ଏହି ତିନୋଟି ରାଶି ଭିତରୁ ଆପଣଙ୍କର କେଉଁ ରାଶି ? ଜାଣନ୍ତୁ ଶୁକ୍ରବାକରେ ଆପଣଙ୍କର କଣ ହେବ !

Published: Feb 25, 2021, 11:42 pm IST

ତୂଳା- ଘର ବାହାରେ ସୁଖ ମିଳିବ। ବିବାହ ଶିଘ୍ର ହେବ। ବ୍ୟବସାୟ ଭଲ କରିବ । ଉପକୃତ ହେବେ। ବ୍ୟବସାୟ ଭଲ କରିବ। କାର୍ଯ୍ୟରେ ବିଳମ୍ବ ଚିନ୍ତା ସୃଷ୍ଟି କରିବ । ମାନସିକ ବିଭ୍ରାଟ ହେବ।

ଧନୁ ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ବଢିବ । ଯାତ୍ରା ଚିତ୍ତାକର୍ଷକ ହେବ । ବିନିଯୋଗ ଶୁଭ ହେବ । ବାହ୍ୟ ସାହାଯ୍ୟରେ କାର୍ଯ୍ୟ କରାଯିବ । ଭଗବାନଙ୍କ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କାର୍ଯ୍ୟର ସୁସଙ୍ଗତତା ରହିବ।

ମକର ଅଟକି ରହିଥିବା ଟଙ୍କା ମିଳିପାରିବ। ବିନିଯୋଗ ଶୁଭ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ। ଖୁସି ହେବ। ନିଜର ପ୍ରୟାସ ସଫଳ ହେବ। ସମାଜ ସମ୍ମାନ ଦେବ। ଠିକ୍ ସମୟରେ କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ବଢିବ ।

Related posts