Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁଷଣ୍ଡପୁର ରେଲୱେ ଷ୍ଟେସନ ନିକଟରେ ଅଘଟଣ: ହାତୀକୁ ପିଟିଲା ଟ୍ରେନ୍
ଆଜିର ଖବର

ଭୁଷଣ୍ଡପୁର ରେଲୱେ ଷ୍ଟେସନ ନିକଟରେ ଅଘଟଣ: ହାତୀକୁ ପିଟିଲା ଟ୍ରେନ୍

December 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଂଜ୍ ଭୁଷଣ୍ଡ ପୁର ରେଲୱେ ଷ୍ଟେସନ ନିକଟରେ ଅଘଟଣ ଘଟିଛି। ଭୁଷଣ୍ଡ ପୁର ଉଗ୍ରତାରା ରେଳ ଫାଟକ ନିକଟରେ ଦନ୍ତାକୁ ଟ୍ରେନ ଧକ୍କା ଦେଇଛି। ଫଳରେ ହାତୀଟି ଗୁରୁତର ଆହାତ ହୋଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ରେଂଜ୍ ର ଭୁଷଣ୍ଡ ପୁର ଡିପିଏଫ୍ ଉଗ୍ରତାରା ରେଳ ଫାଟକ ନିକଟରେ ହାତୀ ପଲ ରେଳ ଟ୍ରାକ ଅତିକ୍ରମ କରୁଥିଲେ। ୧୯ ଟିକିଆ ହାତୀ ପଲ ମଧ୍ୟରୁ ୬ ଦନ୍ତା, ୫ ଛୁଆ ହାତୀ ଏବଂ ୮ ଟି ମାଇ ହାତୀ ଥିବା ଜଣା ପଡିଛି। ଉକ୍ତ ହାତୀ ପଲ ରାତିରେ ଗାଁ ମୁହାଁ ହୋଇ ଧାନ ଫସଲ ଖାଇବା ପାଇଁ ଚାଷ କ୍ଷେତକୁ ଯାଉଥିଲେ। ଆଜି ରାତିରେ ୧୯ ଟିକିଆ ହାତୀ ପଲ ଉଗ୍ରତାରା ଛକ ନିକଟ କନ୍ତଳ ବାଇ ନିକଟରେ ରେଳ ଧାରଣା ପାର୍ ହୋଇ ଚାଷ କ୍ଷେତକୁ ଧାନ ଖାଇବାକୁ ଯାଉଥିବା ବେଳେ କନ୍ତଳ ବାଇ ରେଳ ଫାଟକ ନିକଟରେ ଏକ ଦନ୍ତାକୁ ଧକ୍କା ଦେଇଥିଲା ମାଲ ବାହୀ ଟ୍ରେନ୍।

ଫଳରେ ଦନ୍ତାର ପଛ ଭାଗରେ ଗୁରୁତର ଆଘାତ ଲାଗିଥିଲା। ବର୍ତ୍ତମାନ ସେହି ହାତୀଟି ଚାଲିବା ପାଇଁ ଅକ୍ଷମ ବୋଲି ସୂଚନା ରହିଛି। ଖବର ପାଇ ଟାଙ୍ଗୀ ବନ ବିଭାଗ ରେଂଜର ରବିନ୍ଦ୍ର ନାଥ ପଣ୍ଡାଙ୍କ ନେତ୍ରୁତ୍ୱରେ ଏକ ଦଳ ବାହାରି ଗୁରୁତର ଆହତ ଦନ୍ତାକୁ ଠାବ କରିବା ପାଇଁ ଯାଇଥିବା ସୂଚନା ରହିଛି।

ଭୁଷଣ୍ଡପୁର ରେଲୱେ ଷ୍ଟେସନ ହାତୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026

ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 2, 2026
Latest News

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026

ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 2, 2026

ରଣପୁରରେ ଜନଗଣନା ତାଲିମ ଶିବିର ଶେଷ: ୧୯୮ ଜଣଙ୍କୁ ପ୍ରଶିକ୍ଷଣ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.