Close Menu
The Samikhsya OdiaThe Samikhsya Odia
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The Samikhsya OdiaThe Samikhsya Odia
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The Samikhsya OdiaThe Samikhsya Odia
    Home»ଆଜିର ଖବର»ଆଜି ରାଜ୍ୟରୁ ଚିହ୍ନଟ ହେଲେ ୫୬୫ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ
    ଆଜିର ଖବର

    ଆଜି ରାଜ୍ୟରୁ ଚିହ୍ନଟ ହେଲେ ୫୬୫ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

    September 29, 2021No Comments1 Min Read
    Share Facebook Twitter LinkedIn Email WhatsApp Copy Link

    ଭୁବନେଶ୍ବର: ଆଜି ରାଜ୍ୟରେ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

    ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୨୮ ଜଣ ଚିହ୍ନଟ ହୋଇଥିବା ବେଳେ ୨୩୭ ଟି ଲୋକାଲ କେସ୍‌ ରହିଛ। ୫୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୬୩ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୮୭୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୨ ହଜାର ୧୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୫୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୮୭ କୁ ବୃଦ୍ଧି ହୋଇଛି।

    ଆଜି ମୋଟ ୨୫ ଟି ଜିଲ୍ଲାରୁ ୫୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୫୬ ଜଣ, କଟକ ଜିଲ୍ଲାରୁ ୬୧, ଅନୁଗୁଳ ଜିଲ୍ଲାରୁ ୮, ବାଲେଶ୍ଵର ଜିଲ୍ଲାରୁ ୨୮ ଜଣ, ବରଗଡ ଜିଲ୍ଲାରୁ ୨, ଭଦ୍ରକ ଜିଲ୍ଲାରୁ ୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪, ଦେବଗଡ ଜିଲ୍ଲାରୁ ୩, ଢେଙ୍କାନାଳ ଜିଲ୍ଲାରୁ ୫, ଗଞ୍ଜାମ ଜିଲ୍ଲାରୁ ୪, ଜଗତସିଂହପୁର ଜିଲ୍ଲାରୁ ୨୦ ଜଣ, ଯାଜପୁର ଜିଲ୍ଲାରୁ ୨୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୨, କଳାହାଣ୍ଡି ଜିଲ୍ଲାରୁ ୩, କନ୍ଧମାଳ ଜିଲ୍ଲାରୁ ୫, କେନ୍ଦ୍ରାପଡା ଜିଲ୍ଲାରୁ ୪ ଜଣ, କେନ୍ଦୁଝର ଜିଲ୍ଲାରୁ ୪, କୋରାପୁଟ ଜିଲ୍ଲାରୁ ୪, ମୟୂରଭଞ୍ଜ ଜିଲ୍ଲାରୁ ୨୬ ଜଣ, ନୟାଗଡ ଜିଲ୍ଲାରୁ ୨, ନୂଆପଡା ଜିଲ୍ଲାରୁ ୩, ପୁରୀ ଜିଲ୍ଲାରୁ ୧୨ ଜଣ, ରାୟଗଡା ଜିଲ୍ଲାରୁ ୨, ସମ୍ବଲପୁର ଜିଲ୍ଲାରୁ ୧୧, ସୁନ୍ଦରଗଡ ଜିଲ୍ଲାରୁ ୬ ଏବଂ ଷ୍ଟେଟ ପୁଲରୁ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

    ଓଡିଶା କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ସଂକ୍ରମିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ
    Share. Facebook Twitter LinkedIn Email WhatsApp Copy Link

    Related Posts

    ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଲା ପ୍ରଦେଶ କଂଗ୍ରେସ ଏବଂ ବିଜୁ ଜନତା ଦଳ

    July 15, 2025

    ଛାତ୍ରୀ ମୃତ୍ୟୁ ନେଇ ଆସନ୍ତାକାଲି ବିଜେଡିର ବନ୍ଦ ଡାକରା, ଲୋକସେବା ଭବନ ଘେରାଉ

    July 15, 2025

    ପୂର୍ବତଟ ରେଳପଥର ସୁରକ୍ଷା ପଦକ୍ଷେପ ସମୀକ୍ଷା କଲେ ରେଲୱେ ବୋର୍ଡର ସୁରକ୍ଷା ମହାନିର୍ଦ୍ଦେଶକ

    July 15, 2025

    ୩୧ ଜୁଲାଇ ପର୍ଯ୍ୟନ୍ତ ଖୋଲା ରହିଛି ପଦ୍ମ ପୁରସ୍କାର-୨୦୨୬ ପାଇଁ ମନୋନୟନ 

    July 15, 2025
    Latest News

    ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଲା ପ୍ରଦେଶ କଂଗ୍ରେସ ଏବଂ ବିଜୁ ଜନତା ଦଳ

    July 15, 2025

    ଛାତ୍ରୀ ମୃତ୍ୟୁ ନେଇ ଆସନ୍ତାକାଲି ବିଜେଡିର ବନ୍ଦ ଡାକରା, ଲୋକସେବା ଭବନ ଘେରାଉ

    July 15, 2025

    ପୂର୍ବତଟ ରେଳପଥର ସୁରକ୍ଷା ପଦକ୍ଷେପ ସମୀକ୍ଷା କଲେ ରେଲୱେ ବୋର୍ଡର ସୁରକ୍ଷା ମହାନିର୍ଦ୍ଦେଶକ

    July 15, 2025

    ୩୧ ଜୁଲାଇ ପର୍ଯ୍ୟନ୍ତ ଖୋଲା ରହିଛି ପଦ୍ମ ପୁରସ୍କାର-୨୦୨୬ ପାଇଁ ମନୋନୟନ 

    July 15, 2025

    ଅଲିମ୍ପିକ୍ସ ପାଇଁ କ୍ରିକେଟ୍ କାର୍ଯ୍ୟସୂଚୀ ପ୍ରକାଶ, କେତେ ଦଳ ଅଂଶଗ୍ରହଣ କରିବେ ଏବଂ ଫାଇନାଲ୍ ତାରିଖ କ’ଣ? ଜାଣନ୍ତୁ ସବୁକିଛି

    July 15, 2025
    Load More
    The Samikhsya Odia
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2025 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.