Author: Samikhsya Bureau

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏକ ସମୁୂହ ସମାଜ ଗଠନ ଉପରେ ଗୁରୁତ୍ଵାରୋପ କରିଥିଲେ, ଯେଉଁଥିରେ ପ୍ରତ୍ୟେକ ନାଗରିକର ଅବଦାନ ରହିବ ଓ ଉନ୍ନତି ହୋଇପାରିବ। ସୋଆ ଦ୍ୱାରା ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ନିମନ୍ତେ ସ୍ଥାପିତ ସୋଆ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ସାରା ଦେଶରୁ ପ୍ରାୟ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଐତିହାସିକ, ସମାଲୋଚକ ଓ କଳାକାର ଯୋଗ ଦେଇଛନ୍ତି। ଅର୍ଥନୈତିକ ପ୍ରଗତି ଓ ବ୍ୟକ୍ତିଗତ ସଫଳତା ପଛରେ ଧାଇଁ ସାମୂହିକ ସଂଲଗ୍ନତାକୁ ଅଣଦେଖା ନ କରିବାକୁ ମତ ଦେଇ ଡକ୍ଟର ରାୟ ସାମାଜିକ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ଟ୍ରଷ୍ଟବୋର୍ଡ଼ର ପୂର୍ବତନ ସଭାପତି, ବିଶିଷ୍ଠ ଜନପ୍ରିୟ ହୋମିଓପ୍ୟାଥି ଡାକ୍ତର, ସମାଜ ସେବୀ କାଶିନାଥ ମିଶ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସ୍ମୃତିସଭା ଜନ୍ମମାଟି ଭୀମପୁରସ୍ଥ ସାମନ୍ତରାପୁରର ଆରାଧ୍ୟ ଠାକୁର ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ବିଭୂତି ଭୂଷଣ ନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ଡଃ ଚାନ୍ଦ କିଶୋର ତ୍ରିପାଠୀ, ଶିକ୍ଷାବିତ୍‌ ବାଳମୁକୁନ୍ଦ ଦାସ,ରାଜେନ୍ଦ୍ର ପ୍ରସାଦ ରଥ, ମଧୁସୂଦନ ନନ୍ଦ, ଗଣେଶ୍ଵର ମୁଦୁଲି, ନାରାୟଣ ମହାନ୍ତି, ରବୀନ୍ଦ୍ରକୁ ମାର ସାହୁ,ରାସବିହାରୀ ସାହୁ, ବୈରାଗୀ ଚରଣ ବେହେରା, ନନ୍ଦ କିଶୋର ବାରିକ, ଅଶୋକ ରାଉତ, ଅଶୋକ ନନ୍ଦ, ରାଜକିଶୋର ନନ୍ଦ, ପ୍ରଦୀପ ନନ୍ଦ ପ୍ରମୁଖ ସ୍ୱର୍ଗତ ମିଶ୍ରଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ନାମରେ ଭୀମପୁର ଠାରୁ ଐତିହାସିକ ପଲଟଣ ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାଟିକୁ କାଶିନାଥ ମିଶ୍ର…

Read More

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ୨୯ତମ ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ ହୋଇ ଯାଇଛି। ଏଥିରେ ବ୍ଲକରୁ ମୋଟ ୨୫୭ଟି ପ୍ରକଳ୍ପ ଧରି କୁନି କୁନି ବୈଜ୍ଞାନିକମାନେ ଏହି ବାଲ ବୈଜ୍ଞାନିକ ପ୍ରଦାର୍ଶନିରେ ଅଂଶ ଗ୍ରହଣ କରି ନିଜ ନିଜର ବୈଜ୍ଞାନିକ ଚିନ୍ତାଧାରା କୁ ପ୍ରଦର୍ଶିତ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ସମ୍ମାନିତ ଅତିଥି ଭାବେ ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତିସଭ୍ୟ ତପନ କୁମାର ପ୍ରଧାନ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶାନ୍ତିଲତା ଦେଇ ପ୍ରମୁଖ ଯୋଗ ଦେଇଥିଲେ।  ଏହି କାର୍ଯ୍ୟକ୍ରମକୁ ରଣପୁର ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ବନଲତା ବେହେରା ପରିଚାଳନା କରିଥିବା ବେଳେ ଆବାହକ ତଥା ସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ନଂ ଟିଏନ୍୩୪ ଏବି ୩୮୧୧ ଆନ୍ଧ୍ର ପଟେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ସ୍କୁଟି ମୋଟରସାଇକେଲକୁ ପଛରୁ ଧକ୍କା ଦେଇଥିଲା। ଯାହା ଫଳରେ ସ୍କୁଟିରେ ବସିଥିବା ୧୫ ବର୍ଷିୟା ବାଳିକା ତଳେ ଛିଟିକି ପଡ଼ିଯାଇଥିଲା ଏବଂ ଉକ୍ତ ଟ୍ରକ୍ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ନାବାଳିକାର ମୃତ୍ୟୁ ଘଟିଥିଲା। ମୃତକ ନାବାଳିକାର ନାମ ଲିପା ପ୍ରଧାନ ବୋଲି ଜଣାପଡିଛି। ତେବେ ଗାଡ଼ି ଚଳାଉଥିବା ଭିଣୋଇ ଟୁନା ପ୍ରଧାନ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଟୁନାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ମୃତ ଲିପା ର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବଂ ପରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ କୁ ପୋଲିସ ଜବତ କରିବା ସହ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଦୀର୍ଘଦିନର ଶାସନରେ ପିସି କାରବାର, ବିନା ଗ୍ରାମସଭାରେ ପ୍ରକଳ୍ପ ସମ୍ପାଦନ, ୫-ଟି ନାମରେ ଜାଲିଆତି, ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ବାଣପୁର ବ୍ଲକରେ ମନମୁଖୀ କାର୍ଯ୍ୟ ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଆଜି ବାଣପୁର ବ୍ଲକ ଘେରାଉ କରାଯାଇଛି। ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀ ଶ୍ରୀ ଚକାଦେବଙ୍କ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବ୍ଲକର ସମ୍ମୁଖ ଗେଟ ବନ୍ଦ କରି ସେଠାରେ ପ୍ରତିବାଦ ସଭା କରାଯାଇଥିଲା। ଜନସାଧାରଣଙ୍କୁ ରାଜ୍ୟ ସରକାର ଦୀର୍ଘ ଚବିଶ ବର୍ଷ ଧରି ଶୋଷଣ କରିଚାଲିଛନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ। ତତସହିତ ଗରିବ ଲୋକଙ୍କ ପଇସା ଚିଟଫଣ୍ଡ କମ୍ପାନୀ ମାନେ ଠକିଥିବା ବେଳେ ସରକାର କର୍ପସ ଫଣ୍ଡ ଦ୍ୱାରା ଟଙ୍କା…

Read More

ଭୁବନେଶ୍ବର: ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଜୟଦେବ ଭବନଠାରେ ରାଜ୍ୟ ଏନଏସଏସର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରସ୍କାର ବିତରଣ ଉତ୍ସବରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାଶ ନାୟକ, ଏନଏସଏସ ରିଜିଓନାଲ ଡ଼ାଇରେକ୍ଟର ସରିତା ପଟେଲ, ସ୍ବତନ୍ତ୍ର ସଚିବ ଶ୍ରୀ ରମାକାନ୍ତ ନାୟକ, ରାଜ୍ୟ ଏନଏସଏସ ଅଫିସର ଡ଼  ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସମାଜ ସେବା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ବର ବିକାଶ ସାଧନ କରିବା ଜାତୀୟ ସେବା ଯୋଜନା(ଏନଏସଏସ)ର ମୂଳ ଲକ୍ଷ୍ୟ। କାର୍ଯ୍ୟକ୍ରମରେ ଶ୍ରୀ ନାୟକ କହିଥିଲେ ଯେ, ଆମେ ସମସ୍ତେ ଜଣେ ଜଣେ ସ୍ବେଚ୍ଛାସେବୀ। ଆମ ମହାପୁରୁଷ ଗାନ୍ଧୀ, ଗୋପବନ୍ଧୁ ସଭିଁଏ ଜଣେ ଜଣେ ସ୍ବେଚ୍ଛାସେବୀ ଥିଲେ। ବାହାନଗା ବିପତ୍ତି ସମୟରେ ଏନଏସଏସର ସ୍ବେଚ୍ଛାସେବୀ ଯୁବକଯୁବତୀ ମାନଙ୍କୁ ମଣିଷ ଆମ୍ବୁଲାନ୍ସର…

Read More

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଗାଁର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଗ୍ରାଉଣ୍ଡ ଜିରୋରେ କିଭଳି ବିକାଶ କାର୍ଯ୍ୟ ହେଉଛି, ତାହାକୁ ପରଖିବା ପାଇଁ ବିଭନ୍ନ ସଚିବ ମାନଙ୍କୁ ରାଜ୍ୟ ସରକାର ନୋଡାଲ ଅଫିସର ଭାବେ ନିଯୁକ୍ତ କରିଛନ୍ତି। ସଚିବମାନେ ମାସକୁ ମାସ ଜିଲ୍ଲା ଗସ୍ତ କରିବେ ଗାଁର ବିକାଶ ପରଖିବେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଥିବା ମହିଳା ଶିଶୁ ବିକାଶ ସଚିବ ଶୁଭା ଶର୍ମା ଆଜି ଦିନିକିଆ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଗସ୍ତ କରିଛନ୍ତି।  ଦିନିକିଆ ଗସ୍ତ କରି ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଗସ୍ତ କରିବା ସହ ରାଜ୍ୟସରକାଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ସ୍କୁଲ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ପ୍ରଥମେ ଟାଙ୍ଗୀ ବ୍ଲକ ରାମେଶ୍ୱର ପଞ୍ଚାୟତ ଗସ୍ତ କରିଥିଲେ। ରମେଶ୍ୱର ପଞ୍ଚାୟତର ଅଙ୍ଗନବାଡି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରକଳ୍ପଟି ହେଉଛି – ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ବରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ବରଗଡ ଜିଲ୍ଲାର ଝାରବନ୍ଧ ଓ ପାଇକମାଳ ବ୍ଳକ୍‌ର ଜନସାଧାରଣ ନିଶ୍ଚିତ ଉପକୃତ ହେବେ। ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ।

Read More

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସ ସାରା ହେଉଛି ପବିତ୍ର ଦିନ। ହେଲେ ଏହି ମାସରେ ରାଧାପାଦ ଦର୍ଶନ, ଅଁଳା ନବମୀ ଏବଂ ବଡ ଓଷା ପରି ତିଥି ରହିଛି ଯାହା ଆହୁରି ପବିତ୍ର ବୋଲି କୁହାଯାଏ। ତେବେ ଏହି ମାସରେ ଶେଷ ତିଥୀ ହେଉଛି ବଡ ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା। ଆସନ୍ତାକାଲି ପାଳନ ହେବ ଏହି ବଡଓଷା। କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ ତିଥିରେ ଏହି ଓଷା ପାଳନ କରାଯାଏ। ଏହି ଓଷା ମୁଖ୍ୟତଃ ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି। ବଡଓଷାର ପୂଜାବିଧି ଓ ଉପଚାର ବଡଓଷା ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ। ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ। ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ…

Read More

ଭୁବନେଶ୍ୱର: ଛତିଶଗଡ ରାଜ୍ୟପାଳ ବିଭିନ୍ନ ସମୟରେ ଦେଉଥିବା ବିବୃତିକୁ ନେଉ ଖପ୍ପା ହୋଇଛି ବିଜୁ ଜନତା ଦଳ। ନିକଟରେ ବିଶ୍ବଭୂଷଣ ହରିଚନ୍ଦନ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଏବଂ ରତ୍ନଭଣ୍ଡାର ଖୋଲା ପ୍ରସଂଗରେ ବିବୃତି ପ୍ରଦାନ କରିଥିଲେ। ଏ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏପରି ସବୁ ବିବୃତି ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ବିଶ୍ବଭୂଷଣଙ୍କୁ ସମାଲୋଚନା କରିଛି। ବିଜେଡି କହିଛି ବିଗତ ୭୬ ବର୍ଷ ଧରି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ରାଜ୍ୟପାଳମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିରପେକ୍ଷ ଭୂମିକା ଗ୍ରହଣ କରିଛନ୍ତି । ଯେତେବେଳେ ଜଣେ ଓଡ଼ିଆଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତି ମିଳିଥାଏ, ସେ ଆସାମର ରାଜ୍ୟପାଳ ଭାବେ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ହୁଅନ୍ତୁ, ଝାଡଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିମ୍ବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଯିଏକି ଏବେ ଛତିଶଗଡର ରାଜ୍ୟପାଳ ଅଛନ୍ତି, ଆମେ ସମସ୍ତେ…

Read More

ଭୁବନେଶ୍ୱର: ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍‌୍‌, ବିଶିଷ୍ଟ ପରିବେଶବିତ୍ ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ବିଶ୍ୱ ଗଛମଣିଷ ସମ୍ମାନ ପ୍ରଦାନ କରିଛନ୍ତି। ପ୍ରକାଶଥାଉକି ପୂର୍ବରୁ ଡକ୍ଟର ଶ୍ରୀଚନ୍ଦଙ୍କୁ ପୂର୍ବତନ ରାଜ୍ୟପାଳ ରାମେଶ୍ୱର ଠାକୁର ଗ୍ରୀନ୍ ମ୍ୟାନ ସମ୍ମାନ ପ୍ରଦାନ କରିଥିଲେ। ସେହିପରି ମହତାବ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଡକ୍ଟର ଶ୍ରୀଚନ୍ଦନ ଗ୍ରୀନ୍ ମ୍ୟାନ୍ ଅଫ୍ ଇଣ୍ଡଆ, ତତ୍କାଳୀନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଟ୍ରି ମ୍ୟାନ୍ ଅଫ ଇଣ୍ଡିଆ ସମ୍ମାନ ପ୍ରଦାନ କରିଥିବା ବେଳେ ସମ୍ପ୍ରତି ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଡକ୍ଟର ଶ୍ରୀଚନ୍ଦନଙ୍କୁ ବିଶ୍ୱ ଗଛମଣିଷ ସମ୍ମାନ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ସକାଳେ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚୟତ ଅନ୍ତର୍ଗତ ବିଧାରପୁର ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଛି। ଗାଁ ପୋଖରୀରେ ଗାଧେଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ। ଖବର ମୁତାବକ ସକାଳେ ବିଧାରପୁର ଗ୍ରାମର ଦୀନବନ୍ଧୁ ସ୍ୱାଇଁଙ୍କ ଏକମାତ୍ର ପୁଅ ଦିଲ୍ଲୀପ ସ୍ୱାଇଁ (୩୫) ଗାଧେଇବା ପାଇଁ ପୋଖରୀକୁ ଯାଇଥିବା ବେଳେ କୌଣସି କାରଣ ବଶତଃ ପୋଖରୀ ମଧ୍ୟରେ ପଡି ଯାଇଥିଲେ। ଦିଲ୍ଲୀପ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ପୋଖରୀରେ ତାଙ୍କୁ ଭାସୁଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ…

Read More

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଦ୍ଵାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ ହେବା ଫଳରେ ସେମାନଙ୍କ ଜୀବନ ଶୈଳୀରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେବା ସହିତ ଓଡିଶାର ଜନଜାତି ସମୁଦାୟ ସମେତ ବିଲୁପ୍ତପ୍ରାୟ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ଏବଂ ସେମାନଙ୍କ କଳା, ସଂସ୍କୃତି ଓ ପରମ୍ପରାର ଆଶାତୀତ ସୁରକ୍ଷା ସମ୍ଭବ ହୋଇପାରିଛି। ଯାହାର ଝଲକ ଦେଖିବାକୁ ମିଳିଛି ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନରେ। ରାଜ୍ୟ ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ସଶକ୍ତିକରଣ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ପ୍ରଥମଥର ପାଇଁ ଏହି ବାଣିଜ୍ୟ ମେଳାରେ ଅଂଶ ଗ୍ରହଣ କରୁଛନ୍ତି। ପାଭିଲିୟନର ୧୯ ଓ ୨୦ ନମ୍ବର ଷ୍ଟଲରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଜନଜାତି ସଂପ୍ରଦାୟଙ୍କ ହସ୍ତ ସାମଗ୍ରୀ ମିଳୁଥିବା ବେଳେ, ଆଦିଶା (ADISHA) ଦ୍ଵାରା ୨୧ ନମ୍ବର ଷ୍ଟଲରେ…

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ପାଇଁ ତାଙ୍କ ଦଳର ସାଂସଦ ମହୁଆ ମୋଇତ୍ରାଙ୍କ ‘ଥିଓରି’କୁ ବିଜେପି ସାଂସଦ ନିଶିକାନ୍ତ ଦୁବେ ଖଣ୍ଡନ କରିଛନ୍ତି । ବିଜେପି ସାଂସଦ କହିଛନ୍ତି ଯେ ଭାରତ ସରକାରଙ୍କ ଦ୍ୱାରା ୱାଣ୍ଟେଡ୍ ଆତଙ୍କବାଦୀ ଘୋଷିତ ଆତଙ୍କବାଦୀ ଦାଉଦ ଇବ୍ରାହିମ ଯଦି ଉତ୍ତରପ୍ରଦେଶର ଆଜମଗଡ଼ ଆସନରୁ ନିର୍ବାଚନ ଲଢ଼ିବେ ତେବେ ସେ ବିଜୟୀ ହେବାର ୯୯% ସମ୍ଭାବନା ରହିଛି । ଟଙ୍କା ଓ ଉପହାର ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ସହ ମୋଇତ୍ରା ତାଙ୍କ ଲୋକସଭା ଲଗଇନ୍ ଆଇଡି ସେୟାର କରିଥିବା ଅଭିଯୋଗକୁ ନେଇ ଉଭୟ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି । ଏହି ମାମଲାର ତଦନ୍ତ ପରେ ଲୋକସଭା ନୈତିକତା କମିଟି ତାଙ୍କୁ ନିମ୍ନ ସଦନରୁ ବହିଷ୍କାର କରିବାକୁ ସୁପାରିସ କରିବା ପରେ କୃଷ୍ଣନଗର ସାଂସଦ ବିବାଦର ସମ୍ମୁଖୀନ ହୋଇଛନ୍ତି । ଦୁବେ ଦାବି…

Read More

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ସଂସଦ ଲଗଇନ୍ ଆଇଡି କେବଳ ଦୁବାଇ ନୁହେଁ, ନ୍ୟୁଜର୍ସି, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବେଙ୍ଗାଲୁରୁରେ ବ୍ୟବହୃତ ହୋଇଥିବା ତଥ୍ୟ ମିଳିଛି। ଏହା ପୂର୍ବରୁ ଏକ ସ୍ୱତନ୍ତ୍ର ସାକ୍ଷାତ୍‍କାରରେ ମୋଇତ୍ରା ସ୍ୱୀକାର କରିଥିଲେ ଯେ ଲୋକସଭାରେ ପଚରାଯିବାକୁ ଥିବା ପ୍ରଶ୍ନରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ସହ ତାଙ୍କ ସଂସଦ ଲଗଇନ୍ ଆଇଡି ଏବଂ ପାସୱାର୍ଡ ସେୟାର କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟିଏମସି ସାଂସଦ କୋଲକାତା ଏବଂ ପରେ ଦିଲ୍ଲୀରେ ଥିବାବେଳେ ନ୍ୟୁଜର୍ସି ଏବଂ ବେଙ୍ଗାଲୁରୁରୁ ମଧ୍ୟ ତାଙ୍କ ଲଗଇନ୍ ପ୍ରମାଣପତ୍ର ବ୍ୟବହାର କରାଯାଇଥିଲା। ମୋଇତ୍ରା କହିଥିଲେ ଯେ ଯଦିଓ ସେ ତାଙ୍କ ସଂସଦ ଲଗଇନ୍ ବିବରଣୀ ହିରାନନ୍ଦାନୀଙ୍କ ସହ ସେୟାର କରିଥିଲେ, ତଥାପି ବ୍ୟବସାୟୀ ପ୍ରଶ୍ନ ପୋଷ୍ଟ କରିବା ପାଇଁ ନିଜେ ଲଗଇନ୍ କରିନଥିଲେ। ଦର୍ଶନ ହିରାନନ୍ଦାନୀଙ୍କ କାର୍ଯ୍ୟାଳୟରେ କେହି ଜଣେ…

Read More

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ନିର୍ବାଚନରେ ପ୍ରଲୋଭନ ଦେଖାଇ ଭୋଟ ନେବା ଦୁର୍ନୀତି କି ନୁହେଁ ତାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣୀ ଆରମ୍ଭ ହୋଇଛି। ନିର୍ବାଚନରେ ପ୍ରଲୋଭନ ଦେଖାଇବା ଅର୍ଥ ଆଇନର ଧାରା ୧୨୩ରେ ଜଣେ ବ୍ୟକ୍ତିଦ୍ୱାରା କରାଯାଇଥିବା ଦୁର୍ନୀତିକୁ ବର୍ଣ୍ଣନା କରାଯାଏ। ଆବେଦନକାରୀ ଦର୍ଶାଇଛନ୍ତି ଯେ ରାଜନୈତିକ ଦଳ ହେଉଛି ଏକ ବ୍ୟକ୍ତିଗୋଷ୍ଠୀ ଏବଂ ଏହା ଲୋକ ପ୍ରତିନିଧି ଆଇନର ଧାରା ୧୨୩ ଅଧୀନରେ ଅନ୍ତର୍ଭୁକ୍ତ। ଏଭଳି ପରିସ୍ଥିତିରେ ଯଦି ଜନପ୍ରତିନିଧି ଆଇନର ଧାରା ୧୨୩ର ସଂଜ୍ଞାରେ ସେହି ବ୍ୟକ୍ତିଙ୍କୁ ଏକ ଗୋଷ୍ଠୀ ଭାବରେ ବିବେଚନା କରାନଯାଏ, ଯେଉଁଥିରେ ବ୍ୟକ୍ତିଙ୍କ ଗୋଷ୍ଠୀକୁ ବ୍ୟକ୍ତିଠାରୁ ଅଲଗା କରାଯାଏ, ତେବେ କୌଣସି ବ୍ୟକ୍ତି ନକଲି କମ୍ପାନୀ ଗଠନ କରି ଭୋଟ ପାଇବା ପାଇଁ କମ୍ପାନୀ ମାଧ୍ୟମରେ ଭୋଟରଙ୍କୁ ପ୍ରଲୋଭିତ କରିବେ ଏବଂ ଏହାକୁ ଅନୁମତି ଦିଆଯାଇ ପାରିବ ନାହିଁ। ସୁପ୍ରିମକୋର୍ଟରେ ପିଟିସନ ଦାଖଲ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ମାଗଣା…

Read More

ଭୁବନେଶ୍ୱର: ଓଡ଼ିଶାର କାଜୁ ବାଙ୍ଗଲାଦେଶକୁ ରପ୍ତାନୀ ହେଲା। ଗତକାଲି ଜାତୀୟ କାଜୁ ଦିବସ ଅବସରରେ ପ୍ରଥମ କରି ବାଙ୍ଗଲାଦେଶକୁ ଓଡ଼ିଶା କାଜୁ ରପ୍ତାନୀ କରିଛି। ଭାରତ ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଓପେଡ଼ା ସଂସ୍ଥା, ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଓ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କାଜୁ ଟ୍ରକ୍‌କୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ଶାଶ୍ୱତ ମିଶ୍ର ଏକ୍ସପୋର୍ଟ ଓ ମାର୍କେଟିଂ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଯେକୌଣସି ଉତ୍ପାଦର ରପ୍ତାନୀ ଓ ବାଣିଜ୍ୟ ପାଇଁ ଅନୁ୍ୟନପକ୍ଷେ ୩ ଗୋଟି ମାର୍କେଟ ରହିଥିବା ଦରକାର। କାରଣ ଗ୍ରାହକଙ୍କ ଚାହିଦା ଯଦି ବିପରୀତମୁଖୀ ହୁଏ…

Read More

ନୂଆଦିଲ୍ଲୀ: ସମ୍ବିଧାନ ଅନୁଯାୟୀ ଅନୁସୂଚିତ ଜାତି (ଏସ୍ ସି) ଓ ଅନୁସୂଚିତ ଜନଜାତି (ଏସ୍ ଟି)ଙ୍କ ଆନୁପାତିକ ପ୍ରତିନିଧିତ୍ୱ ପାଇଁ ଏକ ନୂତନ ସୀମା ନିର୍ଦ୍ଧାରଣ ଆୟୋଗ ଗଠନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଥିପାଇଁ ସଂଶୋଧନ କିମ୍ବା ଆଇନ ପ୍ରଣୟନ ପାଇଁ ସଂସଦକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ, କାରଣ ଏହା ବିଧାନସଭା କ୍ଷେତ୍ରରେ ହସ୍ତକ୍ଷେପ କରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ସଂରକ୍ଷଣ ବୃଦ୍ଧି ପାଇଁ ଅଦାଲତଙ୍କୁ ନିର୍ଦ୍ଦେଶ ଦେବା ଏବଂ ଅନୁସୂଚିତ ଜନଜାତି ସମେତ ଅନ୍ୟ ସମସ୍ତ ସମ୍ପ୍ରଦାୟକୁ ଆନୁପାତିକ ପ୍ରତିନିଧିତ୍ୱ ପ୍ରଦାନ କରିବା ପାଇଁ ସଂସଦ ଏକ ଆଇନ ପ୍ରଣୟନ କରିବା ଉଚିତ, ଆଇନ ପ୍ରଣୟନର ଅଧିକାରରେ ହସ୍ତକ୍ଷେପ କରିବାକୁ ପଡ଼ିବ। ଆବେଦନ ଉପରେ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ସିକ୍କିମ୍ ଓ ପଶ୍ଚିମବଙ୍ଗ ବିଧାନସଭାରେ ଲିମ୍ବୁ ଓ ତାମାଙ୍ଗ ଆଦିବାସୀ ସମ୍ପ୍ରଦାୟର ଆନୁପାତିକ ପ୍ରତିନିଧିତ୍ୱ ପାଇଁ ହୋଇଥିବା…

Read More

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ତିନି ଦିନିଆ ଜାତୀୟ ମିଡିଆ କନକ୍ଲେଭ ଗୁରୁବାର ଉଦଯାପିତ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଓ କିଟ୍ ସହଯୋଗରେ ଆୟୋଜିତ ଏହି କନକ୍ଲେଭରେ ଭାରତର ବିଶେଷଜ୍ଞମାନେ ଗଣମାଧ୍ୟମ ଓ ଗଣତନ୍ତ୍ରକୁ ଡିଜି-ଟେକ୍ ସହ ଯୋଡ଼ିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଅନଲାଇନ ମାଧ୍ୟମରେ ଯୋଗଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁର୍ଗାନ୍ ଏଭଳି ଏକ ପରିକଳ୍ପନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗଣମାଧ୍ୟମ ଓ ଗଣତନ୍ତ୍ର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ଡକ୍ଟର ମୁର୍ଗାନ କହିଥିଲେ। ଡିଜି-ଟେକ୍ ସହିତ ସେମାନଙ୍କର ସମ୍ପର୍କ ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବ ବୋଲି ଡକ୍ଟର ମୁର୍ଗାନ୍ ଅବିହିତ କରିଥିଲେ। ସେ ନାସନାଲ ମିଡ଼ିଆ କନକ୍ଳେଭର ଏଭଳି ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ଓଡ଼ିଶାରେ ଗଣମାଧ୍ୟମର…

Read More

ଭୁବନେଶ୍ୱର: ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଡିସେମ୍ବର ୩ ତାରିଖରେ ଭୋଟ ଗଣତି ହେବ। ସେତେବେଳକୁ ରାଜ୍ୟର କଂଗ୍ରେସ ଓ ବିଜେପି ନେତାଙ୍କ ଚିନ୍ତା କ୍ରମାଗତଭାବେ ବଢ଼ିବାରେ ଲାଗିଛି। ସବୁ ଓପିନିୟନ ପୋଲର ଗ୍ରାଉଣ୍ଡ ରିପୋର୍ଟରେ ଦୁଇ ରାଜ୍ୟ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ଏବେ ଭୋଟ ପଡ଼ିଥିବାରୁ ଏକଜିଟ୍ ପୋଲର ସଂଖ୍ୟା ଜାଣିବା ପାଇଁ କଂଗ୍ରେସ ଓ ବିଜେପି ନିଜର ସମସ୍ତ ଶକ୍ତି ପ୍ରୟୋଗ କରୁଛନ୍ତି। ଏକଜିଟ୍ ପୋଲ୍ ସଂଖ୍ୟା ଜାଣିବା ପାଇଁ ଉଭୟ ଦଳର ନେତାମାନେ ନିଜ ନିଜ ସୂତ୍ରକୁ ଅନୁଧ୍ୟାନ କରୁଛନ୍ତି। ସମସ୍ତେ ନିଜ ନିଜ ସର୍ଭେରେ ବିଜୟ ଦାବି କରୁଛନ୍ତି। ଏହି କ୍ରମରେ ଘଟିଛି ଏକ ରୋଚକ ଘଟଣା। ସେହିସବୁ ଏଜେନ୍ସିର ସର୍ଭେ ରିପୋର୍ଟରେ ଗୋଟିଏ ରାଜ୍ୟରେ କଂଗ୍ରେସର ଭିନ୍ନ ଭିନ୍ନ ସଂଖ୍ୟା ରହିଛି, ଯାହା ଅନୁଯାୟୀ ସେ ବିଜୟୀ ହେଉଛି ଏବଂ ବିଜେପିର…

Read More

ଭୁବନେଶ୍ବର: ଦୀର୍ଘ ଦୁଇଦିନ ଧରି ବିଧାନସଭାର ଶୀତ ଅଧିବେଶନ ଅଚଳ ହେବା ପରେ ଆଜି ସ୍ବାଭାବିକ ହୋଇଛି। ଆଜି ସକାଳୁ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଠିକରେ ଚାଲିଥିଲା। ପ୍ରଥମେ ଶକ୍ତି ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଥିଲା। ଏହାପରେ ଶିଳ୍ପ ବିଭାଗର ପ୍ରଶ୍ନଉତ୍ତର ଚାଲିଥିଲା। ଏହାର ଉତ୍ତର ରଖିଥିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ତେବେ ଗୃହରେ ଏହି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ହେଲା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ ସେହି କୋଶଳୀ ଭାଷାରେ ପ୍ରଦାନ କରିଥିଲେ।

Read More