Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେବେଗୌଡା ମୋଦିଙ୍କ ଠାରୁ ଭଲ ପ୍ରଧାନମନ୍ତ୍ରୀ ଥିଲେ : କୁମାରସ୍ବାମୀ
ଆଜିର ଖବର

ଦେବେଗୌଡା ମୋଦିଙ୍କ ଠାରୁ ଭଲ ପ୍ରଧାନମନ୍ତ୍ରୀ ଥିଲେ : କୁମାରସ୍ବାମୀ

April 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
hd debagouda was the best pm than modi, says kumarswamy
hd debagouda was the best pm than modi, says kumarswamy

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀ। ନିଜ ପିତା ଏଚ୍‌ଡି ଦେବେଗୌଡା ମୋଦିଙ୍କ ଠାରୁ ଭଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି କହିଛନ୍ତି କୁମାରସ୍ବାମୀ। ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ କୁମାରସ୍ବାମୀ କହିଛନ୍ତି, ଏଚ୍‌ଡି ଦେବେଗୌଡା ମାତ୍ର ୧୦ ମାସ ପ୍ରଧାନମନ୍ତ୍ରୀ ରହିଥିଲେ ମାତ୍ର କମ୍‌ ସମୟ ମଧ୍ୟରେ ସେ ମୋଦିଙ୍କ ଠାରୁ ଅନେକ ଭଲ କାମ କରିଛନ୍ତି। ଦେଶର ଅନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଦେବେଗୌଡାଙ୍କ ସରକାର ସମୟରେ ସୁଦୃଢ ଥିଲା ବୋଲି କୁମାରସ୍ବାମୀ କହିଛନ୍ତି। ଦେବେଗୌଡାଙ୍କ ସମୟରେ ଗୋଟିଏ ବି ଆତଙ୍କବାଦୀ ଆକ୍ରମଣ ହୋଇନଥିବା ବେଳେ ଦେଶରେ ଶାନ୍ତିର ପରସ୍ଥିତି ରହିଥିଲା। ସୂଚନାଯୋଗ୍ୟ ଯ, ଜେଡିଏସ୍‌ ମୁଖ୍ୟ ଦେବେଗୌଡା ଜୁନ୍‌୧,୧୯୯୬ରୁ ଏପ୍ରିଲ୍‌ ୨୧, ୧୯୯୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦବୀରେ ରହିଥିଲେ। ଦେବେଗୌଡା ପ୍ରଧାନମନ୍ତ୍ରୀ ଥିବା ସମୟରେ କୌଣସି ଆତଙ୍କବାଦୀ ଆକ୍ରମଣ, ବିସ୍ଫୋରଣ ହୋଇନଥିଲେ ମଧ୍ୟ ସେ କେବେବି ଏହାକୁ ନିଜରୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିନଥିଲେ। ମାତ୍ର ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ମୋଦି ଯେପରି ଭାବରେ ନିଜର ନିର୍ବାଚନୀ ପ୍ରଚାରରେ ବ୍ୟବହାର କରୁଛନ୍ତି ତାହା ଅଗ୍ରହଣୀୟ ବୋଲି କୁମାରସ୍ବାମୀ କହିଛନ୍ତି। ପୂର୍ବରୁ ଦେଶର କୌଣସି ପ୍ରଧାନମନ୍ତ୍ରୀ ଏପରି ନୀଚ୍ଚ ସ୍ତରର ରାଜନୀତି କରିନଥିବା କହିଥିଲେ କୁମାରସ୍ବାମୀ। ସେହିପରି ମୋଦି କହିଥିବା ପରିବାର ବାଦ ରାଜନୀତି ମନ୍ତବ୍ୟ ଉପରେ କହିଥିଲେ, ଜନସାଧାରଣଙ୍କ ପସନ୍ଦର ପ୍ରତିନିଧିଙ୍କୁ ଆମେ ସାମ୍ନାକୁ ଆଣିଛୁ ଯଦି ଆମ ପରିବାରର ଲୋକଙ୍କୁ ସାଧାରଣ ଲୋକ ପସନ୍ଦ କରୁଛନ୍ତି ତେବେ ରାଜନୀତି କୁ ଆସିବାରେ ଭୁଲ୍‌ କେଉଁଠି ବୋଲି ପ୍ରଶ୍ନ କରିଥିଲେ କୁମାରସ୍ବାମୀ।

pm thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଦକ୍ଷିଣ ମୋଡ ପରେ ଗୁଣ୍ଡିଚା ମନ୍ଦିରର ନାକ ଚଣା ଦ୍ୱାର ସମ୍ମୁଖରେ ତିନି ରଥ

July 22, 2026

ରେଳ ନିରାପତ୍ତା ବୃଦ୍ଧି ପାଇଁ ଏଆଇ ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସ୍‌ସି ଅର୍ଜୁନ” ର ଶୁଭାରମ୍ଭ 

July 22, 2026

ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜକୁ ବିରୋଧ କଲେ ଆନ୍ନା ହଜାରେ: ଆସନ୍ତାକାଲି କରିବେ ପ୍ରତିବାଦ

July 22, 2026
Latest News

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026

ଫାଇଲ୍‌ ଚୋରି ମାମଲା: ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

July 22, 2026

ବାହୁଡା ଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 22, 2026

ଦକ୍ଷିଣ ମୋଡ ପରେ ଗୁଣ୍ଡିଚା ମନ୍ଦିରର ନାକ ଚଣା ଦ୍ୱାର ସମ୍ମୁଖରେ ତିନି ରଥ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.