Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରିଲା ରାଜ୍ୟରେ ଜାମିନ ବିହୀନ ପରୱାନା ସ୍ୱତନ୍ତ୍ର ଡ୍ରାଇଭ: ବାଣପୁର,ବାଲୁଗାଁ,ଟାଙ୍ଗୀରୁ ୧୨୨ ଅଭିଯୁକ୍ତ ଗିରଫ
ଆଜିର ଖବର

ସରିଲା ରାଜ୍ୟରେ ଜାମିନ ବିହୀନ ପରୱାନା ସ୍ୱତନ୍ତ୍ର ଡ୍ରାଇଭ: ବାଣପୁର,ବାଲୁଗାଁ,ଟାଙ୍ଗୀରୁ ୧୨୨ ଅଭିଯୁକ୍ତ ଗିରଫ

March 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

 

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ: ରାଜ୍ୟ ଡ଼ିଜିପିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ପୋଲିସ ଥାନାରେ ମାର୍ଚ୍ଚ ୭ ତାରିଖରୁ ୧୪ ତାରିଖ ଯାଏଁ ଜାମିନ ବିହୀନ ପରୱାନା(ଏନବିଡବ୍ଲ୍ୟୁ) ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଥିଲା। ଉକ୍ତ ୭ ଦିନ ମଧ୍ୟରେ ଏହାର ଅପରାଧୀଙ୍କୁ ଗିରଫ କରିବାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର, ବାଲୁଗାଁ ଏବଂ ଟାଙ୍ଗୀ ପୋଲିସର ଫଳାଫଳ ବେଶ ଭଲ ରହିଛି ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ.ପି ଶ୍ରୀ ରାଜକିଶୋର ଦୋରା।

ଏସ.ପିଙ୍କ ସୂଚନା ମୁତାବକ ବାଣପୁର, ବାଲୁଗାଁ ଏବଂ ଟାଙ୍ଗୀ ପୋଲିସ ସର୍ବମୋଟ ୧୨୨ ଜଣ ଏନବିଡବ୍ଲ୍ୟୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବାବେଳେ ତନ୍ମଧ୍ୟରୁ ୭୬ ଜଣଙ୍କୁ କୋର୍ଟ ଓ ଜେଲ ଚାଲାଣ କରାଯାଇଅଛି। ବାଣପୁର ଥାନାର ୫୧, ବାଲୁଗାଁ ଥାନାର ୨୮ ଏବଂ ଟାଙ୍ଗୀ ଥାନାର ୪୩ ଗୋଟି ଏନବିଡବ୍ଲ୍ୟୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ବାଣପୁର ଥାନାର ୨୬, ବାଲୁଗାଁ ଥାନାର ୧୨ ଏବଂ ଟାଙ୍ଗୀ ଥାନାର ୩୮ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଏବଂ ପରେ ଜେଲ ଚାଲାଣ କରାଯାଇଅଛି।

ସେହିପରି ଭାବେ ବାଣପୁର ଥାନାର ୨୫, ବାଲୁଗାଁ ଥାନାର ୧୬ ଏବଂ ଟାଙ୍ଗୀ ଥାନାର ୫ ଗୋଟି ୱାରେଣ୍ଟର ଆଶୁ ସମାଧାନ କରାଯାଇଛି।

ଚିଲିକା ଜାମିନ ଜେଲ ଟାଙ୍ଗୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପାରଳାଖେମୁଣ୍ଡି ରେଳ ଷ୍ଟେସନର ନବକଳେବର: ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

July 16, 2026

ତାଳଚେର ଅମୃତ ଭାରତ ଷ୍ଟେସନ: ଆଧୁନିକତା ଏବଂ ପରମ୍ପରାର ମିଳନ

July 16, 2026

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଖେଳୁନାହାନ୍ତି କେଏଲ ରାହୁଲ: ଜାଣନ୍ତୁ କାରଣ

July 16, 2026
Latest News

ପାରଳାଖେମୁଣ୍ଡି ରେଳ ଷ୍ଟେସନର ନବକଳେବର: ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

July 16, 2026

ତାଳଚେର ଅମୃତ ଭାରତ ଷ୍ଟେସନ: ଆଧୁନିକତା ଏବଂ ପରମ୍ପରାର ମିଳନ

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଖେଳୁନାହାନ୍ତି କେଏଲ ରାହୁଲ: ଜାଣନ୍ତୁ କାରଣ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.