Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟ ବିଚାରପତିଙ୍କ ଯୌନ ନିର୍ଯାତନା ମାମଲା : ସିବିଆଇ, ଦିଲ୍ଲୀ ପୋଲିସ୍‌ ଏବଂ ଆଇବି ମୁଖ୍ୟଙ୍କ ସହିତ ଖଣ୍ଡପୀଠଙ୍କ ବୈଠକ
ଆଜିର ଖବର

ମୁଖ୍ୟ ବିଚାରପତିଙ୍କ ଯୌନ ନିର୍ଯାତନା ମାମଲା : ସିବିଆଇ, ଦିଲ୍ଲୀ ପୋଲିସ୍‌ ଏବଂ ଆଇବି ମୁଖ୍ୟଙ୍କ ସହିତ ଖଣ୍ଡପୀଠଙ୍କ ବୈଠକ

April 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଚାଲିଥିବା ଯୌନ ନିର୍ଯାତନା ମାମଲାର ବିଚାର କରୁଥିବା ସ୍ବତନ୍ତ୍ର ଖଣ୍ଡପୀଠ ସିବିଆଇ ମୁଖ୍ୟ, ଦିଲ୍ଳୀ ପୋଲିସ୍‌ ମୁଖ୍ୟ ଏବଂ ଆଇବି ମୁଖ୍ୟଙ୍କ ସହିତ ଏକ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ମୁଖ୍ୟ ବିଚାରପତିଙ୍କୁ ଏହି ମାମଲାରେ ଫସାଇବାକୁ ଏକ ବଡ ଷଡଯନ୍ତ୍ର କରାଯାଉଛି ବୋଲି ଉତ୍ସବ ବେଂଶ ଅଭିଯୋଗ କରିବା ପରେ ବୁଧବାର ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକ ସମ୍ପର୍କରେ ଖଣ୍ଡପୀଠ କୌଣସି ସୂଚନା ପ୍ରଦାନ କରିନାହାନ୍ତି। ଏହି ବୈଠକକୁ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ବିଚାରପତି ଅରୁଣ ମିଶ୍ର କହିଛନ୍ତି। ଅରୁଣ ମିଶ୍ରଙ୍କ ସହିତ ରୋହିଣ୍ଟନ୍‌ ନରିମାନ୍‌ ଏବଂ ଦୀପକ ଗୁପ୍ତା ଏହି ଖଣ୍ଡପୀଠର ସଦସ୍ୟ ରହିଛନ୍ତି। ଏହି ମାମଲରେ ଉତ୍ସବ ବେଂଶଙ୍କୁ ସମ୍ପୂର୍ଣ୍ଣ ପୋଲିସ୍‌ ସୁରକ୍ଷା ପ୍ରଦାନ ପାଇଁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ନିଜର ଦ୍ବିତୀୟ ସତ୍ୟପାଠ ଦାଖଲ କରିବାକୁ ବେଂଶଙ୍କ ଆବେଦନ ଉପରେ ହାତଲେଖା ସତ୍ୟପାଠ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବେଂଶଙ୍କ ସତ୍ୟପାଠର ସତ୍ୟତା ପରୀକ୍ଷଣ ପାଇଁ ସୁପ୍ରିମ୍‌କୋର୍ଟ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିବେ ବୋଲି ଜଷ୍ଟିସ୍‌ ତୁଷାର ମେହେଟ୍ଟା ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାତିରେ ୭.୭ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ନେଇ ମାଙ୍ଗାଲୋରରେ ପହଞ୍ଚିବ ଋଷୀୟ ଜାହାଜ

March 21, 2026

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026
Latest News

ଆଜି ରାତିରେ ୭.୭ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ନେଇ ମାଙ୍ଗାଲୋରରେ ପହଞ୍ଚିବ ଋଷୀୟ ଜାହାଜ

March 21, 2026

ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ହେବ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା, ପୂର୍ତ୍ତମନ୍ତ୍ରୀ

March 21, 2026

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.