ଭୁବନେଶ୍ବର: କେନ୍ଦ୍ରପଡାର ଘରୋଇ ନର୍ସିଙ୍ଗ ହୋମରୁ ଏକ ଅଦ୍ଭୂତ ଶିଶୁ କନ୍ୟା ଜନ୍ମ ହୋଇଥିବା ସୂଚନା ରହିଛି। ନବଜାତ ଶିଶୁକନ୍ୟାର ଦୁଇଟି ମୁଣ୍ଡ, ୩ ଟି ହାତ, ୪ ଟି ଆଖି ଏବଂ ୪ ଟି କାନ ଥିବା ଜଣାପଡିଛି। ବର୍ତ୍ତମାନ ନବଜାତ ଶିଶୁକନ୍ୟଟି ସୁସ୍ଥ ଅଛି। କିନ୍ତୁ ଏବେ ତାକୁ କଟକ ସ୍ଥାନାନ୍ତରିତ କରାଯାଉଛି। କେନ୍ଦ୍ରପଡା ନବଜାତ ଶିଶୁ କନ୍ୟା
ବିହାରରେ ୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୪-ଲେନ୍ ହାଇସ୍ପିଡ୍ କରିଡୋର ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନSeptember 10, 2025