Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆତଙ୍କବାଦୀ ଆକ୍ରମଣର ଗୁଜବ ସୃଷ୍ଟି କରି ପୂର୍ବତନ ସେନା କର୍ମଚାରୀ ଗିରଫ
ଆଜିର ଖବର

ଆତଙ୍କବାଦୀ ଆକ୍ରମଣର ଗୁଜବ ସୃଷ୍ଟି କରି ପୂର୍ବତନ ସେନା କର୍ମଚାରୀ ଗିରଫ

April 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉପ କୂଳବର୍ତ୍ତୀ ୮ଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ ଦିଆଯାଇଥିବା ସୂଚନା ଏକ ଗୁଜବ ବୋଲି ଜଣାପଡିଛି। କର୍ଣ୍ଣାଟକ ପୁଲିସକୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଜଣେ ଟ୍ରକ ଚାଳକ ସୁନ୍ଦର ମୂର୍ତ୍ତୀ ଏହି ସୂଚନା ଦେଇଥିଲେ। ଭାରତର ୮ଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ଘଟିବା ନେଇ ମୂର୍ତ୍ତୀ ସୂଚନା ଦେଇଥିଲେ। ପରେ ଏହି ସୂଚନା ଏକ ଗୁଜବ ବୋଲି ଜଣାପଡିବା ସହ ସମ୍ପୃକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି। ସୁନ୍ଦର ମୂର୍ତ୍ତୀ କର୍ଣ୍ଣାଟକ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଦେଶରର ୮ଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ଦେଇଥିଲେ। ଏଥିରେ ତାମିଲନାଡୁ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ, ଗୋଆ, ପଣ୍ଡିଚେରୀ ସାମିଲ ରହିଛି। ତାମିଲନାଡୁରେ ୧୯ଜଣ ଆତଙ୍କବାଦୀ ଲୁଚି ରହିଥିବା ସୁନ୍ଦର କହିଥିଲା। ପରେ କର୍ଣ୍ଣାଟକ ଡିଜିପି ସମସ୍ତ ୭ଟି ରାଜ୍ୟକୁ ପତ୍ର ଲେଖି ଆଲର୍ଟ ଜାରି କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରି ମିଥ୍ୟା ଖବର ଦେଇଥିବା ଅଭିଯୋଗରେ ଅବସରପ୍ରାପ୍ତ ସୈନିକ ସୁନ୍ଦର ମୂର୍ତ୍ତିଙ୍କୁ ଗିରଫ କରିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକ ନିଳାଦ୍ରି ପ୍ରସାଦ ଗ୍ରାମ ପଂଚାୟତରେ ଜିଲ୍ଲାପାଳଙ୍କ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣି ଶିବିର

November 24, 2025

ପୁରୁଣା ପେନସନ ଦାବିରେ ଆସନ୍ତାକାଲି ଦିଲ୍ଲୀରେ ଆନ୍ଦୋଳନ, ଓଡିଶା କର୍ମଚାରୀଙ୍କ ଦିଲ୍ଲୀ ଯାତ୍ରା

November 24, 2025

ବାଣପୁରରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ, ଯୋଗଦେଲେ ବରିଷ୍ଠ ନାଗରିକ

November 24, 2025

Dharmendra Death Condolences: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଶୋକ ପ୍ରକାଶ, କହିଲେ…

November 24, 2025
Latest News

ବାଣପୁର ବ୍ଲକ ନିଳାଦ୍ରି ପ୍ରସାଦ ଗ୍ରାମ ପଂଚାୟତରେ ଜିଲ୍ଲାପାଳଙ୍କ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣି ଶିବିର

November 24, 2025

ପୁରୁଣା ପେନସନ ଦାବିରେ ଆସନ୍ତାକାଲି ଦିଲ୍ଲୀରେ ଆନ୍ଦୋଳନ, ଓଡିଶା କର୍ମଚାରୀଙ୍କ ଦିଲ୍ଲୀ ଯାତ୍ରା

November 24, 2025

ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ଧର୍ମ ଯୋଦ୍ଧା 

November 24, 2025

SOA Education Congress: ସୋଆରେ ଇନ୍‌ଟରନ୍ୟାସ୍‌ନାଲ ଏକ୍ସଟେନ୍‌ସନ୍ ଏଜୁକେସନ୍ କଂଗ୍ରେସର ଶୁଭାରମ୍ଭ

November 24, 2025

International Agronomy Congress: କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉଦଘାଟନ କରି କହିଲେ..

November 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.