Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଲୱେ ଏନଟିପିସି ସିବିଟି-1 ଫଳାଫଳ ସମସ୍ୟାକୁ ବିଚାର କରିବା ପାଇଁ ଗଠିତ ହେଲା ଉଚ୍ଚ କ୍ଷମତାସମ୍ପନ୍ନ କମିଟି 
ଆଜିର ଖବର

ରେଲୱେ ଏନଟିପିସି ସିବିଟି-1 ଫଳାଫଳ ସମସ୍ୟାକୁ ବିଚାର କରିବା ପାଇଁ ଗଠିତ ହେଲା ଉଚ୍ଚ କ୍ଷମତାସମ୍ପନ୍ନ କମିଟି 

January 26, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Indian Railways
ଟ୍ରେନରେ ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ମୋବାଇଲ ଚାର୍ଜିଂ ବନ୍ଦ: ରେଳ ବିଭାଗର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ଼ (ଆରଆରବି) ଦ୍ବାରା 14-15 ଜାନୁୟାରୀ 2022 ରେ ଜାରି ଅଣପ୍ରଯୁକ୍ତି ଲୋକପ୍ରିୟ ଶ୍ରେଣୀ (ଏନଟିପିସି) କୁ କେନ୍ଦ୍ରୀକୃତ ରୋଜଗାର ଅଧିସୂଚନା ସିଇଏନ୍ 01/2019 ର ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ଟେଷ୍ଟ (ସିବିଟି) ର ପରିଣାମ ସମ୍ବନ୍ଧରେ ପ୍ରାର୍ଥୀମାନଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ଉପରେ ଧ୍ୟାନ ପ୍ରଦାନ କରିବା ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ଗଠନ କରାଯାଇଛି।

ଏହି ସମିତି ପ୍ରାର୍ଥୀମାନଙ୍କ ଦ୍ବାରା ଉଠା ଯାଇଥିବା ନିମ୍ନଲିଖିତ ସମସ୍ୟା ଉପରେ ବିଚାର କରିବ ଓ ଏହାର ସୁପାରିଶ୍ ପ୍ରଦାନ କରିବ :

1. ସିଇଏନ 01/2019 (ଏନଟିପିସି) ର ପ୍ରଥମ ଚରଣ ସିବିଟିର ପରିଣାମ ଏବଂ ସର୍ଟଲିଷ୍ଟ କରାଯାଇଥିବା ପ୍ରଚଳିତ ପ୍ରାର୍ଥୀମାନଙ୍କୁ ପ୍ରଭାବିତ ନକରି ଦ୍ବିତୀୟ ଚରଣ ସିବିଟି ପାଇଁ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବା ପାଇଁ ଉପଯୋଗ କରାଯାଉଥିବା କାର୍ଯ୍ୟପ୍ରଣାଳୀ

2. ସିଇଏନ୍ ଆରଆରସି 01/2019 ରେ ଦ୍ବିତୀୟ ପର୍ଯ୍ୟାୟର ସିବିଟିର ଆରମ୍ଭ
ପ୍ରାର୍ଥୀମାନେ ନିଜର ସମସ୍ୟା ଓ ପରାମର୍ଶକୁ ନିମ୍ନଲିଖିତ ଇମେଲ୍ ଆଇଡିରେ କମିଟିକୁ ପଠାଇ ପାରିବେ : [email protected]
ବିଭିନ୍ନ ଆରଆରବିର ସମସ୍ତ ଅଧ୍ୟକ୍ଷଙ୍କୁ ମଧ୍ୟ ନିଜର ଉପଲବ୍ଧ ଚ୍ୟାନେଲ୍ ମାଧ୍ୟମରେ ପ୍ରାର୍ଥୀମାନଙ୍କର ଅଭିଯୋଗକୁ ପ୍ରାପ୍ତ କରିବା, ଏହି ଅଭିଯୋଗକୁ ସଙ୍କଳିତ କରିବା ଏବଂ ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାର୍ଥୀମାନଙ୍କୁ ନିଜର ଅଭିଯୋଗ ପ୍ରସ୍ତୁତ କରିବା ପାଇଁ 16.02.2022 ପର୍ଯ୍ୟନ୍ତ ତିନି ସପ୍ତାହର ସମୟ ଦିଆଯାଇଛି ଏବଂ ସମିତି ଏହି ଅଭିଯୋଗକୁ ଯାଞ୍ଚ କରିବା ପରେ 04.03.2022 ସୁଦ୍ଧା ଏହାର ସୁପାରିଶ୍ ପ୍ରସ୍ତୁତ କରିବ।

ଉପରୋକ୍ତ ବିଷୟକୁ ଧ୍ୟାନରେ ରଖି 15 ଫେବୃୟାରୀ 2022 ରୁ ଆରମ୍ଭ ହେଉଥିବା ସିଇଏନ୍ 01/2019 (ଏନଟିପିସି) ର ଦ୍ବିତୀୟ ଚରଣ ସିବିଟି ଏବଂ 23 ଫେବୃୟାରୀକୁ ଆରମ୍ଭ ହେଉଥିବା ସିଇଏନ୍ ଆରଆରସି 01/2019 ର ପ୍ରଥମ ଚରଣର ସିବିଟିକୁ ସ୍ଥଗିତ କରି ଦିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ଶକ୍ତି କ୍ଷେତ୍ରରେ ସଫଳତା: ସିଙ୍ଗାପୁରରେ ସ୍ୱାକ୍ଷରିତ ହେଲା ୪ଟି ଏମଓୟୁ

October 30, 2026

ବନାସକାଣ୍ଠାରେ ‘ଭାରତ ଗୋ-ପ୍ରଜନନ ଓ ଗବେଷଣା କେନ୍ଦ୍ର’କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

October 30, 2026

ଓଡ଼ିଶାରେ ୩,୮୫୫.୩୮ କୋଟିର ୨୨ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

October 30, 2026

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଓଡିଶା ରାଜ୍ୟପାଳ

October 30, 2026
Latest News

ଓଡ଼ିଶାର ଶକ୍ତି କ୍ଷେତ୍ରରେ ସଫଳତା: ସିଙ୍ଗାପୁରରେ ସ୍ୱାକ୍ଷରିତ ହେଲା ୪ଟି ଏମଓୟୁ

October 30, 2026

ବନାସକାଣ୍ଠାରେ ‘ଭାରତ ଗୋ-ପ୍ରଜନନ ଓ ଗବେଷଣା କେନ୍ଦ୍ର’କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

October 30, 2026

ଓଡ଼ିଶାରେ ୩,୮୫୫.୩୮ କୋଟିର ୨୨ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

October 30, 2026

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଓଡିଶା ରାଜ୍ୟପାଳ

October 30, 2026

ଆଜି ଅକ୍ଟୋବର ୩୦ ତାରିଖ: ପାଞ୍ଚୋଟି ରାଶିର ଭାଗ୍ୟ ଚମକିବ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.