Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଇନିଜ୍‌ ଗ୍ରାଣ୍ଡ ପ୍ରିକ୍ସ : ହାମିଲ୍‌ଟନ୍‌ଙ୍କ ୧୦୦୦ ତମ ଫର୍ମୁଲା ଓ୍ବାନ୍‌ ରେସ୍‌ ବିଜୟ
ଆଜିର ଖବର

ଚାଇନିଜ୍‌ ଗ୍ରାଣ୍ଡ ପ୍ରିକ୍ସ : ହାମିଲ୍‌ଟନ୍‌ଙ୍କ ୧୦୦୦ ତମ ଫର୍ମୁଲା ଓ୍ବାନ୍‌ ରେସ୍‌ ବିଜୟ

April 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
hjamilton won 1000 th race in chinese gp
hjamilton won 1000 th race in chinese gp

ଲୁଇସ୍‌ ହାମିଲ୍‌ଟନ୍‌ ଚାଇନିଜ୍‌ ଗ୍ରାଣ୍ଡପ୍ରିକ୍ସରେ ବିଜୟୀ ହେବା ସହିତ ନିଜ କ୍ୟାରିୟରର ୧୦୦୦ ତମ ଫର୍ମୁଲା ଓ୍ବାନ୍‌ ରେସ୍‌ରେ ବିଜୟ ଲାଭ କରିଛନ୍ତି। ମର୍ସିଡେସ୍‌ ପକ୍ଷରୁ ଚଳିତ ସିଜିନ୍‌ରେ ରେସ୍‌ କରୁଥିବା ହାମିଲଟନ୍‌ଙ୍କ ଦଳୀୟ ସାଥୀ ଭାଲ୍‌ଟ୍ଟେରୀ ବୋଟ୍ଟାସ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଫେରାରୀର ସେବାଷ୍ଟିଆନ୍‌ ଭେଟେଲ ତୃତୀୟ ସ୍ଥାନରେ ରେସ୍‌ ଶେଷ କରିଛନ୍ତି। ଚଳିତ ସିଜିନ୍‌ରେ ଭେଟେଲଙ୍କର ଏହା ପ୍ରଥମ ପୋଡିୟମ୍‌ ଥିଲା। ସିଜିନ୍‌ରେ ଆଉ ୧୬ଟି ରେସ୍‌ରେ ବିଜୟୀ ହେଲେ ୧୯୯୧ ମସିହାରେ ମାଇକେଲ ସୁମାକରଙ୍କ ପ୍ରତିଷ୍ଠିତ ରେକର୍ଡ ଭଙ୍ଗ କରି ପାରିବେ ହାମିଲଟନ୍‌। ହାମିଲଟନ୍‌ ୧.୩୨.୦୬ ମିନିଟ୍‌ ସମୟ ନେଇଥିବା ବେଳେ ବୋଟ୍ଟାସ୍‌ ୧.୩୯.୦୧ ମିନିଟ୍‌ର ସମୟ ନେଇଥିଲେ। ସେବାଷ୍ଟିଆନ୍‌ ଭେଟେଲ୍‌ ୧.୪୫.୦୦ ମିନିଟ୍‌ର ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ।

hamilton thesamikhsya won
Share. Facebook Twitter LinkedIn Email WhatsApp Copy Link

Related Posts

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026
Latest News

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ପ୍ରତି ଯୁବରାଜ ସିଂହଙ୍କ ପ୍ରତିକ୍ରିୟା: ସମସ୍ତଙ୍କୁ ଜାଣିବା ଜରୁରୀ

July 23, 2026

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.