ରବିବାର ଦିନ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ହୁଅନ୍ତୁ ସାବଧାନ, ବିଭିନ୍ନ ଦିଗରୁ ରହିଛି ବିପଦ

Published: Feb 21, 2021, 12:06 am IST

ବୃଷ- ଶତ୍ରୁମାନେ ସକ୍ରିୟ ରହିବେ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ବିବାଦ କରନ୍ତୁ ନାହିଁ । ଶୀଘ୍ର କୌଣସି କାମ କରନ୍ତୁ ନାହିଁ ।

କର୍କଟ- ଶତ୍ରୁମାନେ ସକ୍ରିୟ ରହିବେ । ଘର ବାହାରେ ଟେନସନ ହେବ। କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ। ସମ୍ପତ୍ତି କାର୍ଯ୍ୟଗୁଡ଼ିକ ଲାଭଦାୟକ ହେବ । ଭାବପ୍ରବଣ ସଂପର୍କରେ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ ।

କନ୍ୟା- ଦୁଷ୍ଟ ଲୋକମାନେ କ୍ଷତି କରିବାକୁ ଆସିବେ, ହେଲେ ଦୈଡ଼ି ପଳାଇବେ । ଦୁଃଖଦ ଖବର ମିଳିପାରେ । ଥୟ ଧର କାର୍ଯ୍ୟଭାର ହ୍ରାସ କରିବା ପାଇଁ ଦାୟିତ୍ବ ବାଣ୍ଟିବା ଆବଶ୍ୟକ ।

ବିଛା- କାରବାରରେ ସାବଧାନ ରୁହନ୍ତୁ । ଅତିଥିମାନେ ଆସିବେ । ଆପଣଙ୍କ ପାଇଁ ଖୁସି ଖବର । ମୂଲ୍ୟ ବୃଦ୍ଧି ହେବ । ରୋଜଗାର କରିବ । ଉତ୍ତମ ନିଯୁକ୍ତି ସୁଯୋଗ ଯୋଗୁଁ ଆୟ ବୃଦ୍ଧି ପାଇବ ।

Related posts