ଯଦି କିଛି ନୂଆ ଯୋଜନା ଆରମ୍ଭ କରୁଛନ୍ତି କରନ୍ତୁ, ଏହି ଦୁଇ ରାଶି ଉପରେ ମା’ଙ୍କ ଆର୍ଶିବାଦ ଅଛି

Published: Feb 5, 2021, 12:22 am IST

ନୂଆଦିଲ୍ଲୀ, ଆଜି ଦୁଇଟି ରାଶିର ଭାଗ୍ୟ ଉଜଳ ଅଛି। ସେମାନଙ୍କ ଅଧୁରା କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ।  ଖୁସି ହେବେ। ହେଲେ ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସୁଖର ପରିବେଶ ରହିବ । ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। ଏହି ଦୁଇଟି ରାଶି ହେଲା କୁମ୍ଭ ଏବଂ ମୀନ ରାଶି। ଆପଣଙ୍କର ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ଭଲ ଖବର ପାଇବେ। ନୂତନ ଯୋଜନା ଆରମ୍ଭ ହେବ।

Related posts