief minister using such occasions as instruments to jack up investment, and politics…
Love can not be measured by integral calculus. That is what an eighty three year old husband proved before he died. Faizal Hassan Qadri, who is no more, had built a mini Taj Mahal in Bulendshahar in Uttar Pradesh, in memory of his wife died on Friday in a road accident. According to his relatives Faizal Hassan shall be buried along side his wife within the same structure.
Both the opposition parties in Odisha have come down on the government’s much hyped Make in Odisha carnival aimed to bolster the investment in the business sector in Odisha. Calling it a pre-poll political image building measure the BJP has said that when only 8 % projects were set up and 22 went back,it’s all exercise in futility. While the Congress has dubbed it as a mere ‘smoke bomb’ and has no bearing on reality.
With air index level crossing 300, life in the national capital has become bad to worse each passing day. More so, after the Diwali the the index touching to 400. So difficult has become the situation that the authorities resorted to water spraying in several places to reduce the level of air pollution.
An ex-employee of the Tatas Vishwas Panday has shot dead a manager in the company by spraying bullets point blank. Arindam Pal , a senior manager at the stockyard of Tata Steel was in his cabin when the accused entered the cabin and shot him dead . Vishwas was in fact sacked from the company for indiscipline earlier and is now absconding.. The incident took place Haryana.
On the polls scheduled from Nov.12 to Dec 7, the Election Commission has imposed the ban on all exit polls. The states where polls to be held are Telengana, Madhya Pradesh, Rajasthan, Vhhattisgarh and Mizoram in which the polls are to be conducted in two phases and the ban remains effective on Electronics, print and the digital media. The ban was contemplated by the EC as per the Section 126(1) of the Representation of the People Act(1951) , ‘portraying any election related matter including results of any opinion poll or any other poll survey ” in any electronics media would…
Just days after the Diwali the Oil Marketing Companies (OMC) brought little respite for the consumers by slashing the fuel prices in India. Going by the latest input from the OMCs petrol prices have been reduced by 17 paise whereas the prices of diesel was cut down by 16 paise in the national capital. According to reports from Reuters there is a slash in International Oil prices by about $15 in one month. Whereas there was a quick peak in the month of October climbing to its highest almost in two and half years.
The BJD Rajya sabha MP Soumya Ranjan Patnaik has surprised all in the BJD by stating that as on date the chief secretary of the State even may not be aware of the details as how many schemes are there for the education sector. Soumya was speaking at a memorial meeting in Khurda of late Abanai Baral . He also said that the teachers are so divided that even they may not be knowing who is from which group. He also added that the schemes should be carefully handled.
ସମୀକ୍ଷା ବ୍ୟୁରୋ – ୨୦୧୨ ରେ ଓଡିଶା ରାଜନୀତିର ସବୁଠୁ ଚର୍ଚ୍ଚିତ ଶବ୍ଦ ଥିଲା “ବ୍ରହ୍ମାସ୍ତ୍ର”। ସେହି ବର୍ଷ ୨୯, ମଇ ସନ୍ଧ୍ୟାରେ ତତ୍କାଳୀନ ବିଜେଡି ର ଦ୍ଵିତୀୟ କ୍ଷମତା କେନ୍ଦ୍ର ପ୍ୟାରୀ ମୋହନ ମହାପାତ୍ର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ପ୍ୟାରୀଙ୍କ ପ୍ରତିଷ୍ଠା ଓ ପତିଆରା ଥିଲା ଅଲଗା। ବିଜେଡ଼ିର ସଂଗଠନ କୁ ସେ ନିଜ ହାତ ମୁଠାରେ ରଖିଥିଲେ ଓ ସରକାର ଉପରେ ମଧ୍ୟ ତାଙ୍କର ପ୍ରଚଣ୍ଡ ପ୍ରଭାବ ଥିଲା। ପ୍ୟାରୀ ବାବୁଙ୍କ ଇଚ୍ଛା ରେ ଦଳ ଓ ସରକାର ଚାଲୁଥିଲା। ଏପରିକି ବିଜେଡି ବିଧାୟକ ଦଳରେ ତାଙ୍କର କେତେଜଣ ଅତ୍ୟନ୍ତ ଅନୁଗତ ବିଧାୟକ ରହିଥିଲେ, ଯେଉଁମାନେ ପ୍ୟାରୀଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ବିଜେଡ଼ିରୁ ତଡା ଖାଇଥିଲେ। ଏତେ କ୍ଷମତା ଓ ପ୍ରଭାବ ସତ୍ତ୍ୱେ ପ୍ୟାରୀ ବାବୁ ବିଜେଡି ରୁ ବହିଷ୍କୃତ ହେବାର ଅଳ୍ପ କେତେ ମାସ ଭିତରେ ଓଡିଶା ରାଜନୀତିରେ…
ସମୀକ୍ଷା ବ୍ୟୁରୋ – ଭାରତର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଲେ- ତମ ଲାଗି ଜେଲ ସବୁଠୁ ସୁରକ୍ଷିତ ସ୍ଥାନ। ତାପରେ ବି ଜେଲ ରେ ଥିବା ଅଭିଜିତ ଆୟାର ମିତ୍ରଙ୍କୁ ବାକ ସ୍ବାଧିନତାର ଆଳ ଦେଖାଇ ଦିଲ୍ଲୀ ଓ ଭୁବନେଶ୍ୱର ର କିଛି ସାମ୍ବାଦିକ ନିରବଚ୍ଛିନ୍ନ ଭାବରେ ସମର୍ଥନ ଦେଇ ଚାଲିଛନ୍ତି। କ୍ଷମା ମାଗି ସାରିବା ପରେ ତାଙ୍କୁ ଜେଲ ରେ ରଖିବାର ଆଉ ଯଥାର୍ଥତା ନାହିଁ ବୋଲି କିଛି ସାମ୍ବାଦିକ କହିଛନ୍ତି ଓ ସେମାନଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସମର୍ଥନ କରିଛନ୍ତି। ତେବେ ଏ ମାମଲା ଏବେ ଅଦାଲତର ବିଚାରାଧୀନ ରହିଥିବାରୁ, ଗଣ ମାଧ୍ୟମରେ କ୍ଷମା ମାଗିବା, ନ ମାଗିବା ଆଉ ପ୍ରସଙ୍ଗ ହୋଇ ରହିନାହିଁ। ଅଭିଜିତ ଏବେ ଗିରଫ ହୋଇ ଜେଲ ରେ ଅଛନ୍ତି। ତାଙ୍କର ପୋଲିସ ରିମାଣ୍ଡ ସରିବା ପରେ ଏବେ ତାଙ୍କୁ ଆଉ ୧୪ ଦିନ ପାଇଁ ବିଚାର ବିଭାଗୀୟ…
The Prime Minister, Shri Narendra Modi, today celebrated Diwali with jawans of the Indian Army and ITBP, at Harsil in Uttarakhand. Greeting the jawans on the occasion, the Prime Minister said that their devotion to duty in the remote icy heights, is enabling the strength of the nation, and securing the future and the dreams of 125 crore Indians. He said that Diwali is the festival of lights; it spreads the light of goodness and dispels fear. He said that the jawans, through their commitment and discipline, are also helping to spread the sense of security and fearlessness among the…
The 5th edition of the 10-day “Women of India National Organic Festival 2018” organised by the Ministry of Women & Child Development culminated on the night of Sunday, 4th November, at the expansive grounds of Indira Gandhi National Centre for the Arts, Janpath Road. Over the 10 days, women farmers and entrepreneurs from across the country, participated with vast variety of organic products ranging from food and fabrics to wellness and personal care participated in this festival, which is an annual affair. This year, the total sales by the women farmers and entrepreneurs who came from 26 States, were a record of over Rs. 2.75 crore,…
ସମୀକ୍ଷା ବ୍ୟୁରୋ – ପରିଶେଷରେ ବିଜେଡ଼ିର ବହିସ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି। ଚଳିତ ବର୍ଷ ଜାନୁଆରୀ ମାସରେ ବିଜେଡ଼ିରୁ ବହିସ୍କୃତ ହେବାପରେ ବୈଜୟନ୍ତଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା। ତେବେ ନୀତିଗତ ଭାବରେ ବୈଜୟନ୍ତ ଦକ୍ଷିଣପନ୍ଥୀ ବିଚାର ସହିତ ସହଜରେ ରହି ଆସିଛନ୍ତି। ସଂଘ ପରିବାର ସହିତ ତାଙ୍କର ଘନିଷ୍ଠତା ବେଶ ଜଣାଶୁଣା। ବିଶେଷ କରି ସଂଘର ବିଜେପି ଚେହେରା ଭାବରେ ପରିଚିତ ରାମ ମାଧବଙ୍କ ସହିତ ବୈଜୟନ୍ତଙ୍କ ବନ୍ଧୁତ୍ଵ ରହିଛି। ପୂର୍ବରୁ ସଂଘ ସହିତ ନିବିଡତା ଥିବା କିଛି ସାମ୍ବାଦିକଙ୍କ ଜରିଆରେ ବୈଜୟନ୍ତଙ୍କ ବିଜେପି ପ୍ରବେଶ ପାଇଁ ଉଦ୍ୟମ ହୋଇଥିଲା। ଗୋଟେ ସମୟରେ ବିଜେପି ଓ ସଂଘର ମୁଖପତ୍ର ଭଳି କାମ କରୁଥିବା ଅର୍ଣ୍ଣବ ଗୋସ୍ଵାମୀଙ୍କ ରିପବ୍ଲିକ ଟିଭି ବୈଜୟନ୍ତ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଖବର ପ୍ରଚାର କରିଥିଲା।…
ସମୀକ୍ଷା ବ୍ୟୁରୋ – କର୍ଣ୍ଣାଟକ ଉପ ନିର୍ବାଚନ ର ଫଳାଫଳ କେବଳ ରାଜ୍ୟ ପାଇଁ ନୁହେଁ, ଏହା ଜାତୀୟ ରାଜନୀତି ପାଇଁ ମଧ୍ୟ ଏକ ସ୍ପଷ୍ଟ ସଙ୍କେତ ଦେଉଛି। ବିଜେପିର ଦୂର୍ଗ ବୋଲି କୁହାଯାଉଥିବା ବେଲାରୀ ଲୋକସଭା ଆସନରେ କଂଗ୍ରେସର ବିପୁଳ ବିଜୟ ଭବିଷ୍ୟତରେ ବିଜେପିର ନିର୍ବାଚନୀ ସମ୍ଭାବନା କୁ ମଳିନ କେରିଦେଇଛି। ଏହି ଆସନରେ ଖଣି ଦୁର୍ନୀତି ପାଇଁ କୁଖ୍ୟାତ ରେଡ୍ଡୀ ପରିବାରର ଅତ୍ୟନ୍ତ ଘନିଷ୍ଠ ଶ୍ରୀରାମୁଲୁଙ୍କ ଭଉଣୀ ଜେ. ଶାନ୍ତା ବିଜେପି ଟିକେଟରେ ନିର୍ବାଚନ ଲଢୁଥିଲେ। ତାଙ୍କୁ କଂଗ୍ରେସ ପ୍ରାର୍ଥୀ ଭି.ଏସ.ଉଗ୍ରାପ୍ପା ୨୪୩୦୦୦ ରୁ ଅଧିକ ଭୋଟ ରେ ହରାଇଛନ୍ତି। ଏହା ସହିତ ଅନ୍ୟ ଏକ ଲୋକସଭା ଆସନ ମାଣ୍ଡ୍ୟାରେ ଜନତା ଦଳ -ଏସ ର ପ୍ରାର୍ଥୀ ଏଲ.ଆର.ଶିବରାମେଗୌଡ ବିଜୟୀ ହୋଇଛନ୍ତି। କେବଳ ଶିବମୋଗା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଦୁୟୁରପ୍ପା ଙ୍କ ପୁଅ ବି.ୱାଇ.ରାଘବେନ୍ଦ୍ର ଜିତିଛନ୍ତି। ୫ ଟି ଲୋକସଭା ଓ ବିଧାନସଭା ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ…
କେଦାର ମିଶ୍ର – କୃଷି ବିଶେଷଜ୍ଞ ମାନେ କହୁଛନ୍ତି ଭାରତରେ ପ୍ରତି ୨୪ ଘଣ୍ଟା ରେ ୨୦୨୪ ଜଣ ଚାଷୀ ଚାଷ ଚାଷ କାମ ଛାଡିବାକୁ ବାଧ୍ୟ ହେଉଛନ୍ତି। ୨୦୧୧ ଜନଗଣନା ରିପୋର୍ଟ ରେ ଏହି କଥା ପ୍ରମାଣିତ ହୋଇସାରିଛି। ଭାରତରେ ଚାଷୀ ମାନେ ବାଧ୍ୟ ହୋଇ ଚାଷକାମ ଛାଡୁଥିବାର ବହୁ କାରଣ ଭିତରୁ ସବୁଠୁ ବଡ କାରଣ ହେଉଛି, ୧୯୯୨ ପରଠୁ ଭାରତର ପ୍ରାୟ ପ୍ରତ୍ୟେକ ସରକାର ଗ୍ରହଣ କରିଥିବା ଚାଷ ଓ ଚାଷୀ ବିରୋଧୀ ନୀତି। କର୍ପୋରେଟ ଅର୍ଥନୀତିରେ ଚାଷୀମାନଙ୍କୁ ସରକାରୀ ସବସିଡି ଉପରେ ନିର୍ଭରଯୋଗ୍ୟ ପରଜୀବୀ ବୋଲି କୁହାଯାଉଛି। ରାଜନୈତିକ ଦଳମାନେ ଉପରେ ଉପରେ ଚାଷୀଙ୍କ ସ୍ଵାର୍ଥ ଓ ଉନ୍ନତିର କଥା କହୁଥିଲେ ମଧ୍ୟ ସରକାରୀ ନୀତି ଓ ଯୋଜନାରେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେବାଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ସେଇ ପୃଷ୍ଠଭୂମିରେ ନଭେମ୍ବର ୫ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ରେ ପ୍ରବେଶ କରିବାକୁ ଚାହୁଁଥିବା…
ପ୍ରତୁଲ୍ ଦାଶ,ସମକାଳୀନ ଭାରତୀୟ ଚିତ୍ର ଜଗତରେ ଏକ ଚର୍ଚ୍ଚିତ ନାମ। ଚିତ୍ର ସଂରଚନାରେ ଅଭିନବ ରୀତି ଓ ଅଣପାରମ୍ପରିକ କଳା ସଂସ୍ଥାପନା ପାଇଁ ପ୍ରତୁଲଙ୍କ ସୁନାମ ରହିଛି। ତାଙ୍କର ଜନ୍ମ ଓଡିଶାର ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ । ତାଙ୍କର କଳାକର୍ମଗୁଡିକ ଭିନ୍ନ ଭିନ୍ନ ଧାରଣାକୁ ଆଧାର କରି ସୃଷ୍ଟ । ବି.କେ କଲେଜ ଭୁବନେଶ୍ୱରରୁ ସ୍ନାତକ ଏବଂ ଦିଲ୍ଲୀ କଲେଜ ଅଫ୍ ଆର୍ଟରୁ ସ୍ନାକତ୍ତୋର କରିବା ପରେ ସେ ଏବେ ଦିଲ୍ଲୀରେ ଚିତ୍ରାଭ୍ୟାସ କରୁଛନ୍ତି ।ପ୍ରତୁଲ ନିଜ ବିଷୟବସ୍ତୁ ଚୟନ ବେଳେ ବାସ୍ତବତା ଓ ସାମାଜିକ ଜୀବନର ଛୋଟ ଛୋଟ ଘଟନା ସହ ନିଜକୁ ସାମିଲ କରନ୍ତି। ତାଙ୍କ ଚିତ୍ର କାନଭାସ ରେ ହେଉ ବା ସଂସ୍ଥାପନା କ୍ଷେତ୍ରରେ, କେବେ କେମିତି ଅଡିଓ ଭିଜୁଆଲ ନିର୍ମାଣରେ ମଧ୍ୟ ସେ କୁହୁକ ସର୍ଜନ କରିପାରନ୍ତି। ତାଙ୍କ ଚିତ୍ର ସାଧାରଣ ମଣିଷର କଥାକୁ ଅସାଧାରଣ କଳାଶକ୍ତି ପ୍ରଦାନ କରିବାରେ ସମର୍ଥ। ନିଜର କଳାତ୍ମକ ଉପସ୍ଥାପନାରେ…
Assuring the people of Odisha of their fellow denizens’ safety, Uttarakhand Chief Minister Trivendra Singh Rawat tweeted that has already issued orders for the safe evacuation of the Odia pilgrims stranded in Badrinath. In the tweet, Rawat mentions, “I have issued orders for the safe evacuation of all the pilgrims of Odisha who are stranded here. We will take steps to ensure safety & security of everyone.” The tweet came close on the heels of a letter that was written by Joint Commissioner of Relief Pravat Ranjan Mohapatra to the District Collector of Chamoli. In the letter, Mohapatra had sought…