Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୦ ବର୍ଷ ବୟସରେ ବଲିଉଡ୍‌ ଆକ୍ସନ ଷ୍ଟାର୍‌ ଅଜୟ ଦେବଗନ
ଆଜିର ଖବର

୫୦ ବର୍ଷ ବୟସରେ ବଲିଉଡ୍‌ ଆକ୍ସନ ଷ୍ଟାର୍‌ ଅଜୟ ଦେବଗନ

April 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ajay devgens birthday
ajay devgens birthday

୫୦ ବର୍ଷ ବୟସରେ ବଲିଉଡ୍‌ ଆକ୍ସନ ଷ୍ଟାର୍‌ ଅଜୟ ଦେବଗନ। ଏପ୍ରିଲ୍‌ ୨ ୧୯୬୯ରେ ସେ ଜନ୍ମ ହୋଇଥିଲେ। ବଲିଉଡ୍‌ରେ ଅଭିନୟ କରିବା ତାଙ୍କର ୨୮ ବର୍ଷ ହୋଇଗଲାଣି। ୧୯୯୧ରେ ଅଜୟ ତାଙ୍କର କ୍ୟାରିୟର ‘ଫୁଲ୍‌ ଔର୍‌ କାଣ୍ଟେ’ ଜରିଆରେ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ହିଁ ସୁପରହିଟ୍‌ ହୋଇଥିଲା। ଆଜି ବି ଦର୍ଶକ ଅଜୟଙ୍କ ଫିଲ୍ମ ଦେଖିବାକୁ ଅପେକ୍ଷା କରୁଛନ୍ତି। ଅଜୟଙ୍କ ପିତା ବଲିଉଡ୍‌ର ଷ୍ଟଣ୍ଟ କୋରିଓଗ୍ରାଫର ଥିଲେ। ମାତା ବୀଣା ପ୍ରଡ୍ୟୁସର ଥିଲେ। ୧୯୯୯ରେ କାଜଲଙ୍କୁ ବିବାହ କରିଥିଲେ ଅଜୟ।   କାଜଲ ଏବଂ ଅଜୟଙ୍କ ବାହାଘରକୁ ୨୦ ବର୍ଷ ପୂରିଗଲାଣି। ଅଜୟଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ଜିଗର’, ‘ଦିଲ୍‌ ହେ ବେତାବ୍‌’, ‘ଦିବ୍ୟ ଶକ୍ତି, ‘ସଂଗମ୍‌’, ‘ଏକ୍‌ ହି ରିସ୍ତା’, ‘ସୁହାଗ୍‌’, ‘କାନୁନ୍‌’, ‘ବିଜୟ ପଥ’, ‘ଦିଲ୍‌ଓ୍ବାଲେ’‘, ‘ଜଙ୍ଗ୍‌’, ‘ଦିଲ୍‌ଜଲେ’, ‘ଇତିହାସ’, ‘ଇଶ୍କ’, ‘ଜଖମ୍‌’, ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’, ‘ମେଜର ସାହେବ’, ‘ପ୍ୟାର ତୋ ହୋନା ହି ଥା’, ‘‘କଚି ଧାଗେ’, ‘ହୋଗୀ ପ୍ୟାର୍‌ କି ଜିତ୍‌’, ‘ଦିଲ୍‌ କ୍ୟା କରେ’, ‘ଓମ୍‌କାରା’, ‘‘ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ,’ ଗୋଲମାଲ୍‌ ସିରିଜ୍‌’, ‘ସନ୍‌ ଅଫ୍‌ ସର୍ଦ୍ଦାର୍‌’ ‘ସିଂଘମ୍‌’, ‘ରାଜନୀତି’, ‘ଆକ୍ରୋଶ’, ‘  ‘ବାଦ୍‌ଶାହୋ’ ପ୍ରମୁଖ । ନିକଟରେ ଅଜୟଙ୍କ ଅଭିନୀତ ‘ଟୋଟାଲ୍‌ ଧମାଲ୍‌’ ବେଶ୍‌ ସଫଳ ବ୍ୟବସାୟ କରିଥିବାବେଳେ ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’ ମେ ୧୭ରେ ପରଦା ଉପରକୁ ଆସିବ ।

ajaydevgon birthday thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଶୁଭ ଖବର

September 17, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026
Latest News

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026

ଆଇସିସି ଟି-୨୦ ରାଙ୍କିଙ୍ଗ୍: ବ୍ୟାଟିଂ ଶୀର୍ଷରେ ଈଶାନ୍, ଦ୍ୱିତୀୟ ସ୍ଥାନକୁ ଉଠିଲେ ଅଭିଷେକ

September 17, 2026

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ନେଲେ ଜେମ୍ସ ରୋଡ୍ରିଗେଜ୍

September 17, 2026

UPI ଶୁଳ୍କ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ କଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କ’ଣ କହିଲେ?

September 17, 2026

୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.