ଏହି ରାଶିର ବ୍ୟକ୍ତିଙ୍କର ସୋମବାରରେ ସ୍ବାସ୍ଥ୍ୟ ରହିବ ଖରାପ, ରୁହନ୍ତୁ ସାବଧାନ

Published: Jul 5, 2021, 12:03 am IST

ବୃଷ: – ଆଜି ଦିନଟି ଯତ୍ନର ସହ ବିତାନ୍ତୁ । ଆଜି କୈଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ ।

ସିଂହ: – ଆଜି ଏକ ଖୁସିର ଦିନ ହେବ । ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ପ୍ରିୟଜନଙ୍କ ସହିତ ସାକ୍ଷାତ ଶୁଭ ହେବ, ଦିନସାରା ମନ ଖୁସି ରହିବ । ଆପଣ ଶିଶୁର ଅଗ୍ରଗତି ବିଷୟରେ ଖବର ପାଇବେ ।

Related posts