Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଜେଟ ଉପରେ ଆସିଲା ପ୍ରଥମ ପ୍ରତିକ୍ରିୟା, କଂଗ୍ରେସ ନେତା ଶଶି ଥରୁର କହିଲେ ଏଭଳି କଥା
ଆଜିର ଖବର

ବଜେଟ ଉପରେ ଆସିଲା ପ୍ରଥମ ପ୍ରତିକ୍ରିୟା, କଂଗ୍ରେସ ନେତା ଶଶି ଥରୁର କହିଲେ ଏଭଳି କଥା

February 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ ଅନେକ ଘୋଷଣା କରିଛନ୍ତି। କିନ୍ତୁ ବଜେଟରେ ଆୟକରରେ ସାଧାରଣ ଲୋକଙ୍କୁ କୌଣସି ଆଶ୍ଵସ୍ତି ଦେଇନାହାଁନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଏବେ କେନ୍ଦ୍ର ସରକାରକୁ ଆକ୍ରମଣ କରୁଛନ୍ତି। ଏନେଇ କଂଗ୍ରେସ ନେତା ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଶଶି ଥରୁର କହିଛନ୍ତି ଯେ, ମୁଁ ବହୁତ ଅସନ୍ତୋଷ। ଏହା ଏକ ତରଳାଯାଇଥିବା ବାଣ ପରି। ଦେଢ ଘଣ୍ଟା ଭାଷଣରେ କିଛି ନଥିଲା। ପ୍ରତିରକ୍ଷା କ୍ଷେତ୍ରରେ କିଛି କହି ନାହାଁନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରିତ ନୁହେଁ। ସାଧାରଣ ଜନତାଙ୍କ ପାଇଁ ଟ୍ୟାକ୍ସ ସ୍ଲାବରେ କୌଣସି ଆଶ୍ଵସ୍ତି ନାହିଁ। ଏତେ ବଡ ଭାଷଣରେ ସାଧାରଣ ଜନତାଙ୍କ ପାଇଁ କିଛି ନଥିଲା।

ଅନ୍ୟପକ୍ଷରେ, ବିଜେପି ୨୦୨୨-୨୩ ବଜେଟକୁ ଐତିହାସିକ ବୋଲି କହିଛି। ବିଜେପି କହିଛି ଯେ, ସରକାରଙ୍କ ବିରୋଧରେ କହିବାକୁ ବିରୋଧୀଙ୍କର କୌଣସି ପ୍ରସଙ୍ଗ ବାକି ନାହିଁ।

ବଡ ବଜେଟ୍ ଘୋଷଣା:

– ଆସନ୍ତା ୩ ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ୍ ଚାଲିବ।
– ମେକ୍ ଇନ୍ ଇଣ୍ଡିଆରେ ୬୦ ଲକ୍ଷ ଚାକିରି ସୁଯୋଗ।
– କୃଷକମାନଙ୍କୁ ଏମଏସପି ପାଇଁ ୨.୭ ଲକ୍ଷ କୋଟି ଟଙ୍କା ଦେବ।
– FY୨୩ ରେ ୨୫ ହଜାର କିମି ଜାତୀୟ ରାଜପଥ ପ୍ରସ୍ତୁତ କରିବ।
– ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ଯୋଜନା କରିଛନ୍ତି।
– ୨ ଲକ୍ଷ ଅଙ୍ଗନୱାଡି ବିକଶିତ ହେବ।
– ପିଏମ ଆବାସ ଯୋଜନା ଅଧୀନରେ ୮୦ଲକ୍ଷ ଘର ନିର୍ମାଣ ହେବ।
– ସମସ୍ତ ଡାକଘରଗୁଡିକ ବ୍ୟାଙ୍କିଂ ସିଷ୍ଟମ ସହିତ ସଂଯୁକ୍ତ ହେବ।
– ୭୫ ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ୟୁନିଟ୍ ଖୋଲିବାକୁ ଯାଉଛି।
– ୨୦୨୨ ରେ ୫ଜି ସ୍ପେକ୍ଟ୍ରମ୍ ନିଲାମ ହେବ।
– ଚଳିତ ବର୍ଷ ଡିଜିଟାଲ ମୁଦ୍ରା ଲଞ୍ଚ ହେବ।
– କ୍ରିପ୍ଟୋ ରୋଜଗାର ୩୦% ରେ ଟ୍ୟାକ୍ସ ହେବ।
– ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଷ୍ଟାର୍ଟ ଅପ୍ ପାଇଁ ଟିକସ ଛାଡ।
– LTCG ରେ ସରଚାର୍ଜ ୧୫% ରେ ସୀମିତ ରହିବ।
– ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ନାହିଁ।

କଂଗ୍ରେସ ପ୍ରଥମ ପ୍ରତିକ୍ରିୟା ବଜେଟ ଶଶି ଥରୁର
Share. Facebook Twitter LinkedIn Email WhatsApp Copy Link

Related Posts

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026

ଚିନ୍ତା ବଢ଼ାଇଲା ଆମେରିକା ଦ୍ଵାରା ପ୍ରକାଶିତ ଭାରତ ମାନଚିତ୍ର: ପାକିସ୍ତାନ ଏବଂ ଚୀନ୍ କୁ ବଡ଼ ଝଟକା

February 7, 2026
Latest News

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026

ଚିନ୍ତା ବଢ଼ାଇଲା ଆମେରିକା ଦ୍ଵାରା ପ୍ରକାଶିତ ଭାରତ ମାନଚିତ୍ର: ପାକିସ୍ତାନ ଏବଂ ଚୀନ୍ କୁ ବଡ଼ ଝଟକା

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.