Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ ଅନୁଦାନକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ଜାଣନ୍ତୁ ଓଡିଶା ପାଇଁ ବଜେଟରେ କଣ ରହିଛି
ଆଜିର ଖବର

ରେଳ ଅନୁଦାନକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ଜାଣନ୍ତୁ ଓଡିଶା ପାଇଁ ବଜେଟରେ କଣ ରହିଛି

February 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ରେଳ ବଜେଟ ଘୋଷଣା ପରେ ବିରୋଧୀ ଦଳର ନେତା ସମାଲୋଚନା କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡିଶା ପାଇଁ ଗତବର୍ଷ ଅପେକ୍ଷା ଅଧିକ ଅନୁଦାନ ଆସିଛି। ଚଳିତ ବଜେଟରେ ପାଖାପାଖି ୭୦୦ କୋଟି ଟଙ୍କାର ଅନୁଦାନ ଓଡିଶା ପାଇଁ ବ୍ୟୟ ବରାଦ ହୋଇଛି। କିଛି ଲୋକ ଏ ବିଷୟରେ ନଜାଣି ଲୋକଙ୍କୁ ଭ୍ରମରେ ପକାଉଛନ୍ତି।

ପୂର୍ବରୁ ପଶ୍ଚିମକୁ ଯୋଡ଼ୁଥିବା ଲାଇନ୍‌ ପାଇଁ ହଜାରେ କୋଟି ବ୍ୟୟବରାଦ। ସୋନପୁର-ବୌଦ୍ଧ ଓ କନ୍ଧମାଳରେ ଜମି ଅଧିଗ୍ରହଣ ସମସ୍ୟା ଅଛି। ରାଜ୍ୟ ସରକାରଙ୍କୁ ଅନୁରୋଧ, ତୁରନ୍ତ ସମାଧାନ କରନ୍ତୁ। ଖୁବ୍‌ଶୀଘ୍ର ହରିଦାସପୁର ରେଳ ଲାଇନ୍‌ ଲୋକାର୍ପଣ ହେବ। ଅନୁଗୁଳରେ ବିଦ୍ୟୁତ ଇଞ୍ଜିନ ନିର୍ମାଣ ପ୍ରକଳ୍ପ ସଂପ୍ରସାରଣ ହେବ। କଳାହାଣ୍ଡିରେ ଇଲେକ୍ଟ୍ରି ଇଞ୍ଜିନ ମରାମତି କାରଖାନା ହେବ। ବଜେଟର ପ୍ରକୃତ ତଥ୍ୟ ନଜାଣି କିଛି ଲୋକ ଅପପ୍ରଚାର କରୁଛନ୍ତି।

 ଜାଣନ୍ତୁ ଓଡିଶା ପାଇଁ ବଜେଟରେ କଣ ରହିଛି:

୧- ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର- ନୂତନ ରେଳଲାଇନ୍ (୨୮୯ କିମି) – ୧୦୦୦.୫୦ କୋଟି

୨- ଅନୁଗୁଳ-ସୁକିନ୍ଦା- ନୂତନ ରେଳଲାଇନ୍ (୯୮.୭ କିମି) – ୪୦୦ କୋଟି

୩- ଟିଟିଲାଗଡ- ବିଜୟନଗରମ ଥ୍ରୀ ଲାଇନ୍ (୨୬୪.୬ କିମି) – ୩୦୦ କୋଟି

୪– ରାଉରକେଲା- ଝାରସୁଗୁଡା ତୃତୀୟ ଲାଇନ୍ -୨୩୦ କୋଟି

୫– ଭଦ୍ରକ- ନେରଗୁଣ୍ଡି ତୃତୀୟ ଲାଇନ୍ (୮୦ କିମି) – ୨୨୯ କୋଟି

୬– ବଂଶପାଣି-ଦୈତାରୀ-ଟୋମକା-ଜାଖପୁରା (୧୮୦କିମି) – ୨୨୮ କୋଟି

୭– ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ୍ – ୨୨୫ କୋଟି

୮– ବୁଡାପାଙ୍କ- ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନ୍- ୨୧୫ କୋଟି

୯– ସମ୍ବଲପୁର-ଟିଟିଲାଗଡ ରୋଡ୍ ଡବଲିଂ (୧୮୨.୧୧ କିମି) – ୨୦୦ କୋଟି

୧୦– ସମ୍ବଲପୁର-ତାଳଚେର ରୋଡ୍ ଡବଲିଂ (୧୭୪.୧୧ କିମି) – ୧୭୩.୮୨ କୋଟି

୧୧– ଜାରପଡା-ବୁଡାପାଙ୍କ ତୃତୀୟ ଓ ଚତୁର୍ଥ ଲାଇନ୍ – ୧୦୧ କୋଟି

୧୨–  ହରିଦାସପୁର-ପାରାଦୀପ ନୂଆ ରେଳଲାଇନ୍ (୮୨ କିମି) – ୧୦୦ କୋଟି

୧୩– ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ୍ (୨୦୬କିମି ) -୧୦୦ କୋଟି

୧୪– ଜଗଦଲପୁର-କୋରାପୁଟ (୧୧୦ କିମି )- ୮୫ କୋଟି

୧୫– ଜୟପୁର ମାଲକାନଗିରି ନୂଆ ରେଳଲାଇନ୍ (୧୩୦ କିମି) – ୨୮ କୋଟି

୧୬– ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ୍ (୩୮ କିମି) – ୧୫.୧୦ କୋଟି

୧୭– ଖୋର୍ଦ୍ଧାରୋଡ୍-ବିଜୟନଗରମ ବାଏ ପାସ୍ – ୧୧ କୋଟି

୧୮– ତାଳଚେର-ବିମିଳିଗଡ ନୂଆ ରେଳଲାଇନ୍ (୧୫୪ କିମି) – ୧୦ କୋଟି

କେନ୍ଦ୍ର ସରକାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ବଜେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.