ଭୁବନେଶ୍ବର: କେନ୍ଦ୍ରପଡାର ଘରୋଇ ନର୍ସିଙ୍ଗ ହୋମରୁ ଏକ ଅଦ୍ଭୂତ ଶିଶୁ କନ୍ୟା ଜନ୍ମ ହୋଇଥିବା ସୂଚନା ରହିଛି। ନବଜାତ ଶିଶୁକନ୍ୟାର ଦୁଇଟି ମୁଣ୍ଡ, ୩ ଟି ହାତ, ୪ ଟି ଆଖି ଏବଂ ୪ ଟି କାନ ଥିବା ଜଣାପଡିଛି। ବର୍ତ୍ତମାନ ନବଜାତ ଶିଶୁକନ୍ୟଟି ସୁସ୍ଥ ଅଛି। କିନ୍ତୁ ଏବେ ତାକୁ କଟକ ସ୍ଥାନାନ୍ତରିତ କରାଯାଉଛି। କେନ୍ଦ୍ରପଡା ନବଜାତ ଶିଶୁ କନ୍ୟା
ଲକ୍ଷ୍ନୌରେ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦିDecember 21, 2025