Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣା, ରାତିରେ ସେଠାରେ କେହି ଲୁଛି ଥିଲେ ବୋଲି କହିଲେ ମୁଖ୍ୟ ସଚିବ
ଆଜିର ଖବର

ଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣା, ରାତିରେ ସେଠାରେ କେହି ଲୁଛି ଥିଲେ ବୋଲି କହିଲେ ମୁଖ୍ୟ ସଚିବ

April 4, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣା, ରାତିରେ ସେଠାରେ କେହି ଲୁଛି ଥିଲେ ବୋଲି କହିଲେ ମୁଖ୍ୟ ସଚିବ

ପୁରୀ: ପ୍ରଭୃ ଶ୍ରୀଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣାର ନୂଆ ତଥ୍ୟ ପଦାକୁ ଆସିଛି। ତାହା ହେଲା ଯେ, ରାତିରେ ଶ୍ରୀମନ୍ଦିର ବନ୍ଦ ପୂର୍ବରୁ ସେହି ସ୍ଥାନରେ କେହି ଲୁଚି ରହିଥିବାର ସନ୍ଦେହ ହେଉଛି। ଫଳରେ ସେ ରାତିରେ ଏହି ଚୁଲା ଭଙ୍ଗା କାର୍ଯ୍ୟ କରିଛି। ପରେ ସକାଳେ ମନ୍ଦିର ଖୋଲିବା ପରେ ଭକ୍ତଙ୍କ ମେଳରେ ସେ ଖସି ପଳାଇଛି। ଏହିପରି ତଥ୍ୟ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ଆଜି ସଂଧ୍ୟାରେ ମୁଖ୍ୟଶାସନ ସଚିବ ଏବଂ ପୋଲିସ ଡିଜି ଶ୍ରୀମନ୍ଦିର ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ସେ ଜଗନ୍ନାଥଙ୍କ ଚୁଲା ବାହାରୁ ଦେଖିବା ସହିତ ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଫୁଟେଜକୁ ଅନୁଧ୍ୟାନ କରାଯାଉଛି। ଏହାପରେ ପ୍ରକୃତ ତଥ୍ୟ ଆସିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Jagannath ShreeJagnnath ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026

ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

May 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

May 19, 2026

ମସ୍କୋ ଡ୍ରୋନ୍ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

May 19, 2026
Latest News

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026

ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

May 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

May 19, 2026

ମସ୍କୋ ଡ୍ରୋନ୍ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

May 19, 2026

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.