Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର ପୁନମା ଓଭର ବ୍ରିଜ ତଳକୁ କାର ଖସି ଚୁରମାର, ଭାଗ୍ୟ ଭଲ ଚାଳକଙ୍କର କିଛି ହୋଇ ନାହିଁ
ଆଜିର ଖବର

ଭୁବନେଶ୍ବର ପୁନମା ଓଭର ବ୍ରିଜ ତଳକୁ କାର ଖସି ଚୁରମାର, ଭାଗ୍ୟ ଭଲ ଚାଳକଙ୍କର କିଛି ହୋଇ ନାହିଁ

January 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ପୁନମା ଓଭର ବ୍ରିଜ ତଳକୁ କାର ଖସି ଚୁରମାର, ଭାଗ୍ୟ ଭଲ ଚାଳକଙ୍କର କିଛି ହୋଇ ନାହିଁ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ପୁନମା ଓଭର ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଥିରେ କାରଟି ଓଭର ବ୍ରିଜ ତଳକୁ ଖସି ଚୁରମାର ହୋଇପଡିଛି। ହେଲେ ଆଶ୍ଚର୍ଯ୍ୟର କଥା ଯେ ଚାଳକଙ୍କର କୌଣସି କ୍ଷତି ହୋଇ ନାହିଁ।

ଘଟଣାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ଗୋଟିଏ i10 କାରଟି ଦ୍ରୁତଗତିରେ ନବୀନ ନିବାସଆଡୁ ଭୀମଟାଙ୍ଗୀ ଯାଉଥିଲା। ସେ ପୁନମା ଓଭର ବ୍ରିଜ ଉପରେ ଚଢିବା ବେଳେ ଭାରସାମ୍ୟ ହରାଇ ବସିଥିଲା। ଫଳରେ ଗାଡିଟି ଓଭର ବ୍ରିଜର ବ୍ୟାରିକେଡକୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଜୋରରେ ଲାଗିଥିଲା ଯେ ସେହି ବ୍ୟାରିକେଡ ଭାଙ୍ଗି କାରଟି 30 ଫୁଟ ତଳକୁ ଖସିପଡିଥିଲା।

ବିଳମ୍ବିତ ରାତି ହୋଇଥିବାରୁ ଲୋକ ଗହଳି ନ ଥିଲା। ହେଲେ ଜଣେ ଦେଖଣାହାରୀଙ୍କ ଅନୁସାରେ କାରଟି ପୁରା ଓଲଟିପଡିଲା। ସେ ଭିତରେ ଚାଳକ ଗୋଡରେ କବାଟ ଭାଙ୍ଗି ବାହାରିଥିଲା। ତାପରେ ସେ ସେଠାରେ କିଛି ସମୟ ବସିବା ପରେ ଏକ ଓଲାଗାଡିରେ କେଉଁଆଡେ ଚାଲିଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି।

ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.